Sign in
Sign in
Recover your password.
A password will be e-mailed to you.
ୟୁଏଆଇଏଲର ଜାତୀୟ ପୁଷ୍ଟିସାଧନ ସପ୍ତାହ ପାଳିତ
ଟିକିରି/କାଶୀପୁର (ବୈକୁଣ୍ଠ ଦୁରିଆ) : ପରିପାର୍ଶ୍ଵିକ ଅଞ୍ଚଳରେ ଉତ୍ତମ ପୁଷ୍ଟିସାଧନ, ସ୍ୱାସ୍ଥ୍ୟକର ଖାଦ୍ୟ ଏବଂ ଏକ ଉପଯୁକ୍ତ ଜୀବନଶୈଳୀ ବଜାୟ ରଖିବା ସମ୍ପର୍କିତ ସଚେତନତା ପ୍ରସାର କରିବାକୁ ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ ଲିମିଟେଡର ସହଯୋଗୀ କମ୍ପାନୀ ଉତ୍କଳ…
ବରଗଡ ଜିଲ୍ଲା ୮ପୋଲିସ ଅଧିକାରୀ ସମ୍ବର୍ଦ୍ଧିତ
ଝାରବନ୍ଧ-ମନୋହର ଦାଶ-ବରଗଡ଼ ଠାରେ ପୋଲିସ ବିଭାଗ ପକ୍ଷରୁ ଏକ ବୈଠକ ଆଜି ଅନୁଷ୍ଠିତ ହୋଇଯାଇଛି।ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ଆରକ୍ଷୀ ଅଧିକାରୀ ରାହୁଲ ଜୈନ ଅଧ୍ୟକ୍ଷତା କରିଥିଲେ।ବରଗଡ଼ ଜିଲ୍ଲାର ବିଭିନ୍ନ ଥାନା ଅଞ୍ଚଳରୁ ପାଇଥିବା ୮ଜଣ ପୋଲିସ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ…
ଶିକ୍ଷାର ସାମଗ୍ରିକ ବିକାଶ ପାଇଁ ‘ଶିକ୍ଷକ ପର୍ବ’ର କଳ୍ପନା ପ୍ରଧାନମନ୍ତ୍ରୀଙ୍କ ଦାୟିତ୍ୱବୋଧକୁ ଦର୍ଶାଉଛି- ଧର୍ମେନ୍ଦ୍ର…
ନୂଆଦିଲ୍ଲୀ - କୌଣସି ଦେଶର ବିକାଶ ପାଇଁ ଶିକ୍ଷା ସର୍ବସ୍ପର୍ଶୀ ଏବଂ ସର୍ବବ୍ୟାପୀ ହେବା ଉଚିତ୍ । ତେଣୁ ଆଜି ଦେଶ ଟକିଂ ବୁକସ ଏବଂ ଅଡ଼ିଓ ବୁକସ ଭଳି ଟେକ୍ନୋଲୋଜି ଶିକ୍ଷାକୁ ଏକ ଅଙ୍ଗ ଭାବରେ ଗ୍ରହଣ କରୁଅଛି ବୋଲି ମଙ୍ଗଳବାର ଭିଡିଓ କନ୍ଫରେନ୍ସିଂ ଜରିଆରେ ‘ଶିକ୍ଷକ ପର୍ବ’ର ଉଦ୍ଘାଟନୀ…
ଜନ ଭାଗିଦାରୀ ପୁଣି ଥରେ ଭାରତର ଜାତୀୟ ସ୍ବଭାବ ପାଲଟିଛି : ପ୍ରଧାନମନ୍ତ୍ରୀ
ଶିକ୍ଷା କ୍ଷେତ୍ରରେ ବିଭିନ୍ନ ପ୍ରମୁଖ ଯୋଜନାର କଲେ ଶୁଭାରମ୍ଭ
ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଶୁଭାରମ୍ଭ କରାଯାଇଥିବା ନୂତନ ଯୋଜନାଗୁଡ଼ିକ ଶିକ୍ଷା କ୍ଷେତ୍ରରେ ବିପ୍ଳବ ଆଣିବ ଏବଂ ଭାରତୀୟ ଶିକ୍ଷା ବ୍ୟବସ୍ଥାକୁ ବିଶ୍ବ ସ୍ତରରେ ସ୍ବତନ୍ତ୍ର ପରିଚୟ ଦେବ : ପ୍ରଧାନମନ୍ତ୍ରୀ…
ଅବହେଳା ପରିଲକ୍ଷିତ ହେଲେ, ପୁଣି ଲକ୍ଡାଉନ ଫେରିବ : ମୁଖ୍ୟମନ୍ତ୍ରୀ
"ପର୍ବପର୍ବାଣୀ ସମୟରେ ଆମର ଦାୟିତ୍ବପୂର୍ଣ୍ଣ ବ୍ୟବହାର ତୃତୀୟ ଲହରୀକୁ ନିୟନ୍ତ୍ରଣ କରିବାରେ ନିର୍ଣ୍ଣାୟକ ହେବ"
ଶିକ୍ଷାନୁଷ୍ଠାନ ଗୁଡିକରେ ଅଚାନକ ପରିଦର୍ଶନ ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ବ
ଧାର୍ମିକ ଅନୁଷ୍ଠାନ, ଡାକ୍ତରଖାନା, ଅଫିସ ଓ ହାଟ ବଜାରରେ କୋଭିଡ ନିୟମ କଡାକଡି…
ଅସମ୍ପୂର୍ଣ୍ଣ ଓ ନିମ୍ନମାନର କାର୍ଯ୍ୟ ଉପରେ ସ୍ପଷ୍ଟୀକରଣ ଦେଲା ଆରଡ଼ି ବିଭାଗ : ଟଙ୍କା ଆସିଲେ ବାକି କାମ ହେବ
ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଉପଖଣ୍ଡ ଝାରବନ୍ଧ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରୀ ମାନଙ୍କ ରହିବା ପାଇଁ ଏକ ଶହ ସଯ୍ୟା ବିଶିଷ୍ଠ ଛାତ୍ରୀ ନିବାସ ସମାଜ ମଙ୍ଗଳ ବିଭାଗର ଆର୍ଥିକ ଅନୁଦାନରୁ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ୧କୋଟି ୩୫ଲକ୍ଷ ୮୪ହଜାର ଟଙ୍କା ବ୍ୟୟ ମୂଲ୍ୟରେ ନିର୍ମାଣ ହୋଇଥିଲା…
ଖପ୍ରାଖୋଲ ବ୍ଳକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା ଦାବୀରେ କୃଷକ ସଂଘର ମୁଖ୍ୟମନ୍ତ୍ରୀଙ୍କୁ ଦାବୀପତ୍ର
ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ)- ଇତି ମଧ୍ୟରେ ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଳକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା କରାଯିବା ସହ ଚାଷୀମାନଙ୍କୁ ମରୁଡି ସହାୟତା ପ୍ରଦାନ କରାଯିବାକୁ ନେଇ ଦାବୀ କରାଯାଇଛି । ସୋମବାର ଖପ୍ରାଖୋଲ ବ୍ଳକ କୃଷକ ସଂଘ ପକ୍ଷରୁ ଏକ ଦାବୀପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ…
ଜିଲ୍ଲାସ୍ତରୀୟ ଶିଶୁ ଯତ୍ନ ଓ ସୁରକ୍ଷା ସମ୍ପର୍କିତ ଟାସ୍କଫୋର୍ସ ଓ ପରାମର୍ଶ ଦାତା କମିଟି ବୈଠକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷଠାରେ ଜିଲ୍ଲା ପ୍ରଶାସନ ପକ୍ଷରୁ "ଶିଶୁଙ୍କ ପାଇଁ ଦିନଟିଏ" କାର୍ଯ୍ୟକ୍ରମ ଉଦ୍ଦେଶ ନେଇ ଜିଲ୍ଲାସ୍ତରୀୟ ଶିଶୁ ଯତ୍ନ ଓ ସୁରକ୍ଷା ସମ୍ପର୍କିତ…
ଦୁଇ ବିଜେଡି ନେତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହୃତ
ଭୁବନେଶ୍ୱ(ଶାସକ ପ୍ରଶାସକ) : ଆଜି ବିଜୁ ଜନତା ଦଳ ପକ୍ଷରୁ ଦୁଇଜଣ ନେତାଙ୍କ ଉପରୁ ନିଲମ୍ବନ ଆଦେଶ ପ୍ରତ୍ୟାହାର କରାଯାଇଛି |ସେମାନେ ହେଲେ ରାୟଗଡା ଜିଲ୍ଲା ଗୁଡାରି ବ୍ଲକର କେ ରାମକୃଷ୍ଣ ଓ ରାମନାଗୁଡ଼ା ବ୍ଲକର ମନୋରଞ୍ଜନ ସାହୁ | ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଆଦେଶ କ୍ରମେ ଆଜି…
ଆପୋଲୋ ହସ୍ପିଟାଲ୍ସ ବାଙ୍ଗାଲୋର୍ ଦେଶର ପ୍ରଥମ ହସ୍ପିଟାଲ୍ ଭାବେ ୧୦୦ ରୋବୋଟିକ୍ କାର୍ଡିଆକ୍ ସର୍ଜରି ସମ୍ପନ୍ନ କଲା
ଭୁବନେଶ୍ୱର: ଆପୋଲୋ ହସ୍ପିଟାଲ୍ସ ବାଙ୍ଗାଲୋର୍ ପକ୍ଷରୁ ଘୋଷଣା କରାଯାଇଛି ଯେ ହସ୍ପିଟାର ରୋବୋଟିକ୍-ଆସିଷ୍ଟେଡ୍ କାର୍ଡିଆକ୍ ସର୍ଜରି ୟୁନିଟ୍ ପକ୍ଷରୁ ୧୦୦ ରୋବୋଟିକ୍ କାର୍ଡିଆକ୍ ସର୍ଜରି ସଫଳତାର ସହ ସମାପନ କରାଯାଇଛି । ହସ୍ପିଟାଲ୍ ପକ୍ଷରୁ ଏହା ମଧ୍ୟ ଘୋଷଣା କରାଯାଇଛି ଯେ ୭୦ ମିନିଟରୁ କମ୍…