ଖୋର୍ଦ୍ଧା/(ରବି ନାରାୟଣ ସାହୁ ଖୋର୍ଦ୍ଧା ଜିଲ୍ଲାରେ ଥିବା ଗ୍ରାମ ଠାରୁ ସହର ପର୍ଯ୍ୟନ୍ତ ଚୋରା ନିଶା ବେପାରୀ ମାନେ ଦିନକୁ ଦିନ ସକ୍ରିୟ ହେବାରେ ଲାଗିଛି କିନ୍ତୁ ଖୋର୍ଦ୍ଧା ଅବକାରୀ ବିଭାଗର ଅଧିକାରୀଙ୍କ ନେତୃତ୍ୱରେ ବେଗୁନିଆ ଥାନା ଅନ୍ତର୍ଗତ ଚଟୁଆ ଗ୍ରାମ ଜଙ୍ଗଲ ରୁ ୨୪0ଲିଟର ଚୋରା ସ୍ପିରିତ ଓ ଦେଶୀ ମଦ3600ଲିଟର ଜବତ କରାଯାଇଛି ଓ ଚୋରା ମଦ ବେପାରୀ ୯ ଜଣକୁ ଧରିବା ରେ ଅବକାରୀ ବିଭାଗ ସଫଳ ତା ମିଳିଛି ଓ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଅବକାରୀ ଅଧିକାରୀ ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Next Post