ପଦ୍ମପୁର :-ଆଜି ପଦ୍ମପୁର ବ୍ରାହ୍ମଣ ସମାଜ ର କାର୍ଯ୍ୟକାରିଣୀ ବୈଠକ ବୈଠକ ଶାନ୍ତିନଗର ଠାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକ ରେ ଆସନ୍ତା ମାର୍ଚ୍ଚ ମାସ ୨୧ ତାରିଖରେ ସାମୂହିକ ବ୍ରତ କରିବାକୁ ସ୍ଥିର ହେଲା। ଯେଉଁ ଅବିଭାବକ ମାନେ ତାଙ୍କର ପୁଅ ମାନଙ୍କ ବ୍ରତ କରିବାକୁ ଇଛୁକ ୨୮ଫ୍ରେବୃୟାରୀ ସୁଦ୍ଧା ୯୭୭୭୭୫୭୫୬୬ ଓ ୯୪୩୭୨୫୪୮୬୬ ମୋବାଇଲ ନମ୍ବରରେ ଯୋଗାଯୋଗ କରି ଆବେଦନ କରିବାକୁ ସମାଜ ତରଫରୁ ଅନୁରୋଧ କରାଯାଇଛି। ଗରିବ ପରିବାର ର ସନ୍ତାନଙ୍କ ବ୍ରତ ପାଈଁ କୋୖଣସି ଦେୟ ନିଆଯିବ ନାହିଁ। ବୈଠକରେ ଶ୍ରୀ ତୀର୍ଥବାସୀ ପଣ୍ଡା, ଶ୍ରୀ ଜୟ ନାରାୟଣ ତ୍ରୀପାଠି,ଚନ୍ଦ୍ରଶେଖର ପୁରୋହିତ, ଶାନ୍ତନୁ ପାଣିଗ୍ରାହୀ, ଜିତେଶ୍ୱରି ଦାସ, ଜ୍ୟୋସ୍ନା ରାଣୀ କର, ମଧୁସୂଦନ ଦେବତା, ଅବିନାଶ ମିଶ୍ର, ସୁରେଶ ପତି, ବଳଦେବ ପାଣିଗ୍ରାହୀ, ସଦାନନ୍ଦ ପୁରୋହିତ,ଅମୀୟ ପୁରୋହିତ , ଭରତ ପଣ୍ଡା, ପୂଜକ ଅତ୍ରାହୀ ଭଞ୍ଜନ ପାଣିଗ୍ରାହୀ ଓ କୁନାଲ ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ରହି ଆଲୋଚନା ରେ ଭାଗ ନେଇଥିଲେ ।
Sign in
Sign in
Recover your password.
A password will be e-mailed to you.