ଜିଲ୍ଲାପାଳ ସମୀକ୍ଷା କଲେ ୫ଟି ସ୍କୁଲ ନିର୍ମାଣର କାର୍ଯ୍ୟ

ବାରିପଦା/ସାରସକଣା : (ବନବିହାରୀ ମହାପାତ୍ର) : ସାରସକଣା ବ୍ଲକ୍ରେ ଥିବା ୫ଟି ସ୍କୁଲକୁ ପରିଦର୍ଶନ କଲେ ମୟୂରଭଞ୍ଜ ଜିଲ୍ଲାପାଳ ବିନିତ ଭରଦ୍ୱାଜ । ସୂଚନା ମୁତାବକ ଜିଲ୍ଲାପାଳ, ଉପଜିଲ୍ଲାପାଳ, ସ୍ଥାନୀୟ ତହସିଲଦାର, ବି.ଡି.ଓ ଏବଂ ବିଭାଗୀୟ ଅଧିକାରୀ ପ୍ରଥମେ ଦକ୍ଷିଣବାଦୀ ଆଦର୍ଶ ଅଙ୍ଗନୱାଡି…

ପଦ୍ମପୁର ଗୋରୁ ବଜାରରେ ଚାଲିଛି ଚାନ୍ଦା ମଗା, ପୋଲିସ ବାବୁଙ୍କ ଭାଗଥିବା ନେଇ ଚର୍ଚ୍ଚା !

ପଦ୍ମପୁର(ଶାସକପ୍ରଶାସକ)- ଚାଷୀମାନେ ଧାନ ପନିପରିବା ବ୍ୟତୀତ ଗାଈ ଛେଲି ମେଣ୍ଢା ଆଦି ପାଳନ କରିଥାନ୍ତି । ଧାନ,ପନିପରିବା ପରି ଗାଈ,ବଳଦ, ଛେଲି,ମେଣ୍ଢା ବିକ୍ରି କରିବା ପାଇଁ ସରକାର ବଜାର ବ୍ୟବସ୍ଥା କରିଛନ୍ତି । ପଦ୍ମପୁର ସହରର ଗୋରୁ ବଜାର ଠାରେ ଚାଷୀମାନେ ଛେଲି ମେଣ୍ଢା କ୍ରୟ ବିକ୍ରୟ…

“ଗାନ୍ଧିଜୀ ଇନ ଓଡ଼ିଶା’ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଉନ୍ମୋଚିତ

ଭୁବନେଶ୍ୱର : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ ଦେଶବ୍ୟାପୀ ଆଜାଦି କା ଅମୃତ ମହୋତ୍ସବ ପାଳନ କରାଯାଉଛି । ଏହି ଅବସରରେ ସ୍ୱାଧୀନତା ଆନ୍ଦୋଳନ ଏବଂ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ଜୀବନୀ ଓ କୃତିତ୍ୱ ସମ୍ପର୍କିତ ବିଭିନ୍ନ କାର୍ଯ୍ୟକ୍ରମମାନ ରାଜ୍ୟବ୍ୟାପୀ ଅନୁଷ୍ଠିତ ହେଉଛି…

କୁନି କୁନି ପିଲାଙ୍କ ଗହଣରେ ଗାନ୍ଧୀ ଜୟନ୍ତୀ ପାଳିଲେ ଓଡିଶା ମିଡିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନର ରାୟଗଡ ଶାଖା

ରାୟଗଡରୁ ସରୋଜ କୁମାର ସାହୁ: ଆଜି ୧୫୨ ତମ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ଓଡିଶା ମିଡିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନର ରାୟଗଡ ଶାଖା ତରଫରୁ ସାଇପ୍ରିୟା ନଗର ଠାରେ ଥିବା ସାଇପ୍ରିୟା ୱେଲଫର ଟ୍ରଷ୍ଟର କାର୍ଯ୍ୟାଳୟ କକ୍ଷରେ ପାଳନ କରାଯାଇଛି । ଓଡିଶା ମିଡିଆ ଜର୍ଣ୍ଣାଲିଷ୍ଟ ଆସୋସିଏସନ ରାୟଗଡ ଶାଖାର…

ସୁନ୍ଦରଗଡ ମୁଖ୍ୟ ଡାକ୍ତରଖାନାରେ ସ୍ୱାସ୍ଥ୍ୟ ବ୍ୟବସ୍ଥା ବିପର୍ଯ୍ୟସ୍ତ

ସୁନ୍ଦରଗଡ/ହୋରାଚାନ୍ଦ ଦେଉରିଆ :- ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ କ୍ରମେ ଜନସାଧାରଣ ହିତ ନିମନ୍ତେ ସ୍ୱାସ୍ଥ୍ୟ ବ୍ୟବସ୍ଥା କୁ ସୃଦୃଢ଼ କରିବା ପାଇଁ ସର୍ବ ପ୍ରଥମେ ମୋ ସରକାର୫ଟି ବିଭାଗ ସ୍ୱାସ୍ଥ୍ୟ ବିଭାଗକୁ ସଂଯୋଗ କରଣ କରିଥିବା ବେଳେ କିଛି ଦିନ ତଳେ ଗରିବ ନିରୀହ ଶ୍ରେଣୀର ଲୋକଙ୍କ ଉତ୍ତମ…

ସାମ୍ବାଦିକ ଶିବଶଙ୍କର ବିଶ୍ବାଲଙ୍କ ପିତାଙ୍କ ବିୟୋଗ ।

ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଉପଖଣ୍ଡ ଗାଇସିଲାଟ ବ୍ଳକ ଗନିଆଁପାଲି ନିବାସୀ ଚାଷୀ ତଥା ସାମ୍ବାଦିକ ଶିବଶଙ୍କର ବିଶ୍ବାଲଙ୍କ ପିତା ଆଦିକନ୍ଦ ବିଶ୍ବାଲଙ୍କ ୭୨ ବର୍ଷ ବୟସରେ ଶନିବାର ସକାଳ ସମୟରେ ଗନିଆଁପାଲି ବାସଭବନରେ ମୄତ୍ୟ ଘଟିଛି । ସେ ଜଣେ ଏକାଧାରରେ ଭଲ ଚାଷୀ, ମିଷ୍ଟଭାଷୀ ତଥା…

ବୁଧାପାଲି ଓ ଧୂମାଭଟାରେ ଗାନ୍ଧୀ ଜୟନ୍ତୀ ପାଳିତ ।

ପଦ୍ମପୁର(ଶାସକପ୍ରଶାସକ)- ଜାତିର ପିତା ମୋହନ ଦାସ କରମଚାନ୍ଦ ଗାନ୍ଧୀଙ୍କ ୧୨୫ ତମ ଜନ୍ମ ବାର୍ଷିକି ଅବସରରେ ରାଜବୋଡାସମ୍ବର ବ୍ଳକ ଭେଉଁରିଆ ପଞ୍ଚାୟତ ବୁଧାପାଲି ସ୍କୁଲ ଠାରେ ସରପଞ୍ଚ ରଜନୀ ସାହୁଙ୍କ ଅଧ୍ୟକ୍ଷତାରେ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ବୁଧାପାଲିର ସମସ୍ତ ମହିଳା…

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ।

ପଦ୍ମପୁର(ଶାସକପ୍ରଶାସକ): ପଦ୍ମପୁର ସହର ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ କାଳୀଚରଣ ଦୁବେଙ୍କ ସଭାପତିତ୍ବରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ବିଦ୍ୟାଳୟ ପରିସର ମଧ୍ୟରେ ଥିବା ମହାତ୍ମା ଗାନ୍ଧୀ, ଲାଲ ବାହାଦୂର ଶାସ୍ତ୍ରୀ…

ବୋଡାସମ୍ବର ଅଂଚଳରେ ମହାବିଦ୍ୟାଳୟ ଗୁଡିକରେ ସ୍ନାତକ ପ୍ରଥମ ବର୍ଷ ରେ ନାମଲେଖାରୁ ବଂଚିତ ଛାତ୍ରଛାତ୍ରୀ

ଉଚ୍ଚ ଶିକ୍ଷା ମନ୍ତ୍ରୀଙ୍କୁ ପତ୍ର ଲେଖିଲେ ବରିଷ୍ଠ ବିଧାୟକ ଶ୍ରୀ ବିଜୟ ରଞ୍ଜନ ସିଂ ବରିହା ବରଗଡ '- ଇତି ମଧ୍ୟରେ ଡିଗ୍ରୀ ପ୍ରଥମ ବର୍ଷ ପାଇଁ ନାମଲେଖା ପ୍ରକ୍ରିୟା ଶେଷ ହୋଇ ଯାଇଛି । ଚଳିତ ବର୍ଷ ନାମ ଲେଖା ପାଇଁ ମହାବିଦ୍ୟାଳୟ ଗୁଡିକରେ କଳା ଓ ବିଜ୍ଞାନ ବିଷୟର କଟଅଫ ମାର୍କ ସବୁ ବିଷୟରେ…

ବିଶାଖାପାଟଣା ଷ୍ଟେସନ ଠାରୁ ପ୍ରଥମ ପିଆଜ ସ୍ୱତନ୍ତ୍ର ଟ୍ରେନ୍ |

ବିଶାଖାପାଟଣା (ଶାସକ ପ୍ରଶାସକ) : କେବଳ ପିଆଜ ପରିବହନ କରୁଥିବା ପ୍ରଥମ ପିଆଜ ସ୍ୱତନ୍ତ୍ର ଟ୍ରେନ୍ ଗତକାଲି ବିଶାଖାପାଟଣା ଷ୍ଟେସନ ଠାରୁ ଉତ୍ତର-ପୂର୍ବ ସୀମାନ୍ତ ରେଳପଥର କାଟିହର ରେଳ ମଣ୍ଡଳ ଅନ୍ତର୍ଗତ ଜଲାଲଗଡ ଷ୍ଟେସନ କୁ ଯାତ୍ରା କରିଛି ​​| ପୂର୍ବ ତଟ ରେଳପଥର ୱାଲଟିୟର ରେଳ ମଣ୍ଡଳର…