ଶିକ୍ଷୟିତ୍ରୀ ତଥା ନାରୀକବି ଭାରତୀ ହୋତାଙ୍କୁ “ମାନସିଂହ କବିତା ସମ୍ମାନ”

14

ମାନସିଂହ ସାହିତ୍ୟ ସଂସଦ, ନନ୍ଦଳା, ପୁରୀର ସ୍ଵନକ୍ଷତ୍ର ଦିବସ ପାଳନ ଅବସରରେ ନୂଆପଡା ଜିଲ୍ଲାର ଆଦର୍ଶ ଶିକ୍ଷୟିତ୍ରୀ ତଥା ନାରୀକବି ଶ୍ରୀମତୀ ଭାରତୀ ହୋତାଙ୍କୁ “ମାନସିଂହ କବିତା ସମ୍ମାନ”ରେ ସମ୍ନାନୀତ କରାଯାଇଛି । ଜଣେ ସଫଳ ସାହିତ୍ୟିକା ଭାବରେ ସେ ସାରା ରାଜ୍ୟରେ ଜଣାଶୁଣା । ଉକ୍ତ ସଭାରେ ଶ୍ରୀମତୀ ହୋତାଙ୍କ କବିତା ସଂକଳନ “ପ୍ରୀତିମଗ୍ନା” ମଧ୍ୟ ଅତିଥିମାନଙ୍କ ଦ୍ବାରା ଉନ୍ମୋଚିତ ହୋଇଯାଇଛି । ଶ୍ରୀମତୀ ହୋତା ଖରିଆରରୋଡ଼ ନିବାସୀ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ସନ୍ତୋଷ କୁମାର ହୋତାଙ୍କ ଧର୍ମପତ୍ନୀ ଅଟନ୍ତି ।

Leave A Reply

Your email address will not be published.