ମାମଲାର ସଠିକ ପରିଚାଳନା ଓ ଦଣ୍ଡାଦେଶ ବୃଦ୍ଧିକୁ ଗୁରୁତ୍ୱ

ଆଭାସି ମାଧ୍ୟମରେ ସରକାରୀ ଓକିଲଙ୍କର ସମନ୍ୱୟ ବୈଠକ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶୁନ୍ୟ ଅପରାଧ ସହନଶୀଳତାକୁ ନଜରରେ ରଖି ରାଜ୍ୟ ସରକାରଙ୍କ ନିର୍ଦ୍ଦେଶରେ ଗୃହ ବିଭାଗର ପ୍ରସିକ୍ୟୁସନ ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଦୀପ୍ତି ରଞ୍ଜନ କାନୁନଗୋ ସମାଜରେ ବୃଦ୍ଧି ପାଉଥିବା

ବେଦାନ୍ତ ଆଲୁମିନିୟମ୍, ଭି-ସ୍ପାର୍କ ଡିପ୍ଟେକ୍ ପଦକ୍ଷେପକୁ ବ୍ୟାପକ କରିବା ସହିତ ୨୧୦୦ କୋଟି ଟଙ୍କାର ମୂଲ୍ୟ ସୃଷ୍ଟି…

ଝାରସୁଗୁଡ଼ା, ଓଡ଼ିଶା, ୮ ସେପ୍ଟେମ୍ବର ୨୦୨୬: ଭାରତର ସର୍ବବୃହତ୍ ଆଲୁମିନିୟମ୍ ଉତ୍ପାଦକ ବେଦାନ୍ତ ଆଲୁମିନିୟମ୍ ଓ ଭାରତର ସର୍ବବୃହତ୍ ଉତ୍ପାଦନ କ୍ଷେତ୍ରଭିତ୍ତିକ ଡିପ୍ଟେକ୍ ଇନ୍କ୍ୟୁବେଟର୍ ଭି-ସ୍ପାର୍କ ମିଳିତ ଭାବେ ଡିପ୍ଟେକ୍ ପଦକ୍ଷେପକୁ ବ୍ୟାପକ କରିବା ସହ ଶିଳ୍ପ କ୍ଷେତ୍ରରେ

ବାଣପୁର ବ୍ଲକ୍ ସ୍ତରୀୟ ଚକ୍ଷୁ ଚିକିତ୍ସା ତାଲିମ୍ ଶିବିର ଉଦଯାପିତ

ବାଣପୁର:(ସେକ୍ କୌସର): ବାଣପୁର ସ୍ଥାନୀୟ ଗୋଦାବରୀଶ ସରକାରୀ ଉଚ୍ଚ ବିଦ୍ୟାଳୟ, ଠାରେ ବାଣପୁର ବ୍ଲକ ସ୍ତରୀୟ ଚକ୍ଷୁ ଚିକିତ୍ସା ତାଲିମ୍ ଶିବିର ଦୁଇଟି ପର୍ଯ୍ୟାୟରେ ମୋଟ ୧୫୧ ଜଣ ଶିକ୍ଷକ ମାନଙ୍କୁ ତାଲିମ ପ୍ରଦାନ କରାଯାଇଛି। ଉକ୍ତ ଶିବିରକୁ ବିଜୟ କୁମାର ବେହେରା, ବିଶ୍ଵଜିତା ଜେନା, ଓ

ବଜ୍ରାଘାତରେ ଯୁବକ ମୃତ।

ନୀଳଗିରି, ୦୮/୦୯; ସୋମବାର ଅପରାହ୍ନ ସମୟରେ ବିଜୁଳି ମାରିବା ଫଳରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି। ସୂଚନା ମୁତାବକ ନୀଳଗିରି ବ୍ଲକ୍ ନରଣପୁର ପଞ୍ଚାୟତ ଡାଳିମ୍ବପାଳ ଗ୍ରାମର ରବିନ୍ଦ୍ର ମହାକୁଡଙ୍କ ପୁଅ ଚିତ୍ତରଞ୍ଜନ ମହାକୁଡ ଓରଫ ବାବୁଲି (୪୨) ନିକଟସ୍ଥ ବିଲକୁ ଘାସ କାଟିବା

ନବ ଭାରତ ସାକ୍ଷରତା ଦିବସ କାର୍ଯ୍ୟକ୍ରମର ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳିତ

ବାଣପୁର:(ସେକ୍ କୌସର):ବାଣପୁର ରେ ସାକ୍ଷରତା ଦିବସ ରେ ୩୫ ଜଣ ସମ୍ମାନିତl ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳନ ଅବସରରେ ସ୍ଥାନୀୟ ସରକାରୀ ଉଚ୍ଚ ବିଦ୍ୟାଳୟ, ବାଣପୁର -୨ ଠାରେ ବ୍ଲକ ସ୍ତରୀୟ ନବ ଭାରତ ସାକ୍ଷରତା ଦିବସ କାର୍ଯ୍ୟକ୍ରମର ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳନ ହୋଇଯାଇଛି ।

ବଜ୍ରପାତରେ ସ୍କୁଟି ଆରୋହୀ ମୃତ, ଇଲେକ୍ଟ୍ରିକ ସ୍କୁଟି ରେ ଯାଉଥିବା ବେଳେ ହୋଇଥିଲା ବଜ୍ରାଘାତ

ଜଳେଶ୍ବର : ଜଳେଶ୍ବର ଥାନା ଅନ୍ତର୍ଗତ 16 ନଂ ଜାତୀୟ ରାଜପଥ ରାଜଘାଟ ନିକଟରେ ଘଟିଛି ଅଘଟଣ, ସୁଚନା ଅନୁଯାୟୀ ବାଲେଶ୍ବର ଜିଲ୍ଲା ଜଳେଶ୍ଵର ଅଞ୍ଚଳର ଉଦୟ ନାରାୟଣ ମିଶ୍ର ଇଲେକ୍ଟ୍ରିକ ସ୍କୁଟି ଯୋଗେ ଭେଲୋରା ସ୍ଥିତ ଆଦର୍ଶ ବିଦ୍ୟାଳୟକୁ ତାଙ୍କ ପୁଅକୁ ଆଣିବା ପାଇଁ ଯାଇଥିବା ବେଳେ ରାଜଘାଟ

ନୁଆଁଖାଇ ପାଇଁ ୩ ଦିନ ଛୁଟି, କେନ୍ଦ୍ରୀୟ ବିଦ୍ୟାଳୟ ଚୟନ ପରୀକ୍ଷା ତାରିଖ ଘୁଞ୍ଚାଇବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ…

ବଲାଙ୍ଗିର,୦୮/୯ - ନୁଆଁଖାଇ ପାଇଁ ପଶ୍ଚିମ ଓଡିଶା ସାରା ଚଳଚଞ୍ଚଳ ହେଉଥିବା ବେଳେ, ଆଉ କିଛି ଦିନ ପରେ ନୁଆଁଖାଇ ପାଳିତ ହେ । ଏ ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳ ଙ୍କ ଜରିଆରେ ଦେବାଳୟ ଓ ଐତିହ୍ୟ ସୁରକ୍ଷା କମିଟି ନିମ୍ନ ରେ ଦାବି ଉପସ୍ଥାପନ କରିଛନ୍ତି । ପାଟଣା ରାଜ୍ୟର

ପାଲକଷଣ୍ଢାର ନିଆରା କୃଷିଭିତ୍ତିକ ପରମ୍ପରା ‘ନଳ ଯାତ୍ରା’

ବାଉଁଶ ନଳରେ ବିରାଜନ୍ତି ତିନି ଠାକୁରାଣୀ, ଗ୍ରାମର ମଙ୍ଗଳ ଓ ଭଲ ଫସଲ ପାଇଁ ଅନନ୍ୟ ପରମ୍ପରା ବେଲଗୁଣ୍ଠା,୦୮/୦୯,-(ଶିବରାମ ଚୌଧୁରୀ )-ଆଧୁନିକତାର ପ୍ରଭାବରେ ଅନେକ ପ୍ରାଚୀନ ଲୋକପରମ୍ପରା ଲୁପ୍ତ ହେବାକୁ ବସିଥିବାବେଳେ ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍‌ର ପାଲକଷଣ୍ଢା ଗ୍ରାମ ଆଜି ମଧ୍ୟ

ବେଲଗୁଣ୍ଠାରେ ବର୍ଦ୍ଧିତ ହୋଲଡିଂ ଟାକ୍ସ ବିରୋଧରେ ଗର୍ଜିଲା ବଣିକ ସଙ୍ଘ

ଏନଏସି ସମ୍ମୁଖରେ ଧାରଣା, ସାତ ଦିନର ମହଲତ ମାଗିଲେ ନିର୍ବାହୀ ଅଧିକାରୀ ବେଲଗୁଣ୍ଠା-୮/୯-: (ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ ତରଫରୁ ପୂର୍ବ ତୁଳନାରେ ବହୁ ଗୁଣରେ ଅପ୍ରତ୍ୟାଶିତ ହୋଲଡିଂ ଟାକ୍ସ ଓ ଦୋକାନ ଘର ଭଡା ବୃଦ୍ଧି ପ୍ରତିବାଦରେ ଆଜି ସହରରେ ଆନ୍ଦୋଳନାତ୍ମକ

ଛାତ୍ରୀଙ୍କ ବ୍ୟକ୍ତିତ୍ୱ ବିକାଶ ଓ କାର୍ଯ୍ୟ ନିର୍ବାହ ପନ୍ଥା ନେଇ ଆଲୋଚନାଚକ୍ର

ବେଲଗୁଣ୍ଠା:8/9/26-:(ଶିବରାମ ଚୌଧୁରୀ )-ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟ ପରିସରରେ ଶକ୍ତିଶ୍ରୀ ପକ୍ଷରୁ ଛାତ୍ରୀମାନଙ୍କ ବ୍ୟକ୍ତିତ୍ୱ ବିକାଶ, ବୃତ୍ତି ଚୟନ, ସୁରକ୍ଷା ଓ କାର୍ଯ୍ୟ ନିର୍ବାହ ପନ୍ଥା ସମ୍ପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ