ଜଳଛତ୍ର ଟଙ୍କା ପ୍ରଦାନରେ ଅନିୟମିତତା ଅଭିଯୋଗ ।

ସନ୍ଦେହରେ ପଞ୍ଚାୟତ ଅଧିକାରୀଙ୍କ ଭୂମିକା !! ପଦ୍ମପୁର(ଶାସକପ୍ରଶାସକ)- ଖରାଦିନ ବାଟୋଇ ମାନେ ପିଇବା ପାଣି ପାଇଁ ଅସୁବିଧାର ସମ୍ମୁଖୀନ ନ ହେବେ ସେଥିପାଇଁ ଗ୍ରାମାଞ୍ଚଳରେ ବିଭିନ୍ନ ଛକରେ ପଞ୍ଚାୟତ ତରଫରୁ ପିଇବା ପାଣିର ବ୍ୟବସ୍ଥା ଜଳଛତ୍ରର ବ୍ୟବସ୍ଥା କରାଯାଇଥାଏ । ଜଳଛତ୍ର ରେ ପାଣି…

ପୂର୍ବତଟ ରେଳପଥ ପକ୍ଷରୁ ରେଳ ସପ୍ତାହ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ : ଖୋର୍ଦ୍ଧା ରୋଡ଼ ରେଳମଣ୍ଡଳକୁ ସାମଗ୍ରିକ…

ଭୁବନେଶ୍ୱର : ପୂର୍ବତଟ ରେଳପଥ ପକ୍ଷରୁ ଆଜି ଭୁବନେଶ୍ୱରସ୍ଥ ରେଳବାଇ ଅଡିଟୋରିୟମ ଠାରେ ୬୬ତମ ରେଳସପ୍ତାହ ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ପାଳିତ ହୋଇଯାଇଅଛି | ଏହି ସମାରୋହ ରେ ପୂର୍ବତଟ ରେଳପଥ ର ମହାପ୍ରବନ୍ଧକ ଶ୍ରୀ ବିଦ୍ୟା ଭୂଷଣ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ସମସ୍ତ କୃତି କର୍ମଚାରୀ…

ପିଲାମାନଙ୍କ ପାଇଁ ମ୍ୟାଲେରିଆ ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅନୁମୋଦନ

ଜେନେଭା: ବୁଧବାର ଦିନ ପିଲାମାନଙ୍କ ପାଇଁ RTS, S / AS01 ମ୍ୟାଲେରିଆ ଟିକାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁମୋଦନ କରିଛି | ମଶା ଦ୍ୱାରା ବ୍ୟାପୁଥିବା ଏହି ରୋଗ ବିରୁଦ୍ଧରେ ଏହା ପ୍ରଥମ ଟୀକା | ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମହାନିର୍ଦ୍ଦେଶକ ଟେଡ୍ରୋସ୍ ଆଡାନୋମ୍ ଗେବ୍ରେଏସସ୍ କହିଛନ୍ତି ଆଜି ଏ…

ସାର୍ବଜନୀନ କାଳୀ ପୂଜା ପାଇଁ ପ୍ରସ୍ତୁତି ବୈଠକ ।

ପଦ୍ମପୁର(ଶାସକ ପ୍ରଶାସକ)-ପଦ୍ମପୁର ସହରର ହନୁମାନ ପଡାରେ ଚଳିତ ବର୍ଷ ହେବାକୁ ଥିବା ସାର୍ବଜନୀନ କାଳୀ ପୂଜା ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ପଡାର ବରିଷ୍ଠ ସଭ୍ୟ ଚିନ୍ତାମଣୀ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉକ୍ତ ସଭାରେ ଗତ ବର୍ଷ ପୂଜାର ଆୟ…

କଥା ଦେଇ କଥା ରଖିଲେ କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର

ଯୋଡ଼ା: ଯୋଡ଼ା ନଗର ବିଜେପି ତରଫ ରୁ କେନ୍ଦ୍ରୀୟ ମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଛି । କିଛି ଦିନ ପୂର୍ବ ରୁ କେନ୍ଦୁଝର ଗସ୍ତରେ ଥିବା ମନ୍ତ୍ରୀଙ୍କୁ ଯୋଡ଼ା ବିଜେପି ର ପ୍ରତିନିଧି ମଣ୍ଡଳ ନଗର ସଭାପତି ସୁଶାନ୍ତ ବେବର୍ତ୍ତା , ଉପସଭାପତି ପାର୍ଥସାରଥୀ ଷଡ଼ଙ୍ଗୀ ,…

ବିଶିପାଲି ଛକରୁ ବେଆଇନ ପଥର ବୋଝେଇ ହାଇୱା ଜବତ,୨୦ ହଜାର ଟଙ୍କା ଜରିମାନା ଆଦାୟ

ରେଢାଖୋଲ ( ଅନିଲ କୁମାର ପୃଷ୍ଟି ) ସମ୍ବଲପୁର ଜିଲ୍ଲା ରେଢାଖୋଲ ତହସିଲ ପକ୍ଷରୁ ରେଢ଼ାଖୋଲ ବ‌ଉଦ ରାସ୍ତାର ବିଶିପାଲି ଛକରୁ ବୁଧବାର ବେଆଇନ ପଥର ବୋଝେଇ ହାଇୱା ଜବତ କରି 20 ହଜାର ଟଙ୍କା ଜୋରିମାନା ଆଦାୟ କରାଯାଇଛି । ସୂଚନାଯୋଗ୍ୟ ଯେ ଯୁଜୁମୁରା ଅଞ୍ଚଳରୁ ବୌଦ୍ଧ ଅଞ୍ଚଳକୁ ଏକ ହାଇୱା ଗାଡ଼ିରେ…

ବୟନ ଶିଳ୍ପର ବିକାଶ ପାଇଁ ପିଏମ ମିତ୍ର ପାର୍କକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରୀ

ପିଏମ ମିତ୍ର ପାର୍କ ଓଡିଶାର ବୟନଶିଳ୍ପ ବିକାଶ ପାଇଁ ଅପାର ସମ୍ଭାବନା ଆଣିବ-ଧର୍ମେନ୍ଦ୍ର ପ୍ରଧାନ ଭୁବନେଶ୍ୱର - ଆଗାମୀ ୫ ବର୍ଷ ମଧ୍ୟରେ ମୋଟ ୪,୪୪୫ କୋଟି ଟଙ୍କା ବ୍ୟୟବରାଦରେ ପ୍ରଧାନମନ୍ତ୍ରୀ ମେଗା ଇଂଟିଗ୍ରେଟେଡ୍ ଟେrଟାଇଲ ରିଜିଓନ ଏଣ୍ଡ୍ ଆପାରେଲ(ପିଏମ ମିତ୍ର) ପାର୍କ ଓଡ଼ିଶା ସମେତ ଦେଶର…

ପରିବେଶ ସୁରକ୍ଷା ନିମନ୍ତେ ଦିବସଙ୍କୁ ମିଳିଲା ଉପଖଣ୍ଡ ସ୍ତରୀୟ ବିଜୁ ପଟ୍ଟନାୟକ ପୁରସ୍କାର

ପଦ୍ମପୁର : ପରିବେଶ ସୁରକ୍ଷା ନିମନ୍ତେ ଉଲ୍ଲେଖନିୟ ଅବଦାନ ପାଇଁ ବରଗଡ଼ ଜିଲ୍ଲା ଝାରବନ୍ଧ ବ୍ଲକ ତୁମୁରିପାଣି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକ ଦିବସ କୁମାର ସାହୁଙ୍କୁ ୨୦୨୦ ମସିହା ପାଇଁ "ଜଙ୍ଗଲ ଏବଂ ପରିବେଶ ବିଭାଗ,ଓଡିଶା ସରକାରଙ୍କ ତରଫରୁ ପଦ୍ମପୁର ଉପଖଣ୍ଡ…

କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ପଦ୍ମପୁର ଗସ୍ତ

ପଦ୍ମପୁର (ଶାସକପ୍ରଶାସକ)-ସାରା ଦେଶରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜନ ଆଶିର୍ବାଦ ଯାତ୍ରା ଆରମ୍ଭ କରାଯାଇଛି । କେନ୍ଦ୍ର ସରକାରଙ୍କ ବିଭିନ୍ନ ମନ୍ତ୍ରୀ ଦେଶର ବିଭିନ୍ନ ସ୍ଥାନକୁ ଯାଇ କେନ୍ଦ୍ର ସରକାରଙ୍କ ଉନ୍ନୟନ ମୂଲକ କାର୍ଯ୍ୟ ବିଷୟରେ ଲୋକଙ୍କୁ ଅବଗତ କରିବା ସହ ବିଭିନ୍ନ ଯୋଜନା ବିଷୟରେ…

ବିଶିଷ୍ଟ ବ୍ୟବସାୟୀ ପର୍ଶୁରାମ ଅଗ୍ରୱାଲଙ୍କ ପରଲୋକ ।

ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ସହରର ବିଶିଷ୍ଟ ସମାଜସେବୀ ତଥା ବ୍ୟବସାୟୀ ପର୍ଶୁରାମ ଅଗ୍ରୱାଲଙ୍କ ୮୦ ବର୍ଷ ବୟସରେ ମଙ୍ଗଳବାର ସନ୍ଧ୍ୟା ୭ଟା ୨୫ ରେ ପଦ୍ମପୁର ସହରର ବରଗଡ଼ ରୋଡ଼ସ୍ଥିତ କଳିଙ୍ଗ ନିବାସରେ ମୄତ୍ୟ ଘଟିଛି । ସ୍ବର୍ଗତ ଅଗ୍ରୱାଲ ଜଣେ ପରୋପକାରୀ , ଧର୍ମପରାୟଣ ତତା ମେଲାପି ଲୋକ…