ଦୁବାଇରେ ଫସିଛନ୍ତି ଅସୁସ୍ଥ ଓଡିଆ ଯୁବକ: ଉଦ୍ଧାର ପାଇଁ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମ

ଭୁବନେଶ୍ବର- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ବୈଜୟନ୍ତ ପଣ୍ଡା ଦୁବାଇରେ ଫସିଥିବା ଅସୁସ୍ଥ ଓଡିଆ ଯୁବକ ବାଇଧର ଘଡାଇଙ୍କୁ ଉଦ୍ଧାର କରି ଭାରତ ଫେରାଇ ଆଣିବା ପାଇଁ ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ହସ୍ତକ୍ଷେପ କରିବାକୁ ଏକ ଚିଠି ଲେଖି ନିବେଦନ କରିଛନ୍ତି।…

ବିଜେପି ମହିଳା ମୋର୍ଚ୍ଚା ତରଫରୁ ନବୀନ ନିବାସ ଘେରାଓ

ଭୁବନେଶ୍ୱର :ମମିତା ମେହେରା ହତ୍ୟାକାଣ୍ଡରେ ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କ ଘନିଷ୍ଠ ସଂପର୍କ; ମନ୍ତ୍ରୀ ଶ୍ରୀ ମିଶ୍ର ମହାଲିଙ୍ଗସ୍ଥିତ ସନସାଇନ ସ୍କୁଲକୁ ନିୟମିତ ଭାବେ ଆସିବା; ରାଜ୍ୟ ସରକାରଙ୍କ ବହୁ ପ୍ରଭାବଶାଳୀ ମନ୍ତ୍ରୀ ଏବଂ ଶାସକ ବିଜେଡି ନେତାମାନେ ସେହି ସ୍କୁଲକୁ…

ସ୍କୁଲରେ ନାବାଳିକାଙ୍କୁ ଯୌନ ନିର୍ଯାତନା: ବଲାଙ୍ଗିର ଏସ୍ପିଙ୍କୁ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ନୋଟିସ୍

ବଲାଙ୍ଗିର: ବଲାଙ୍ଗିରର ଏକ ସ୍କୁଲରେ ନାବାଳିକାଙ୍କୁ ଯୌନ ନିର୍ଯାତନା ଅଭିଯୋଗ ମାମଲାରେ ବଲାଙ୍ଗିର ଏସ୍ପିଙ୍କୁ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ନୋଟିସ୍ କରିଛନ୍ତି। ୫ ଦିନ ଭିତରେ ତଦନ୍ତ ସାରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ନିଜ ଆଡୁ ମାମଲା ଗ୍ରହଣ କରି ୫ ଦିନ ଭିତରେ ତଦନ୍ତ…

ରାଇସଲପଦରରେ ମମିତା ମେହେର ପାଇଁ କ୍ୟାଣ୍ଡେଲ ଯାତ୍ରା ।

ପଦ୍ମପୁର(ଶାସକପ୍ରଶାସକ)-  ବଲାଙ୍ଗୀର ଜିଲ୍ଲାର ତୁରେକେଲା ବ୍ଲକ ଅନ୍ତର୍ଗତ ଝରଣି ଗାଁ ର ମହାଲିଙ୍ଗ କଲେଜ ର ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାକୁ ନେଇ  ଗାଁ ରୁ ସହର ସବୁଠି ଚର୍ଚ୍ଚା l  ହେଲେ ଏପର୍ଯ୍ୟନ୍ତ ଗୋବିନ୍ଦ ସାହୁ ସହ ସଂପୃକ୍ତ ମନ୍ତ୍ରୀ ଦିବ୍ୟଶଙ୍କର  ମିଶ୍ର ଇସ୍ତଫା…

ମମତା ମେହେର ହତ୍ୟା ମାମଲାରେ ଗୄହରାଷ୍ଟ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବିରେ କୁଶପୁତ୍ତଳିକା ଦାହ ।

ପଦ୍ମପୁର(ଶାସକପ୍ରଶାସକ)-କଳାହାଣ୍ଡି ଜିଲ୍ଲା ସନସାଇନ ପବ୍ଲିକ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟାକାଣ୍ଡ ଯୋଗୁଁ ସାରା ରାଜ୍ୟରେ ତାତି ରହିଛି । ଗାଁ ଠାରୁ ରାଜଧାନୀ ବିରୋଧୀଙ୍କ ମୁହଁରେ ଗୋଟିଏ ନାରା ଗୄହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଦିଅନ୍ତୁ ଏବଂ ମମିତା…

ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଅର୍ଥନୀତି ବିଭାଗର ପାରଦର୍ଶିତା ।

ପଦ୍ମପୁର(ଶାସକ ପ୍ରଶାସକ)-ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଅର୍ଥନୀତି ବିଭାଗର ଚାରିଜଣ ଛାତ୍ରୀ ଓଡ଼ିଶାର କମନ ପିଜି ଏନଟ୍ରାନସ ଏବଂ ବିଳାସପୁର କେନ୍ଦ୍ରିୟ ବିଶ୍ବବିଦ୍ୟାଳୟରେ ସଫଳତାର ସହ ଉତ୍ତିର୍ଣ ହୋଇ ଅର୍ଥନୀତିରେ ଏମଏ ପାଠ୍ୟକ୍ରମରେ ନାମ ଲେଖାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି ।…

ବାହାରିଲା ହିନ୍ଦୀ ଶିକ୍ଷକ ନିଯୁକ୍ତି ପାଇଁ ଅନଲାଇନ ପରୀକ୍ଷାର ଫଳ

ଭୁବନେଶ୍ୱର (ଶାସକ ପ୍ରଶାସକ) : ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କ ତରଫରୁ ରାଜ୍ୟର ସରକାରୀ ମାଧ୍ୟମିକ ବିଦ୍ୟାଳୟଗୁଡିକରେ ଖାଲିଥିବା ହିନ୍ଦୀ ଶିକ୍ଷକ ପଦବୀରେ ନିଯୁକ୍ତି ନିମନ୍ତେ ତା4.10.2021 ରିଖରେ ହୋଇଥିବା ଅନଲାଇନ ପରୀକ୍ଷାର ଫଳ ଚୂଡାନ୍ତ ହୋଇଛି । ମୋଟ 953 ପ୍ରାର୍ଥୀ ଏହି ପରୀକ୍ଷାରେ…

ଉତ୍କଳ ଆଲୁମିନା କର୍ମଚାରୀ ସଂଘର ନିର୍ବାଚନ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ

ନିଜ ସପକ୍ଷରେ ସମର୍ଥନ ଯୋଗାଡ ପାଇଁ ଉଦ୍ୟମ ଜୋରଦାର କାଶୀପୁର ଟିକିରି ରୁ ବୈକୁଣ୍ଠ ଦୁରିଆ :ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ଦୋରାଗୁଡା ଠାରେ ଥିବା ଉତ୍କଳ ଆଲୁମିନା କାରଖାନା ପକ୍ଷ ରୁ ଅକ୍ଟବୋର ମାସ 25ତାରିଖ ଦିନ ହେବାକୁ ଥିବା ଆଞ୍ଚଳିକ କର୍ମଚାରୀ ସଂଘର ନିର୍ବାଚନ ପାଇଁ ସଭାପତି…

ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ପ୍ରତିବାଦ ଶୋଭାଯାତ୍ରା ଓ ସ୍ମାରକ ପତ୍ର ପ୍ରଦାନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜିଲ୍ଲା ବିଶ୍ବ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳ ପକ୍ଷରୁ ପାରଳାଖେମୁଣ୍ଡି ନଗରରେ ଜନ ଜାଗରଣ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।ଏଇ ଅବସରରେ ଜିଲ୍ଲାରେ ଗୋ ହତ୍ଯା ଓ ଗୋ ଚାଲାଣ ରୋକିବା, ଧର୍ମାନ୍ତରୀକରଣ ବନ୍ଦ କରିବା, ବେଆଇନ ଅନୁପ୍ରବେଶକାରିଙ୍କୁ…

ସମ୍ ହୃଦରୋଗ ବିଶେଷଜ୍ଞଙ୍କ ପ୍ରଚେଷ୍ଟା, ସଫଳ ଉପଚାର ଯୋଗୁଁ ନୂଆ ଜୀବନ ପାଇଲା ନବଜାତ ଶିଶୁ

ଭୁବନେଶ୍ୱର, : ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ ଡାକ୍ତରଙ୍କର ସଫଳ ଉପଚାର ଫଳରେ ନୂଆ ଜୀବନ ପାଇଛି ୪ ଦିନର ଶିଶୁ କନ୍ୟା । ଡେକ୍ସଟ୍ରୋ-ଟ୍ରାନ୍ସପୋଜିସନ୍ ଅଫ୍ ଦି ଗ୍ରେଟ୍ ଆର୍ଟେରୀଜ୍ (ଡି-ଟିଜିଏ)ଭଳି ହୃଦରୋଗ ସହିତ ଜନ୍ମ ନେଇଥିବା ଶିଶୁଟିକୁ ସୁସ୍ଥ…