Sign in
Sign in
Recover your password.
A password will be e-mailed to you.
ଦୁର୍ନୀତି ନିବାରଣ ସପ୍ତାହ ଅବସରରେ ଶପଥ ପାଠ ।
ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ : ଗୁଣପୁର ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଦୁର୍ନୀତି ନିବାରଣ ସପ୍ତାହ ପାଳନ ଅବସରରେ ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସମସ୍ତ ଅଧିକାରୀ, କର୍ମଚାରୀ ମାନଙ୍କୁ ଡେପୁଟି କଲେକ୍ଟର ଶ୍ରୀ ନିରଞ୍ଜନ ନାୟକ ଦୁର୍ନୀତିରୁ ଦୁରେଇ ରହିବା ଓ ସମସ୍ତ କାର୍ଯ୍ୟ…
କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର
ବଲାଙ୍ଗୀର/ ନିରୋଜ ମିଶ୍ର : ଲୋଇସିଂହା ଥାନା ଅନ୍ତର୍ଗତ ସକ୍ମା ଗାଁରେ ଥିବା ଯୁବୋଧ୍ୟୟ ଘରୋଇ ବିଜ୍ଞାନ କଲେଜର ହଷ୍ଟେଲରୁ ଛାତ୍ରୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତଛାତ୍ରୀଙ୍କ ନାଁ ଆଶା ମେହେର । ନିଜ ରୁମରେ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତଦେହକୁ ଉଦ୍ଧାର କରାଯାଇଛି । ଗତକାଲି ସଂଧ୍ୟାରେ…
ଜଳବାୟୁ ପରିବର୍ତ୍ତନ ଉପରେ ରାଜ୍ୟ କାର୍ଯ୍ୟାନୁଷ୍ଠାନ ଯୋଜନା ପ୍ରସ୍ତୁତିରେ ଓଡ଼ିଶା ପ୍ରଥମ ରାଜ୍ୟ : ମନ୍ତ୍ରୀ ଡ. ଅରୁଣ…
ସବୁଜ କୃଷି ପ୍ରକଳ୍ପର ରାଜ୍ୟସ୍ତରୀୟ ପ୍ରାରମ୍ଭ କର୍ମଶାଳା ଉଦ୍ଘାଟନୀ ସମାରୋହ
ଭୁବନେଶ୍ୱର,(ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କଳ୍ପନାପ୍ରସ୍ତୁତ ଦିଗ୍ଦର୍ଶନ ତଥା ଭାରତବର୍ଷରେ ଜଳବାୟୁ ପରିବର୍ତ୍ତନର ନେତୃତ୍ୱ ନେବାରେ ଗ୍ରହଣ କରିଥିବା ପଦକ୍ଷେପ ଯୋଗୁଁ…
ଶ୍ରୀମନ୍ଦିର ୪ ଦ୍ୱାର ନ ଖୋଲିଲେ ନଭେମ୍ବରରେ ପୁରୀ ବନ୍ଦ କରିବ ଜଗନ୍ନାଥ ସେନା
ପୁରୀ/ଅନିମେଶ ପଟ୍ଟନାୟକ: ଶ୍ରୀମନ୍ଦିର ସମସ୍ତ ଦ୍ୱାର ପଟେ ପୁରୀ ବାସିନ୍ଦା ଙ୍କୁ ପ୍ରବେଶ ଅନୁମତି ଦାବି କରିଛି ଶ୍ରୀଜଗନ୍ନାଥ ସେନା । ନହେଲେ ନଭେମ୍ବରରେ ପୁରୀ ବନ୍ଦ ଡାକରା ଦେବ ଜଗନ୍ନାଥ ସେନା ।ଏହି ମର୍ମ ରେ ଏକ ସ୍ମାରକପତ୍ର ପୋଲିସ ଡିଜି ଙ୍କୁ ପୁରୀ ଏସ୍ପି ଙ୍କ ଜରିଆରେ ଜଗନ୍ନାଥ ସେନା…
ବାଲିସାହି ଟ୍ରାଫିକ ସୁବନ୍ଦୋବସ୍ତ ପାଇଁ ବୈଠକ
ପୁରୀ/ଅନିମେଶ ପଟ୍ଟନାୟକ: ମଙ୍ଗଳବାର ବାଲିସାହି ରାଧାକାନ୍ତ ମଠରେ ପୋଲିସ ଏବଂ ସାହିଭାଇ ଭିତରେ ଏକ ଆଲୋଚନା ଅନୁଷ୍ଠିତ ହୋଇଯାଇଛି ।ସ୍ୱର୍ଗଦ୍ୱାର ଠାରୁ ଶ୍ରୀମନ୍ଦିର ମଧ୍ୟରେ ଟ୍ରାଫିକ ସୁବନ୍ଦୋବସ୍ତ ସମ୍ପର୍କରେ ଆଲୋଚନା ହୋଇଥିଲା । ବାଲିସାହି ବାସିନ୍ଦା କିପରି ସୁବିଧାରେ ମେଡିକାଲ, ମନ୍ଦିର ଓ…
ମମିତାଙ୍କୁ ନ୍ୟାୟ ଓ ମନ୍ତ୍ରୀ ଦିବ୍ୟଶଂକରଙ୍କ ବହିଷ୍କାର ଦାବୀ କରି ପୁରୀ ରେ ବିଜେପି ମହିଳାମୋର୍ଚ୍ଚା ର ଶୋଭାଯାତ୍ରା
ପୁରୀ/ଅନିମେଶ ପଟ୍ଟନାୟକ : ମମିତା ମେହେର ଙ୍କ ଜଘନ୍ୟ ହତ୍ୟାକାଣ୍ଡ ଘଟଣା ରେ ସାରା ରାଜ୍ୟରେ ବିରୋଧୀ ଦଳ ପକ୍ଷରୁ ଆନ୍ଦୋଳନ, ଧାରଣା , ପ୍ରତିବାଦ ଚାଲିଛି। ହତ୍ୟାକାଣ୍ଡ ଘଟଣା ରେ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ସମ୍ପୃକ୍ତି ଥିବା ଅଭିଯୋଗ ଆଣି ବିରୋଧି ଦଳ ମନେ ତୁରନ୍ତ ମନ୍ତ୍ରୀ ଙ୍କୁ…
ଡାକଘରେ ଅବ୍ୟବସ୍ଥା; ଲମ୍ବା ଲାଇନ ଯୋଗୁଁ ଡାକ ସେବା ନ ପାଇ ଫେରୁଛନ୍ତି ଲୋକେ
ପୁରୀ/ଅନିମେଶ ପଟ୍ଟନାୟକ: ମୁଖ୍ୟ ଡାକଘର ପ୍ରସସ୍ଥ ହୋଇଥିଲେ ମଧ୍ୟ ସଠିକ ଭାବେ ମିଳୁନି ଡାକ ସେବାରେ । ଏକାଧିକ କାଉଣ୍ଟର ବ୍ୟବସ୍ଥା ଥାଇ ବି ଗୋଟିଏ କାଉଣ୍ଟରରେ ଚାଲିଛି ଡାକସେବା । ଲମ୍ବା ଧାଡ଼ି ଯୋଗୁ ବ୍ୟତିବ୍ୟସ୍ତ ହୋଇ ଫେରି ଯାଉଛନ୍ତି ଲୋକେ । ସେପଟେ ପୁରୀରେ ପର୍ଯ୍ୟାପ୍ତ କାଉଣ୍ଟରର…
ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ଜାତୀୟ ସେବା ଯୋଜନାର ଉଦଯାପନୀ ଉତ୍ସବ ଅନୁଷ୍ଠିତ ।
ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟ ଜାତୀୟ ସେବା ଯୋଜନାର ତିନୋଟି ଶିବିର ଯଥାକ୍ରମେ ବରିକେଲ,ସିଂହନପୁର ଓ ଚାରପାଲି ଗ୍ରାମରେ ଉଦଘାଟିତ ହୋଇଥିଲା । ମହା ବିଦ୍ୟାଳୟ ଅଧ୍ୟକ୍ଷ ଡ.ଲଳିତେନ୍ଦୁ ନାୟକଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ଯ ଅନୁଷ୍ଠିତ ହୋଇଥିଲା । ଉଦଯାପନୀ ଉତ୍ସବରେ…
ଉତ୍କଳ ଆଲୁମିନା କର୍ମଚାରୀ ସଂଘର ନିର୍ବାଚିତ କର୍ମକର୍ତ୍ତା ପାଳିଲେ ବିଜୟ ଉତ୍ସବ
କାଶୀପୁର ଟିକିରି ବୈକୁଣ୍ଠ ଦୁରିଆ : ଉତ୍କଳ ଆଲୁମିନା କାରଖାନା ପକ୍ଷରୁ ଅନୁଷ୍ଠିତ ଉତ୍କଳ ଆଲୁମିନା କର୍ମଚାରୀ ସଂଘର ନିର୍ବାଚିତ କର୍ମକର୍ତ୍ତାମାନେ ଆଜି ବିଜୟ ଉତ୍ସବ ପାଳନ କରିଛନ୍ତି | ବିଜୟୀ ପ୍ରାର୍ଥୀ ମାନଙ୍କୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି | ବିଜୟୀ ପ୍ରାର୍ଥୀମାନେ ଏକ…
ରେଙ୍ଗାଲି ରେ ବିଜେପି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ
ସମ୍ବଲପୁର ରୁ ସନ୍ଦୀପ ଶର୍ମାଙ୍କ ରିପୋର୍ଟ- ରାଜ୍ୟ ର ବହୁଚର୍ଚିତ ମମିତା ମେହେର ହତ୍ୟାକାଣ୍ଡ କୁ ବିରୋଧ କରି ଓ ଏ ସମ୍ପର୍କିତ ବିଭିନ୍ନ ଦାବୀ କୁ ନେଇ ଆଜି ରେଙ୍ଗାଲି ବିଜେପି ପକ୍ଷରୁ ତହସିଲ ଛକଠାରେ ବନ୍ଦ ପାଳନ କରାଯାଇଛି ଦାବୀ ଗୁଡିକ ମଧ୍ୟରେ...ମମିତା ମେହେର ହତ୍ୟାକାଣ୍ଡ ର CBI ତଦନ୍ତ,…