ବଡଚଣାରେ ଗରମିଲାଣି ନିର୍ବାଚନ ପରିବେଶ

0

ବଡ଼ଚଣା ରୁ ପ୍ରଫୁଲ୍ଲ କୁମାର ସାହୁ: ପଂଚାୟତ ନିର୍ବାଚନ ପାଇଁ ଏବେ ସାରା ରାଜ୍ୟ ଚଳ ଚଞ୍ଚଳ,ସରକାର ଙ୍କ କୋଭିଦି ଗାଇଡ଼ ଲାଇନି ଅନୁସାରେ ହେବ ଏଥର ନିର୍ବାଚନ |

ବଡ଼ଚଣା ବ୍ଲକର ଷୋଳ ନମ୍ବର ଜୋନ୍ ରୁ ଶାସକ ଦଳର ଜିଲ୍ଲା ପରିଷଦ ପ୍ରାର୍ଥୀ ଭାବେ ଛାତ୍ର ନେତା ଯତୀନ୍ଦ୍ର ନାୟକ ଙ୍କୁ ମୈଦାନ୍ କୁ ଓଲ୍ହାଇ ଥିବା ବେଳେ ବିଜେପି ପ୍ରାର୍ଥୀ ଭାବେ ପ୍ରଦୀପ ରାଉତ ଓ କଂଗ୍ରେସ ପ୍ରାର୍ଥୀ ପ୍ରଦୀପ୍ତ ମହାନ୍ତି ମୈଦାନ୍ କୁ ଓଲ୍ହାଇ ଛନ୍ତି ,ସିହା ପଂଚାୟତରୁ ଶାସକ ବିଜେଡି ପୂର୍ବତନ ସରପଞ୍ଚ ରେଣୁବାଳା ନାୟକ ଙ୍କ ବୋହୁ ଶ୍ରୀମତୀ ସୁଶ୍ରୀ ସଂଗୀତ ମିଶ୍ର ଙ୍କୁ ସରପଞ୍ଚ ପ୍ରାର୍ଥୀ କରିଥିବା ବେଳେ ଶ୍ରୀମତୀ ନମିତା ସାହୁ ଙ୍କୁ ସମିତି ସଭ୍ୟ ପ୍ରାର୍ଥୀ ଓ ମହା ମେଣ୍ଟ ପ୍ରାର୍ଥୀ ଭାବେ ଶ୍ରୀମତୀ ମୀରା ସାହୁଙ୍କୁ ପ୍ରାର୍ଥୀ ଭାବେ ଛିଡା କରାଯାଇଥିବା ବେଳେ ସମିତି ସଭ୍ୟ ପଦ ପାଇଁ ଶ୍ରୀମତୀ ରାଜଶ୍ରୀ ସାହୁ ଙ୍କୁ ପ୍ରାର୍ଥୀ କରାଯାଇଛି |

Leave A Reply

Your email address will not be published.