ଖରମୁଣ୍ଡା ଗ୍ରାମଠାରେ ଉଠାଜଳସେଚନ ପ୍ରକଳ୍ପ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ଦ୍ୱାରା ଉଦ୍ଘାଟିତ

ଭଟଲି: ବରଗଡ଼ ଜିଲ୍ଲା ଭଟଲି ବ୍ଳକ ଅନ୍ତର୍ଗତ ଖରମୁଣ୍ଡା ଗ୍ରାମଠାରେ ୫୨ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ଖରମୁଣ୍ଡା-୩ ଉଠାଜଳସେଚନ ପ୍ରକଳ୍ପ ମନ୍ତ୍ରୀ ଶ୍ରୀ ସୁଶାନ୍ତ ସିଂ ଙ୍କ କରକମଳରେ ଉଦ୍ଘାଟିତ ହୋଇଯାଇଛି l ଏହି ପ୍ରକଳ୍ପ ହେବାଦ୍ବାରା ଜୀରା ନଦୀରୁ ପାଣି ଉଠି ରସାଲି ଏବଂ ଖରମୁଣ୍ଡା ଗ୍ରାମ…

ଆପ୍ ଗଜପତି ତରଫରୁ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭାଗ ନେବା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ: ଆପ୍ ଗଜପତି ତରଫରୁ ପାରଳାଖେମୁଣ୍ଡି ସ୍ଥିତ ଓମ୍ ଶାନ୍ତି କଲୋନୀ ଠାରେ ଆଗାମୀ ପଞ୍ଚାୟତ ନିର୍ବାଚନରେ ଭାଗ ନେବା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଆପ୍ ଜିଲ୍ଲାରେ ସଚ୍ଚୋଟ ଓ ଆପ୍ ବିଚାର ଧାରାରେ ବିଶ୍ୱାସ ରଖୁଥିବା ଉପଯୁକ୍ତ ପ୍ରାର୍ଥୀ…

ଜାତୀୟ ବିଜ୍ଞାନ କଂଗ୍ରେସ ପ୍ରକଳ୍ପ ପ୍ରସ୍ତୁତି

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ବିଭାଗ ତରଫରୁ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ଼. ବୃଷକେତୁ ଦାଶଙ୍କ ନିର୍ଦ୍ଦେଶ କ୍ରମେ ଧାନଚାଷ ସମ୍ବନ୍ଧରେ ସବିଶେଷ ତଥ୍ୟ ସଂଗ୍ରହ କରାଯାଇଛି।…

କଫସିରପ ଜବତ ଦୁଇ ଗିରଫ ।

ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ପୋଲିସ ସକାଳେ ପେଟ୍ରୋଲିଂ ସମୟରେ ଗୋଟିଏ ବାଇକ ଅଟକାଇ ଯାଞ୍ଚ କରିବା ବେଳେ ତାଙ୍କ ପାଖରୁ କଫସିରପ ଜବତ କରିଥିଲା । ପାଇକମାଲ ର ଥବିର ସାହୁ ଓ କିଶୋର ହଂସ କୁ ଗିରଫ କରି କୋର୍ଟ ଚାଲାଣ କରିଥିବାବେଳେ ତାଙ୍କ ପାଖରୁ ୨୦ଲିଟର ଅପମିଶ୍ରିତ କଫସିରଫ, ୪୦ ବୋତଲ…

ସେବା ଶପଥ ଯୋଜନା ରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ରେ ଭାଗନେଲେ ବିଜେପୁର୍ ବିଧାୟିକା ରୀତା ସାହୁ।

ପଦ୍ମପୁର(ଶାସକପ୍ରଶାସକ)-ଓଡ଼ିଶା ର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅକ୍ଟୋବର ମାସ ୨ ତାରିଖ ରେ ସେବା ଶପଥ ଯୋଜନା ଆରମ୍ଭ କରିଥିଲେ lଆଜି ପାଳିତ ସୋଇଥିବା ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବିଧାୟିକା ରୀତା ସାହୁ ଯୋଗଦାନ କରିଥିଲେ l ମୁଖ୍ୟମନ୍ତ୍ରୀ ଙ୍କ…

“ଖଦି ମହିଳାମାନଙ୍କୁ ସମ୍ମାନର ସହ ଆତ୍ମନିର୍ଭରଶୀଳ ହେବା ଶିଖାଉ”

ଭୁବନେଶ୍ୱର(ଶାସକ ପ୍ରଶାସକ):  ଖଦି ମହିଳାମାନଙ୍କୁ ସମ୍ମାନର ସହ ଆତ୍ମନିର୍ଭରଶୀଳ ହେବା ଶିଖାଉ ବୋଲି ଆଜି ପୂର୍ବାହ୍ନରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ବିଭାଗ ଦ୍ୱାରା ଆୟୋଜିତ ବୈଠକରେ ଯୋଗ ଦେଇ ଶକ୍ତି, ଶିଳ୍ପ, ଏମ୍ଏସ୍ଏମ୍ଇ ଓ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର କହିଛନ୍ତି…

ସୋଆରେ କୃଷକ ସଚେତନତା କର୍ମଶାଳା

ଭୁବନେଶ୍ୱର : କୃଷକମାନେ ମିଳିତ ଭାବେ କୃଷି କାର୍ଯ୍ୟ କରନ୍ତୁ । ଏକାଠି ଗୋଟିଏ ଉତ୍ପାଦ ଉପରେ କୃଷି ଅଧିକ ଫଳପ୍ରଦ ହେବ ଏବଂ ସେମାନଙ୍କର ଉତ୍ପାଦ ମଧ୍ୟ ଠିକ୍ ମୂଲ୍ୟରେ ଅଧିକ ଆକାରରେ ବିକି୍ର ହୋଇପାରିବ ବୋଲି କହିଛନ୍ତି ଓରିଗୋର କମୋଡିଟିଜ୍ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ର ଉପାଧ୍ୟକ୍ଷ ଶ୍ରୀ…

ଜସ୍ମୀନ ପଣ୍ଡାଙ୍କ ଡକ୍ଟରେଟ୍ ଉପାଧି ଲାଭ

ଭୁବନେଶ୍ୱର : ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲର ର୍ଫାମାସୀ ବିଭାଗର ସିନିୟର ମ୍ୟାନେଜର ଶ୍ରୀମତୀ ଜସ୍ମୀନ୍ ପଣ୍ଡା ଶିକ୍ଷା ଓ ଅନୁସନ୍ଧାନ ଡିମ୍ଡ ଟୁ ବି ୟୁନିଭର୍ସିଟିର ଫ୍ୟାକଲ୍ଟି ଅଫ୍ ଫାର୍ମାସ୍ୟୁଟିକାଲ୍ ସାଇନ୍ସେସରୁ ସମ୍ମାନଜନକ ଡକ୍ଟରେଟ ଉପାଧି ଲାଭ କରିଛନ୍ତି । ଶ୍ରୀମତି ପଣ୍ଡା…

ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଦୁର୍ନୀତି ନିବାରଣ ସପ୍ତାହ ପାଳିତ

ଭୁବନେଶ୍ୱର(ଶାସକ ପ୍ରଶାସକ) : ୨୬ ଅକ୍ଟୋବରଠାରୁ ୧ ନଭେମ୍ବର ପର୍ଯ୍ୟନ୍ତ ରାଜ୍ୟରେ ଦୁର୍ନୀତି ନିର୍ବାରଣ ସପ୍ତାହ ପାଳନ ପରିପ୍ରେକ୍ଷୀରେ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଆଜି ପୂର୍ବାହ୍ନ ୧୧ଟାବେଳେ ଦୁର୍ନୀତି ବିରୋଧୀ ଶପଥ ପାଠ କରାଯାଇଥିଲାା ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ…

ରାଜ୍ୟର ୩୪ଟି ପୋଲିସ ଜିଲ୍ଲାରେ ୩୪ଟି ଶିଶୁ ଅନୁକୂଳ ପୋଲିସ ଷ୍ଟେସନ ପ୍ରତିଷ୍ଠା ହେବ

ଭୁବନେଶ୍ୱର (ଶାସକ ପ୍ରଶାସକ) : ରାଜ୍ୟରେ ୩୪ଟି ଶିଶୁ ଅନୁକୂଳ ପୋଲିସ ଷ୍ଟେସନ (Child Friendly Police Station) ପ୍ରତିଷ୍ଠା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟରେ ସମୁଦାୟ ୩୪ଟି ପୋଲିସ ଜିଲ୍ଲା ରହିଛି ଏବଂ ପ୍ରତ୍ୟେକ ପୋଲିସ ଜିଲ୍ଲାରେ ଗୋଟିଏ…