Sign in
Sign in
Recover your password.
A password will be e-mailed to you.
ରାଜ୍ୟରେ ବୟନ ଶିଳ୍ପର ବିକାଶ ପାଇଁ କେନ୍ଦ୍ରମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ପତ୍ର
ପିଏମ୍ ମିତ୍ର ଯୋଜନାରେ ଓଡିଶାରେ ମେଗା ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା ପାଇଁ ଅନୁରୋଧ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ଭୁବନେଶ୍ୱର – ବୟନ ଶିଳ୍ପ କ୍ଷେତ୍ରରେ ଅପାର ସମ୍ଭାବନା ଥିବା ଓଡିଶା ରାଜ୍ୟରେ ପିଏମ୍ ମିତ୍ର ଯୋଜନାରେ ଏକ ଗ୍ରୀନ୍ ଫିଲ୍ଡ ମେଗା ଟେକ୍ସଟାଇଲ ପାର୍କ ପ୍ରତିଷ୍ଠା…
ସାକେତଙ୍କୁ ସମ୍ମାନ ସୂଚକ ଡିଲିଟ
ପଦ୍ମପୁର : ଗତ ୨୩ ତାରିଖ ପଣ୍ଡିଚେରି ଠାରେ ଗ୍ଲୋବାଲ ହ୍ୟୁମେନ ପିସ ୟୁନିଭର୍ସିଟି ତରଫରୁ ଅନୁଷ୍ଠିତ କନଭୋକେସନରେ କୋସଲି ଭାଷାକର୍ମୀ ସାକେତ ଶ୍ରୀଭୁଷଣ ସାହୁଂକୁ ସମ୍ମାନ ସୂଚକ ଡକ୍ଟରେଟ ଅଫ ଲିଟ୍ରେଚର ଉପାଧି ଦିଆଯାଇଛି । ଶ୍ରୀ ସାହୁ ଗତ ଗୋଟିଏ ଦସନ୍ଧି ହେବ କୋସଲି ର ସାମ୍ବିଧାନିକ ମାନ୍ୟତା…
ମମିତା ମେହେର ହତ୍ୟାକାଣ୍ଡ :ମହିଳାମୋର୍ଚ୍ଚା କାର୍ଯ୍ୟକର୍ତାଙ୍କ ମୈାନଧାରଣା
ଭୁବନେଶ୍ୱର : ବହୁଚର୍ଚ୍ଚିତ ମମିତା ମେହେରା ହତ୍ୟାକାଣ୍ଡରେ ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଂକର ମିଶ୍ରଙ୍କ ସଂପୃକ୍ତି ସ୍ପଷ୍ଟ ହେବାରେ ଲାଗିଛି କିନ୍ତୁ ମୁଖ୍ୟମନ୍ତ୍ରୀ ସବୁ ଜାଣି ମଧ୍ୟ ନିରବ ଅଛନ୍ତି । ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ସହ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ଘନିଷ୍ଠ ସଂପର୍କ ଏବଂ…
ସିଆରପିଏଫ ଦ୍ଵାରା ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ
ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ)- ବଲାଙ୍ଗିର ଜିଲ୍ଲାର ପ୍ରସିଦ୍ଧ ଶୈବ ପୀଠ ହରିଶଙ୍କର ଠାରେ ଆଜି ତା 25,10,21ରିଖ ଦିନ ସିଆରପିଏଫ ବାଟାଲିୟନ 189 ଦ୍ଵାରା ସ୍ୱଚ୍ଛ ଭାରତ ଅଭିଯାନ କାର୍ଯ୍ୟକ୍ରମ ବହୁ ନିରାଡମ୍ବର ଭାବରେ ପାଳିତ ହୋଇଯାଇଛି! ସିଆରପିଏଫ ଆସିଷ୍ଟାଣ୍ଡ କମାଣ୍ଡର ଲକ୍ଷବିନ୍ଦର ସିଂହ ଏବଂ…
୧୫ ଶ୍ରମିକ ଉଦ୍ଧାର,୨ଗିରଫ
ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ)କେବିକେ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ଉପଖଣ୍ଡକୁ କିଏବା ନଜାଣେ ଏକ ଦାଦନ ପ୍ରବଣ ଅଞ୍ଚଳ ବୋଲି ! ଅପର ପଟେ ସରକାର ବେଆଇନ ଦାଦନ ଶ୍ରମିକ ଚାଲାଣକୁ ରୋକିବା ପାଇଁ ସରକାରୀ ସ୍ତରରେ ନିର୍ଦ୍ଧେଶ ଜାରି କରିଥିଲେ ସୁଦ୍ଧା ସ୍ଥାନୀୟ ଅଞ୍ଚଳରେ ସେମିତି କିଛିଟା ପ୍ରଭାବ…
ଉତ୍କଳ ଆଲୁମିନା କର୍ମଚାରୀ ସଂଘର ନିର୍ବାଚନ ଶେଷ
ଜୟଦାନ ସଭାପତି, ଉପ ସଭାପତି ଭାବେ ସୁନାମ ଓ ସାଧାରଣ ସମ୍ପାଦକ ଭାବେ କୈଳାଶ ନିର୍ବାଚିତ
କାଶୀପୁର ଟିକିରି ରୁ ବୈକୁଣ୍ଠ ଦୁରିଆ : ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକର ଦୋରାଗୁଡା ଠାରେ ଥିବା ଉତ୍କଳ ଆଲୁମିନା କର୍ମଚାରୀ ସଂଘର ନିର୍ବାଚନ ଶେଷ ହେଇଯାଇଛି ଏହି ନିର୍ବାଚନରେ ସଭାପତି ଭାବେ ଜୟଦାନ…
ରାଜ୍ୟରେ ନିର୍ମିତ ହେବ ୨୯୧୧ଟି ଗୋଷ୍ଠୀ ଉଠାଜଳସେଚନ ପ୍ରକଳ୍ପ
ବିଜୁ କୃଷକ ବିକାଶ ଯୋଜନାରେ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ଚୟନ କମିଟି ବୈଠକରେ ମଞ୍ଜୁରୀ
ଭୁବନେଶ୍ୱର(ଶାସକ ପ୍ରଶାସକ) : ବିଜୁ କୃଷକ ବିକାଶ ଯୋଜନାରେ ବିଭିନ୍ନ ପ୍ରକାର ଉଠାଜଳସେଚନ ପ୍ରକଳ୍ପ ନିର୍ମାଣ ପାଇଁ ରାଜ୍ୟସ୍ତରୀୟ ଚୟନ କମିଟି( ସ୍କି୍ରନିଂ କମିଟି ) ର ୨୨ ତମ ବୈଠକ ଆଜି…
କରୋନା ମୃତକ କିଟ୍ କର୍ମଚାରୀଙ୍କ ପରିବାରକୁ କିଟ୍ର ସହାୟତା
ଭୁବନେଶ୍ୱର,: କିଟ୍ ଓ କିସ୍ ପକ୍ଷରୁ ଏହାର କର୍ମଚାରୀଙ୍କ କଲ୍ୟାଣ ସକାଶେ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କ ପରାମର୍ଶ କ୍ରମେ ସମୟକୁ ସମୟ ବିଭିନ୍ନ ଯୋଜନା ହାତକୁ ନିଆଯାଇଥାଏ। ଇତି ମଧ୍ୟରେ ସମଗ୍ର ବିଶ୍ୱରେ କରୋନାର କରାଳ ଛାୟା ଘୋଟି ଯାଇଥିବା ବେଳେ ଏଥିରେ ବାଦ୍ ପଡ଼ି ନ ଥିଲା ଭାରତ ଏବଂ…
ମହାତ୍ମା ଗାନ୍ଧୀ ଜାତୀୟ ଫେଲୋସିପର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
ତୃଣମୂଳ ସ୍ତରରେ ସାମାଜିକ ପରିବର୍ତନର ଅଗ୍ରଦୂତ ହେବାକୁ ଯୁବପିଢିଙ୍କୁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ/ଭୁବନେଶ୍ୱର – କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ନୂଆଦିଲ୍ଲୀରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ…
କୃଷ୍ଣପ୍ରସାଦ ବ୍ଲକ୍ ଦ୍ୱୀପାଞ୍ଚଳର ବ୍ୟାଙ୍କ ସମସ୍ୟା ସୁଧାରିବା ନେଇ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ଗୁରୁତ୍ୱ
ଭୁବନେଶ୍ୱର(ଶାସକ ପ୍ରଶାସକ): ଆଜି ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କୃଷ୍ଣପ୍ରସାଦ ବ୍ଲକ୍ର ଚିଲିକା ଦ୍ୱୀପାଞ୍ଚଳ ମଧ୍ୟରେଥିବା ନୂଆପଡ଼ା ସେବା ସମବାୟ ସମିତି, ବଡ଼ଝାଡ଼ ସେବା ସମବାୟ ସମିତି, ଅଲଣ୍ଡା ସେବା ସମବାୟ ସମିତି ଓ ତିତିପ ସେବା ସମବାୟ ସମିତି ପ୍ରମୁଖ ୪ଟି ସୋସାଇଟି…