ଜେନିଥ ଲାୟନ୍ସ ଗୁରୁକୁଳ ଦ୍ବାରା ସର୍ବଭାରତୀୟ ନିଟ କୃତୀଛାତ୍ର ସମ୍ବର୍ଦ୍ଧିତ ।

ପଦ୍ମପୁର(ଶାସକ ପ୍ରଶାସକ)- ସ୍ଥାନୀୟ ଜେନିଥ ଲାୟନ୍ସ ଗୁରୁକୁଳରେ ସର୍ବଭାରତୀୟ ନିଟ ପରୀକ୍ଷାରେ କୃତିତ୍ୱ ହାସଲ କରିଥିବା ଶମ୍ଭୁ ପ୍ରସାଦ ଶାହା ଏବଂ ସ୍ବାଗତ ପ୍ରଧାନଙ୍କୁ ସମ୍ବର୍ଦ୍ଧନା ପାଇଁ ଏକ ସ୍ୱତନ୍ତ୍ର ଉତ୍ସବ ଆୟୋଜନ କରାଯାଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷ ମନୋଜ କୁମାର ପଣ୍ଡା ସଭାପତିତ୍ୱ…

ପରିମଳ ଟିକସ ବ୍ୟବସ୍ଥାକୁ ବିରୋଧ; ବିଭିନ୍ନ ସଂଗଠନ ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବିପତ୍ର

ପୁରୀ(ଅନିମେଶ ପଟ୍ଟନାୟକ): ପରିମଳ ବ୍ୟବସ୍ଥା ପାଇଁ ପୁରୀ ସହରବାସୀଙ୍କ ଠାରୁ ୟୁଜର ଫି ଆଦାୟ ପାଇଁ ପୂରୀ ପୌର ସଂସ୍ଥାର ନିଷ୍ପତିକୁ ବିରୋଧ କରାଯାଇଛି। ୨୫ ଗୋଟି ସାମାଜିକ ଏବଂ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସୋମବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରାଯାଇଅଛି। ଏଭଳି…

ଓଜେୟୁ ପୁରୀ ଶାଖା ପୂନର୍ଗଠିତ: ବିଜୟ ସଭାପତି, ସୁଧାଂଶୁ ସମ୍ପାଦକ ନିର୍ବାଚିତ

ପୁରୀ(ଅନିମେଶ ପଟ୍ଟନାୟକ): ଓଡିଶା ଜର୍ଣ୍ଣାଲିଷ୍ଟ ୟୁନିଅନ(ଓଜେୟୁ) ପକ୍ଷରୁ ପୁରୀ ଜିଲ୍ଲାର ନୂତନ କାର୍ଯ୍ୟକାରୀ କମିଟି ଗଠନ କରାଯାଇଛି । କମିଟିର ନୂତନ ସଭାପତି ଭାବେ ବିଜୟ କୁମାର ମିଶ୍ରଙ୍କୁ ସର୍ବ ସମ୍ମତି କ୍ରମେ ନିର୍ବାଚିତ କରାଯାଇଥିବା ବେଳେ ସୁଧାଂଶୁ ଶେଖର କରଙ୍କୁ ସମ୍ପାଦକ ଭାବେ…

ଭାରତ ସରକାରଙ୍କ ଜାତୀୟ ଫାଲେରିଆ ନିରାକରଣ ଯୋଜନା ଗଜପତି ଜିଲ୍ଲାରେ ସଫଳତାର ସହ ଆଗେଇ ଚାଲିଛି

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତ ସରକାରଙ୍କ ଜାତୀୟ ଫାଲେରିଆ (ବାତଜ୍ବର) ରୋଗ ନିରାକରଣ ଯୋଜନା କାର୍ଯ୍ୟକ୍ରମ ଗଜପତି ଜିଲ୍ଲାରେ , ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଜାତୀୟ ଫାଲେରିଆ ନିରାକରଣ ଯୋଜନା ଆନୁକୂଲ୍ୟରେ ଦ୍ରୁତ ଗତିରେ ସଫଳତାର ସହ ଆଗେଇ ଚାଲିଛି । ଏହି ଅବସରରେ…

ମାନବିକ ଅଧିକାର ସାମ୍ମୁଖ୍ୟ ଇଣ୍ଡିଆ ପକ୍ଷରୁ ଜିଲ୍ଲାସ୍ତରୀୟ ମାନବିକ ଅଧିକାର ସମ୍ପର୍କିତ ସଚେତନତା କର୍ମଶାଳା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ସ୍ଥିତ ହିଲଟପ୍ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷଠାରେ ହ୍ୟୁମାନ ରାଇଟ୍ସ ଫ୍ରଣ୍ଟ ଇଣ୍ଡିଆ ପକ୍ଷରୁ ଜିଲ୍ଲାସ୍ତରୀୟ ଏକ ମାନବିକ ଅଧିକାର ସମ୍ପର୍କିତ ସଚେତନତା କର୍ମଶାଳା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ହ୍ୟୁମାନ ରାଇଟ୍ସ…

ପାଟଣାଗଡ଼,ମୋ ଭୋଟ କାର୍ଯ୍ୟକ୍ରମ ଶୁଭାରମ୍ଭ

ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ)- ଭାରତୀୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ବଲାଙ୍ଗିର ଜିଲ୍ଲାର ସମସ୍ତ ମତଦାତା ମାନଙ୍କୁ ପାଟଣାଗଡ଼ ଉପଖଣ୍ଡର ପ୍ରଶାସନ ପକ୍ଷରୁ ଆଜି ସ୍ତାନୀୟ ପାଟଣେଶ୍ୱରୀ ମହିଳା ମହାବିଦ୍ୟାଳୟରେ ଛାତ୍ରୀମାନଙ୍କୁ ମୁଁ ବି ଭୋଟର ହେବି କାର୍ଯ୍ୟକ୍ରମ ଅନୁଷ୍ଠିତ…

କଳାହାଣ୍ଡି କ୍ରୀଡ଼ା ଛାତ୍ରାବାସ ପରିଦର୍ଶନ କଲେ ମନ୍ତ୍ରୀ ତୁଷାରକାନ୍ତି

ଭୁବନେଶ୍ୱର(ଶାସକ ପ୍ରଶାସକ) :ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ଆଜି ପୂର୍ବାହ୍ନରେ କଳାହାଣ୍ଡି ଜିଲ୍ଲା କ୍ରୀଡ଼ା ଛାତ୍ରାବାସ ପରିଦର୍ଶନରେ ଯିବା ସହ କ୍ରୀଡ଼ା ଭିତ୍ତିଭୂମି ଏବଂ ଉନ୍ନୟନ କାର୍ଯ୍ୟର ସମୀକ୍ଷା…

ବିଜେଡି ଖୋରଧା ଜିଲ୍ଲା କମିଟି ପୁନର୍ଗଠିତ : ବିଭୁତି ସଭାପତି, ରାମଚନ୍ଦ୍ର ଉପଦେଷ୍ଟା

ଭୁବନେଶ୍ୱର : ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ବିଜୁ ଜନତା ଦଳ ଖୋରଧା ଜିଲ୍ଲା କମିଟି ପୁର୍ନର୍ଗଠିତ ହୋଇଛି । ପୂର୍ବତନ ବିଧାୟକ ବିଭୁତି ବଲବନ୍ତରାୟଙ୍କୁ ଜିଲ୍ଲା ସଭାପତି ଭାବେ ନିଯୁକ୍ତି ମିଳିଥିବା ବେଳେ ରାମଚନ୍ଦ୍ର ମହାପାତ୍ରଙ୍କୁ…

ପାର୍ବତୀ ବିଶ୍ୱାଳଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ପୁସ୍ତକ ଲୋର୍କାପଣ

ଭଦ୍ରକ ବ୍ଲକ (ସୀତାକାନ୍ତ ପାଢ଼ୀ)-:ଆଜି ଭଦ୍ରକ ଜିଲ୍ଲା ଲୋକପ୍ରିୟ ସାହିତ୍ୟିକା, ସରଳ ହୃଦୟର ବ୍ୟକ୍ତିତ୍ୱ ତଥା ହିରୋ ମେନେଜିଂ ପାର୍ଟନର ପ୍ରୀତିରଞ୍ଜନ ଜେନାଙ୍କ ମା ଓ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ଙ୍କ ଶାଶୁ ମା ୰ ପାର୍ବତୀ ବିଶ୍ବାଳଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉତ୍ସବ ଉପଲକ୍ଷେ…

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାରେ ସାମିଲ ହେଲା ନୂଆପଡା ଜିଲ୍ଲା

ନୂଆପଡାର ୧ ଲକ୍ଷ ୭୩ ହଜାର ପାଇବେ ସ୍ମାର୍ଟ କାର୍ଡର ସୁବିଧା ନୂଆପଡା ଓ କୋମନାରେ ଦୁଇଟି ମେଗା ପାଇପ ପାଣି ପ୍ରକଳ୍ପ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ, ଜିଲ୍ଲାର ୮୦ ପ୍ରତିଶତଙ୍କ ପାଖରେ ପହଞ୍ଚିବ ଭଲ ପିଇବା ପାଣି ଖରିଆରର ଇଭାନ୍‌ଜେଲିକାଲ ହସ୍‌ପିଟାଲକୁ BSKYରେ ସାମିଲ କରିବାକୁ…