ଗୋପବନ୍ଧୁ ସେବାସଦନ ଗୋପାଳପଲ୍ଲୀ ଆଶ୍ରମରେ ଶୀତବସ୍ତ୍ର ବାଣ୍ଟିଲେ ସମାଜସେବୀ ରଞ୍ଜନ ପଣ୍ଡା

ଗାଇସିଲାଟ(ଶାସକପ୍ରଶାସକ)-ବରଗଡ ଜିଲ୍ଲା ଗାଇସିଲେଟ ବ୍ଲକ ଅନ୍ତର୍ଗତ ଜେନକେଡ଼ା ଠାରେ ଥିବା ଗୋପବନ୍ଧୁ ସେବାସଦନ ଗୋପାଳପଲ୍ଲୀ ଆଶ୍ରମକୁ ଆଜି ଗାଇସିଲେଟର ସମାଜସେବୀ ରଞ୍ଜନ ପଣ୍ଡା ପିଲାଙ୍କ ପାଇଁ ଶୀତ ବସ୍ତ୍ର ପ୍ରଦାନ କରିଛନ୍ତି । ଚଳିତ ମାସ ଗତ ଦୁଇ ଦିନ ହେବ ଥଣ୍ଡା ଅନୁଭୂତ ହେଉଥିବା ବେଳେ…

ମୁଖ୍ୟମନ୍ତ୍ରୀଙ୍କ ବିଜେପୁର ଗସ୍ତକୁ ତୀବ୍ର ବିରୋଧ କରିବା ବିଜେପି ଜିଲ୍ଲା କୃଷକ ମୋର୍ଚ୍ଚା : ଶ୍ରୀକାନ୍ତ ମିଶ୍ର ।

ପଦ୍ମପୁର(ଶାସକ ପ୍ରଶାସକ)-ଆସନ୍ତା ୧୩ ତାରିଖ ଦିନ ଓଡିଶାର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ବିଜେପୁର ଗସ୍ତକୁଭାରତୟ ଜନତା ପାର୍ଟି ଜିଲ୍ଲା କୃଷକ ମୋର୍ଚ୍ଚା ତୀବ୍ର ବିରୋଧ କରିବ ବୋଲି କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀକାନ୍ତ ମିଶ୍ର ଚେତାବନୀ ଦେଇଛନ୍ତି । ମମିତା ମେହେର…

ଖଡ଼ଗପୁର ଏବଂ ଯାଜପୁର କେନ୍ଦୁଝର ରୋଡ଼ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ |

ଭୁବନେଶ୍ୱର:ଯାତ୍ରୀମାନଙ୍କୁ ସୁବିଧାଜନକ ଯାତ୍ରା ପ୍ରଦାନ କରିବା ପାଇଁ ଖଡ଼ଗପୁର ଏବଂ ଯାଜପୁର କେନ୍ଦୁଝର ରୋଡ଼ ମଧ୍ୟରେ ଚଳିତ ମାସ 12 ତାରିଖ ଠାରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଅଛି |08037 ଖଡ଼ଗପୁର - ଯାଜପୁର କେନ୍ଦୁଝର ରୋଡ଼ ସ୍ପେସିଆଲ ଆସନ୍ତା 12 ତାରିଖ…

ହାଓଡ଼ା ଓ ଭଦ୍ରକ ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ |

ଭୁବନେଶ୍ୱର:ଯାତ୍ରୀମାନଙ୍କୁ ସୁବିଧାଜନକ ଯାତ୍ରା ପ୍ରଦାନ କରିବା ପାଇଁ ହାଓଡ଼ା ଓ ଭଦ୍ରକ ମଧ୍ୟରେ ଚଳିତ ମାସ 09 ତାରିଖ ଠାରୁ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଅଛି |08043 ହାଓଡ଼ା ଓ ଭଦ୍ରକ ସ୍ପେସିଆଲ ଆସନ୍ତା 09 ତାରିଖ ଠାରୁ ହାଓଡ଼ା ରୁ ଅପରାହ୍ନ ୩ଘ.୪୦ମି.ରେ…

ଲଘୁଚାପ ଘନୀଭୂତ ଯୋଗୁଁ ତାମିଲନାଡୁରେ ଅଧିକ ବର୍ଷା ସମ୍ଭାବନା, ଓଡ଼ିଶାରେ ମଧ୍ୟ ହେବ ବର୍ଷା

ଭୁବନେଶ୍ୱର: ଗତ ଶନିବାର ରାତିରୁ ତାମିଲନାଡୁ ଏବଂ ପୁଡୁଚେରୀରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ମଙ୍ଗଳବାର ତାମିଲନାଡୁ ସଂଲଗ୍ନ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ଥିବାରୁ ସେହି ଅଂଚଳରେ ଅଧିକ ବର୍ଷା ହେବାର ଆଶଙ୍କା ରହିଛି ବୋଲି ଶିକ୍ଷା ଓ ଅନୁସନ୍ଧାନ (ସୋଆ)…

ଅବହେଳିତ ଅଵସ୍ଥାରେ କାହ୍ନଗୁଡା ଗ୍ରାମ : ପୋଲ ନହେଲେ କରିବେ ଭୋଟ ବର୍ଜ୍ଜନ

କାଶୀପୁର ରୁ ବୈଠକ ଦୁରିଆ:ରାୟଗଡା ଜିଲା କାଶିପୁର ବ୍ଲକ ଗୋରଖପୁର ପଞ୍ଚାୟତ କାହ୍ନଗୁଡା ଗ୍ରାମ । ଆଜି ଯାଏ ଭଲ ଭଲ ରାସ୍ତା ଟି ନାହି ଓ କାହ୍ନଗୁଡା ଯିବାକୁ ହେଲେ ଗୋଟିଏ ନାଳ ପାରି ହୋଇ ଯିବାକୁ ପଡେ | ଆଜି ଯାଏ ଏହି ଗ୍ରାମକୁ ଗୋଟିଏ ପୋଲ ଟିଏ ହୋଇ ପାରୁ ନାହିଁ ଯାହାଫଳ ସେହି ଗ୍ରାମବାସୀ…

ପୁଟାସିଂ ରେ ପଞ୍ଚାୟତ ଗଠନ ଦାବିରେ ଆଜି ଠାରୁ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମୁଖରେ ତିନି ଦିନ ଧରି ଅନଶନ ଏବଂ ଧାରଣା

ଗୁଣୁପୁର ରୁ ସନ୍ତୋଷ କୁମାର ଚୌଧୁରୀ: ରାୟଗଡା ଜିଲ୍ଲା ର ଗୁଣୁପୁର ବ୍ଲକ ର ପୁଟାସିଂ ର ରେଜିଂଟାଲ ଗ୍ରାମ କୁ ଜିଲ୍ଲାପ୍ରଶାସନ ଅତି ତରବରିଆ ଭାବେ ନୂତନ ପଞ୍ଚାୟତ ଘୋଷଣା କରିଥିବାରୁ ଏହାକୁ ବିରୋଧ କରି ଆଜି ଉଭୟ ପୁଟାସିଂ ଏବଂ ପୋଡା ଗ୍ରାମ ର ଶତାଧିକ ଆଦିବାସୀ ମହିଳା ଏକ ଶୋଭାଯାତ୍ରା ରେ…

ମାହାଙ୍ଗା ବ୍ଲକ୍ ସମ୍ମୁଖରେ ଦୁଇ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହକରି ପ୍ରତିବାଦ ଜଣାଇଲା ବିଜେପି

ବିରୋଧୀଙ୍କ ସବୁ ଚକ୍ରାନ୍ତର ଜବାବ ଆସନ୍ତା ପଂଚାୟତ ନିର୍ବାଚନରେ ଜନସାଧାରଣ ଦେବେ : ବିଜେଡି ମାହାଙ୍ଗା(ଶାସକ ପ୍ରଶାସକ)-କଳାହାଣ୍ଡି ଜିଲ୍ଲାର ବହୁ ଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାରେ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ଇସ୍ତଫା ଦାବିରେ ବିଜେପି…

ଗାଁ ଗାଁ ବୁଲି ଲୋକଙ୍କ ସମସ୍ୟା ବୁଝିଲେ ବିଧାୟକ

ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ)- ପାଟଣାଗଡ଼ ନିର୍ବାଚନ ମଣ୍ଡଳୀର ବନାଇମୁଣ୍ଡା ପଞ୍ଚାୟତର ପ୍ରତ୍ୟେକ ଗାଁକୁ ଗାଁ ଯାଇ ସାଧାରଣ ଜନତାଙ୍କର ସମସ୍ୟା ବୁଝିଲେ ବିଧାୟକ ସରୋଜ କୁମାର ମେହେର । ଯୋଗ୍ୟ ହିତାଧିକାରୀମାନଙ୍କୁ ତୁରନ୍ତ ବାର୍ଦ୍ଧକ୍ୟ ଭତ୍ତା ଯୋଗାଇ ଦେବାକୁ ଗ୍ରାମବାସୀମାନେ ବିଧାୟକଙ୍କ…

ଜାରିଂ ଠାରେ କୋଶଳିଆ ମାଳୀ ସମାଜ ସାଂଗଠନିକ ବୈଠକ ଅନୁଷ୍ଠିତ ।

ବିଜେପୁର (ଶାସକପ୍ରଶାସକ)-ବରଗଡ଼ ଜିଲ୍ଳା ବିଜେପୁର ବ୍ଲକ କୋଶଳିଆ ମାଳୀ ସମାଜ ବିଜେପୁର ସର୍କଲର ଜୋନ୍ ସ୍ତରୀୟ ଚତୁର୍ଥ ସାଂଗଠନିକ ବୈଠକ ଜାରିଂ କମ୍ଯୁନିଟୀ ସେଣ୍ଟରଠାରେ ଉପସଭାପତି ଶ୍ରୀଯୁକ୍ତ ସନ୍ତୋଷ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।ପ୍ରେମରାଜ ପଟେଲ ସଭାର ଉଦ୍ଦେଶ୍ଯ ଜ୍ଞାପନ…