ବିଜେପୁର ରେ ମୋତିଲାଲ ବାଗ ଦ୍ଵାରା ଆୟୋଜିତ ବିର୍ସାମୁଣ୍ଡା ଏକଦିବସୀୟ ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ।

ବିଜେପୁର(ଶାସକପ୍ରଶାସକ) -ବରଗଡ଼ ଜିଲ୍ଲା ବିଜେପୁର ବ୍ଲକ ହାଇସ୍କୁଲ ପଡ଼ିଆ ପରିସର ରେ ଆଜି ଏକଦିବସୀୟ ବିର୍ସ।ମୁଣ୍ଡା ଫୁଟବଲ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ବିଜେପୁର ଆଖପାଖର ଜାରିଂ ,କନାପାଳି,ଖରମୁଣ୍ଡା ,ଡୁମେରପାଲି ,ଖଳିଆ ପାଲି ,ଗଣ୍ଡପାଲି ,ଇଚ୍ଛାପୁର ଓ ଡଙ୍ଗାଘାଟ ଫୁଟବଲ…

ନୂତନ ଓଡିଆ ଚଳଚ୍ଚିତ୍ର “ବିଶ୍ୱାସ- ଦ ଲାଇଟ୍ ଓଭର ଡାର୍କନେସ୍” ର ଅଡିଓ ଉନ୍ମୋଚିତ

ଚିନ୍ମୟ ଦାସ ପଟ୍ଟନାୟକଙ୍କ ଦ୍ୱାରା ନିର୍ଦ୍ଦେଶିତ ସୁଧନ୍ୟା କ୍ରିଏଟିଭ୍ସର ପ୍ରଥମ ଅବଦାନ ଭୁବନେଶ୍ୱର(ଶାସକ ପ୍ରଶାସକ) - ସୁଧନ୍ୟା କ୍ରିଏଟିଭ୍ସର ପ୍ରଥମ ଅବଦାନ ତଥା ଚିନ୍ମୟ ଦାସ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ନୂତନ ଓଡ଼ିଆ ଚଳଚ୍ଚିତ୍ର ବିଶ୍ୱାସ-ଦ ଲାଇଟ୍ ଓଭର ଡାର୍କନେସ୍ ର ଅଡିଓ ଉନ୍ମୋଚନ…

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାରେ ସାମିଲ ହେଲା କଳାହାଣ୍ଡି

କୃଷି, ଶିକ୍ଷା ଓ ଭିତ୍ତିଭୂମି କ୍ଷେତ୍ରରେ କଳାହାଣ୍ଡି ଆଗୁଆ – ମୁଖ୍ୟମନ୍ତ୍ରୀ ଜିଲ୍ଲାର ୧୪ ଲକ୍ଷ ଲୋକ ପାଇବେ ସ୍ମାର୍ଟ କାର୍ଡ ଗରିବ ଲୋକଙ୍କ ଚିକିତ୍ସା ବୋଝ ଲାଘବ କରିବ ବିଜୁ ସ୍ମାର୍ଟ ହେଲ୍‌ଥ କାର୍ଡ  ୮୬୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ…

ହଜିଗଲା କଟାକ୍ଷ , ନିରବୀଗଲେ କିଶୋର

ଭୁବନେଶ୍ୱର (ଶାସକ ପ୍ରଶାସକ): ଓଡ଼ିଶାର ପୁରପଲ୍ଲୀରେ ପରିଚିତ ତଥା ‘ସମ୍ବାଦ’ କାର୍ଟୁନ୍ ସ୍ତମ୍ଭ ‘କଟାକ୍ଷ’ ଫେମ କିଶୋର ରଥ ଆଉ ନାହାନ୍ତି । ଓଡ଼ିଶାର ଏହି ପ୍ରଥିତଯଶା ବହୁମୁଖୀ ପ୍ରତିଭାଧର କାର୍ଟୁନିଷ୍ଟ ତଥା ବ୍ୟଙ୍ଗକାର କିଶୋର ରଥଙ୍କର ହୃଦାଘାତରେ ଆଜି ବଡ଼ି ସକାଳୁ ମାତ୍ର ୫୮ ବର୍ଷ ବୟସରେ…

ବିଜେପି ରାଜ୍ୟ ମୁଖପାତ୍ର ଶ୍ରୀ ସୁଦୀପ୍ତ ରାୟଙ୍କ ମାତୃ ବିୟୋଗ: ବିଜେପି ପକ୍ଷରୁ ଗଭୀର ଶୋକ

ଭୁବନେଶ୍ୱର: ବିଜେପି ବରିଷ୍ଠ ନେତା ତଥା ରାଜ୍ୟ ମୁଖପାତ୍ର ଶ୍ରୀ ସୁଦୀପ୍ତ ରାୟଙ୍କ ମାତା ଶ୍ରୀମତୀ ସୁହାସିନୀ ପାଇକରାୟଙ୍କ ଭୂବନେଶ୍ୱରସ୍ଥିତ ଏମ୍ସ ମେଡିକାଲରେ ଚିକିତ୍ସିତ ଅବସ୍ଥାରେ ୮୧ ବର୍ଷ ବୟସରେ ଦେହାନ୍ତ ଘଟିଛି । ଅତ୍ୟନ୍ତ ନମ୍ର, ମେଳାପୀ, ମିଷ୍ଟଭାଷୀ ସ୍ୱର୍ଗତଃ ପାଇକରାୟ ଜଣେ…

ଅବସରପ୍ରାପ୍ତ ଷ୍ଟେଟ ବ୍ୟାଙ୍କ କର୍ମଚାରୀ ଜ୍ୟୋତିଷ ରଞ୍ଜନ ବହିଦାରଙ୍କ ପରଲୋକ ।

ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଶାନ୍ତି ନଗର ନିବାସୀ ଅବସରପ୍ରାପ୍ତ ଷ୍ଟେଟ ବ୍ୟାଙ୍କ କର୍ମଚାରୀ ଜ୍ଯୋତିଷ ରଞ୍ଜନ ବହିଦାରଙ୍କ ମାତ୍ର ୭୧ ବର୍ଷ ବୟସରେ ଗତ ରାତିରେ ପରଲୋକ ହୋଇ ଯାଇଛି । ସ୍ବର୍ଗତ ବହିଦାର ଜଣେ ମେଳାପି ତଥା ପରୋପକାରୀ ବ୍ଯକ୍ତି ଥିଲେ । ମୃତ୍ୟୁ ପର୍ଯ୍ୟନ୍ତ ସେ କରଣ ସମାଜର…

ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ତେଲେଙ୍ଗାନାରେ କ୍ଷମତାକୁ ଆସିବା ପାଇଁ ରଣନୀତି ପ୍ରସ୍ତୁତ କରୁଛି ବିଜେପି- ଧର୍ମେନ୍ଦ୍ର

ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ବୈଠକ ନୂଆଦିଲ୍ଲୀ – ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡାଙ୍କ ନେତୃତ୍ୱରେ ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ତେଲେଙ୍ଗାନାରେ ସଂଗଠନକୁ ମଜବୁତ୍ କରାଯାଇ ଦଳକୁ କ୍ଷମତାରେ ଆଣିବା ପାଇଁ ରଣନୀତି ପ୍ରସ୍ତୁତ କରାଯାଉଛି ବୋଲି ରବିବାର…

୩ ଦଫା ଦାବି ନେଇ ଅଲ ଓଡ଼ିଶା ଇପିଏଫ ପେନସନର୍ସ ଆସୋସିଏସନ ଭଦ୍ରକ ଶାଖାର ଜରୁରୀ ବୈଠକ ।

ଭଦ୍ରକ,(ସତ୍ୟଭୂଷଣ ସ୍ବାମୀ) : ଆଜି ୩ ଦଫା ଦାବି ନେଇ ବାଲେଶ୍ଵର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କର ଅଲ ଓଡ଼ିଶା ଇପିଏଫ ପେନସନର୍ସ ଆସୋସିଏସନ ଭଦ୍ରକ ଶାଖାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ସ୍ଥାନୀୟ ଭାଗବତ କଲ୍ୟାଣ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି।ଆସୋସିଏସନର ସଭାପତି କୁଞ୍ଜବିହାରୀ ନାୟକଙ୍କ…

କଳିଙ୍ଗ ମହାବିଦ୍ୟାଳୟରେ ସଙ୍କୁଳ ସ୍ତରୀୟ ଯୁବରେଡ଼କ୍ରସ ତାଲିମ ଓ ଶିକ୍ଷା ଶିବିର ଉଦଯାପିତ

ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଠାରେ ଥିବା କଳିଙ୍ଗ ମହାବିଦ୍ୟାଳୟରେ ତ୍ରିସ୍ତରୀୟ ସଙ୍କୁଳ ସ୍ତରୀୟ ଯୁବରେଦକ୍ରସ ପକ୍ଷରୁ ତାଲିମ ଓ ଶିକ୍ଷା ଶିବିର ଉଦଯାପିତ ହୋଇ ଯାଇଛି I ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଆକାଂକ୍ଷା…

ବ୍ରାହ୍ମଣ ସିତାପୁର ଗ୍ରାମରେ ଜାତୀୟ କର୍କଟ ରୋଗ ସଚେତନତା ଦିବସ ପାଳିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଅନ୍ତର୍ଗତ ବ୍ରାହ୍ମଣ ସିତାପୁର ଗ୍ରାମରେ ଜାତୀୟ କର୍କଟ ରୋଗ ସଚେତନତା ଦିବସ ଗୁରାଣ୍ଡି ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର(ନୂତନ) ର ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ମମତା ପାଢ଼ୀଙ୍କ ଅଧ୍ୟକ୍ଷତାରେ ଏବଂ…