ନୂତନ ଜ଼ିଲ୍ଲା ଲୋକ ସମ୍ପର୍କ ଅଧିକାରୀଙ୍କ ଦାୟିତ୍ୱ ଗ୍ରହଣ I

ସମ୍ବଲପୁର (ସନ୍ଦୀପ ଶର୍ମା): ସମ୍ବଲପୁର ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ (ଡିଆଇପିଆର୍‌ଓ) ଭାବେ ଫକୀର ମୋହନ ମାଝୀ ଦାୟିତ୍ଵ ଗ୍ରହଣ କରିଛନ୍ତି I ସମ୍ବଲପୁର ଜ଼ିଲ୍ଲାର କୁଚିଣ୍ଡା ଏସ୍‌ଡିପିଆରଓ ଭାବେ ଶ୍ରୀ ମାଝୀଙ୍କ କାର୍ଯ୍ୟ କରିବାର ପୂର୍ବରୁ ଅନୁଭବ ରହିଛି I ଏହା ପୂର୍ବରୁ ସେ…

କଟକ ଡ୍ରେନେଜ ବିଭାଗ ଉପରେ ୫ଟି ଓ ମୋ ସରକାର ଯୋଜନା ଲାଗୁ ତ !!

ଏକର ଏକର ଚାଷ ଜମି ନଷ୍ଟ ; ଚେଇଁ ଶୋଇଲା ଭଳି ଅଭିନୟ କରୁଛନ୍ତି ଡ୍ରେନେଜ ବିଭାଗ ଯନ୍ତ୍ରୀ । ନିଶ୍ଚିନ୍ତକୋଇଲି/ମାହାଙ୍ଗା(ଶାସକ ପ୍ରଶାସକ) -ରାଜ୍ୟ ସରକାର ରାତି ପାହିଲେ ଯୋଜନା ଉପରେ ଯୋଜନା କରିବାରେ ବ୍ୟସ୍ତ । ରାଜ୍ୟ ସରକାରଙ୍କ ମୋ ସରକାର ଯୋଜନା ଠାରୁ ଆରମ୍ଭ କରି ୫ଟି ଯୋଜନା କରି ବିକାଶ…

ଘର ଘର ବୁଲି କୋଭିଡ୍ ଟୀକାକରଣ କାର୍ଯ୍ୟକ୍ରମ ସଫଳତାର ସହ ଆଗେଇ ଚାଲିଛି

https://youtu.be/M6LlikevdXQ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦେଶବ୍ୟାପୀ କୋଭିଡ୍ ମହାମାରୀ ଏ ପର୍ଯ୍ୟନ୍ତ ଥମିବାର କୌଣସି ନାଁ ନେଉନି । ଗଜପତି ଜିଲ୍ଲାରେ ମଧ୍ୟ ଏହି କୋଭିଡ୍ ସଂକ୍ରମଣ ସଂଖ୍ୟା ହ୍ରାସ ପାଇଥିଲେ ହେଁ ଏହା ସମ୍ପୂର୍ଣ୍ଣ ଭାବେ କୋଭିଡ୍ ମୁକ୍ତ ହୋଇନାହିଁ ।…

ଜିଲ୍ଲାସ୍ତରୀୟ ୨୮ ଓ ୨୯ ତମ ଜାତୀୟ ପିଲାଙ୍କ ବିଜ୍ଞାନ କଂଗ୍ରେସ ପ୍ରକଳ୍ପ ପ୍ରତିଯୋଗିତା

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ୨୮ ଓ ୨୯ ତମ ଜାତୀୟ ପିଲାଙ୍କ କଂଗ୍ରେସ ପ୍ରକଳ୍ପ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ସ୍ଥାନୀୟ…

କମ ବୃଷ୍ଟିପାତ ହେତୁ ଚାଷ ଜମି ନଷ୍ଟ ହୋଇଥିବା ସମ୍ବନ୍ଧେ ଉପଜିଲ୍ଲାପାଳ ଙ୍କୁ ଦାବିପତ୍ର ପ୍ରଦାନ

ପଦ୍ମପୁର(ଶାସକପ୍ରଶାସକ)-ଚାଷର ଜିଲ୍ଲା ହେଉଛି ବରଗଡ ଜିଲ୍ଲା, ଜିଲ୍ଲା ର ଅଧିକାଂଶ ଚାଷୀ ଚାଷ ଉପରେ ନିର୍ଭର କରିଥାନ୍ତି, ହେଲେ ଚଳିତ ବର୍ଷ କମ ବୃଷ୍ଟିପାତ ଯୋଗୁଁ ଜିଲ୍ଲା ରେ ମରୁଡ଼ି ଦେଖା ଦେଇଛି, ଏନେଇ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ଜଗଦଲପୁର ପଞ୍ଚାୟତ ରେ ମଧ୍ୟ ମରୁଡ଼ି…

ଗୁରୁତର ଭାବେ ପୋଡି ହୋଇଯାଇଥିବା ବାଳକର ଜୀବନ ବଂଚାଇଲେ ସମ୍ ଡାକ୍ତର

ଭୁବନେଶ୍ୱର : ବାଣ ଫୁଟାଇବା ବେଳେ ଗୁରୁତର ଅଗ୍ନିକାଣ୍ଡରେ ପୋଡି ହୋଇଯାଇଥିବା ଏକ ୭ ବର୍ଷର ବାଳକର ଜୀବନ ବଂଚାଇଛନ୍ତି ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଡାକ୍ତର । ପ୍ରାୟ ଏକ ମାସ ତଳେ ବାଣ ସହ ଖେଳୁଥିବା ବେଳେ ବାଳକଟି ସହ ଏଭଳି ଦୁର୍ଘଟଣା ଘଟିଥିଲା ।ଯେତେବେଳେ…

ନୂତନ ବିଡିଓଙ୍କ ଯୋଗଦାନ

ଝାରବନ୍ଧ-ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଝାରବନ୍ଧ ବ୍ଲକ ରେ ନୂତନ ବି.ଡି.ଓ ଭାବେ ସୁନୀଲ ମେହେର କାର୍ଯ୍ୟ ରେ ଯୋଗଦାନ କରିଛନ୍ତି।ବ୍ଲକ ର ସମସ୍ତ କର୍ମଚାରୀ ମାନେ ନୂତନ ବିଡ଼ିଓ ଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ ପୂର୍ବକ ସ୍ୱାଗତ କରିଥିଲେ।ସାଧାରଣ ଲୋକ ମାନଙ୍କ ସମସ୍ୟାର ତ୍ୱରିତ…

ହୃଦୟବାନ ହେବ ତ ଏମିତି: କହିଥିଲେ ପନ୍ଦର , ଦେଲେ ଚୌରାଲିସ

ବରଗଡ :- ଜମିବାଡ଼ି କୁ କେନ୍ଦ୍ର କରି ପରିବାର ଭିତରେ , ନିଜ ନିଜ ଭତରେ ପ୍ରତ୍ୟେକ ଦିନ ଅନେକ ପ୍ରକାର ଝଗଡା , ଗଣ୍ଡଗୋଳ ହୋଇଥାଏ । ଏମିତି ସାମାନ୍ୟ ଅଳ୍ପ ଟିକେ ଜାଗା ପାଇଁ ପାରିବାରିକ ଗଣ୍ଡଗୋଳ ଭୟଙ୍କର ରୁପ ନେଇ ଅନେକ ଙ୍କର ମୁଲ୍ୟବାନ ଜୀବନ ନେଇ ସାରିଛି । ଆଜି ବି ଲକ୍ଷ ଲକ୍ଷ ଜମିବାଡିର…

କଟକ ଅରିଲୋ ଠାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଉଦ୍‌ଘାଟିତ ହେଲା ଓମ୍‌ଫେଡ୍‌ର ଅତ୍ୟାଧୁନିକ ପ୍ଲାଣ୍ଟ

ରାଜ୍ୟରେ ଶ୍ବେତ ବିପ୍ଳବ ଆଣିବା ପାଇଁ ସମସ୍ତେ ମିଳିମିଶି କାମ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ ଭୁବନେଶ୍ବର(ଶାସକ ପ୍ରଶାସକ) :ଆଜି କଟକ ଜିଲ୍ଲାର ଅରିଲୋ ଠାରେ ୨୬୩ କୋଟି ଟଙ୍କା ବ୍ୟୟରେ ନିର୍ମିତ ଓମ୍‌ଫେଡ୍‌ର ଅତ୍ୟାଧୁନିକ ଦୁଗ୍ଧ ପ୍ରକ୍ରିୟାକରଣ କାରଖାନା ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ…

ବିଶ୍ୱ ମିତବ୍ୟୟତା ପକ୍ଷ ପାଳନ ଉପଲକ୍ଷେ ବୃକ୍ଷ ଚାରା ରୋପଣ କଲେ ଜିଲ୍ଲାପାଳ

ରାୟଗଡ(ସରୋଜ କୁମାର ସାହୁ) : ବିଶ୍ୱ ମିତବ୍ୟୟତା ଦିବସ ପାଳନ ଉପଲକ୍ଷେ ରାୟଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ପ୍ରଶାସନ ଓ ଜଙ୍ଗଲ ଓ ପରିବେଶ ବିଭାଗର ମିଳିତ ଭାବେ ବୃକ୍ଷ ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାୟଗଡ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ର ଉପସ୍ଥିତ…