ପୋଡ଼ାପାଡି ପଞ୍ଚାୟତ ବିଜୁ ଜନତା ଦଳ କର୍ମୀ ସମ୍ମିଳନୀ ଅନୁଷ୍ଠିତ

କାଶୀପୁର ଟିକିରିରୁ ବୈକୁଣ୍ଠ ଦୁରିଆ :ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ପୋଡ଼ାପାଡି ପଞ୍ଚାୟତ ଅନ୍ତର୍ଗତ ବଡ ମାଟି କଣା ଡଙ୍ଗା ମୁଣ୍ଡି ପଡ଼ିଆ ଠାରେ ଆଜି ପୋଡ଼ାପାଡି ପଞ୍ଚାୟତ ର ୧୧ଗୋଟି ୱାର୍ଡ ର ସମସ୍ତ ବିଜୁ ଜନତା ଦଳର କର୍ମୀ ମାନେ ଉପସ୍ଥିତ ରହି ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ…

ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡ ଏବଂ ନ୍ୟାସନାଲ କମିଶନ ଫର ଓମେନ ରାୟଗଡର ମିଳିତ ସହଭାଗୀତାରେ ଆଇନ୍‍ ସଚେତନତା…

ରାୟଗଡରୁ ସରୋଜ କୁମାର ସାହୁ: ରାଷ୍ଟ୍ରିୟ ଆଇନ୍‍ ସେବା ପ୍ରାଧିକରଣର ନିର୍ଦ୍ଦେଶ ଅନୁଯାୟୀ ତା. ୧୦.୧୧.୨୦୨୧ ରିଖ ବୁଧବାର ଦିନ ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡ ଏବଂ ଜାତୀୟ ମହିଳା କମିଶନ, ରାୟଗଡର ମିଳିତ ସହଭାଗୀତାରେ ଏକ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ କୋଲନରା କଲ୍ୟାଣ ମଣ୍ଡପ ଠାରେ…

ବିଶାଳ ରକ୍ତଦାନ ଶିବିର ଅନୁଷ୍ଠିତ

ବିଜେପୁର: ବିଜେପୁର ବ୍ଳକ ଅନ୍ତର୍ଗତ ଖରମୁଣ୍ଡା ଠାରେ ବରଗଡ ଜିଲ୍ଲା ଭାରଥ ସ୍କାଉଡ ଗାଇଡସ୍ଏବଂ ଓଡ଼ିଶା ସରକାର ମୋ ପରିବାର ତଥା ଜୀବନ ବିନ୍ଦୁ ଆନୁକୁଲ୍ୟରେ ବିଶାଳ ରକ୍ତଦାନ ଶିବିର ବରଗଡ ଜିଲ୍ଲା ସଂଯୋଜକ ଗୌରହରି ମିଶ୍ର ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ହୋଇଯାଇଛି lହାଇସ୍କୁଲ ର…

ବିଜେପିର ମିଶ୍ରଣ ପର୍ବ

ନୂଆପଡ଼ାରୁ ଯଶୋବନ୍ତ କୁମାରଙ୍କ ରିପୋର୍ଟ ଶାସକ ପ୍ରଶାସକ: ନୂଆପଡା ଜିଲ୍ଲା କୋମନା ବ୍ଲକ ଜିଲ୍ଲା ପରିଷଦ ୧ ନମ୍ବର ଜୋନ ମିଛାପାଲିଠାରେ ବିଜେପିର ଏକ ମିଶ୍ରଣ ପର୍ବ ଆୟୋଜିତ ହୋଇ ଯାଇଛି । ପ୍ରଧାନମନ୍ରୀ ନରେନ୍ଦ୍ର ମୋଦୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବିଭିନ୍ନ ଦଳର ଶତାଧିକ କର୍ମୀ ବିଜେପିରେ…

ଚିଟଫଣ୍ଡ ଜମାକାରୀ ଘେରିଲେ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ

ପଦ୍ମପୁର (ଶାସକପ୍ରଶାସକ)-ଓଡିଶା ରାଜ୍ୟରେ ବାରଶହ ରୁ ଉର୍ଦ୍ଧ ଚିଟଫଣ୍ଡ କମ୍ପାନୀ ପ୍ରାୟ ୪୦ ହଜାର ରୁ ଅଧିକ ଜମାକାରୀ ଙ୍କୁ ଠକିବାରେ ରାଜ୍ୟ ସରକାର ଓ ରାଜନୈତିକ ନେତୃବୃନ୍ଦ ସହାୟକ ହୋଇଥିବା ଘଟଣା ଟି ପ୍ରଘଟ ହୋଇଯିବା ପରେ ସରକାର ଙ୍କ ପକ୍ଷରୁ ଚିଟଫଣ୍ଡ କମ୍ପାନୀ ର କାର୍ଯ୍ୟାଳୟ ଗୁଡିକ…

ଉଦୟନାଥ ଫର୍ଣ୍ଣିଚର ତରଫରୁ ମାସିକ କିସ୍ତି ଯୋଜନାର ୫ମ ଲକି ଡ୍ର’ ଉଠାଣ

ପଦ୍ମପୁର :- ପଦ୍ମପୁର ସହର କପସିଲା ରୋଡ଼ସ୍ଥିତ ଉଦୟନାଥ ଫର୍ଣ୍ଣିଚର ତରଫରୁ ଆରମ୍ଭ ହୋଇଥିବା ମାସିକ କିସ୍ତି ଯୋଜନାର ୫ମ ଲକି ଡ୍ର' ଉଠାଣ ଆଜି ସଂଧ୍ୟାରେ ଅନୁଷ୍ଠିତ ହୋଇଯାଇଛି । ଏହି ଉଠାଣର ବିଜେତା ହେଉଛନ୍ତି ବରଗଡ଼ର ରାଜେଶ କୁମାର ସାହୁ |ଏହି ଉଠାଣ କାର୍ଯ୍ୟକ୍ରମରେ ରୋହିତ କୁମାର…

ବିଶ୍ୱଜିତ୍ ସାହୁ ପୂର୍ବତଟ ରେଳପଥର ନୂତନ ମୁଖ୍ୟ ଜନ ସମ୍ପର୍କ ଅଧିକାରୀ

ଭୁବନେଶ୍ୱର (ଶାସକ ପ୍ରଶାସକ) ଭାରତୀୟ ରେଳପଥ ଷ୍ଟୋର ସର୍ଭିସ୍ (ଆଇଆରଏସଏସ) 2013 ବ୍ୟାଚର ଅଧିକାରୀ ଶ୍ରୀ ବିଶ୍ୱଜିତ୍ ସାହୁ ପୂର୍ବ ତଟ ରେଳପଥର ନୂତନ ମୁଖ୍ୟ ଜନ ସମ୍ପର୍କ ଅଧିକାରୀ (ସିପିଆରଓ) ଭାବରେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି | ମରିସସ୍ ରେଳବାଇକୁ ଡେପୁଟେସନରେ ବିଦେଶ ଯାଉଥିବା…

ଚୋରା ଚାଲାଣ ବେଲେ ତିନି ଲକ୍ଷ ଟଙ୍କାର ନିଶା ଔଷଧ ସହ ମାରଣାସ୍ତ୍ର ଜବତ, ଦୁଇ ଗିରଫ ।

ପଦ୍ମପୁର (ଶାସକ ପ୍ରଶାସକ)-ବରଗଡ଼ ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ପଦ୍ମପୁର ଉପଖଣ୍ଡ ପୋଲିସ ଅଧିକାରୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଗୋଟିଏ ଟିମ ନିଶା ଔଷଧ ଚୋରା ଚାଲାଣ ବିରୁଦ୍ଧରେ ଚଢ଼ାଉ କରି ଗୋଟିଏ ଜାଏଲୋ ଗାଡ଼ିକୁ କଫସିରଫ ସହ ଜବତ କରିଥିଲେ ଏବଂ ଦୁଇଜଣଙ୍କୁ ଗିରଫ କରିଥିଲେ । ଦୁଇ…

ସଡକ ସୁରକ୍ଷା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଅଭିନବ ତାଲିମ କାର୍ଯ୍ୟକ୍ରମ ‘ରକ୍ଷକ’ ଉଦ୍‌ଘାଟିତ

ଦୁର୍ଘଟଣା ର ଶୀକାର ହୋଇଥିବା ଲୋକଙ୍କ ଜୀବନ ବଞ୍ଚାଇ ବା ଠାରୁ ପୁଣ୍ୟ ଆଉ କିଛି ନାହିଁ । ରାଜ୍ୟସ୍ତରରେ ଏଭଳି ତାଲିମ କାର୍ଯ୍ୟକ୍ରମ ପ୍ରଥମ ୩୦ ହଜାର ପ୍ରଥମ ଜୀବନ ରକ୍ଷାକାରୀ ପାଇବେ ତାଲିମ ଭୁବନେଶ୍ୱର (ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନର…

ମୁଖ୍ୟମନ୍ତ୍ରୀଙ୍କର ବରଗଡ଼ ଗସ୍ତ: ଚାଲିଛି ଜୋରଦାର ପ୍ରସ୍ତୁତି

ବରଗଡ :- ବରଗଡ ଜିଲ୍ଲା ବର୍ତ୍ତମାନ ମୁଖ୍ୟମନ୍ତ୍ରୀଙ୍କର ଗସ୍ତ କୁ ନେଇ ଚଳଚଞ୍ଚଳ ହୋଇ ଉଠିଛି । ଆସନ୍ତା ତେର ତାରିଖରେ ମୁଖ୍ୟମନ୍ତ୍ରୀ ଙ୍କର ବରଗଡ଼ ଗସ୍ତ , ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଚାଲିଛି । ଏହି ଗସ୍ତ ସମୟରେ ମୁଖ୍ୟମନ୍ତ୍ରୀ ଜିଲ୍ଲାରେ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ…