୧୨ତାରିଖ ରେ ଓଡିଶା ବନ୍ଦ ପାଇଁ ବ୍ଲକ କଂଗ୍ରେସ ର ଦାବି ପତ୍ର

ଝାରବନ୍ଧ-ମନୋହର ଦାଶ:ମମିତା ମେହେର ହତ୍ଯା ଘଟଣା ରେ ଓଡ଼ିଶା ପ୍ରଦେଶ କଂଗ୍ରେସ ଆସନ୍ତା ୧୨ତାରିଖ ରେ ୬ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦେଇଛି।ଏ ସମ୍ପର୍କ ରେ ଝାରବନ୍ଧ ବ୍ଲକ କଂଗ୍ରେସ ପକ୍ଷରୁ ସଭାପତି ମୁଜାଫର ହୁସେନ ଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।ବୈଠକରେ ମମିତା…

ବାୟର କମ୍ପାନୀ ଦ୍ଵାରା ବିହନ ଓ କୀଟନାଶକ ସମ୍ବନ୍ଧିତ କୃଷକ ସମ୍ମିଳନୀ ଅନୁଷ୍ଠିତ।

କାଶୀପୁର ଟିକିରିରୁ ବୈକୁଣ୍ଠ ଦୁରିଆ: ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ଟିକିରି ଠାରେ ବାୟାର କମ୍ପାନୀ ତରଫରୁ ଏକ କୃଷିସଭା ଅନଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ବୟାର କମ୍ପାନୀ ତରଫରୁ ଟିବିଏମ ହିମାଦ୍ରୀ ମହାପାତ୍ର ଓ ସ୍ଥାନୀୟ କର୍ମଚାରୀ ଶିବାଜୀ ଶାହୁ , କାହ୍ନା ବେହେରା, ମୁଖ୍ୟା ବିତରକ…

ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ -୨୦୨୧ ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କରୋନା ମହାମାରୀ ପାଇଁ ବହୁ ଆଡ଼ମ୍ବର ନ କରି କଟଜଣା ମଧ୍ୟରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି…

ଅଜଣା ମହିଳାଙ୍କ ମୃତ ଶରୀର ଉଦ୍ଧାର କଲା ପୁଲିସ

କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ: ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକ ସିକରପାଇ ପଞ୍ଚାୟତର ତାଳସାଜା ନଦୀ ଘାଟରେ ଅଜଣା ମହିଳାଙ୍କ ଗଳିତ ମୃତ ଶରୀର ଉଦ୍ଧାର କଲା ପୁଲିସ । ସୂଚନା ଅନୁଯାୟୀ ଆଜି ତାଳସାଜା ଗାଁର କିଛି ଲୋକ ଜାଳେଣି କାଠ ସଂଗ୍ରହ କରିବା ପାଇଁ ନିକଟସ୍ଥ ନାଗାବଳୀ ନିକଟକୁ…

ରାସ୍ତା ଅବସ୍ଥା ଶୋଚନୀୟ, ଲୋକ ହନ୍ତସନ୍ତ : କାମସାରିଦେଇ ଠିକାଦାର ଯନ୍ତ୍ରୀ ନିଶ୍ଚିନ୍ତ

ପଦ୍ମପୁର(ଶାସକ ପ୍ରଶାସକ)- ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ରାସ୍ତା ତିଆରି ହେଲା | ଲୋକ ଯିବା ଆସିବା କଲେ, ଠିକାଦାର ମଧ୍ୟ ତାଙ୍କ ବିଲ ପାଇଲେ । ସମସ୍ତଙ୍କ ମୁଣ୍ଡରୁ ଦାୟିତ୍ୱ ଗଲା ପରିକା ଆଉ ରାସ୍ତାକୁ ଲେଉଟି ଦେଲେଣି ଠିକାଦାର କିମ୍ବା ବିଭାଗୀୟ ଯନ୍ତ୍ରୀ । ଭୁଲିଯାଇଛନ୍ତି ସେ ରାସ୍ତା…

ଭୋଟର ହେବା ଦେଶ ଗଢ଼ିବା ଅଭିଯାନର ଶୁଭାରମ୍ଭ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପଞ୍ଜୀକରଣ ଅଧିକାରୀ, ପାରଳାଖେମୁଣ୍ଡି ଭୋଟର ହେବା ଦେଶ ଗଢ଼ିବା ଅଭିଯାନର ଶୁଭାରମ୍ଭ କରି ମହେନ୍ଦ୍ରଗିରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ , ରାମଗିରି ଏବଂ ମହେନ୍ଦ୍ରତନୟା ଉଚ୍ଚ ବିଦ୍ୟାଳୟ ଆର୍.ଉଦୟଗିରି ଠାରେ ଛାତ୍ର ଛାତ୍ରୀ ମାନଙ୍କୁ ମତଦାତାର…

୭୦ ତମ ଜିଲ୍ଲାସ୍ତରୀୟ ଗୋ-ସମ୍ବର୍ଦ୍ଧନା ଉତ୍ସବ

  ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ଠାରେ ଜିଲ୍ଲା ପ୍ରାଣୀ ଚିକିତ୍ସା ଅଧିକାରୀ ଗଜପତିଙ୍କ ଅଧ୍ୟକ୍ଷତାରେ ୭୦ ତମ ଜିଲ୍ଲାସ୍ତରୀୟ ଗୋ- ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗଜପତି ଜିଲ୍ଲା ପ୍ରାଣୀ ସମ୍ପଦ ବିକାଶ ବିଭାଗ ଆନୁକୂଲ୍ୟରେ ଆୟୋଜିତ…

ପାରଳାଖେମୁଣ୍ଡି ଠାରେ ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଦ୍ଵାରା ଜିଲ୍ଲା ପାରିବାରିକ ଅଦାଲତ ଉଦଘାଟିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ଦୌରାଜଜ୍ କୋର୍ଟ ପରିସରରେ ବୁଧବାର ଦିନ ଜିଲ୍ଲା ପାରିବାରିକ ଅଦାଲତ ଉଦଘାଟିତ ହୋଇଯାଇଛି । ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ମାନ୍ୟବର ଡ଼ଃ ଜଷ୍ଟିସ ଏସ୍. ମୁରଲୀଧର ଏହି ଜିଲ୍ଲା ପାରିବାରିକ ଅଦାଲତକୁ ଭିଡିଓ…

ଫ୍ରି ଫାୟାର ଖେଳ ହେଲା କାଳ

ଝୁଲନ୍ତା ଅବସ୍ଥାରେ କାଜୁ ଜଙ୍ଗଲରୁ ମୃତଦେହ ଉଦ୍ଧାର କଲେ ପରିବାର ଲୋକ ଓଡ଼ଗାଁ: (ଶ୍ରୀକାନ୍ତ କୁମାର ମିଶ୍ର) : ଓଡ଼ଗାଁ ଥାନା ବାହାଡ଼ାଝୋଲା ଫାଣ୍ଡି ଅନ୍ତର୍ଗତ ଦଳେଇଭାଗ ଗ୍ରାମରୁ  ନିଖୋଜ ହୋଇଥିବା ଜଣେ ଯୁବକର ମୃତଦେହ କାଜୁ ବଗିଚାରୁ ଉଦ୍ଧାର ହୋଇଛି। ଯୁବକ ଜଣକ କାଜୁ ବଗିଚାରେ ଆତ୍ମହତ୍ୟା…

ବୌଦ୍ଧ-କନ୍ଧମାଳରେ ଭଲିବଲ୍‍ ମହାକୁମ୍ଭ: ୧୧ରେ ଉଦଘାଟନ

ଭୁବନେଶ୍ୱର, ୧୦ ।୧୧: କନ୍ଧମାଳ ସଂସଦୀୟ କ୍ଷେତ୍ରର ବୌଦ୍ଧ ଓ କନ୍ଧମାଳ ଜିଲ୍ଲାରେ ୬୯ତମ ରାଜ୍ୟସ୍ତରୀୟ ଭଲିବଲ୍‍ ଚାମ୍ପିଅନସିପ ଆରମ୍ଭ ହେବାକୁ ଯାଉଛି। ଓଡ଼ିଶା ସରକାର, କିଟ୍‍ ଓ କିସର ଆର୍ଥିକ ସହାୟତା, କନ୍ଧମାଳ ସାଂସଦ ତଥା ଭାରତୀୟ ଭଲିବଲ୍‍ ଫେଡେରେସନର ସଭାପତି ଅଚ୍ୟୁତ ସାମନ୍ତଙ୍କ…