ସାପ୍ତାହିକ ବଜାର ସ୍ଥାନାନ୍ତରଣ କଲେ ତହସିଲଦାର ।

0

ପଦ୍ମପୁର(ଶାସକପ୍ରଶାସକ)-କୋଭିଡ କଟକଣା, ପଞ୍ଚାୟତ ନିର୍ବାଚନ ଏବଂ ଆଜି ବରଗଡ଼ ଜିଲ୍ଲା ପାଲ ଙ୍କ ଗାଇସିଲେଟ ଗ୍ରସ୍ତ କୁ ଦୃଷ୍ଟିରେ ରଖି ଭୋର ୪ଟା ସମୟରୁ ଗାଇସିଲେଟ ତହସିଲଦାର ମନୋଜ ଦେବତା ଗୁଦେରପାଲି ଛକ କୁ ପହଞ୍ଚି ସାପ୍ତାହିକ ପରିବା ବଜାର କୁ କଲେଜ ପଡିଆକୁ ସ୍ଥାନାନ୍ତରିତ କରିଥିଲେ। ପ୍ରତ୍ୟେକ ଗୁରୁବାର ଗୁଦେରପାଲି ବସଷ୍ଟାଣ୍ଡ ର ରାସ୍ତା ର ଉଭୟ ପାଶ୍ୱର୍ରେ ପରିବା ବଜାର ବସିଆସୁଥିଲା।ଆଜି ଭୋର ୪ଟା ସମୟରେ ହଠାତ୍ ଗାଇସିଲେଟ ତହସିଲଦାର ଶ୍ରୀ ଦେବତା ପହଞ୍ଚି ଚାଷୀ ଏବଂ ବ୍ଯବସାୟୀ ଙ୍କୁ ବୁଝାଇ ପରିବା ବଜାର କୁ କଲେଜ ପଡିଆକୁ ସ୍ଥାନାନ୍ତରିତ କରିଥିଲେ।

Leave A Reply

Your email address will not be published.