ପ୍ରତ୍ୟେକ ପ୍ରାଣୀ ଏକ ଉତ୍ତମ ଜୀବନ ବଞ୍ଚିବାର ହକଦାର -ମନ୍ତ୍ରୀ ଡ. ଅରୁଣ ସାହୁ

ଜୀବ ମଙ୍ଗଳ ପାଇଁ ରାଜ୍ୟ ସରକାରଙ୍କ ନୂତନ ଯୋଜନା ଆରମ୍ଭ କର୍ମଶାଳା ଆୟୋଜିତ ଭୁବନେଶ୍ୱର(ଶାସକ ପ୍ରଶାସକ) : ପ୍ରତ୍ୟେକ ପ୍ରାଣୀ ଏକ ଉତ୍ତମ ଜୀବନ ବଞ୍ଚିବାର ହକ୍ଦାର ବୋଲି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ତଥା ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ…

ଗଞ୍ଜେଇ ଓ ବାଇକ ଜବତ

ଝାରବନ୍ଧ-ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ପୋଲିସ ଏବଂ ଝାରବନ୍ଧ ତହସିଲଦାର ସୀମାସବିତା କୁଳୁଙ୍କ ପକ୍ଷରୁ ସୁକୁଲିପାହାଡ଼ ଗ୍ରାମରେ ଯାନବାହନ ଚେକିଂ ବେଳେ ବିପୁଳ ପରିମାଣ ର ଗଞ୍ଜେଇ ଜବତ କରାଯିବା ସହ ଜଣ କୁ ଗିରଫ କରାଯାଇଛି।ତା ଉପରେ ସନ୍ଦେହ ହେବାରୁ ଅଟକାଇ ଯାଞ୍ଚ…

ମାନସିଂହ ସାହିତ୍ୟ ସଂସଦର ଦଶମ ମାସିକ କବିତା ଆସର ଅନୁଷ୍ଠିତ

ମାନସିଂହ ସାହିତ୍ୟ ସଂସଦ, ନନ୍ଦଳା, ପୁରୀର ଦଶମ ମାସିକ କବିତା ଆସର ନଭେମ୍ବର ୧୦ ତାରିଖ ସନ୍ଧ୍ୟା ୭ଟାରେ ଅନୁଷ୍ଠିତ ହୋଇଯାଇଛି । ସୁସାହିତ୍ୟିକ ତଥା ଛତ୍ରପୁରର ବରିଷ୍ଠ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଅବିନାଶ ଶତପଥୀ ମୁଖ୍ୟଅତିଥି ରୂପେ ଯୋଗ ଦେଇ କବିଙ୍କ ସୃଷ୍ଟିକୁ ପାଠ୍ୟ ପୁସ୍ତକ ଦିଗରେ…

ଆଇନଜୀବୀ ଦୟାନନ୍ଦ ପାଢ଼ୀଙ୍କ ଦ୍ବିତୀୟ ଶ୍ରାଦ୍ଧବାର୍ଷୀକି ଅବସରରେ ପରିବାର ପକ୍ଷରୁ ଖାଦ୍ୟ ବଣ୍ଟନ ।

ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ସହରର ଜଣାଶୁଣା ଆଇନଜୀବୀ ସ୍ବର୍ଗତ ଦୟାନନ୍ଦ ପାଢୀଙ୍କ ଦ୍ବିତୀୟ ଶ୍ରାଦ୍ଧବାର୍ଷୀକି ଅବସରରେ ତାଙ୍କ ପୁତ୍ର ସୌମ୍ୟଜିତ ପାଢ଼ୀ ଓ ସ୍ତ୍ରୀ ଜୟନ୍ତୀ ପାଢ଼ୀ ଗାଇସିଲାଟ ବ୍ଳକ ଜନକେଡା ଠାରେ ଥିବା ଆଶ୍ରମରେ ଅନ୍ତେବାସୀ ମାନଙ୍କୁ ଖାଦ୍ୟ ବଣ୍ଟନ କରିବା ସହ ସ୍ବର୍ଗତ…

ବିଜେଡିରେ ଯୋଗଦେଲେ ବରିଷ୍ଠ ସାମ୍ବାଦିକ ଗୌତମବୁଦ୍ଧ ଦାସ

ଭୁବନେଶ୍ଵର,: ବରିଷ୍ଠ ସାମ୍ବାଦିକ ତଥା ବାଲେଶ୍ଵର ଜିଲ୍ଲା ଭୋଗରାଇର ଜଣାଶୁଣା ସମାଜସେବୀ ଗୌତମବୁଦ୍ଧ ଦାସ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି। ଆଜି ଏଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଜେଡିର ସାଙ୍ଗଠନିକ ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସ ତାଙ୍କୁ ଦଳୀୟ ଉତ୍ତରୀୟ ପିନ୍ଧାଇ ଦଳକୁ ସ୍ଵାଗତ…

କପା ମଣ୍ଡି ପାଇଁ ଦିନ ଧାର୍ଯ୍ୟ ପ୍ରଚାର ରଥ ମାଧ୍ୟମରେ ସଚେତନତା କରାଯିବ

ରାୟଗଡରୁ ସରୋଜ କୁମାର ସାହୁ: ଚଳିତ ୨୦୨୧-୨୨ ବର୍ଷ ନିମନ୍ତେ ରାୟଗଡ ନିୟନ୍ତ୍ରିତବଜାର କମିଟି ତରଫରୁ ରାୟଗଡ ଉପଖଣ୍ଡରେ କପା ମଣ୍ଡି ଆସନ୍ତା ତା ୧୫/୧୧/୨୦୨୧ ରିଖ ଠାରୁ ଆରମ୍ଭ ହେବ । ଏଥି ନିମନ୍ତେ ଆଜି ଏକ ପ୍ରଚାର ରଥକୁ ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ନିୟନ୍ତ୍ରିତ ବଜାର କମିଟିର…

୧୦୨୫ ସ୍କୁଲର ରୂପାନ୍ତର ପର୍ବ ଶୁଭାରମ୍ଭ: ପ୍ରଥମ ଦିନରେ ୫ଟି ଜିଲ୍ଲାର ୧୪୨ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କଲେ…

ପିଲାମାନଙ୍କ ଭିତରେ ଆତ୍ମବିଶ୍ବାସ ଭରି ଦେବା ଏବଂ ଶ୍ରେଷ୍ଠତ୍ବ ହାସଲ ପାଇଁ ସୁଯୋଗ ସୃଷ୍ଟି କରିବା ରୂପାନ୍ତରର ଲକ୍ଷ୍ୟ - ମୁଖ୍ୟମନ୍ତ୍ରୀ ସ୍କୁଲ ଏବେ ବହୁତ ଭଲ ଲାଗୁଛି – ଛାତ୍ରଛାତ୍ରୀ ଭୁବନେଶ୍ୱର(ଶାସକ ପ୍ରଶାସକ) ଆଜିଠାରୁ ଆରମ୍ଭ ହେଲା ସ୍କୁଲ ରୂପାନ୍ତର ପର୍ବ । ୫-ଟି ସ୍କୁଲ ରୂପାନ୍ତରଣ…

ପୂରଣ ହେବାକୁ ଯାଉଛି ବହୁପ୍ରତିକ୍ଷିତ ଦାବୀ

ପ୍ରାୟ 34 କୋଟି ଟଙ୍କା ବ୍ୟୟରେ ହେବ 32 କିଲୋମିଟର ରାସ୍ତାର ଉନ୍ନତି କରଣ ବରଗଡ :- ସୋହେଲାରୁ ସିଧାସଳଖ ଭଟଲିକୁ (ଭାୟା ଖରମୁଣ୍ଡା, ଉରଦୁନା ଓ ସୁଲସୁଲିଆ) ଯାଇଥିବା ଆରଡ଼ି ରାସ୍ତାର ଉନ୍ନତି କରଣ ପାଇଁ ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଛି । ମୋଟ ୩୨ କିଲୋମିଟର ଏହି ରାସ୍ତାର ଏକକାଳୀନ…

ଦୁର୍ବଳ ଆର୍ଥିକ ସ୍ଥିତି ଯୋଗୁଁ କଂଗ୍ରେସ ଏବେ ବିଜେପିର ବି-ଟିମ୍‍

ବନ୍ଦ ଯୋଗୁଁ ରୋଜଗାର ହରାଇବା ଲୋକେ କଂଗ୍ରେସକୁ କ୍ଷମା କରିବେନି: ବିଜେଡି ବିଜେପି ଇଶାରାରେ ନାଚୁଛି କଂଗ୍ରେସ ପ୍ରମାଣ ଥିଲେ କୋର୍ଟକୁ ଯିବାକୁ ପରାମର୍ଶ ବନ୍ଦ ଡାକରା ପ୍ରତ୍ୟାହାର ପାଇଁ ବିଜେଡିର ଆହ୍ୱାନ ଭୁବନେଶ୍ୱର: ବିଗତ ଦୁଇ ବର୍ଷ ମଧ୍ୟରେ କୋଭିଡ ମହାମାରୀ…

ଗୃହମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ବିରୋଧରେ ବିଜେପିର କାର୍ଯ୍ୟାନୁଷ୍ଠାନ ଦାବି।

କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ:ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ବିଜେପି ଦଳ ପକ୍ଷରୁ ଆଜି ମନ୍ତ୍ରୀଙ୍କ ବିରୁଦ୍ଧରେ ଥାନା ଅଧିକାରୀ ଙ୍କ ଜରିଆରେ ଓଡ଼ିଶା ପୋଲିସ ମହାନିର୍ଦେଶକ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି ।ମଧ୍ୟାହ୍ନ ରେ ବିଜେପି ଦଳର ଖ ଜୋନ ର ସଭାପତି ମୋନଜ ସେଠୀ ଙ୍କ…