ସହରରେ ଘୁରି ବୁଲୁଛି ଖଣ୍ଡା,ସାବଧାନ !

ବଲାଙ୍ଗୀର/ନିରୋଜ ମିଶ୍ର: - ପୋଲିସ ର ନିଷ୍କ୍ରିୟତା ଯୋଗୁଁ ବଲାଙ୍ଗୀର ସହରରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଅବସ୍ଥାରେ । ଅନେକ ନିଶାସକ୍ତ ଯୁବକ ମାରଣାସ୍ତ୍ର ଧରି ସହରରେ ଘୁରି ବୁଲୁଥିବା ବେଳେ ପୋଲିସ ନୀରବ । ଇତି ମଧ୍ୟରେ ଟାଇଗର ଗ୍ରୁପ ନାମରେ କିଛି ଯୁବକ ନିଜର ଶକ୍ତି ପ୍ରଦର୍ଶନ କରିଥିଲେ ।…

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାରେ ସାମିଲ ହେଲା ଝାରସୁଗୁଡା ଜିଲ୍ଲା

ଜିଲ୍ଲାର ୧ ଲକ୍ଷ ୧୫ ହଜାର ପାଇବେ ସ୍ମାର୍ଟ କାର୍ଡର ସୁବିଧା ହୀରାକୁଦ ବିସ୍ଥାପିତଙ୍କ ଦୀର୍ଘ ଦିନର ସମସ୍ୟା ଦୂର ହେବ ୨୦୦୦ ବିସ୍ଥାପିତଙ୍କୁ ଘରଡିହ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ୨୦୨୨ ଜୁନ୍‌ ସୁଦ୍ଧା ଜିଲ୍ଲାର ୧.୨୨ ଲକ୍ଷ ପରିବାରକୁ ପାଇପ ପାଣିର ସୁବିଧା…

ପାଟଣାଗଡ଼ :୨୬ ନଂ-ଜୋନରେ ବିଜେଡିର ମିଶ୍ରଣ ପର୍ବ ଅନୁଷ୍ଠିତ

ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ) - ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାବେଳେ ରାଜନୈତକ ଦଳ ମାନେ  ନିଜ ନିଜର ରଣନୀତି ପ୍ରସ୍ତୁତ କରି ଆଗକୁ କିପରି ନିର୍ବାଚନୀ ବୈତରଣୀ ପାରି କରିବେ ସେହି ହିସାବରେ ପ୍ରସ୍ତୁତ ହେଉଛନ୍ତି। ଅନ୍ୟପକ୍ଷରେ ଯେ, ରାଜ୍ୟ ସରକାର ଙ୍କ ବିଜୁ ଜନତା ଦଳର ଦିନକୁ ଦିନ ମିଶ୍ରଣ…

“ଚାଇଲଡଲାଇନ୍ ସେ ଦୋସ୍ତି” କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଶିଶୁ ଦିବସ ଉପଲକ୍ଷେ ଚାଇଲଡଲାଇନ୍ ତରଫରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆରମ୍ଭ ହୋଇଛି "ଚାଇଲଡଲାଇନ୍ ସେ ଦୋସ୍ତି" କାର୍ଯ୍ୟକ୍ରମ। ଏହି କାର୍ଯ୍ୟକ୍ରମ ଏକ ସପ୍ତାହ ଧରି ବିଭିନ୍ନ ଅନୁଷ୍ଠାନ ଏବଂ ଜନ ସମୁହିତ ସ୍ଥାନ ଗୁଡ଼ିକରେ ଶିଶୁ ମାନଙ୍କୁ…

ଶ୍ରୀ ଜଗନ୍ନାଥ ଓଡିଶୀ କଳା କେନ୍ଦ୍ରରେ ଶିଶୁ ଦିବସ ପାଳନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ ଜଗନ୍ନାଥ ଓଡିଶୀ କଳା କେନ୍ଦ୍ର ଠାରେ ଅନୁଷ୍ଠାନର ନୃତ୍ୟ ନିର୍ଦ୍ଦେଶିକା ସୁଶ୍ରୀ ଡି. ପ୍ରିୟଙ୍କାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠାନର ସମସ୍ତ ଛାତ୍ରୀ ମାନଙ୍କୁ ନେଇ ଶିଶୁ ଦିବସ ପାଳନ…

ଏକାମ୍ର ହାଟରେ ମୁକ୍ତ ପାଠାଗାର ଲୋକାର୍ପିତ

ଭୁବନେଶ୍ୱର(ଶାସକ ପ୍ରଶାସକ): ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ଅଧୀନକୁ ଆସିବା ପରେ ନୂଆ ରୂପରେ ଏକାମ୍ରହାଟ ବର୍ତମାନ ଭୁବନେଶ୍ୱରରେ ଏକ ଆକର୍ଷଣୀୟ କେନ୍ଦ୍ରରେ ପରିଣତ ହୋଇଛି । ଓଡିଶାର ଐତିହ୍ୟ, ପରମ୍ପରା ଓ ସଂସ୍କୃତିର ପ୍ରାଣକେନ୍ଦ୍ର ଭାବେ ଏହି ଏକାମ୍ର ହାଟରେ ଆଜି ଶିଶୁଦିବସ ଅବସରରେ…

ସତ୍ୟଭାମାପୁର ନୋଡାଲ ହାଇସ୍କୁଲର ଉନ୍ନତିକରଣ ପାଇଁ ବୈଠକ

ଭୁବନେଶ୍ୱର:ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ବ୍ଲକ ଅନ୍ତର୍ଗତ ସତ୍ୟଭାମାପୁର ନୋଡାଲ ହାଇସ୍କୁଲକୁ ରାଜ୍ୟ ସରକାରଙ୍କ ୫-ଟି ଆଭିମୁଖ୍ୟ ତଥା ମୋ ସ୍କୁଲ କାର୍ଯ୍ୟକ୍ରମ ଆଧାରରେ ରୂପାନ୍ତରୀକରଣ କରିବା ଏବଂ ନୂତନ ଭାବେ ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ବିଦ୍ୟାଳୟକୁ ସ୍ୱାଗତ କରିବା…

ବିଦ୍ୟା ଭାରତୀ ଆବାସିକ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ

ବଲାଙ୍ଗିର- (ଶାସକ ପ୍ରଶାସକ)- ସ୍ଥାନୀୟ ବିଦ୍ୟା ଭାରତୀ ଆବାସିକ ବିଦ୍ୟାଳୟରେ ଶିଶୁ ଦିବସ ପାଳନ ଅବସରରେ ‘ଶିଶୁ ଭିତରେ ଆଗାମୀର ସ୍ୱପ୍ନ’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଦେବସ୍ମିତା ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି…

ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ସମ୍ପନ୍ନ

ବଲାଙ୍ଗିର (ଶାସକ ପ୍ରଶାସକ )- ଶିଶୁମାନଙ୍କ କଳା ପ୍ରତିଭାକୁ ଲୋକଲୋଚନକୁ ଆଣିବା ସହ ସେମାନଙ୍କ ସର୍ବାଙ୍ଗୀନ ବିକାଶ ଉଦେ୍ଧଶ୍ୟରେ ସମଗ୍ର ଶିକ୍ଷା ଅଭିଯାନ ତରଫରୁ ଜିଲ୍ଲା ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ସ୍ଥାନୀୟ ପୃଥ୍ୱୀରାଜ ହାଇସ୍କୁଲ ଠାରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ଜିଲ୍ଲା…

୭୨ ବର୍ଷ ବୟସ୍କା ବୃଦ୍ଧାଙ୍କୁ ଆକ୍ରମଣ, ଦୁଇ ଜଣ ଅଟକ।

ବୁଗୁଡା  : (ଡ଼ଃ. କୁମୁଦ ଚନ୍ଦ୍ର ବେହେରା )ବୁଗୁଡା ଥାନା ଅନ୍ତର୍ଗତ ଗୋଲିଆ ଗ୍ରାମ ପଞ୍ଚାୟତ ବାଦୁଆ ଗ୍ରାମର ଜଣେ ୭୨ ବର୍ଷ ବୟସ୍କା ବୃଦ୍ଧାଙ୍କୁ ଆକ୍ରମଣ କରି ଜୀବନରେ ମାରିଦେବାକୁ ଉଦ୍ୟମ କରିବା ଆଭିଯୋଗ ରେ ଦୁଇଜଣଙ୍କୁ ପୋଲିସ ଅଟକ ରଖିଥିବା ଜଣାପଡିଛି। ଅଭିଯୋଗ ପ୍ରକାରେ ବାଦୁଆ ଗ୍ରାମର…