Sign in
Sign in
Recover your password.
A password will be e-mailed to you.
ଗୋଟିଏ ଦିନରେ ଏକା ସମୟରେ ୪ ଲକ୍ଷ ଲୋକଙ୍କ ଦ୍ୱାରା ମାନବ ଶୃଙ୍ଖଳ ଓ ଗଣ ଶପଥ ପାଠ
ବାଲ୍ୟ ବିବାହ ରୋକିବା ନିମନ୍ତେ “ପ୍ରଚେଷ୍ଟା” ଅଭିଯାନ
“ଜିଲ୍ଲା ସଦର ମହକୁମାରେ ଜିଲ୍ଲାପାଳଙ୍କ ନେତୃତ୍ୱରେ ସହର ପରିକ୍ରମା ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ”
ରାୟଗଡ(ସରୋଜ କୁମାର ସାହୁ): ଜିଲ୍ଲା ପ୍ରଶାସନ ରାୟଗଡ ଦ୍ୱାରା ବଲ୍ୟ ବିବାହ ନିରାକରଣ ଓ କିଶୋରୀ ସଶକ୍ତିକରଣ ପାଇଁ ଚାଲିଥିବା…
ରାୟଗଡ ନଗର ଅଖିଲ ଭାରତୀୟ ବିଦ୍ୟାର୍ଥୀ ପରିଷଦର ସମ୍ମିଳନୀ
ରାୟଗଡ(ସରୋଜ କୁମାର ସାହୁ):ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ରାୟଗଡ ନଗର ସମ୍ମିଳନୀ ସ୍ଥାନୀୟ ସଂସ୍କୃତି ଭବନ ଠାରେ ଅନୁଷ୍ଠିତ ହୋଇଯାଇଛି । ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଜିଲ୍ଲା ସଂଯୋଜକ ଶ୍ରୀ ଶୁଭମ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ଓଡିଶା ପଶ୍ଚିମ…
ଇମ୍ଫା କାରଖାନା ତରଫରୁ ରକ୍ତଦାନ ଶିବିର ଆୟୋଜିତ
ରାୟଗଡ(ସରୋଜ କୁମାର ସାହୁ):ଇମ୍ଫା କରାଖାନାର ୬୦ତମ ପ୍ରତିଷ୍ଠା ଦିବସ ଅବସରରେ ଏହାର ସାମାଜିକ ଦାୟିତ୍ୱବୋଧ କାର୍ଯ୍ୟକ୍ରମ ନିର୍ବାହୀ ସଂସ୍ଥା ବଂଶୀଧର ଇଲାପଣ୍ଡା ଫାଉଣ୍ଡେସନ ଓ ଇମ୍ଫା କରାଖାନାର ମିଳିତ ସହଭାଗିତାରେ ଗୋପବନ୍ଧୁ ନଗର ସ୍ଥିତ ଇମ୍ଫା କର୍ମଚାରୀ କ୍ଲବ ପରିସରରେ ଏକ ସ୍ୱେଛାକୃତ…
ମାହାଙ୍ଗା ନିର୍ବାଚନ ମଣ୍ଡଳୀର ବିଜେପି କର୍ମୀ ସମିଳନୀ ଓ ମିଶ୍ରଣ ପର୍ବ ।
ନିଶ୍ଚିନ୍ତକୋଇଲି(ସପ୍ତଜ୍ୟୋତି ରାଉଳ):- ନିଶ୍ଚିନ୍ତକୋଇଲି ବ୍ଲକ କେରିଲୋ ଗ୍ରାମ ପଂଚୟତରେ ବିଜେପି ତରଫରୁ କର୍ମୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ତରତ ପଂଚାୟତ ବହୁ ବିଜେଡି ଓ କଂଗ୍ରେସ କର୍ମୀ ଦଳ ପରିତ୍ୟାଗ କରି ବିଜେପି ରେ ମିଶିଥିଲେ । ମଣ୍ଡଳ ସଭାପତି ଅଶୋକ ସାହୁ ଙ୍କ ସଭାପତିତ୍ୱ…
ମନ୍ତ୍ରୀ ପ୍ରତାପ ଜେନାଙ୍କ ପ୍ରୟାସ କ୍ରମେ ଦୂର ହେବାକୁ ଯାଉଛି ଚାଷୀମାନଙ୍କ ସମସ୍ୟା
ନିଶ୍ଚିନ୍ତକୋଇଲି ସର୍ବବୃହତ ସାପ୍ତାହିକ ହାଟ ମଡେଲ ହାଟରେ ପରିଣତ
ଉଦ୍ଘାଟିତ ହେବାକୁ ଯାଉଥିବାରୁ ସାଧାରଣରେ ଆନନ୍ଦର ଲହରୀ ।
ନଶ୍ଚିନ୍ତକୋଇଲି(ସପ୍ତଜ୍ୟୋତି ରାଉଳ):- ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କ ଉଦ୍ୟମ ଫଳରେ ଦୂର ହେବାକୁ ଯାଉଛି ଚାଷୀମାନଙ୍କ ସମସ୍ୟା । କଟକ ଜିଲ୍ଲା…
ଭିଏସ୍ଏସ୍ ନଗରରେ ଶିଶୁ ଦିବସ ପାଳିତ
ଭୁବନେଶ୍ୱର / ଶାସକ ପ୍ରଶାସକ: ସ୍ଵାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମଦିନ ଓ ଶିଶୁଦିବସ ଉପଲକ୍ଷେ ଓଡ଼ିଶା ମୋ ପରିବାର ତରଫରୁ ଓ ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ କୁମାର ରାଉତଙ୍କ ନିର୍ଦ୍ଦେଶରେ ମୋ ପରିବାର ସଂଯୋଜକ ଡ଼ଃ ପ୍ରକାଶ ତ୍ରିପାଠୀଙ୍କ ଆବାହକତ୍ୱରେ…
“ଆକାଂକ୍ଷା” ମହିଳା ସଙ୍ଗଠନ ପକ୍ଷରୁ ଶିଶୁ ଦିବସ ପାଳନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଅଗ୍ରଣୀ ମହିଳା ସଙ୍ଗଠନ "ଆକାଂକ୍ଷା" ପକ୍ଷରୁ ପାରଳାଖେମୁଣ୍ଡି ସ୍ଥିତ ରାମନଗର ଠାରେ ଶିଶୁ ଦିବସ ପାଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଦୀର୍ଘ ଦୁଇ ବର୍ଷ ହେଲା ଶିଶୁ ମାନେ ସେମାନଙ୍କ ସାଙ୍ଗ ସାଥିଙ୍କ ଠାରୁ ଦୂରେଇ ରହି ମାନସିକ…
ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଶିଶୁ ଦିବସ ପାଳନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ପାରଳାଖେମୁଣ୍ଡି ସ୍ଥିତ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ଛାତ୍ର ମାନଙ୍କୁ ନେଇ ଶିଶୁ ଦିବସ ପାଳନ ହୋଇଯାଇଛି। ପାନ୍ ଇଣ୍ଡିଆ କାର୍ଯ୍ୟକ୍ରମର ପରିପ୍ରେକ୍ଷୀରେ ଆୟୋଜିତ ଏହି ଶିଶୁ ଦିବସରେ ଛାତ୍ର…
ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଶିଶୁ ଦିବସ ପାଳିତ
https://youtu.be/4tQkxALkI7I
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ମହାଆଡମ୍ବର ସହ ଶିଶୁ ଦିବସ ପାଳିତ ହୋଇଯାଇଛି। ଉକ୍ତ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶିଶୁ ବଟିକା ପ୍ରମୁଖ ଶ୍ରୀମତୀ…
ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ “ସୁରଭି- ୨୦୨୧”
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ପ୍ରଦୋଷ କୁମାର ନାୟକଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ "ସୁରଭି-୨୦୨୧ " କୋଭିଡ୍-୧୯…