Sign in
Sign in
Recover your password.
A password will be e-mailed to you.
ଶିକ୍ଷକ ଭବନ ଭୂମିପୂଜା ଓ ଛାତ୍ର ଛାତ୍ରୀଙ୍କୁ ସମ୍ବର୍ଦ୍ଧନା ଉତ୍ସବ
ନୂଆଗାଁ/(ସୁବ୍ରତ ପରିଡ଼ା): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ରେ କାର୍ଯ୍ୟରତ ସମସ୍ତ ଶିକ୍ଷକ ମାନଙ୍କ ଦୀର୍ଘ ବର୍ଷ ର ସ୍ବପ୍ନ ପୂରଣ କଲେ ଦଶପଲ୍ଲା ବିଧାୟକ।ନୂଆଗାଁ ବ୍ଲକ୍ ରେ ନିର୍ମାଣ ହେବ ଶିକ୍ଷକ ଭବନ ।ଶିକ୍ଷକ ଭବନ ନିର୍ମାଣ ପାଇଁ ବିଧାୟକ ପାଣ୍ଠିରୁ ୫ ଲକ୍ଷ ପ୍ରଦାନ କରିଛନ୍ତି ଦଶପଲ୍ଲା…
ଲଘୁଚାପ ଜନିତ ଲଗାଣ ବର୍ଷା,ଚିନ୍ତାରେ ଧାନ ଚାଷୀ
ନୂଆଗାଁ/(ସୁବ୍ରତ ପରିଡ଼ା): ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ୍ ରେ ଲଘୁଚାପ ଜନିତ ଲଗାଣ ବର୍ଷା ଜାରି ରହିଛି।ଯାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଧାନ ଚାଷୀ।ନୂଆଗାଁ ବ୍ଲକ୍ ରେ ଥିବା ୨୨ ଟି ପଞ୍ଚାୟତ ରେ ବସବାସ କରୁଥିବା ଲୋକମାନେ ପରିବାର ପୋଷଣ ପାଇଁ କୃଷି କାର୍ଯ୍ୟ ଉପରେ ନିର୍ଭର…
ଏମଜିନରେଗା ଅନ୍ତର୍ଗତ ଫୋକସ୍ କାର୍ଯ୍ୟକ୍ରମ ଗୁଡିକ କାର୍ଯ୍ୟକାରୀତାରେ ସ୍ୱଚ୍ଛତା ଓ ଉତରଦାୟିତ୍ୱ ଉପରେ ମନ୍ତ୍ରୀ ପ୍ରତାପ…
https://youtu.be/_owyRi71hvU
ରାଜ୍ୟ ନିଶ୍ଚିତ କର୍ମନିଯୁକ୍ତି ପରିଷଦର ସପ୍ତମ ବୈଠକ
ଅଙ୍ଗନବାଡି ଗୃହ ନିର୍ମାଣ,ଜଳସଂକ୍ଷଣ ଓ ଜଳ ପରିଚାଳନା ,ଜଳାଶୟ ପୁନରୁଦ୍ଧାର , ବୃକ୍ଷରୋପଣ ,ଜଳସେଚନ , ମୋ ଉପକାରୀ ବଗିଚା ଆଦି ଉପରେ ଗୁରୁତ୍ୱ
ଭୁବନେଶ୍ୱର : ରାଜ୍ୟ ନିଶ୍ଚିତ କର୍ମ ନିଯୁକ୍ତି…
ସାତ ଦିନ ପାଇଁ ରାତ୍ରିରୁ ଭୋର ସମୟ ମଧ୍ୟରେ ପ୍ରତ୍ୟହ ଛଅ ଘଣ୍ଟା ପାଇଁ ବନ୍ଦ ରହିବ ପିଆରଏସ
ଭୁବନେଶ୍ୱର (ଶାସକ ପ୍ରଶାସକ)ଯାତ୍ରୀ ସେବାକୁ ସ୍ୱାଭାବିକ କରିବା ଏବଂ କୋଭିଡ୍ ପୂର୍ବ ସେବାକୁ ପର୍ଯ୍ୟାୟକ୍ରମେ ଫେରାଇବା ପାଇଁ ରେଳବାଇର ପ୍ରୟାସର ଏକ ଅଂଶ ଭାବରେ ରେଳବାଇର ଯାତ୍ରୀ ସଂରକ୍ଷଣ ବ୍ୟବସ୍ଥା (PRS) ର ବ୍ୟବସାୟ ସମୟ ମଧ୍ୟରେ ପ୍ରତ୍ୟହ ଛଅ ଘଣ୍ଟା ପାଇଁ ସାତ ଦିନ ପର୍ଯ୍ୟନ୍ତ ବନ୍ଦ…
ଉତ୍ତରକୂଳ ବାପୁଜୀ ସ୍ମାରକୀ ଉଚ୍ଚ ବିଦ୍ୟାଳୟରେ ସୁରଭି କାର୍ଯ୍ୟକ୍ରମ: କୃତୀ ଛାତ୍ରଛାତ୍ରୀମାନଙ୍କୁ ସମ୍ବର୍ଦ୍ଧନା
କଟକ/ଭୁବନେଶ୍ୱର - କଟକ ସଦର ବ୍ଲକ ଅନ୍ତର୍ଗତ ଉତ୍ତରକୂଳ ବାପୁଜୀ ସ୍ମାରକୀ ଉଚ୍ଚ ବିଦ୍ୟାଳୟଠାରେ ରବିବାର ଶିଶୁ ଦିବସ ପାଳନ ଅବସରରେ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ନିର୍ଦ୍ଦେଶକ ଶ୍ରୀ ଇନ୍ଦ୍ରମଣି ତ୍ରିପାଠୀ ଅତିଥି…
ପେସାରେ ପୋଲିସ ହେଲେ ନିଶା ତାଙ୍କର ସଂଗୀତ
ପୁରୀ: ପୁରୀ ଜିଲ୍ଲା ପୋଲିସରେ ରେ କାର୍ଯ୍ୟରତ ସୁବ୍ରତ ସାମନ୍ତରା।କର୍ତ୍ତବ୍ୟ ନିଷ୍ଠାପର ଭାବେ ସଂପାଦିତ କରିବା ପରେ ଅବସର ସମୟରେ ନିଜର ସଂଗୀତ ସାଧନା ଜାରି ରଖନ୍ତି।ପୁରୀ ଜିଲ୍ଲା ଗୋପ ବ୍ଲକର ପଦ୍ମପଡା ଗ୍ରାମରେ ୧୯୯୨ ମସିହାରେ ଜନ୍ମିତ ସୁବ୍ରତ ପିଲା ଦିନରୁ ମା'ଙ୍କୁ ହରାଇଥିଲେ,ଶିକ୍ଷକ…
ଇନିସ୍ପେକ୍ଟର ଭାବେ ଯୋଗଦାନ କଲେ ମେଲଛାମୁଣ୍ଡା ଏବଂ ବିଜେପୁର ଥାନାଧିକାରୀ
ପଦ୍ମପୁର(ଶାସକ ପ୍ରଶାସକ)- ଓଡ଼ିଶା ପୋଲିସ ବିଭାଗର ୧୨୭ ଜଣ ସବ ଇନ୍ସପେକ୍ଟର ପୋଲିସ ବିଭାଗର ପତ୍ର ସଂଖ୍ୟା ୧୦୮୦ ତା.୧୧/୧୧/୨୦୨୧ ଅନୁସାରେ ଇନ୍ସପେକ୍ଟର ପଦବୀରେ ପଦୋନ୍ନତି ପାଇଛନ୍ତି । ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଓ ବିଜେପୁର ଥାନାର ଥାନା ଅଧିକାରୀ ମାନେ ମଧ୍ୟ ପଦୋନ୍ନତି ପାଇଛନ୍ତି ।…
ପୁରୀ ଓ ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ଚାରୋଟି ବୃହତ ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟ ଶୀଘ୍ର ପୂର୍ଣ୍ଣାଙ୍ଗ ଉପରେ ରାଜ୍ୟ…
ଭୁବନେଶ୍ଵର : ଆଜି ଲୋକସେବା ଭବନଠାରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ଶ୍ରୀ ସଞ୍ଜୟ କୁମାର ଦାସ ବର୍ମାଙ୍କ ଅଧ୍ୟକ୍ଷତାରେ ପୁରୀ ଓ ଗଞ୍ଜାମ ଜିଲ୍ଲାର ବୃହତ ପାନୀୟ ଜଳ ପ୍ରକଳ୍ପର କାର୍ଯ୍ୟକାରି ନେଇ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ରହ୍ମଗିରି ବ୍ଲକର ରାୟବିଧାର…
ସମ୍ ହସ୍ପିଟାଲରେ ଅତ୍ୟାଧୁନିକ ଇୟୁଏସ୍-ସ୍ପାଏଗ୍ଲାସ୍ ଟେକ୍ନୋଲୋଜି ସମ୍ପର୍କିତ କର୍ମଶାଳା
ଭୁବନେଶ୍ୱର: ବିଭିନ୍ନ ରାଜ୍ୟରୁ ଆସିଥିବା ଗ୍ୟାଷ୍ଟେ୍ରାଏନ୍ଟେରୋଲୋଜିଷ୍ଟ ମାନଙ୍କ ନିମନ୍ତେ ଅତ୍ୟାଧୁନିକ ସ୍ପାଏଗ୍ଲାସ୍-ଡିଏସ୍ ଟେକ୍ନୋଲୋଜି ସମ୍ପର୍କିତ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ରବିବାର ଉଦ୍ୟାପିତ ହୋଇଯାଇଛି…
ଜମଲା ଠାରେ ନକଲି ବିଦେଶୀ ମଦ ଜବତ ଜଣେ ଗିରଫ
ପଦ୍ମପୁର(ଶାସକ ପ୍ରଶାସକ)- ପଦ୍ମପୁର ଉପଖଣ୍ଡ ଅନ୍ତର୍ଗତ ଜମଲା ଠାରେ ଅବକାରୀ ଗୁଇନ୍ଦା ବିଭାଗ ଓ ପଦ୍ମପୁର ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇଥିବା ବେଳେ ୨୫.୩୧୫ ଲିଟର ନକଲି ବିଦେଶୀ ମଦ ଜବତ କରାଯାଇଥିଲା । ବେଆଇନ ମଦ କାରବାରରେ ସମ୍ପୃକ୍ତ ବେପାରୀ ମହେନ୍ଦ୍ର ପ୍ରସାଦକୁ…