ବାଙ୍କାମ୍ବ ଗ୍ରାମପଞ୍ଚାୟତରେ କଂଗ୍ରେସ ଦଳର ବୈଠକ

କାଶୀପୁର ଟିକିରିରୁ ବୈକୁଣ୍ଠ ଦୁରିଆ : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ବାଙ୍କାମ୍ବ ଗ୍ରାମପଞ୍ଚାୟତ ବାଙ୍କାମ୍ବ ଗ୍ରାମର ଏକ ବଗିଚାରେ ଶ୍ରୀ ପ୍ରଫୁଲ ମାଣ୍ଡlଙ୍ଗି ଓ ଶ୍ରୀ ବୁଧଦେବ ଖୋସଲାଙ୍କ ନେତୃତ୍ୱ ରେ କଂଗ୍ରେସ ଦଳର ବୈଠକ ଅନୁଷ୍ଠିତ ହଇଥିଲା l ଉକ୍ତ ବୈଠକରେ ରାୟଗଡା ଜିଲ୍ଲା ଏସସି ସେଲ…

ତାଲୁକସ୍ତରୀୟ ଆଇନ ସେବା ସମିତି ଦ୍ୱାରା ଶିଶୁ ଦିବସ ପାଳିତ

ନୂଆପଡ଼ାରୁ ଯଶୋବନ୍ତ କୁମାର: ନୂଆପଡା ଜିଲ୍ଲା ଖଡ଼ିଆଳ ତାଲୁକସ୍ତରୀୟ ଆଇନ ସେବା ସମିତି ଦ୍ୱାରା ମୁକ୍ତାପୁର ସ୍ଥିତ ଗୋଷ୍ଠି ଗୃହ ଠାରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଏଥିରେ ତାଳୁକ ସ୍ତରୀୟ ଚେରମେନ ତଥା ସବ ଜଜ ସନ୍ତୋଷ କୁମାର ଅଗ୍ରୱାଲ, ସଭ୍ୟ ମେଜର ଡକ୍ଟର ରାମଚନ୍ଦ୍ର ମିଶ୍ର ଶିଶୁ ଦିବସର…

ଜୟ ମାଁ ଦୁର୍ଗା ଅଟୋ ଚାଳକ ସଂଘ ପକ୍ଷରୁ ସୁରକ୍ଷା, ସମ୍ମାନ ଓ ଅଧିକାର ପାଇଁ ଜରୁରୀ ବୈଠକ

ନୂଆପଡ଼ାରୁ ଯଶୋବନ୍ତ କୁମାର : ଆଜି ଜୟ ମା ଦୁର୍ଗା ଅଟୋ ଚାଳକ ସଂଘ ତରଫରୁ ଖଡିଆଳ ବ୍ଲକ ରାଣିପୁର ଖେଳ ପଡିଆଠାରେ ଡ୍ରାଇଭର ମାନଙ୍କ ସୁରକ୍ଷା,ଅଧିକାର ଓ ସମ୍ମାନ ପାଇ ଏକ ବୈଠକ ଆୟୋଜନ କରାଯାଇଥିଲା । ଏହି ବୈଠକରେ ଖଡିଆଳ, ସିନାପାଲି ବୋଡେନ ବ୍ଲକର ସମସ୍ତ ତିନି ଚକିଆ ଚାରି ଚକିଆ ଡ୍ରାଇଭର…

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରରେ ଶିକ୍ଷକ ପ୍ରଶିକ୍ଷକ କର୍ମଶାଳା ଉଦଘାଟିତ

ନୂଆପଡ଼ାରୁ ଯଶୋବନ୍ତ କୁମାର: ନୂଆପଡା ଜିଲ୍ଲା ଖଡ଼ିଆଳ ସରସ୍ବତୀ ଶିଶୁଵିଦ୍ୟାମନ୍ଦିର ଠାରେ ଗତ ତା 13.11.2021ରିଖ ଦିନ ବିଦ୍ୟାଭାରତୀର ଯୋଜନା ପ୍ରୋତ୍ସାହନରେ ଅନୁଷ୍ଠିତ ଶିକ୍ଷକ ପ୍ରଶିକ୍ଷକ କର୍ମଶାଳା ଉଦଘାଟିତ ହୋଇଯାଇଛି  | ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଖଡ଼ିଆଳ ସଂକୁଳ ପ୍ରମୁଖ…

ଡେରା ଗୌଡଗୋପ ସାଇ ଷ୍ଟଡି ପଏଣ୍ଟ ପରିସରରେ ଶିଶୁ ଦିବସ ପାଳିତ ।

ମାହାଙ୍ଗା-: (ସପ୍ତଜ୍ୟୋତି ରାଉଳ)ଆଜି ପବିତ୍ର ଶିଶୁ ଦିବସ। ସ୍ୱାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହେରୁଙ୍କ ଜନ୍ମଦିନ। ସଭିଏଁ ତାଙ୍କୁ ଚାଚା ନେହେରୁ ଭାବେ ଜାଣନ୍ତି। ସେ ଜଣେ ଶିଶୁ ବତ୍ସଳ ଥିଲେ। ତେଣୁ ପ୍ରତିବର୍ଷ ତାଙ୍କ ଜନ୍ମଦିନ କୁ ଆମେ ଶିଶୁ ଦିବସ ଭାବେ ପାଳନ କରିଥାଉ।…

ଶିଶୁଦିବସରେ ୧୩୮ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ସାତଦିନରେ ୧୦୭୫ ସ୍କୁଲର ରୂପାନ୍ତର ପର୍ବର ଦ୍ଵିତୀୟ ଦିବସ ମୁଁ ଚାହେଁ ମୋ ରାଜ୍ୟର ପିଲା ସବୁ କ୍ଷେତ୍ରରେ ଆଗୁଆ ହୁଅନ୍ତୁ : ମୁଖ୍ୟମନ୍ତ୍ରୀ ସବୁ ପିଲାଙ୍କ ମୁହଁରେ ଗୋଟିଏ କଥା –'ଆମ ସ୍କୁଲ ସବୁଠୁ ଭଲ " ଭୁବନେଶ୍ୱର / ଶାସକ ପ୍ରଶାସକ ରାଜ୍ୟରେ ଚାଲିଛି ସ୍କୁଲ ରୂପାନ୍ତର ପର୍ବ । ୫-ଟି…

ସ୍ବାମୀ ଶିବାନନ୍ଦ ସଂସ୍କୃତ ମହାବିଦ୍ୟାଳୟରେ ଗୋପାଷ୍ଟମୀ ଉତ୍ସବ

ଦେବଗଡ (ଶାସକ ପ୍ରଶାସକ) : ଦେବଗଡ ଜିଲ୍ଲା ନୂଆପଡାସ୍ଥିତ ସ୍ବାମୀ ଶିବାନନ୍ଦ ସଂସ୍କୃତ ମହାବିଦ୍ୟାଳୟରେ ଗୋପାଷ୍ଟମୀ ଉତ୍ସବ ସଂପୂର୍ଣ୍ଣ ବୈଦିକ ରୀତିରେ ଅନୁଷ୍ଠିତ ହୋଇଯାଇଛି।ମହାବିଦ୍ୟାଳୟ ଅଧ୍ୟକ୍ଷ ପଣ୍ତିତ ରୋହିତ କୁମାର ଦାଶ ନିଜେ ବୈଦିକ ମନ୍ତ୍ର ଉଚ୍ଚାରଣ କରି ଗୋ ପୂଜନ କରିବା ସହ ଗୋମାତା…

ଦେବଗିରି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ନୂତନ ଗୃହ ଉଦଘାଟନ ସମାରୋହ।

କଲ୍ୟାସିଂହପୁର;ପ୍ରଦୀପ ଦଲାଇ:ରାୟଗଡା ଜିଲ୍ଲା କଲ୍ୟାଣ ସିଂହପୁର ବ୍ଳକ ଅନ୍ତର୍ଗତ ଦେବଗିରି ଶୈବପୀଠନିକଟରେ ନୂତନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ରାଜ୍ୟ ବିଜୁ ସ୍ବାସ୍ଥ୍ୟ କଲ୍ୟାଣଯୋଜନା ବୋର୍ଡର ଉପଦେଷ୍ଟା ସୁଶୀର ଦାସ ମୁଖ୍ୟ…

୩କେଜି ୩୫୦ ଗ୍ରାମର ହାତୀ ଦାନ୍ତ ଚୋରାଚାଲାଣ ବେଲେ ଧରିଲା ଏସଟିଏଫ,ଜଣେ ଅଟକ ।

ପଦ୍ମପୁର :ପଦ୍ମପୁର ବନଖଣ୍ଡ କେନ୍ଦୁଭଟା ଛକ ନିକଟରୁ ହାତୀ ଦାନ୍ତ ଚୋରା ଚାଲାଣ ସମୟରେ ଜବତ । ପଦ୍ମପୁର ବନଖଣ୍ଡ ଗାଇସିଲାଟ କେନ୍ଦୁଭଟା ଛକ ନିକଟରେ ଲରମ୍ଭା ଥାନା ଅଞ୍ଚଳର ରମେଶ ପ୍ରଧାନୂ ନାମକ ଜଣେ ଲୋକ ହାତୀ ଦାନ୍ତ ଚୋରା ଚାଲାଣ କରୁଥିବା ଖବର ପାଇ ଏସଟିଏଫ ଓ ବନ ବିଭାଗ ଚଢ଼ାଉ କରିଥିଲେ ।…

ଚାଟିକଣା ଅଞ୍ଚଳରେ ଯୁବ ସମାଜସେବୀଙ୍କ ସେବା ଅତୁଳନୀୟ

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ୟଗଡ଼ା ଜିଲ୍ଲା ବିଷମ କଟକ ବ୍ଲକ ସ୍ଥିତ ଚାଟିକଣା ପଂଚାୟତ ଅନ୍ତର୍ଗତ ସ୍ଥାନୀୟ ଚାଟିକଣା ଅଞ୍ଚଳରେ ଯୁବ ସମାଜସେବୀ ପ୍ରମୋଦ କୁମାର ଦାଶଙ୍କ କାର୍ଯ୍ୟକୁ ନେଇ ସ୍ଥାନୀୟ ଲୋକମାନେ ଆଜି ବହୁତ ଖୁସି ଅନୁଭବ କରୁଛନ୍ତି ।ଗତ ତିନି ଦଶନ୍ଧି ରୁ ଉର୍ଦ୍ଧ୍ବ ଦିନ ଧରି…