Sign in
Sign in
Recover your password.
A password will be e-mailed to you.
୫-ଟି ଉପକ୍ରମରେ ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲ୍ଲାର ୩୮ଟି ସ୍କୁଲର ରୂପାନ୍ତରଣକୁ ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର (ଶାସକ ପ୍ରଶାସକ): ଆଜି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ରାଜ୍ୟର ମାଲକାନଗିରି, ଝାରସୁଗୁଡା, କଳାହାଣ୍ଡି, ମୟୂରଭଂଜର ଓ ଖୋର୍ଦ୍ଧା ଆଦି ୫ଟି ଜିଲ୍ଲାର ୧୫୮ଟି ହାଇସ୍କୁଲର ରୂପାନ୍ତରଣକୁ ଲୋକାର୍ପଣ କରିଛନ୍ତି । ତନ୍ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଖୋର୍ଦ୍ଧା ଜିଲ୍ଲାର ୩୮ଟି…
ବ୍ୟାଟେରୀ ସାଇକେଲ ତିଆରି କରି ଚର୍ଚ୍ଚାରେ ହିଲଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭାରତବର୍ଷରେ ବହୁ ଗୁଣଧାରୀ ଓ ବୁଦ୍ଧିମାନ ବ୍ୟକ୍ତି ଅଛନ୍ତି। ମୋହନା ବ୍ଲକର ହିଲଟପ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବନସ୍ପତି ବିଜ୍ଞାନ(ବଟୋନି ବିଜ୍ଞାନ) ଶିକ୍ଷକ ମାନସ ରଞ୍ଜନ ପାଣିଗ୍ରାହୀ ନିଜ ବୁଦ୍ଧି ବଳରେ ନିର୍ମାଣ କରିଛନ୍ତି ବ୍ୟାଟେରୀ ଚାଳିତ…
ଗୁରୁତର ରୋଗୀମାନଙ୍କୁ ସ୍ଥାନାନ୍ତର ସମୟରେ ଉପୁଜୁଥିବା ସମସ୍ୟାକୁ ନେଇ ଆଲୋଚନା
ଭୁବନେଶ୍ୱର: ଗୁରୁତର ରୋଗୀମାନଙ୍କୁ ସୁରକ୍ଷିତ ଭାବେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ସମୟରେ ଅନେକ ସମସ୍ୟା ସୃଷ୍ଟି ହେଉଥିବା ବେଳେ ଉପଲବ୍ଧ ଥିବା ଅତ୍ୟାଧୁନିକ ବୈଷୟିକ ଜ୍ଞାନ କୌଶଳକୁ ବ୍ୟବହାର କରିବା ସମ୍ପର୍କରେ ବିଶେଷଜ୍ଞମାନେ ଗୁରୁତ୍ୱ ଦେଇଛନ୍ତି । ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍…
ଦରଦୀ ମଣିଷ: ଚର୍ଚ୍ଚାରେ ଖଡ଼ିଆଳ ଥାନାଅଧିକାରୀଙ୍କ ମଣିଷ ପଣିଆ
ନୂଆପଡ଼ାରୁ ଯଶୋବନ୍ତ କୁମାର: ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ରାଣୀପୁର ଗ୍ରାମର ୨୮ ବର୍ଷିଆ ବେସାହାରା ଯୁବତୀ ଲଲିତା ହରପାଲ। ପାଖକୁ ପହଞ୍ଚିଳେ ଖଡ଼ିଆଳ ଥାନାଅଧିକାରୀ କୈଳାସ ଚନ୍ଦ୍ର ସେଠି । ରାଣୀପୁର ଗ୍ରାମର ୨୮ ବର୍ଷିଆ ଅସହାୟ ଯୁବତୀ ଲଲିତା ହରପାଲ ଅଳ୍ପ ବୟସର ଅକଥନୀୟ ଦୁଃଖ ବାପା ମାଆ…
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ଯୋଜନା ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସାରା ଦେଶକୁ ବାଟ ଦେଖାଇଛି
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍ଥ କାର୍ଡ ଯୋଜନା: ସାମିଲ ହେଲା କେନ୍ଦୁଝର ଜିଲ୍ଲା
ଜିଲ୍ଲାର ୪ ଲକ୍ଷ ୨୦ ହଜାର ପରିବାର ପାଇବେ ସ୍ମାର୍ଟ କାର୍ଡର ସୁବିଧା
କେନ୍ଦୁଝରରେ ୧୪୩୩ କୋଟି ଟଙ୍କାର ପ୍ରକଳ୍ପ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ
୩୬ କୋଟି ଟଙ୍କାରେ ହେବ ମେଗା…
ମେଟାଲ ବୋଝେଇ ଟିପର ଓଲଟି ହେଲ୍ପର ଡ୍ରାଇଭର ସାମାନ୍ୟ ଆହତ।
କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରୀଗୁଡା ପଞ୍ଚାୟତ ର ଖଜୁରୀଗୁଡା ଓ ପରଡିଗୁଡା ମଝିରେ ଥିବା ଚିକିଟା ନାଳ ପାଖରେ ଭାରସାମ୍ୟ ହରାଇ ମେଟାଲ ବୋଝେଇ ଟିପର ଓଲଟି ଦୁଇ ଜଣ ସାମାନ୍ୟ ଆହତ ହୋଇଥିବା ଦେଖିବାକୁ ମିଳିଛି ।ଆଜି ସକାଳୁ OD 18C 8177 ଟିପର ଟି…
ଡୋ ଜୋନସ୍ ସଷ୍ଟେନବଲିଟି ସ୍ଥିରତା ସୂଚକାଙ୍କ ୨୦୨୧ ହିଣ୍ଡାଲକୋ ସର୍ବୋକୃଷ୍ଟ ସ୍ଥିର ପ୍ରଦର୍ଶନକାରୀ କମ୍ପାନୀ
ଏକମାତ୍ର ଆଲୁମିନିୟମ କମ୍ପାନୀ ଭାବେ ଡିଜେଏସଆଇ ବିଶ୍ୱ ସୂଚକାଙ୍କରେ ସ୍ଥାନିତ
ମୁମ୍ବାଇ: ଆଦିତ୍ୟ ବିର୍ଲା ଗ୍ରୁପ୍ ଅଧୀନରେ ଆସୁଥିବା ହିଣ୍ଡାଲ୍କୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ ପୁଣି ଥରେ ଉଦ୍ୟୋଗ ସ୍ଥିରତା ସୂଚକାଙ୍କ(କର୍ପୋରେଟ ସଷ୍ଟେନବିଲିଟି ଆସେସମେଣ୍ଟ)ରେ ୧ନଂ ରାଙ୍କ ହାସଲ କରିଛି ।…
ଏସ. ଇ. ଏମ.ଓ ଗ୍ରାମୀଣ ଜଳଯୋଗାଣ କର୍ମଚାରୀ ୭ଦଫା ଦାବି ନେଇ ବିଡ଼ିଓଙ୍କୁ ଦାବିପତ୍ର।
କଲ୍ୟାଣସିଂହପୁର: ପ୍ରଦିପ ଦଲାଇ:ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ରେ ଏସ ଇ ଏମ ଓ ଗ୍ରାମୀଣ ଜଳଯୋଗାଣ କର୍ମଚାରୀ ୭ ଦଫା ଦାବି ନେଇ ମୁଖ୍ୟମନ୍ତ୍ରୀ ଓ ପଞ୍ଚାୟତରାଜ ମନ୍ତ୍ରୀ ଙ୍କ ଉଦ୍ଧେଶ୍ୟରେ ବିଡ଼ିଓ ସୁଧାକର ରଇତଙ୍କୁ ପ୍ରଦାନ କରାଯାଇଛି । ଏସ ଇ ଏମ ଓ ଜଳଯୋଗାଣ କର୍ମଚାରୀ ର ଜିଲା…
କୋମନା ଅଞ୍ଚଳରେ ହାତୀ ଉପଦ୍ରବ
ନୂଆପଡ଼ାରୁ ଯଶୋବନ୍ତ କୁମାର: ନୂଆପଡା ଜିଲ୍ଲା କୋମନା ଅଞ୍ଚଳରେ ୧୧ ଟିକିଆ ହାତୀ ପଳ ବ୍ୟାପକ ଧାନ ଫସଳ ନଷ୍ଟ କରିଛି । ବିଶେଷ କରି କୋମନା,କରାମହୁଲ ଆଦି ଗାଁର ଅନେକ ଚାଷୀଙ୍କ ଅମଳକ୍ଷମ ଧାନକୁ ହାତୀ ଖାଇ ଦେଇ ଥିବା ବେଳେ ଦଳିଚକଟି ମାଡି ଦେଇଛି । ଅନେକ ଚାଷୀଙ୍କ ଜମିର ଧାନ ଖାଇ ଦେଇ ଥିବା…
ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ ବଣ୍ଟନ
ପାଇକମାଳ (ଶାସକ ପ୍ରଶାସକ) : ବରଗଡ଼ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ଟେମରି ଗ୍ରାମପଞ୍ଚାୟତରେ ସ୍ମାର୍ଟକାର୍ଡ ବଣ୍ଟନ କରାଯାଇଛି| ସେଠାରେ ଟେମରି ଗ୍ରାମପଞ୍ଚାୟତ ଖୁର୍ଷାପାଲି ଏବଂ ଧାନ୍ଦୁପାଳି ଗ୍ରାମର ମିଶି ୩ ଶହ କାର୍ଡ ବଣ୍ଟନ କରାଗଲା | ଖୁର୍ଷାପାଳି ୧୫୦ ଓ ଧାନ୍ଦୁପାଲି ଗ୍ରାମର ୧୫୦…