Sign in
Sign in
Recover your password.
A password will be e-mailed to you.
ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ସଚିବ ଭାବେ ଦାୟିତ୍ୱ ନେଲେ ରଞ୍ଜନ ଦାସ
ଭୁବନେଶ୍ୱର(ଶାସକ ପ୍ରଶାସକ) : ରାଜ୍ୟ ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି ସ୍ୱନାମଧନ୍ୟ ସାରସ୍ୱତ ବ୍ୟକ୍ତିତ୍ୱ ତଥା ଓଡ଼ିଆ ଭାଷା,ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ରଞ୍ଜନ କୁମାର ଦାସ ।…
ଓଡିଶା-ଆନ୍ଧ୍ର ବଂଶଧାରା ନଦୀଜଳ ବିବାଦ ଉପରେ ଟ୍ରିବ୍ୟୁନାଲର ରାୟ ବିରୋଧରେ ବିଦ୍ରୋହ ପାଇଁ ବିସ୍ଥାପିତ ଅଞ୍ଚଳ ବାସୀଙ୍କ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର କାଶୀନଗର ବ୍ଲକ ଅନ୍ତର୍ଗତ ବଂଶଧାରା ନଦୀ ବାମପାର୍ଶ୍ୱରେ ଥିବା ସାରା , ପାଲସିଙ୍ଗି ଏବଂ ବାଡିଗାଁ ବୁଡିଅଞ୍ଚଳ ବାସୀ ଓଡିଶା-ଆନ୍ଧ୍ର ବଂଶଧାରା ନଦୀଜଳ ବଣ୍ଟନ ବିବାଦ ଉପରେ ଟ୍ରିବ୍ୟୁନାଲ ଦେଇଥିବା ରାୟକୁ ବିରୋଧ କରିଛନ୍ତି । ଏହି…
ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ଆଖିଆଗରେ ରଖି ଗୁମ୍ମା ବ୍ଲକରେ ପ୍ରସ୍ତୁତ ବୈଠକ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୁମ୍ମା ବ୍ଲକ ଅନ୍ତର୍ଗତ ବଡ଼କୋଳାକଟ ପଞ୍ଚାୟତରେ କଂଗ୍ରେସ ତରଫରୁ ଅଗାମୀ ପଞ୍ଚାୟତ ନିର୍ବାଚନକୁ ନେଇ ଏକ ପ୍ରସ୍ତୁତି ବୈଠକର ଆୟୋଜନ କରାଯାଇଛି। ଏହି ପ୍ରସ୍ତୁତି ବୈଠକରେ ମୁଖ୍ୟ ଅତିଥି ଭାବେ ମୋହନା ବିଧାୟକ ଶ୍ରୀ ଦାଶରଥି ଗମାଙ୍ଗ…
ଲୁହାଖଣ୍ଡି ବ୍ରିଜ ପାଖରେ ମଟର କାର ଦୁର୍ଘଟଣା ଗ୍ରସ୍ତ ଅଳ୍ପକେ ବଞ୍ଚିଲେ ଯାତ୍ରୀ
ରେଙ୍ଗାଲି/ସନ୍ଦୀପ ଶର୍ମା:ଆଜି ଅପରାହ୍ନ ୪:୩୦ଟା ସମୟରେ ପରମାଣପୂର ପଟୁ ବାମରା ଅଭିମୁଖେ ଦ୍ରୁତ ଗତି ରେ ଆସୁଥିବା ନାଲିରଙ୍ଗ ର ଏକ ମାରୁତି ସୁଇଫ୍ଟ କାର ଓଡି-୧୫-ଟି-୩୨୮୮ କାର ଲୁହାଖଣ୍ଡି ବ୍ରିଜ ପାଖରେ ହଟାତ ଭାରସମୟ ହରାଇ ବ୍ରିଜ ତଳକୁ ଖସିଯାଇଥିଲା l ଗାଡିଟି ବ୍ରିଜ ତଳକୁ ଖସିଯାଇ ରାସ୍ତା…
ଚାଇଲଡଲାଇନ୍ ଇଣ୍ଡିଆ ଫାଉଣ୍ଡେସନର ୨୫ତମ ରୌପ୍ୟ ଜୟନ୍ତୀ ମହୋତ୍ସବ ପାଳନ ଉପଲକ୍ଷେ ବିଭିନ୍ନ କାର୍ଯ୍ୟକ୍ରମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଚାଇଲଡ ଲାଇନ୍ ଇଣ୍ଡିଆ ଫାଉଣ୍ଡେସନର ୨୫ତମ ରୌପ୍ୟ ଜୟନ୍ତୀ ମହୋତ୍ସବ ଉପଲକ୍ଷେ ଚାଇଲଡ ଲାଇନ ଗଜପତି ଦ୍ୱାରା "ଚାଇଲଡଲାଇନ୍ ସେ ଦୋସ୍ତି କାର୍ଯ୍ୟକ୍ରମଟି ଚାଇଲଡଲାଇନ୍ କେନ୍ଦ୍ରର ସଂଯୋଜକ ଶ୍ରୀ ନାଗେଶ୍ୱର ଚୌଧୁରୀଙ୍କ ନେତୃତ୍ୱତରେ ମାନ୍ୟବର…
ମାହାଙ୍ଗା ସାହିତ୍ୟ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ, ଡିସେମ୍ବର ଶେଷରେ କୋଠପଦାରେ ପାଳିତ ହେଵ ୨ ଦିନିଆ ଉତ୍ସବ !
ମାହାଙ୍ଗା-: (ସପ୍ତ ଜ୍ୟୋତି ରାଉଳ)ସୃଜନର ଭୂମି ମାହାଙ୍ଗା !ମାହାଙ୍ଗାର କଳା, ସ୍ଥାପତ୍ୟ, ଐତିହ୍ୟ, ସାହିତ୍ୟ ଓ ସଂସ୍କୃତିର ମହନୀୟ ପରମ୍ପରାକୁ ଉଜ୍ଜୀବିତ କରିବା ପାଇଁ ଆରଂଭ ହୋଇଥିଲା "ମାହାଙ୍ଗା ସାହିତ୍ୟ ମହୋତ୍ସବ" !ସାହିତ୍ୟିକ ଡକ୍ଟର ଭୁବନାନନ୍ଦ ସାହୁଙ୍କ ପୌରହିତ୍ୱରେ ଅନୁଷ୍ଠିତ ଏହି…
ଆଉ ନାହାନ୍ତି ବି ସି ରାଉତ ସାର
ଭୁବନେଶ୍ୱର : ଓଡିଶା ଶିକ୍ଷା ଜଗତରେ ତଥା ରାଜନୀତି ବିଜ୍ଞାନର ଛାତ୍ରଛାତ୍ରୀଙ୍କ ଭିତରେ "ବି ସି ରାଉତ ସାର" ଭାବେ ଜଣାଶୁଣା ବିଶିଷ୍ଟ ଶିକ୍ଷାବିତ ତଥା ରାଜନୀତି ବିଜ୍ଞାନ ପ୍ରଫେସର ବିଷ୍ଣୁଚରଣ ରାଉତ ଆଉ ନାହାନ୍ତି । ବୁଧବାର ମଧ୍ୟ ରାତ୍ରରେ ଭୁବନେଶ୍ବର ସ୍ଥିତ ଲୁଇସ୍ ରୋଡ ସ୍ଥିତ ତାଙ୍କ…
ଉତ୍କଳ ଆଲୁମିନାର ‘ପ୍ରୋଜେକ୍ଟ ଉଦ୍ୟମୀ’ ଉଦଘାଟିତ
ଭୁବନେଶ୍ୱର/ଟିକିରିରୁ ବୈକୁଣ୍ଠ ଦୁରିଆ : ଜୀବନରେ ରୂପାନ୍ତରଣ ଆଣିବା ଏବଂ ଏହା ଚତୁର୍ପାଶ୍ୱର୍ରେ ବାସ କରୁଥିବା ଜନ ସମୁଦାୟଙ୍କ ପାଇଁ ସାମାଜିକ- ଅର୍ଥନୈତିକ ସୂଚକଗୁଡିକୁ ପରିବର୍ଦ୍ଧିତ କରିବା ଦିଗରେ ନିରନ୍ତର ଭାବରେ ଚଳାଇଥିବା ପ୍ରୟାସର ଅଂଶସ୍ୱରୂପ ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲକୋ…
ଦିର୍ଘଦିନ ଧରି ହନ୍ତସନ୍ତ ପରେ , ଗ୍ରାମବାସୀ କଲେ ବ୍ଲକ ଘେରାଉ
କାଶୀପୁର ରୁ ବୈକୁଣ୍ଠ ଦୁରିଆ:କାଶୀପୁର:ସ୍ୱାଧୀନତା ର ୭୦ବର୍ଷ ପରେ ମଧ୍ୟ ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ରେ ଆଜି ପର୍ଯ୍ୟନ୍ତ ପ୍ରାୟ ୩୦% ଅଞ୍ଚଳରେ ଯାତାୟତ ର ସୁବିଧା ପହଞ୍ଚି ପାରି ନାହିଁ।ଏହିଭଳି ଏକ ବିରାଟ ଉଦାହରଣ ପୁଣି ନଜିରକୁ ଆସିଛି ।କାଶୀପୁର ବ୍ଲକ ଅନ୍ତର୍ଗତ କୋଡିପାରି ପଞ୍ଚାୟତ ର…
ଭାଗବତ ସପ୍ତାହ ଉଦଯାପିତ
ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ:- ଅଧୁନା ଯୁଗ ରେ ଗାଁ ପରିବେଶ ରେ ସହରୀ ସଭ୍ୟତା ର ପ୍ରବେଶ ପରେ ଅନେକ ଗାଁ ରୁ ଧୀରେ ଧୀରେ ହଜିବାକୁ ଲାଗିଲାଣି ପରମ୍ପରା ,କଳା ଓ ସଂସ୍କୃତି କିନ୍ତୁ ରାୟଗଡ ଜିଲ୍ଲା ରାମନାଗୁଡା ବ୍ଲକ ଲିମାପଦର ଗାଁ ରେ ଆଜି ବି ବଞ୍ଚି ରହିଛି ପ୍ରାଚୀନ କାଳ ର କଳା…