Sign in
Sign in
Recover your password.
A password will be e-mailed to you.
ଲୋକ ସଂପର୍କ ଭବନରେ ରାଜ୍ୟସ୍ତରୀୟ ଜାତୀୟ ସଂହତି ଦିବସ ପାଳିତ
ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ୱର୍ଗୀୟା ଇନ୍ଦିରା ଗାନ୍ଧିଙ୍କ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର(ଶାସକ ପ୍ରଶାସକ):ଆଧୁନିକ ଭାରତର ଇତିହାସ ପୃଷ୍ଠାରେ ଯେଉଁ କେତେ ଜଣ ମହିୟସୀ ମହିଳା ସେମାନଙ୍କର ଅଲିଭା ସ୍ୱାକ୍ଷର ଛାଡି ଯାଇଛନ୍ତି, ତନ୍ମଧ୍ୟରେ ଭାରତର ପୂର୍ବତନ ପ୍ରଧାନ ମନ୍ତ୍ରୀ…
ଉଦଯାପିତ ହେଲା ରାହାସ ଯାତ୍ରା
ଦେବଗଡ଼ରୁ ଅବନୀକାନ୍ତ ମିଶ୍ର: ଦେବଗଡ଼ ସହରର ମଧ୍ୟଭାଗରେ ଅବସ୍ଥିତ ଭିତିରିଆ ସାହିର ରାହାସ ଯାତ୍ରା ଉଦଯାପିତ ହୋଇଯାଇଛି | ଦୀର୍ଘ 130ବର୍ଷ ରୁ ପାଳିତ ହୋଇ ଆସୁଛି ଏହି ଯାତ୍ରା ବୋଲି ଦେବଗଡ଼ ବାସି ମତ ଦିଅନ୍ତି | ବହୁତ ଧୁମଧାମରେ 3ଦିନ ଧରି ଏହି ଯାତ୍ରା ପାଳନ କରାଯାଏ | କାର୍ତ୍ତିକ ମାସରେ…
ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କୁ କନ୍ଧମାଳ ସାଂସଦଙ୍କ କୃତଜ୍ଞତା
ଭୁବନେଶ୍ୱର: ୫ଟି ରାଜ୍ୟର ୪୪ଟି ଆକାଙ୍କ୍ଷୀ ଜିଲ୍ଲାରେ ଥିବା ୭୨୮୭ଟି ଗ୍ରାମରେ ୪ଜି ମୋବାଇଲ ଟାୱାର ବସାଇବା ପାଇଁ କେନ୍ଦ୍ର କ୍ୟାବିନେଟ୍ରେ ନିଷ୍ପତ୍ତି ନିଆଯାଇଥିବା ବେଳେ ଓଡ଼ିଶାର କନ୍ଧମାଳ ଜିଲ୍ଲାରେ ସର୍ବାଧିକ ୧୦୯୪ଟି ଗ୍ରାମରେ ୪ଜି ମୋବାଇଲ ଟାୱାର ବସାଇବା ନିଷ୍ପତ୍ତି ନିଆଯାଇଛି । ଏଥି…
ଗ୍ରାହକ ଅଧିକାର ସୁରକ୍ଷା କମିଟି ତରଫରୁ ଦିବଂଗତ ସାମ୍ବାଦିକ ନବୀନାନନ୍ଦ ଗନ୍ତାୟତଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ନୂତନ ବସ୍ ଷ୍ଟାଣ୍ଡ ପରିସରରେ ଥିବା ଗଜପତି ଜିଲ୍ଲା ମୋଟର କର୍ମଚାରୀ ସଂଘ କାର୍ଯ୍ୟାଳୟ ଠାରେ ଗ୍ରାହକ ଅଧିକାର ସୁରକ୍ଷା କମିଟି ତରଫରୁ ଦିବଂଗତ ସାମ୍ବାଦିକ ତଥା ବୁଦ୍ଧିଜୀବି ଶ୍ରୀଯୁକ୍ତ…
ରାଜବୋଡାସମ୍ବର କୄଷକ ସଂଗଠନ ପକ୍ଷରୁ ଚାଷୀଙ୍କ ବିଜୟ ଉତ୍ସବ ପାଳନ ।
ପଦ୍ମପୁର(ଶାସକ ପ୍ରଶାସକ)- ଦୀର୍ଘ ଦିନର ଆନ୍ଦୋଳନ ସଫଳ ହୋଇଛି । ଚାଷୀଙ୍କର ବିଜୟ ହୋଇଛି, ସରକାର ଶେଷରେ ଚାଷୀଙ୍କ ଦାବିକୁ ମାନି ନେଇଛନ୍ତି । ପ୍ରତ୍ୟାହାର ହୋଇଛି ୩ ନୂଆ କୃଷି ଆଇନ । ଏନେଇ ଆଜି ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଛନ୍ତି । ତିନି କୄଷି ଆଇନ ପ୍ରତ୍ୟାହାର ପାଇଁ ପଲ୍ଲୀ ରୁ…
BIG BREAKING : ତିନି କୃଷି ନିୟମ ପ୍ରତ୍ୟାହାର କରିବେ କେନ୍ଦ୍ର ସରକାର : ଚାଷୀଙ୍କ ବଳିଦାନ ଯୁକ୍ତ ଆନ୍ଦୋଳନ ଆଗରେ…
ନୂଆଦିଲ୍ଲୀ : ତିନି ବିବାଦୀୟ କୃଷି ନିୟମ ପ୍ରତ୍ୟାହାର କରିବେ କେନ୍ଦ୍ର ସରକାର | ଚାଷୀଙ୍କ ବଳିଦାନ ଯୁକ୍ତ ଦୁର୍ବାର ଆନ୍ଦୋଳନ ଆଗରେ କେନ୍ଦ୍ର ସରକାର ନରମିଛନ୍ତି | ଆଗକୁ କେତେକ ରାଜ୍ୟରେ ନିର୍ବାଚନ ଥିବା ପରିପ୍ରେକ୍ଷୀରେ କେନ୍ଦ୍ର ସରକାର କୃଷକଙ୍କ ଆକ୍ରୋଶ ଓ ଅସନ୍ତୋଷ ପରିପ୍ରେକ୍ଷୀରେ…
ଏପଟେ ରୂପାନ୍ତରଣ, ସେପଟେ ଅନେକ ସ୍କୁଲରେ ସ୍ଥିତି କରୁଣ
୩୦୮ ଛାତ୍ର ଛାତ୍ରୀ : ନାହାନ୍ତି ଜଣେ ବି ନିୟମିତ ଶିକ୍ଷକ
ଶୂନ୍ୟ ଶିକ୍ଷକ ରେ ଚାଲିଛି ଗୋଲାମାଳ ଉଚ୍ଚ ବିଦ୍ୟାଳୟ
ହାଇସ୍କୁଲ ପିଲାଙ୍କୁ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ପଢ଼ାଉଛନ୍ତି ପାଠ
ନାମକୁ ମାତ୍ର ମନ ବୁଝାଇବା ପାଇଁ ଶିକ୍ଷାଦାନ ଚାଲିଛି ର..ଠ...
ରେଙ୍ଗାଲି(…
୫ ଦଫା ଦାବୀ ନେଇ ସମବାୟ ସମିତି କର୍ମଚାରୀ ମହାସଂଘର ଅନିର୍ଦ୍ଦିଷ୍ଟ କାଳ କାର୍ଯ୍ୟବନ୍ଦ ଆନ୍ଦୋଳନ
ରାୟଗଡ(ସରୋଜ କୁମାର ସାହୁ) : ବହୁମୂଖୀ ସମବାୟ ସମିତି ମହାସଂଘର ନିର୍ଦେଶ କ୍ରମେ ରାୟଗଡ ଜିଲ୍ଲାରେ ଥିବା ୧୪ ଗୋଟି ସମବାୟ ସମିତିର କର୍ମଚାରୀ ମାନେ ୫ ଦଫା ଦାବୀ ନେଇ ଅନିର୍ଦ୍ଧିଷ୍ଟ କାଳ ଦାବୀ ଗୁଡିକର ପୂରଣ ନ ହେବା ଯାଏଁ କାର୍ଯ୍ୟବନ୍ଦ କରିବା ସହ କାର୍ଯ୍ୟାଳୟ ଗୁଡିକରେ ତାଲା ପକାଇଛନ୍ତି ।…
ନୟାଗଡ଼ ଜିଲ୍ଲା ପୁଲିସକୁ ଆସିଲେ ନୂତନ ଆଇଆଇସି
ନୟାଗଡ଼, (ବିଶ୍ୱଜିତ ନାୟକ) : ରାଜ୍ୟର କେତେକ ଜିଲ୍ଲାରେ ଆଇଆଇସି ମାନଙ୍କ ମଧ୍ୟରେ ଏକ ଛୋଟ ଧରଣର ବଦଳି କରାଯାଇଛି । ତେବେ ନୟାଗଡ଼ ଜିଲ୍ଲାକୁ ଜଣେ ଦକ୍ଷ ଆଇଆଇସିଙ୍କୁ ନିଯୁକ୍ତ ଦେଇଥିବା ଏକ ବିଜ୍ଞପ୍ତିରୁ ଜଣାପଡିଛି । ସୂଚନାନୁସାରେ, ରାଜ୍ୟ ପୁଲିସ ପ୍ରଶାସନ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ…
ଟିଙ୍କକୁ ବାନ୍ଧିଲା ପୋଲିସ : ନାବାଳିକା ପ୍ରେମିକା ଉଦ୍ଧାର
ନୟାଗଡ଼, (ବିଶ୍ୱଜିତ ନାୟକ) : ଇଟାମାଟି ଥାନା ଅଞ୍ଚଳର ନାବାଳିକା ପ୍ରେମିକା କୁ ଧରି ଫେରାର ହୋଇଯାଇଥିଲା ପ୍ରେମିକ । ପ୍ରେମିକା ର ଘର ଲୋକଙ୍କ ଅଭିଯୋଗକୁ ନେଇ ମାମଲା ରୁଜୁ କରିଥିଲା ପୁଲିସ୍ । ତେବେ ପ୍ରେମୀ ଯୁଗଳ ଥିବା ଜାଗାରେ ପୁଲିସ୍ ପହଞ୍ଚି ଉଦ୍ଧାର କରି ନାବାଳିକା ପ୍ରେମିକା କୁ ତାଙ୍କ…