ବବିଙ୍କୁ ପିତାମ୍ବରଙ୍କ ଚାଲେଞ୍ଜ : ଦମ୍ ଅଛି ତ ନିରପେକ୍ଷ ତଦନ୍ତ କର

ମମିତା ହତ୍ୟାକାଣ୍ଡକୁ ନେଇ ପ୍ରଣବ ପ୍ରକାଶ ଦାସଙ୍କ ମନ୍ତ୍ୟବ୍ୟ ପ୍ରସଙ୍ଗ ଭୁବନେଶ୍ୱର: ଗୋଟିଏ ପଟେ ମମିତା ହତ୍ୟାକାଣ୍ଡ ପ୍ରସଙ୍ଗରେ ଶାସକ ବିଜେଡି ତରଫରୁ ବିଜେପି ଓ ଗଣମାଧ୍ୟମକୁ ପ୍ରମାଣ ମଗାଯାଉଛି । ଅନ୍ୟ ପଟେ ମାହାଙ୍ଗା କ୍ୱାଡ୍ରପଲ୍ ମର୍ଡର ଘଟଣାରେ ଅଦାଲତି ରାୟ ଆସିବା ପରେ ମଧ୍ୟ ଆଇନ୍…

କନ୍ଧମାଳ : ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ପ୍ରଦାନର ଶୁଭାରମ୍ଭ ପ୍ରସ୍ତୁତିର ସମୀକ୍ଷା କଲେ ମନ୍ତ୍ରୀ ପ୍ରତାପ ଜେନା

ବିଜେପି ପରିତ୍ୟାଗକରି ବିଜେଡିରେ ଯୋଗଦେଲେ ଆଇନଜୀବୀ,ଯୁବ ,ଛାତ୍ର କର୍ମୀ ଫୁଲବାଣୀ (ଶାସକ ପ୍ରଶାସକ) : ଆସନ୍ତା କାଲି ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ କନ୍ଧମାଳ ଜିଲ୍ଲାବାସୀଙ୍କୁ ବିଜୁ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ପ୍ରଦାନର ଶୁଭାରମ୍ଭ କରିବେ | ଏହି ଅବସରରେ…

ଚିନ୍ଦାଗୁଡା ଠାରେ ପ୍ରଭୁ ଶ୍ରୀକୃଷ୍ଣଙ୍କ ରାହାସ ଲୀଳା ସହ କଂସ ବଧ

ନୂଆପଡ଼ାରୁ ଯଶୋବନ୍ତ କୁମାର: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର କାର୍ତ୍ତିକ ମାସ ଅବସରରେ ନୂଆପଡା ଜିଲ୍ଲାର ସାହିତ୍ୟ ସଂସ୍କୃତି ସମ୍ପନ୍ନ ଚିନ୍ଦାଗୁଡା ଠାରେ ପ୍ରଭୁ ଶ୍ରୀକୃଷ୍ଣ ଙ୍କ ରାହାସ ଲୀଳା ସହ କଂସ ବଦ୍ଧ ହର୍ଷ ଉଲ୍ଲାସ ର ସହ ଉଦଯାପିତ ହୋଇଯାଇଛି । ପ୍ରତି ବର୍ଷ ପବିତ୍ର…

ଶ୍ରୀ ଅରବିନ୍ଦଙ୍କ ସମାଧି ଦିବସ ପାଳିତ

ନୂଆପଡ଼ାରୁ ଯଶୋବନ୍ତ କୁମାରଙ୍କ ରିପୋର୍ଟ ଶାସକ ପ୍ରଶାସକ: ନୂଆପଡା ଜିଲ୍ଲା ଖଡ଼ିଆଳ ସ୍ଥିତ ଖଡ଼ିଆଳ ସ୍ଥତି ଶ୍ରୀ ଅରବିନ୍ଦଙ୍କ ଦେହାଶ ମନ୍ଦିରରେ ପରିସର ମଧ୍ୟରେ ଶ୍ରୀମାଁଙ୍କ ସମାଧି ଦିବସ ପାଳିତ ହୋଇଅଛି।ଧୂପ ଦେବା ସହ ନିରବ ପ୍ରାର୍ଥନା କରିଥିଲେ। ସଭାପତି ଡ଼ଃ ମେଜର ରାମ ଚନ୍ଦ୍ର ମିଶ୍ର,…

ବିଜୁ ଏକ୍ସପ୍ରେସ ରାଜପଥ ନିର୍ମାଣରେ ଅବହେଳା, ଦୁର୍ଘଟଣାରେ ବାଇକ ଆରୋହି ଗୁରୁତର

ନୂଆପଡ଼ାରୁ ଯଶୋବନ୍ତ କୁମାର: ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଅନ୍ତର୍ଗତ ବିଜୁଏକ୍ସପ୍ରେସ ରାଜପଥ ନିର୍ମାଣ ଅବହେଳା ଯୋଗୁଁ ତିନି ଜଣ ବାଇକ ଆରୋହି ଗୁରୁତର ଆହତ ହୋଇଛନ୍ତି। ଫରସରା ଗ୍ରାମ ର ହୀରଣ୍ୟ ଧରୁଆ ନାମକ ଏକ ବ୍ୟକ୍ତି ଘୋଡାଘାଟ ନଦୀରେ କୌଣସି ସୂଚନା ଫଳକ ନଥିବାରୁ ଅଧ୍ୟନିର୍ମିତ ବ୍ରିଜ…

ଡ. ମହତାବ ଥିଲେ ଓଡ଼ିଶାର ଏକ ବହୁମୁଖୀ ସ୍ୱୟଂସଂପୂର୍ଣ୍ଣ ଅନୁଷ୍ଠାନ

ରାଜ୍ୟସ୍ତରୀୟ ଉତ୍କଳକେଶରୀ ଡ. ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ପାଳିତ ଭୁବନେଶ୍ୱର(ଶାସକପ୍ରଶାସକ): ମହାତ୍ମା ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ବୃହତ୍ତର ଓଡ଼ିଶା ଗଠନରେ ଉତ୍କଳକେଶରୀ ଡ. ହରେକୃଷ୍ଣ ମହତାବ ଓତଃପ୍ରୋତ ଭାବେ ଜଡ଼ିତ ଥିଲୋ ଓଡ଼ିଶାର ଅର୍ଦ୍ଧଶତାବ୍ଦୀର ରାଜନୈତିକ,…

ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀ ଚାଲେଞ୍ଜ କୁ ସୁଯୋଗ ରେ ପରିଣତ କରିବାକୁ ଆହ୍ୱାନ

ଭୁବନେଶ୍ୱର: ନିଜ କ୍ୟାରିୟର ରେ ଅଗ୍ରଗତି ନିମନ୍ତେ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀ ମାନେ ଆହ୍ବାନକୁ ଗ୍ରହଣ କରି ତାହାକୁ ସୁଯୋଗ ରେ ପରିଣତ କରନ୍ତୁ ବୋଲି ଶିଳ୍ପ କ୍ଷେତ୍ରର ବିଶେଷଜ୍ଞ ମାନେ ମତ ଦେଇଛନ୍ତି | ସଫଳ ହେବାକୁ ହେଲେ ଚାଲେଞ୍ଜ କୁ ସୁଯୋଗରେ ପରିଣତ କରିବା ସହ ନେତୃତ୍ୱର ଦକ୍ଷତା…

“ପରିବର୍ତନ ଯୋଦ୍ଧା” ଓ ଟେମ୍ପଲ ସିଟି କଲେଜର ବୈଷୟିକ ଛାତ୍ରଙ୍କ ଦ୍ୱାରା ରନ୍ଧା ଖାଦ୍ୟ ବଣ୍ଟନ

ଭୁବନେଶ୍ୱର (ଶାସକ ପ୍ରଶାସକ) : ସାମାଜିକ ସଂଗଠନ "ପରିବର୍ତନ ଯୋଦ୍ଧା" ର ଭୁବନଶ୍ୱର ଟିମ ଓ ଟେମ୍ପଲ ସିଟି କଲେଜର ବୈଷୟିକ ଛାତ୍ର ମାନଙ୍କ ମିଳିତ ଆନୁକୂଲ୍ୟରେ ଆଜି ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନରୁ ରାଜମହଲ ଛକ ଭିତରେ ଅସହାୟ ଲୋକମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଛି | ଏହି…

ପୀତାମ୍ବରଙ୍କୁ ପରିହାସର ପାତ୍ର କରିଦେଲାଣି ବିଜେପି: ବିଜେଡି

ଭୁବନେଶ୍ୱର : "ଶ୍ରୀ ପୀତାମ୍ବର ଆଚାର୍ଯ୍ୟ ଜଣେ ବରିଷ୍ଠ ଆଇନ୍‍ଜୀବୀ ଯିଏ କି ଆଇନ୍‍କୁ ଭଲ ଭାବେ ଜାଣନ୍ତି । ମୁଁ ତାଙ୍କ ଭଳି ଜଣେ ବରିଷ୍ଠ କିମ୍ବା ଅଭିଜ୍ଞ ନୁହେଁ, କିନ୍ତୁ ମତେ ଖରାପ ଲାଗୁଛି ଯେ ଏଭଳି ଜଣେ ବରିଷ୍ଠ ଆଇନ୍‍ଜୀବୀଙ୍କୁ ଓଡିଶା ବିଜେପି ନିଜର ସଙ୍କୀର୍ଣ୍ଣ ରାଜନୈତିକ ଏଜେଣ୍ଡା…

ଜିଲ୍ଲା ମତ୍ସ୍ୟ ବିଭାଗ କାର୍ଯ୍ୟାଳୟ ପରିସରରେ ବିଶ୍ୱ ମତ୍ସ୍ୟ ଦିବସ ପାଳିତ

ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଜିଲ୍ଲା ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ସ୍ଥାନୀୟ ଜିଲ୍ଲା ମତ୍ସ୍ୟ ବିଭାଗ କାର୍ଯ୍ୟାଳୟ ପରିସରରେ ଆଜି ବିଶ୍ୱ ମତ୍ସ୍ୟ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଜିଲ୍ଲା ମତ୍ସ୍ୟ ଅଧିକାରୀ ନରୋତ୍ତମ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ…