Sign in
Sign in
Recover your password.
A password will be e-mailed to you.
କାଶୀପୁର: ଅରିଜିନାଲ ବିଜେଡି ଓ ଡୁପ୍ଲିକେଟ ବିଜେଡିର ଗୋଟିଏ ସ୍ୱର
ବହୁଦିନ ପରେ ଗୋଟିଏ ଜାଗାରେ ଏକାଠି ଦିଶିଲେ ପାତ୍ର ଓ ମହାପାତ୍ର
କାଶୀପୁର ରୁ ବୈକୁଣ୍ଠ ଦୁରିଆ:କାଶୀପୁର ବିଜେଡି ଦଳର କାର୍ଯ୍ୟାଳୟ ଜିଲ୍ଲା ପର୍ଯ୍ୟବେକ୍ଷକ ଅତନୁ ସବ୍ୟସାଚୀ ନାୟକଙ୍କ କରକମଳରେ ଉଦଘାଟିତ ହୋଇଯାଇଛି | ଆଜି ଦିନ 12ଘଟିକା ସମୟରେ କାଶୀପୁର ହନୁମାନ ମନ୍ଦିର ନିକଟରୁ ବିଜୁ…
ରାଜବୋଡାସମ୍ବର କୃଷକ ସଂଗଠନ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ପତ୍ର ପ୍ରଦାନ ।
ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଉପଖଣ୍ଡ ଅଞ୍ଚଳ ର କୃଷକ ମାନଙ୍କ କେତେକ ମୈାଳିକ ପ୍ରସଙ୍ଗ କୁ ଆଖି ଆଗରେ ରଖି ଉପଜିଲ୍ଲାପାଳ ଙ୍କ ଏକ ନିର୍ଦ୍ଧାରିତ ଦିନ ରେ ରାଜବୋଡାସମ୍ବର କୃଷକ ସଂଗଠନ ର ଏକ ପ୍ରତିନିଧି ଦଳ ଙ୍କ ସହ ଆଲୋଚନା କରିବାକୁ ଲିଖିତ ଭାବେ ଉପଜିଲ୍ଲାପାଳ ଙ୍କୁ ଅନୁରୋଧ ସହ…
ବିଶ୍ୱ ଶିଶୁ ଦିବସରେ ରେଡିଓ ଜକିଙ୍କ ଭୂମିକା ନିଭାଇଲେ ଶିଶୁ
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ସୋଆ କମ୍ୟୁନିଟି ରେଡିଓ ପକ୍ଷରୁ ଶନିବାର ବିଶ୍ୱ ଶିଶୁ ଦିବସ ପାଳନ ଅବସରରେ ଶିଶୁମାନେ ବିଭିନ୍ନ ପ୍ରଶ୍ନ ପଚାରିବା ଓ ଆଲୋଚନାରେ ଭାଗ ନେଇ ଗୋଟିଏ ଦିନ ପାଇଁ ରେଡିଓ ଜକିଙ୍କ ଭୂମିକା ନିଭାଇଛନ୍ତି ।ଭୁବନେଶ୍ୱର ସ୍ଥିତ ଗାଇଡାନ୍ସ ଇଂଲିଶ…
ଚାଇଲ୍ଡ ଲାଇନ ସେ ଦୋତ୍ସ୍ତି କାର୍ଯ୍ୟକ୍ରମ ଉଦଯାପିତ
ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଦେବଗଡ଼ରେ ସାତ ଦିନ ବ୍ୟାପୀ "ଚାଇଲ୍ଡ ଲାଇନ ସେ ଦୋସ୍ତି" କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ୧୪/୧୧/୨୦୨୧ ରୁ ଆରମ୍ଭ ହୋଇ ୨୦/୧୧/୨୦୨୧ତାରିଖ ପର୍ଯ୍ୟନ୍ତ ଜିଲ୍ଲା ର ବିଭିନ୍ନ ଅଞ୍ଚଳ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉଦଘାଟନୀ ଦିବସରେ ଜିଲ୍ଲା ଶିଶୁ…
କେନ୍ଦ୍ର ସରକାରଙ୍କ ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧିକୁ ନିଶ୍ଚିନ୍ତକୋଇଲି ବିଜେଡିର ଦୃଢ ପ୍ରତିବାଦ
ବ୍ଲକ ଅଧକ୍ଷା ସବିତା ଓଝାଙ୍କ ନେତୃତ୍ୱରେ ବିକ୍ଷୋଭ ପ୍ରଦର୍ଶନ କଲେ ମହିଳା, ଯୁବ ଓ ଛାତ୍ର ବିଜେଡି
ନିଶ୍ଚନ୍ତକୋଇଲି- (ସପ୍ତଜ୍ୟୋତି ରାଉଳ) କେନ୍ଦ୍ର ବିଜେପି ସରକାରଙ୍କ ରନ୍ଧନ ଗ୍ୟାସ ଅହେତୁକ ଦର ବୃଦ୍ଧି ପ୍ରତିବାଦରେ ରାଜ୍ୟ ପଂଚାୟତିରାଜ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ…
ଓଡିଶାର ଦୁର୍ବଳ ଶ୍ରେଣୀର ଲୋକଙ୍କ ସହିତ ବିଜେପି ନାହିଁ: ବିଜେଡି
ମାଗଣା ରାସନ ଯୋଗାଣକୁ ସମୀରଙ୍କ ବିରୋଧ
ଭୁବନେଶ୍ୱର: ଯାହା ହୃଦ୍ବୋଧ ଓଡିଶା ବିଜେପି ଏବଂ ଏହାର ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଓଡିଶାର ଦୁର୍ବଳ ଶ୍ରେଣୀର ଲୋକଙ୍କ ସହିତ ନାହାନ୍ତି, ଅନ୍ୟଥା ଗରିବ କଲ୍ୟାଣ ଅନ୍ନ ଯୋଜନାକୁ ଆଉ ୮ମାସ ପାଇଁ ବଢାଇବା ସକାଶେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ…
ରନ୍ଧନ ଗ୍ୟାସ ଅହେତୁକ ଦରବୃଦ୍ଧିକୁ ନେଇ ଗର୍ଜ୍ଜିଲା ମାହାଙ୍ଗା ବିଜେଡି
ମାହାଙ୍ଗା ବ୍ଲକ୍ ବିଜେଡି ଦଳ ତରଫରୁ ବିକ୍ଷୋଭ ପ୍ରଦର୍ଶନ : ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ
ମାହାଙ୍ଗା -(ସପ୍ତଜ୍ୟୋତି ରାଉଳ) କେନ୍ଦ୍ର ବିଜେପି ସରକାର ରନ୍ଧନ ଗ୍ୟାସର ଅହେତୁକ ଦରବୃଦ୍ଧିକୁ ନେଇ ସବୁଠି ସମାଲୋଚିତ ହେଉଥିବା ବେଳେ, ରାଜ୍ୟବ୍ୟାପୀ ବିଜେପି ବିରୁଦ୍ଧରେ…
ଚିକିତ୍ସା ସୁବିଧା ଏବେ ସମସ୍ତଙ୍କ ହାତ ପାଆନ୍ତାରେ,ସଫଳ କରିଛି ସ୍ମାର୍ଟ ହେଲ୍ଥ କାର୍ଡ – ମୁଖ୍ୟମନ୍ତ୍ରୀ
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍ଥ କାର୍ଡ ଯୋଜନା: ସାମିଲ ହେଲା କନ୍ଧମାଳ ଜିଲ୍ଲା
କନ୍ଧମାଳର ୬.୫୦ ଲକ୍ଷ ଲୋକ ପାଇବେ ସ୍ମାର୍ଟ କାର୍ଡର ସୁବିଧା
କନ୍ଧମାଳରେ ୫୦୦ କୋଟିର ମେଡିକାଲ କଲେଜ ଓ ହସ୍ପିଟାଲ ନିର୍ମାଣ କାମ ଠିକ୍ ସମୟରେ ଶେଷ କରିବାକୁ ନିର୍ଦ୍ଦେଶ…
ଭିଜିଲାନ୍ସ ଖାପଚରେ ହରସମଣୀ : ଲାଞ୍ଚ ନେଉଥିଲେ ୮୦୦୦୦ ଗଣି
ନୂଆପଡା/ ଯଶୋବନ୍ତ କୁମାର : ଚାକିରୀ ଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଖାପଚରେ ପଡିଛନ୍ତି ସିନାପାଲି ବ୍ଲକ ଅନ୍ତର୍ଗତ ଚାଟିଆଗୁଡା ସେକ୍ଟର, ଆଇସିଡିଏସ ସୁପରଭାଇଜର, ହରସମଣୀ ଦେ | ଜଣେ ଅଭିଯୋଗକାରୀଙ୍କ ଠାରୁ ତାଙ୍କ ଭଉଣୀଙ୍କୁ ଅଙ୍ଗନବାଡି କର୍ମୀ ନିଯୁକ୍ତି ଦେବା ପାଇଁ ୮୦୦୦୦…
ଭାରତୀୟ ଜନତା ପାର୍ଟି ମିଶ୍ରଣ ପର୍ବ
https://youtu.be/78B8hFWLOhw
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା କାଶୀନଗରରେ ଭାରତୀୟ ଜନତା ପାର୍ଟିର ଏକ ବିରାଟ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ଏଥିରେ କାଶୀନଗର ବ୍ଲକର ଖଣ୍ଡାବା ପଞ୍ଚାୟତର ପୂର୍ବତନ ସରପଞ୍ଚ ତଥା ପୂର୍ବତନ ବ୍ଲକ୍ ବିଜେଡି ସଭାପତି ରକମ୍…