Sign in
Sign in
Recover your password.
A password will be e-mailed to you.
ମାହାଙ୍ଗା ବ୍ଲକ୍ ମଧୂପୁର ଗ୍ରାମପଞ୍ଚାୟତଠାରେ ପଞ୍ଚାୟତସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ବିଳନୀ
କେନ୍ଦ୍ରସରକାରଙ୍କ ବିଭିନ୍ନ ଉନ୍ନତି ମୂଳକ ଯୋଜନା ଲୋକମାନଙ୍କ ପାଖରେ ପହଁଚାଁଇବାକୁ ସାରଦାଙ୍କ ଆହ୍ବାନ
ମାହାଙ୍ଗା(ସପ୍ତଜ୍ୟୋତି ରାଉଳ): କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଅନ୍ତର୍ଗତ ମଧୁପୁର ପଞ୍ଚାୟତ ସ୍ତରୀୟ କାର୍ଯ୍ୟ କର୍ତ୍ତା ସମ୍ମିଳନୀ ମଣ୍ଡଳ ସଭାପତି ଅରୁଣ କୁମାର ସେଠୀ ଙ୍କ ସଭାପତିତ୍ବରେ…
ରାମେଶ୍ୱରମ୍ ଷ୍ଟେସନ୍ ରେ ଫସିଥିବା ୧୬ ଓଡ଼ିଆଙ୍କୁ ଉଦ୍ଧାର କଲା “ଓଡ଼ିଶା-ମୋ ପରିବାର’
ବିମାନ ଯୋଗେ ଆଜି ଫେରିଲେ ୮, କାଲି ଅନ୍ୟ ୮ ଜଣ ଫେରିବେ
ଭୁବନେଶ୍ୱର(ଶାସକ ପ୍ରଶାସକ): ଓଡ଼ିଶା ବାହାରେ ଦୁର୍ଦ୍ଦଶାଗ୍ରସ୍ତ ଓଡ଼ିଆଙ୍କ ପାଇଁ ସଦାସର୍ବଦା ସହଯୋଗର ହାତ ବଢ଼ାଉଥିବା "ଓଡ଼ିଶା-ମୋ ପରିବାର' ର ଆଉ ଏକ ମହନୀୟ କାର୍ଯ୍ୟ ଚର୍ଚ୍ଚାର ବିଷୟ ହୋଇଛି । ଆନ୍ଧ୍ର ପ୍ରଦେଶରେ ବନ୍ୟା…
ନାଟ୍ୟକଥାରେ ପାରଳାର ନାଟ୍ୟଶ୍ରୀ ଦେବେନ୍ଦ୍ର ଦାସ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶାର ବିଶିଷ୍ଟ ନାଟ୍ୟ ସଂଗଠନ ଢେଙ୍କାନାଳର ଅଲ୍ଟର୍ନେଟିଭ ରିଦମ ଥିଏଟର ଦ୍ବାରା ଆୟୋଜିତ ନାଟ୍ୟକଥାରେ ପାରଳାଖେମୁଣ୍ଡିର ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ନାଟ୍ୟଶ୍ରୀ ଦେବେନ୍ଦ୍ର ଦାସ ଯୋଗ ଦେଇଥିଲେ। ନାଟ୍ୟକଥା ଦୀର୍ଘ ଏକ ବର୍ଷ ଧରିହେଉଛି ,ଏଥିରେ…
ଜାତୀୟ ପିଲାଙ୍କ ବିଜ୍ଞାନ କଂଗ୍ରେସ ତରଫରୁ ପାରମ୍ପରିକ ଖାଦ୍ୟର ପୁଷ୍ଟିକର ମୂଲ୍ୟର ମହତ୍ତ୍ୱ ଉପରେ ସଚେତନତା ମୂଳକ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ପାରଳାଖେମୁଣ୍ଡି ଠାରେ ଜାତୀୟ ପିଲାଙ୍କ ବିଜ୍ଞାନ କଂଗ୍ରେସ ତରଫରୁ ପାରମ୍ପରିକ ଖାଦ୍ୟର ପୁଷ୍ଟିକର ମୂଲ୍ୟର ମହତ୍ତ୍ୱ ଉପରେ ଏକ ସଚେତନତା ମୂଳକ କାର୍ଯ୍ୟକ୍ରମ…
ତ୍ରୀସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଜିଲ୍ଲା କଂଗ୍ରେସର ପୂର୍ବପ୍ରସ୍ତୁତି ବୈଠକ
କାଶୀପୁରରୁ ବୈକୁଣ୍ଠ ଦୁରିଆ : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ କୁ ଆଖି ଆଗରେ ରଖି ,କେଉଁ ଭଳି ନିର୍ବାଚନ ରଣନୀତି ର ଆବଶ୍ୟକତା ରହିଛି ତାହା ଉପରେ ଏକ ପୂର୍ବପ୍ରସ୍ତୁତି ବୈଠକ ବସିଥିଲା।ମୁଖ୍ୟବିଷୟବସ୍ତୁ ହେଲା କାଶୀପୁର ବ୍ଲକ ରେ ଅନୁସୂଚିତ ଜାତି ଓ…
ଦାରିଙ୍ଗବାଡ଼ିରେ ସ୍ୱାସ୍ଥ୍ୟ ସ୍ମାର୍ଟ କାର୍ଡ ବଣ୍ଟନ କଲେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା କନ୍ଧମାଳ ଷ୍ଟାଡିୟମ୍ ଠାରେ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନର ଶୁଭାରମ୍ଭ ହୋଇଯାଇଥିବା ବେଳେ ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟଳୟ ପରିସରମଧ୍ୟରେ ରାଜ୍ୟ ସରକାରଙ୍କ ବିଜ୍ଞାନ ଓ…
ଘୁ.ଉଦୟଗିରି ଏନଏସି ଏବଂ ପଞ୍ଚାୟତ ଅଂଚଳରେରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସ୍ମାର୍ଟ କାର୍ଡ଼ ବଣ୍ଟନ
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): ଆଜି ଘୁ.ଉଦୟଗିରି ବିଜ୍ଞାପିତ ଅଂଚଳ ପରିଷଦ ଏବଂ ଘୁ.ଉଦୟଗିରି ପଞ୍ଚାୟତ ସମିତି ଅଧୀନରେ ଥିବା ପଞ୍ଚାୟତ ଗୁଡ଼ିକରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ମାଧ୍ୟମରେ ସ୍ମାର୍ଟ କାର୍ଡ଼ ବଣ୍ଟନ କରାଯାଇଛି I ଏହି କାର୍ଯ୍ୟକ୍ରମରେ ବିଜ୍ଞାପିତ ଅଞ୍ଚଳ ପରିଷଦର ଆୟୋଜିତ…
ଗାଁ ନାଳନର୍ଦ୍ଦମା ସଫା କଲେ ଗାଁ ଲୋକେ: ସ୍ବଚ୍ଛତା ଅଭିଯାନରେ ନିଜେ ଆଗେଇ ଆସିଲେ ଗ୍ରାମବାସୀ
ନୂଆପଡ଼ାରୁ ଯଶୋବନ୍ତ କୁମାର: ନୂଆପଡା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ ମେଣ୍ଢାଟାଲର ନୂତନ ବିଦ୍ୟାଳୟ ପରିଚାଳନା କମିଟି ସଭାନେତ୍ରୀ ଯଶୋବନ୍ତୀ ବାଗ 'ଗାଁ ହେଲେ ସଫେଇ ରୋଗ ଯିବ ଦୂରେଇ' ନାରାକୁ ପାଥେୟ କରି ତା-୨୧-୧୧-୨୧ ରିଖ ଦିନ ନିଜ ଗାଁର କିଛି ମହିଲା ଓ ବୟସ୍କ…
ଜୟ ମାଁ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ
ନୂଆପଡ଼ାରୁ ଯଶୋବନ୍ତ କୁମାର: ନୂଆପଡା ଜିଲ୍ଲା ବୋଡେ଼ନ ବ୍ଲକ ଖଇରା ଗ୍ରାମଠାରେ ଜୟ ମାଁ ବଲସଘରିଏନ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଅଛି। ଉଦଯାପିତ ଖେଳରେ ମୁଖ୍ୟ ଅତିଥି ରୂପେ ଖଡ଼ିଆଳ ବିଧାୟକ ଅଧିରାଜ ପାଣିଗ୍ରାହୀ ଯୋଗ ଦେଇ ଗ୍ରାମଞ୍ଚଳରେ ଫୁଟବଲ ଚାହିଦା ବୃଦ୍ଧି ପାଇଁ ପଦକ୍ଷେପ…
ବୋଡେ଼ନ ସାମ୍ବାଦିକ ସଙ୍ଘ ର ବୈଠକ
ନୂଆପଡ଼ାରୁ ଯଶୋବନ୍ତ କୁମାର: ନୂଆପଡ଼ା ଜିଲ୍ଲା ବୋଡେ଼ନ ବ୍ଲକ ସାମ୍ବାଦିକ ସଂଘ ର ବୈଠକ ଅନୁଷ୍ଠିତ ହୋଇଅଛି। ତୀର୍ଥକ୍ଷେତ୍ର ଉପକାଗଙ୍ଗା ସ୍ଥିତ କବାଟଦୋର ଠାର ସଙ୍ଘ ର ଅଷ୍ଟମ ବୈଠକ ଅନୁଷ୍ଠିତ ହୋଇଯାଇଛି।ଉକ୍ତ ବୈଠକ ରେ ସଭାପତି ଶ୍ରୀ ବିସିକେଶନ ପଣ୍ଡା ସଭାକାର୍ଯ୍ୟ ଟି ତୁଲାଇଥିବା ବେଳେ…