Sign in
Sign in
Recover your password.
A password will be e-mailed to you.
ଝୋଡ଼ିଆସାହି ଗୋଷ୍ଠୀ କେନ୍ଦ୍ର ଉଦ୍ ଘାଟନ କଲେ କୋରାପୁଟ ସାଂସଦ ସପ୍ତଗିରି ଉଲାକା।
କଲ୍ୟାସିଂହପୁର/ପ୍ରଦୀପ ଦଲାଇ:ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସିକରପାଇ ସଦର ମହକୁମାର ଝୋଡ଼ିଆସାହି ଠାରେ ଗୋଷ୍ଠୀକେନ୍ଦ୍ରକୁ ଉଦ୍ଘାଟନ କରିଛନ୍ତି କୋରାପୁଟ ଲୋକସଭା ସାଂସଦ ଶ୍ରୀଯୁକ୍ତ ସପ୍ତଗୀରି ଉଲାକା। ପ୍ରଥମେ କର୍ମୀ ମାନେ ଏକତ୍ରିତ ହୋଇ ସାଂସଦଙ୍କୁ ପୁଷ୍ପଗୁଚ୍ଛ ଦେଇ…
ବାଧୁଛି ଜାଳେଣି ଗ୍ୟାସ ଦରବୃଦ୍ଧି : କାଲିଠୁ ବିଜେଡିର ଆନ୍ଦୋଳନ
ଭୁବନେଶ୍ୱର : ବାଧୁଛି ଜାଳେଣି ଗ୍ୟାସ ଦରବୃଦ୍ଧି | ତାତିଲେଣି ଲୋକେ । ଦିଗହରା ବି ଉଜ୍ଜ୍ୱଳା ଯୋଜନା । ଯୋଜନାର ସୁଫଳ ଠାରି ଯୋଜନ ଦୂରରେ ହିତାଧିକାରୀ | ଉଜ୍ଜ୍ଵଳା ସିଲିଣ୍ଡର ରିଫିଲିଂ ନ କରିପାରି ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ମହିଳା । ଏହାକୁ ଦୃଢ ପ୍ରତିବାଦ କରିଛି ବିଜୁ ଜନତା ଦଳ |…
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଜାରି ରଖିବାକୁ ମୋଦିଙ୍କୁ ପତ୍ର ଲେଖିଲେ ନବୀନ
ଭୁବନେଶ୍ୱର : ନଭେମ୍ବର 30, 2021 ପରେ ବି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଜାରି ରଖିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ନଭେମ୍ବର 30, 2021 ପରେ ବି ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଜାରି…
କାମ ରେ ଲାଗୁନି ସୌର ଚାଳିତ ପାନୀୟ ଜଳ ଯୋଗାଣ, ୩ ମାସ ହେବ ପାଟବନ୍ଧ ଗାଁ ଲୋକେ ପାନୀୟ ଜଳ ପାଇଁ ହନ୍ତସନ୍ତ ।
କଲ୍ୟାସିଂହପୁର/ପ୍ରଦୀପ ଦଲାଇ: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦର ପଞ୍ଚାୟତର ପାଟବନ୍ଧ ଗାଁରେ ସୌର ଚାଳିତ ପାନୀୟ ଜଳ ଯୋଗାଣ ପ୍ରକଳ୍ପ (ସୋଲାର ବୋର )କାମ ରେ ଆସୁନି, ତିନିମାସ ହେବ ପାନୀୟ ଜଳ ପାଇଁ ହନ୍ତସନ୍ତ ହେଉଥିବା ଦେଖିବାକୁ ମିଳିଛି ।ଉକ୍ତ ଗାଁର ପ୍ରାୟ ୭୦ ଘର ରହିଥିବା ବେଳେ…
ସାପ ବିଷ ବିକ୍ରି ପାଇଁ ମୂଲଚାଲ ଚାଲିଥିବା ବେଳେ ଧରିଲା ରିଆମାଳ ପୋଲିସ
ଦେବଗଡ଼ ରୁ ଅବନୀ କାନ୍ତ ମିଶ୍ର: ଦେବଗଡ଼ ଜିଲ୍ଲାର ରିଆମାଳ ବ୍ଲକ ର ତାରଙ୍ଗ ଗ୍ରାମ ଠାରେ ଏକ କେଜି ସାପ ବିଷ ବିକ୍ରି ପାଇଁ ମୂଲଚାଲ ଚାଲିଥିବା ବେଳେ ରିଆମାଳ ପୋଲିସ ଖବର ପାଇ ଥିଲା। ଥାନା ଅଧିକାରୀ ଶ୍ରୀ ଗୋପବନ୍ଧୁ ବେହେରାଙ୍କ ନିର୍ଦ୍ଦେଶକ୍ରମେ ଏସ ଆଇ ମାଗୁଣୀ ଗଡ଼ନାୟକ ସଦଳବଳେ ଘଟଣା…
ଯଥାସମ୍ଭବ ଘୁ.ଉଦୟଗିରିରେ ଥିବା ସମସ୍ତ ସମସ୍ୟାର ସମାଧାନ ହେବ : ବିଧାୟକ
ଘୁ.ଉଦୟଗିରି(ଗଗନ କୁମାର ପ୍ରଧାନ): କନ୍ଧମାଳ ଜିଲ୍ଲା ଅଧିନସ୍ଥ ଘୁ.ଉଦୟଗିରି ଠାରେ ଥିବା ହୋଟେଲ "ଦିଶା" ରେ ନଗର ସଭାପତି ଗୋପାଳ କୃଷ୍ଣ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଘୁ.ଉଦୟଗିରି ନିର୍ବାଚନ ମଣ୍ଡଳୀର ବିଧାୟକ ଶ୍ରୀଯୁକ୍ତ ସାଲୁଗା ପ୍ରଧାନ ଉପସ୍ଥିତିରେ ଏକ ସାମ୍ବାଦିକ ସମିଳନୀ ଆୟୋଜିତ…
ଟାଇମ୍ସ ରାଙ୍କିଙ୍ଗ: ପୂର୍ବ ଭାରତରେ ସମ୍ ହସ୍ପିଟାଲ୍ ୩ୟ, ଭୁବନେଶ୍ୱରରେ ଶ୍ରେଷ୍ଠ
ଭୁବନେଶ୍ୱର : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍ ଶୁକ୍ରବାର ପ୍ରକାଶିତ ଟାଇମ୍ସ ଅଲ୍ ଇଣ୍ଡିଆ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲ୍ ରାଙ୍କିଙ୍ଗରେ ପୂର୍ବାଂଚଳରେ ତୃତୀୟ ସ୍ଥାନରେ ସ୍ଥାନୀତ ହୋଇଛି । ଏହି ରାଙ୍କିଙ୍ଗରେ…
ଭାଇଜସ୍ ଇଟେଂରିଓ ପକ୍ଷରୁ ନୂଆ ଏକ୍ସଟେନ୍ସନ୍ ସେଂଟର୍ ଉଦ୍ଘାଟିତ
ଭୁବନେଶ୍ୱର/ଚକ୍ରଧର ମାଝୀ: ଓଡ଼ିଶା ଓ ଛତିଶଗଡ଼ର ଅଗ୍ରଣୀ ମଡ୍ୟୁଲାର ଫର୍ଣ୍ଣିଚର୍ ବ୍ରାଣ୍ଡ୍ ଭାଇଜସ୍ ଇଟେରିଓ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ଭୁବନେଶ୍ୱରର ଲକ୍ଷ୍ମୀ ସାଗର ଠାରେ ଦ୍ୱିତୀୟ ଏକ୍ସଟେନ୍ସନ୍ ସେଂଟର୍ ଖୋଲାଯାଇଥିବା ବିଷୟରେ ଘୋଷଣା କରାଯାଇଛି । ଓଲିଉଡ୍ ଅଭିନେତ୍ରୀ ଅନୁ ଚୌଧୁରୀ…
ବଲାଙ୍ଗୀରରେ ବେଆଇନ ଜମି କାରବାର, ମାଲାମାଲ୍ ମାଫିଆ
ବଲାଙ୍ଗୀର / ନିରୋଜ ମିଶ୍ର ବଲାଙ୍ଗୀର: ଜିଲ୍ଲାରେ ମାତିଛନ୍ତି ଜମି ମାଫିଆ । ବ୍ୟାପକ ହେଉଛି ବେଆଇନ ଜମି କାରବାର । ବଲାଙ୍ଗୀରରେ ରାତାରାତି ଏବେ ଛତୁ ଫୁଟିଲା ପରି ଜମି ଦଲାଲ ଓ କମ୍ପାନୀ ଉଭା ହୋଇଛି । ଗାଁଠୁ ସହ ସବୁଠି ବେଆଇନ ଜମି କାରବାର କରି କୋଟିପତି ହେଉଛନ୍ତି ମାଫିଆ । ପାଟଣାଗଡ ସହରରୁ…
ଓଡ଼ିଶା ସାମ୍ବାଦିକଙ୍କ ହିତ ପାଇଁ ଦିଲ୍ଲୀରେ ପିସିଆଇ ଅଧକ୍ଷଙ୍କୁ ଭେଟି ଆଲୋଚନା କଲେ ରାଧାମୋହନ।
କନ୍ଧମାଳ: ଓଡ଼ିଶା ସାମ୍ବାଦିକ ମାନଙ୍କ ସ୍ୱର ଦିଲ୍ଲୀରେ ଠିକ୍ ଭାବରେ ପହଞ୍ଚି ପାରୁନଥିବା ବେଳେ ଓଡ଼ିଶା ସାମ୍ବାଦିକ ସଙ୍ଘ କନ୍ଧମାଳ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ରାଧାମୋହନ ମହାପାତ୍ର ଦିଲ୍ଲୀ ସୂଚନା ଭବନ ରେ ପ୍ରେସ୍ କାଉନସିଲ ଅଫ୍ ଇଣ୍ଡିଆ ର ଅଧକ୍ଷ ଜଷ୍ଟିସ ଚନ୍ଦ୍ରମୌଳି କୁମାର ପ୍ରସାଦ…