ସାମ୍ପାବ୍ୟ ଲଘୁଚାପ ବର୍ଷା ପାଇଁ ହରଭଙ୍ଗୀ ଡ୍ୟାମର ଗୋଟିଏ ଗେଟ ଖୋଲିଲା, ତଳି ଅଞ୍ଚଳ ଲୋକେ ଭୟଭୀତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଦକ୍ଷିଣ ପୂର୍ବ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବାକୁ ଥିବାରୁ ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ପାଣିପାଗ ବିଭାଗ ପକ୍ଷରୁ ଗଜପତି ଜିଲ୍ଲାକୁ ୟାଲୋ ଜୋନ ଘୋଷଣା କରାଯାଇଛି । ଏହାରି ପ୍ରଭାବରେ…

ମହିଳା ସ୍ନାତକ ମହାବିଦ୍ୟାଳୟ ତରଫରୁ ନୂତନ ଭୋଟରଙ୍କ ନାମ ପଞ୍ଜୀକରଣର ସଚେତନତା ପାଇଁ ରାଲି

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳାଖେମୁଣ୍ଡି ସ୍ଥିତ ମହିଳା ସ୍ନାତକ ମହାବିଦ୍ୟାଳୟ ତରଫରୁ ନୂତନ ଭୋଟରଙ୍କ ନାମ ପଞ୍ଜିକରଣର ସଚେତନତା ପାଇଁ ଏକ ରାଲିର ଆୟୋଜନ କରାଯାଇଥିଲା। ଜିଲ୍ଲା ପ୍ରଶାସନ ତରଫରୁ ଡେପୁଟି କଲେଟର ଶ୍ରୀ ରାଜେନ୍ଦ୍ର ଭୂୟାଁ ଏବଂ ମହାବିଦ୍ୟାଳୟର ଅଧ୍ଯକ୍ଷା…

“ଚାଇଲଡ ଲାଇନ ସହ ବନ୍ଧୁତା”ର ସମାପନ ଦିବସରେ ଦସ୍ତଖତ ଅଭିଯାନ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : "ଚାଇଲଡ ଲାଇନ ସହ ବନ୍ଧୁତା"ର ସମାପନ ଦିବସରେ ଦସ୍ତଖତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି। ଚାଇଲଡ ଲାଇନ ଗଜପତି ଦ୍ୱାରା ପାରଳାଖେମୁଣ୍ଡି ସ୍ଥିତ କଲେଜ ଛକଠାରେ ଏକ ଦସ୍ତଖତ କାର୍ଯ୍ୟକ୍ରମ ମାଧ୍ୟମରେ ଜନସାଧାରଣଙ୍କୁ " ଚାଇଲ୍ଡଲାଇନ ସେ…

ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ନାମ ସଂକୀର୍ତ୍ତନ ଅନୁଷ୍ଠିତ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଧର୍ମର ମାସ କାର୍ତ୍ତିକ ମାସ। ଏହି ପବିତ୍ର ମାସରେ ଗଜପତି ଜିଲ୍ଲା ପାରଳାଖେମୁଣ୍ଡି ସମେତ ଜିଲ୍ଲାର ବିଭିନ୍ନ ବ୍ଲକର ଗ୍ରାମରେ ଅଷ୍ଟପ୍ରହରୀ ସଙ୍ଗେ ସଙ୍ଗେ ନାମ ସଂକୀର୍ତ୍ତନ ଅନୁଷ୍ଠିତ ହୋଇଯାଇଛି।ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର…

“ମୁକ୍ତା” ଯୋଜନାରେ ରାୟଗଡ ସହରାଂଚଳର ବିକାଶ ନିମନ୍ତେ ୮୪ ଗୋଟି ପ୍ରକଳ୍ପ

୧୦ କୋଟି ୫୩ ଲକ୍ଷ ଟଙ୍କା ବ୍ୟୟ ଅଟକଳ ମଞ୍ଜୁର ରାୟଗଡ (ସରୋଜ କୁମାର ସାହୁ) ରାୟଗଡ ସହରାଂଚଳର ବିକାଶ ନିମନ୍ତେ “ମୁକ୍ତା” ଯୋଜନାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୮୪ ଗୋଟି ପ୍ରକଳ୍ପ ପାଇଁ ୧୦ କୋଟି ୫୩ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଏହି ପରିପ୍ରେକ୍ଷିରେ ସ୍ଥାନୀୟ ହୋଟେଲ ତେଜସ୍ୱୀ…

ଓଡିଶାର ସ୍କିଲ ଇକୋସିଷ୍ଟମ୍‌ ପରିଦର୍ଶନ କଲେ ମହାରାଷ୍ଟ୍ରର ୪୦ ଜଣିଆ ଦଳ

ଓଡିଶା ସ୍କିଲର ଗନ୍ତାଘର: ଶ୍ରୀ ବାଗ୍‌ଚୀ ଭୁବନେଶ୍ୱର,(ଶାସକ ପ୍ରଶାସକ) :ଦେଶରେ ଦକ୍ଷତା ବିକାଶ ଓ ଶିଳ୍ପ ତାଲିମ କ୍ଷେତ୍ରରେ ଓଡିଶା ଅନନ୍ୟ । ତେଣୁ ମହାରାଷ୍ଟ୍ର ଦକ୍ଷତା ବିକାଶ ମନ୍ତ୍ରାଳୟର ୪୦ ଜଣିଆ ଦଳ ଏଠାରେ ପ୍ରଚଳିତ ବୈଷୟିକ ଏବଂ ଧନ୍ଦାମୂଳକ ଶିକ୍ଷା ଓ ତାଲିମ(ଟିଭିଇଟି) ବିଷୟରେ…

୧୦୭୫ ସ୍କୁଲର ରୂପାନ୍ତର ପର୍ବ : ଆଜି ସୁଦ୍ଧା ୮୩୮ଟି ସ୍କୁଲ ରୂପାନ୍ତରିତ

ଆଜି ପଞ୍ଚମ ଦିବସରେ ୫ଟି ଜିଲ୍ଲାର ୧୪୮ଟି ରୂପାନ୍ତରିତ ସ୍କୁଲ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ ଜୀବନରେ ସଫଳତା ପାଇଁ ସ୍କୁଲରେ ହି ମୂଳଦୁଆ ପଡିଥାଏ : ମୁଖ୍ୟମନ୍ତ୍ରୀ ରୂପାନ୍ତରିତ ସ୍କୁଲର ସ୍ବଚ୍ଛ ପରିବେଶ ଓ ସ୍ବଚ୍ଛ ଶୌଚାଳୟ ବ୍ୟବସ୍ଥା ପାଠ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିଛି…

ଭେରୁବଣି ଲୋକକଳା ଗ୍ରାମରେ କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସବ ଓ ପ୍ରତିଯୋଗିତା

ଦେବଗଡ଼ରୁ ଅବନୀ କାନ୍ତ ମିଶ୍ର: ଦେବଗଡ଼ ଜିଲ୍ଲାର ତିଲେଇବଣି ବ୍ଲକ ଜାମୁନାଳି ଭେରୁବଣୀ ଗ୍ରାମଠାରେ ଲୋକକଳା ଗ୍ରାମର କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସବ ଓ ପ୍ରତିଯୋଗିତା ଗତକାଲି ଆୟୋଜିତ କରାଯାଇଥିଲା। ଏଥିରେ ଭେରୁବଣି ଗ୍ରାମର ଗ୍ରାମବାସୀ ମାନେ ସକାଳ ୫ଟାରେ ଡଙ୍ଗାଭସା, ଝୋଟି ୭ଟାରୁ ୯ଟା,…

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନା: ସାମିଲ ହେଲେ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲା

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ସୁସ୍ଥ ଓଡିଶା ସୁଖୀ ଓଡିଶା ଦିଗରେ ଏକ ବଳିଷ୍ଠ ପଦକ୍ଷେପ - ମୁଖ୍ୟମନ୍ତ୍ରୀ ସାରା ରାଜ୍ୟର ଅଧା ଜିଲ୍ଲାରେ ସ୍ମାର୍ଟ କାର୍ଡ ଯୋଜନା ଆରମ୍ଭ ଢେଙ୍କାନାଳର ୧୦ ଲକ୍ଷ ଓ ଅନୁଗୁଳର ୧୦ ଲକ୍ଷ ଲୋକ ପାଇବେ ସ୍ମାର୍ଟ କାର୍ଡର ସୁବିଧା…

ପୂର୍ବତନ ଗୃହରକ୍ଷୀଙ୍କୁ ମରଣାନ୍ତକ ଆକ୍ରମଣ: ମୁମୂର୍ଷୁ ଅବସ୍ଥାରେ ଉଦ୍ଧାର କଲା ପୋଲିସ

ବରଗଡ :- ଆଜି ପାଇକମାଲ ର ସାପ୍ତାହିକ ହାଟ ଠାରେ ଏକ ପରିବା ଦୋକାନରେ ପାଇକମାଲ ଥାନାର ପୂର୍ବତନ ଗୃହରକ୍ଷୀ ଗୋପାଳ ସାଙ୍କୁ ନିକଟସ୍ଥ ମାଣ୍ଡିଆଢ଼ିପା ଗ୍ରାମର ଜୟ ସାହୁ ନାମକ ଜଣେ , ଏକ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲା । ଫଳରେ ଗୋପାଳ ର ପିଠି , ଜଙ୍ଘ ଓ ହାତ ରେ ଗଭୀର ଭାବରେ…