ଗତକାଲିର ମତଦାନ : ଝାରସୁଗୁଡ଼ାରେ ସର୍ବାଧିକ , ଗଞ୍ଜାମରେ ସର୍ବନିମ୍ନ ରାଜ୍ୟ By SPNEWS On Feb 19, 2022 0 Share ଭୁବନେଶ୍ୱର : ଗତକାଲି ରାଜ୍ୟରେ ଅନୁଷ୍ଠିତ ପଞ୍ଚାୟତିରାଜ ମତଦାନରେ ସବିଶେଷ ପ୍ରତିଶତ ଜାରି କରିଛନ୍ତି ନିର୍ବାଚନ ଆୟୋଗ | ଏହି ତଥ୍ୟ ଅନୁଯାୟୀ ଝାରସୁଗୁଡ଼ାରେ ଜିଲ୍ଲାରେ ସର୍ବାଧିକ ୮୫.୧୪ ପ୍ରତିଶତ ମତଦାନ ହୋଇଥିବା ବେଳେ ଗଞ୍ଜାମରେ ସର୍ବନିମ୍ନ ୬୪.୮୬% ଭୋଟ ପଡିଛି | 0 Share FacebookTwitterGoogle+ReddItWhatsAppPinterestEmail