ବୁଗୁଡା ଥାନାର ଦୁଇ ଅଧିକାରୀ ଓ ଜଣେ ପୋଲିସ ପୁରସ୍କୃତ

ବୁଗୁଡା : (ଡ଼ଃ. କୁମୁଦ ଚନ୍ଦ୍ର ବେହେରା ) ଗଞ୍ଜାମ ପୋଲିସ ଜିଲ୍ଲା ଅନ୍ତର୍ଗତ ବୁଗୁଡା ପୋଲିସ ଥାନାର ଦୁଇ ଅଧିକାରୀ ଓ ଜଣେ ସଶସ୍ତ୍ର ପୋଲିସ କର୍ମଚାରୀଙ୍କୁ ଡିଜିପି ଆୱାର୍ଡ ପ୍ରଦାନ କରାଯାଇଥିବା ଜଣାପଡିଛି। ସେହି ତିନି ଜଣ ହେଲେ ବୁଗୁଡା ଥାନା ଆରକ୍ଷୀ ନିରୀକ୍ଷକ ଚିତ୍ତରଞ୍ଜନ ବେହେରା,…

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡ ଯୋଜନାରେ ସାମିଲ ହେଲା କୋରାପୁଟ ଓ ନବରଙ୍ଗପୁର ଜିଲ୍ଲା

କୋରାପୁଟର ୧୨ ଲକ୍ଷ ଓ ନବରଙ୍ଗପୁରର ୧୧.୩୦ ଲକ୍ଷ ଲୋକ ପାଇବେ ସ୍ମାର୍ଟ କାର୍ଡର ସୁବିଧା ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍‌ଥ କାର୍ଡର ଉପଯୋଗୀତା ବିଷୟରେ ଜନଜାତି ଭାଇଭଉଣୀଙ୍କ ମଧ୍ୟରେ ସଚେତନତା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ - କୋରାପୁଟରେ ୧୦୦୦ କୋଟି ଓ ନବରଙ୍ଗପୁରରେ ୧୩୩…

ନିମ୍ନ ମାନର ରାସ୍ତା କାମ ବିଭାଗୀୟ ଅଧିକାରୀଙ୍କୁ ଘେରିବା ସହ କାମ ବନ୍ଦ କଲେ ଗ୍ରାମବାସୀ ।

ପଦ୍ମପୁର(ଶାସକପ୍ରଶାସକ)- ଗ୍ରାମ୍ୟ ଉନ୍ନୟନ ବିଭାଗର ରାସ୍ତା ମରାମତିରେ ନିମ୍ନ ମାନର କାମ ହେଉଥିବା ଅଭିଯୋଗ ପରେ ତଦନ୍ତ ପାଇଁ ପହଞ୍ଚି ଥିବା ଅଧିକାରୀଙ୍କୁ ଘେରିଲେ ଗ୍ରାମବାସୀ ଓ କାମକୁ ବନ୍ଦ କଲେ । ପଦ୍ମପୁର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଏସଏଚ ୩.୬୯ ଠାରୁ ବୋଡାସମ୍ବର ଗାଁ ପର୍ଯ୍ୟନ୍ତ…

ସାପଲହର ଠାରେ ବିଜେପିର ଲଖମରା ମଣ୍ତଳ କାର୍ଯ୍ୟକର୍ତ୍ତା ସମ୍ମିଳନୀ ଅନୁଷ୍ଠିତ ।

ପଦ୍ମପୁର(ଶାସକପ୍ରଶାସକ)-ତ୍ରିସ୍ତରୀୟ ନିର୍ବାଚନ ପ୍ରସ୍ତୁତି ପାଇଁ ଭାରତୀୟ ଜନତା ପାର୍ଟି ଲଖମରା ମଣ୍ତଳ ସ୍ତରୀୟ କାର୍ଯ୍ୟକର୍ତ୍ତା ସମ୍ମିଳନୀ ମଣ୍ତଳ ସଭାପତି ଶ୍ରୀ ଭୀଷ୍ମଦେବ ସାହୁଙ୍କ ଅଧ୍ୟକ୍ଷତାରେ ଆଜି ସାପଲହର ଗ୍ରାମ ଠାରେ ଅନୁଷ୍ଠିତ ହୋଇ ଯାଇଛି ।…

ଚାଷୀହନ୍ତା ରାଜ୍ୟ ସରକାର ବିରୁଦ୍ଧରେ ବ୍ୟାପକ ଆନ୍ଦୋଳନକୁ ଓହ୍ଲାଇବ କଂଗ୍ରେସ

ଆସନ୍ତା ଡିସେମ୍ବର ୧ତାରିଖରେ କିଷାନ କଂଗ୍ରେସର ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ରୁଡ଼ାନ୍ତ ରୂପରେଖ ପ୍ରସ୍ତୁତି ହେବ । ଭୁବନେଶ୍ୱର- ଓଡ଼ିଶାର ନବୀନ ସରକାର କେବଳ ଚାଷୀ ବିରୋଧୀ ନୁହନ୍ତି, ଚାଷୀ ହନ୍ତା ମଧ୍ୟ । ଚଳିତ ବର୍ଷରେ ବର୍ତ୍ତମାନ ପର୍ଯ୍ୟନ୍ତ ୭ଜଣ ଚାଷୀ ଆତ୍ମହତ୍ୟା କରିସାରିଲେଣି । ଗତ…

ଶ୍ୟାମାନୁଜ ମହାନ୍ତିଙ୍କ ଦ୍ଵାଦଶାହରେ ଶ୍ରଦ୍ଧାଞ୍ଜଳି ସଭା |

ମାହାଙ୍ଗା- (ସପ୍ତ ଜ୍ୟୋତି ରାଉଳ)-ମାହାଙ୍ଗା ବ୍ଲକ କୁହୁଣ୍ଡା ପଂଚାୟତ ଶଂଖପୁର ଗ୍ରାମର ଯଶସ୍ବୀ କଳାକାର ତଥା ସାମାଜିକ କର୍ମୀ ଶ୍ୟାମାନୁଜ ମହାନ୍ତିଙ୍କ ସ୍ମୁତିରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ଶିକ୍ଷାବିତ ବଟ କିଶୋର ପଣ୍ଡା ପୌରହିତ୍ୱ କରିଥିଲେ | ଜଣେ ସଫଳ ମଣିଷ ଭାବେ ସ୍ବର୍ଗତ ମହାନ୍ତି…

ମହିଳା ସଶକ୍ତିକରଣ ବିନା ରାଜ୍ୟର ବିକାଶ ନିରର୍ଥକ : ମନ୍ତୀ ପ୍ରତାପ ଜେନା।

ମାହାଙ୍ଗା ବ୍ଲକ୍ ରାହାଣିଆ ଗ୍ରାମ ପଞ୍ଚାୟତରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ଦ୍ୱାରା ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ଉଦ୍ଘାଟନ ସହ ସ୍ୱୟଂସହାୟକ ଗୋଷ୍ଠୀର ସମୀକ୍ଷା ବୈଠକ ଅନୁଷ୍ଠିତ। ମାହାଙ୍ଗା(ସପ୍ତଜ୍ୟୋତି ରାଉଳ): ରାହାଣିଆ ପଞ୍ଚାୟତରେ ବିବିଧ ଜନ କଲ୍ୟାଣ ପ୍ରକଳ୍ପ ଗୁଡିକ ଲୋକାର୍ପିତ…

ଅତିରିକ୍ତ ଜିଲ୍ଲାପାଳଙ୍କ ମୋହନା ଗସ୍ତ : ୧୦ ଶ୍ରେଣୀ ପିଲାଙ୍କୁ ପାଠ ପଢ଼ାଇଲେ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ମୋହନା ଗସ୍ତରେ ଆସି ଅତିରିକ୍ତ ଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ବିଭିନ୍ନ କାର୍ଯ୍ୟାଳୟ ପରିଦର୍ଶନ କରିବା ସହ ସରକାରୀ ଉଚ୍ଚ ବିଦ୍ୟାଳୟକୁ ଯାଇ ପିଲାଙ୍କୁ ପାଠ ପଢ଼ାଇଥିବା ଦେଖିବାକୁ ମିଳିଛି। ଆଗକୁ ପଞ୍ଚାୟତ ନିର୍ବାଚନ ଥିବା…

ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ବିଶାଳ ଶୋଭଯାତ୍ରା

ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ରାୟଗଡା ଜିଲ୍ଲା ଗୁଣପୁର ବ୍ଲକ ଠାରେ ଅଖିଲ ଭାରତ କୃଷକ ମହାସଭା ବିଭିନ୍ନ ଶ୍ରମିକ ସଙ୍ଗଠନ ମାନକଂତରଫରୁ ଗୂଣପୁର ନୁଆ ବସଷ୍ଟାଣ୍ଡ ଠାରୁ ସିପିଆଇ ଏମଏଲ ଜିଲ୍ଲା ସମ୍ପାଦକ ତ୍ରିପତି ଗୋମଙ୍ଗଙ୍କ ନେତୃତ୍ୱରେ ଏକ ଶୋଭାଯାତ୍ରା ବାହାରି ଉପ ଜିଲ୍ଲାପାଳଙ୍କ…

କଲ୍ୟାଣସିଂହପୁର ଲ୍ୟାମ୍ପ କର୍ମଚାରୀ ଙ୍କ ଧାରଣା

କଲ୍ୟାଣସିଂହପୁର: ପ୍ରଦିପ ଦଲାଇ:ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ଥିବା ବୃହଦାକର ଆଦିବାସୀ ବହୁମୁଖୀ ସମବାୟ ସମିତି ଲି ର କର୍ମଚାରୀ ୫ଦଫା ଦାବୀ ନେଇ ଧାରଣାରେ ବସିଥିବା ଦେଖିବାକୁ ମିଳିଛି ।ଓଡିଶା ସମବାୟ ସମିତି ର ମହାସଂଘର ସମ୍ପାଦକ ନିଲମ୍ବର ନାୟକ ଙ୍କ ନିର୍ଦେଶ କ୍ରମେ ସ୍ଥାନୀୟ…