Sign in
Sign in
Recover your password.
A password will be e-mailed to you.
ପିଏଆଇଟିଡିଏ ପକ୍ଷରୁ ୧୦୦ ଜଣ ଚାଷୀଙ୍କୁ ମାଗଣା ପରିବା ବିହନ ବଣ୍ଟନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକେ ଆଗରୁ ନିଜ ଆୟରୁ ବିଭିନ୍ନ ବିହନ କିଣି ପନି ପରିବା ଚାଷ କରୁଥିଲେ। ଯାହା ଲାଭ ରହୁଥିଲା ସେଥିରେ ପରିବାର ପ୍ରତି ପୋଷଣ କରିବାରେ କଷ୍ଟ ସାଧ୍ଯ ହେଉଥିଲା। କିନ୍ତୁ ଅନୁସୂତିତ ଜାତି ଓ ଜନଜାତି…
ମହିଳା ସଶକ୍ତିକରଣ ରାଜ୍ୟ ସରକାରଙ୍କର ଏକ ବଡ ଉପଲବ୍ଧି: ମନ୍ତ୍ରୀ ପ୍ରତାପ ଜେନା
ତୃତୀୟ ଦିନର ମନ୍ତ୍ରୀ ପ୍ରତାପ ଜେନାଙ୍କ ମାରାଥନ୍ ବୈଠକ
ମାହାଙ୍ଗା ବ୍ଲକ୍ ପାଇକରାପୁର ଠାରେ ବିଶାଳ ମିଶନଶକ୍ତି ସମାବେଶ।
ମାହାଙ୍ଗା -(ସପ୍ତ ଜ୍ୟୋତି ରାଉଳ):ନିଜ ନିର୍ବାଚନ ମଣ୍ଡଳୀ ମାହାଙ୍ଗାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ତୃତୀୟ ଦିନର ମାରାଥନ ଗସ୍ତ କାର୍ଯ୍ୟକ୍ରମରେ ଶହଶହ ମହିଳା ଓ…
ହିଲଟପ୍ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସ୍ୱତନ୍ତ୍ର ସେବା ଶିିବିର ଉଦଯାପନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମୋହନାସ୍ଥିତ ହିଲଟପ୍ ଉଚ୍ଚ ମାଧ୍ଯମିକ ବିଦ୍ୟାଳୟର ବାଳିକା ବିଭାଗ ପକ୍ଷରୁ ୨୫ ଜଣ ଛାତ୍ରୀଙ୍କୁ ନେଇ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ସେବା ଶିବିର ଉଦଯାପନୀ ହୋଇଯାଇଛି।
ଏହି ସ୍ୱତନ୍ତ୍ର ଶିବିରରେ ଛାତ୍ରୀ ମାନେ ଚାରା ରୋପଣ , ଭୋଟର ସଚେତନତା ,…
ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
କୋଭିଡ୍ ନିୟମଗୁଡ଼ିକର କଡ଼ାକଡ଼ି ଅନୁପାଳନ ଉପରେ ଗୁରୁତ୍ୱ
କୋଭିଡ୍ ମୃତକଙ୍କ ଉତ୍ତରାଧିକାରୀଙ୍କୁ ଅନୁକଂପା ସହାୟତା ପ୍ରଦାନକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ
file photo
ଭୁବନେଶ୍ୱର(ଶାସକ ପ୍ରଶାସକ) : କୋଭିଡ୍-୧୯ ର ସମ୍ଭାବ୍ୟ ତୃତୀୟ ଲହର ପ୍ରତିରୋଧ ନିମନ୍ତେ ପୂର୍ଣ୍ଣ…
ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପ କାମ ତ୍ୱରାନ୍ୱିତ ପାଇଁ ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ ଧନ୍ୟବାଦ- ଧର୍ମେନ୍ଦ୍ର…
ଭୁବନେଶ୍ୱର- ରାଜ୍ୟବାସୀଙ୍କ ପାଂଚ ଦଶନ୍ଧୀର ଦାବୀକୁ ପୂରଣ କରିବା ତଥା ବହୁ ପ୍ରତିକ୍ଷୀତ ତାଳଚେର-ବିମଳାଗଡ଼ ରେଳ ପ୍ରକଳ୍ପ କାମକୁ ତ୍ୱରାନ୍ୱିତ କରୁଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କୁ ଧନ୍ୟବାଦ ଜଣାଇଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା…
ଏନ୍ ସି ସି: ଦିବସ ପାଳିତ : ଦେଶପ୍ରୀତି ଭାବ ଓ ଐକ୍ୟତା ବଜାୟ ରଖିବା ପାଇଁ ଆହ୍ବାନ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ୟାରେଡ଼ ଗ୍ରାଉଣ୍ଡ ଠାରେ ମହାବିଦ୍ୟାଳୟର ଏନ୍ ସି ସି ଉଇଙ୍ଗସ ପକ୍ଷରୁ ଏନ୍ ସି ସି ଦିବସ ପାଳିତ ହୋଇଯାଇଛି । ଅନୁଷ୍ଠିତ…
ସରକାର ବାଣ୍ଟୁଛନ୍ତି ସ୍ୱାସ୍ଥ୍ୟ କାର୍ଡ : ହେଲେ ରାସ୍ତା ନଥିବାରୁ ଅସୁସ୍ଥଙ୍କ ଗାଁରେ ପହଂଚି ପାରୁନି ଆମ୍ବୁଲାନ୍ସ
ଧନ୍ୟବାଦ କିନ୍ତୁ ୧୦୮ ଆମ୍ବୁଲାନ୍ସ ଚାଳକ ଓ କର୍ମଚାରୀଙ୍କୁ , ଷ୍ଟ୍ରେଚର୍ରେ ଆସନ୍ନପ୍ରସବାଙ୍କୁ ବୋହି ନେଲେ ୨.୫ କିମି
ଦେବଗଡ଼ରୁ ଅବନୀ କାନ୍ତ ମିଶ୍ର : ରାଜ୍ୟ ସରକାରଙ୍କ ପକ୍ଷରୁ ସଂପ୍ରତି ପ୍ରତି ଜିଲ୍ଲାରେ ଲୋକଙ୍କୁ ଉତ୍ତମ ତଥା ଉଚ୍ଚତର ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ଭଳି ମହତ…
ଜଳ ଜୀବନ ମିଶନ ପ୍ରକଳ୍ପର ସମୀକ୍ଷା କଲେ କେନ୍ଦ୍ରୀୟ ଟିମ୍
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ଗୋଷାଣୀ ବ୍ଲକର ବଡ଼ ଗାଁ ଏବଂ ବଡ଼ ଗୋଷାଣୀ ଗ୍ରାମରେ , ରାୟଗଡ ବ୍ଲକର ଆଶୀର୍ବାଦ ନଗରରେ ଓ ଲାଟି ଗାଁରେ , ମୋହନା ବ୍ଲକର ହିକ୍ରିକୁମ୍ପା ଓ ଲିଲିଗୁଡା ଗାଁରେ ଏବଂ ଆର୍ .ଉଦୟଗିରି ବ୍ଲକର ରଣ୍ଡିବା ଗ୍ରାମରେ କେନ୍ଦ୍ର ସରକାରଙ୍କ ଏକ…
ଆବାସିକ ବାଳିକା ବିଦ୍ୟାଳୟରେ ୨୬ଛାତ୍ରୀ କରୋନା ଆକ୍ରାନ୍ତ ଚିହ୍ନଟ: ଜିଲ୍ଲା ପ୍ରଶାସନ ତତ୍ପର
ଠାକୁରମୁଣ୍ଡା(ଦିଲ୍ଲୀପ ମହାନ୍ତି) ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଠାରେ ଥିବା ଚମକପୁର ଆବାସିକ ଆଦିବାସୀ ବାଳିକା ବିଦ୍ୟାଳୟ ରେ ୨୬ ଜଣ ଛାତ୍ରୀ କରୋନା ରେ ଆକ୍ରାନ୍ତ ହୋଇଥିବାର ଜଣାଯାଇଛି।ଏ ନେଇ ଜିଲ୍ଲା ପ୍ରଶାସନ ତତ୍ପର ଥିବାର ଜଣାଯାଇଛି।ଶନିବାର ଉକ୍ତ ବିଦ୍ୟାଳୟ କୁ ଜିଲ୍ଲାପାଳ ଙ୍କ…
ଜଳିଗଲା କଣ୍ଟେନର ଗାଡି, ଦୁଇ ଗୁରୁତର
କାଶୀପୁର ରୁ ବୈକୁଣ୍ଠ ଦୁରିଆ: ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଟିକିରି ସ୍ଥିତ ଗତ କାଲି ରାତି ଏକ କଣ୍ଟେନର ଗାଡି ଜଳି ଯାଇଛି | ଦୁଇଜଣ କୈାଣସି କାରଣରୁ ଗାଡ଼ିରୁ ଖସିପଡିଥିଲେ | ଯାହାଫଳରେ ଦୁଇଜଣ ତଳେ ପଡି ଯାଇଥିଲେ | ଏହା ସହିତ ସେହି ବାଇକ ଟି ଘୋସାଡି ହୋଇ ଯାଇ କଣ୍ଟେନର ତଳେ ପସି…