ଧୈର୍ଯ୍ୟ ଓ ସାହସର ସହ ବାତ୍ୟାକୁ ମୁକାବିଲା କରିବା ପାଇଁ ଜନସାଧାରଣଙ୍କୁ ଅନୁରୋଧ କଲେ ଧର୍ମେନ୍ଦ୍ର

ଭୁବନେଶ୍ୱର– ସମ୍ଭାବ୍ୟ ବାତ୍ୟା ‘ଜୱାଦ୍’ ପାଇଁ ପ୍ରଶାସନ ଦ୍ୱାରା ଜାରୀ ହୋଇଥିବା ସତର୍କ ସୂଚନାକୁ ପାଳନ କରିବା ସହ ଧୈର୍ଯ୍ୟ ଓ ସାହସର ସହ ବାତ୍ୟାର ମୁକାବିଲା କରିବା ପାଇଁ ପ୍ରଭାବିତ ଜିଲ୍ଲାବାସୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ…

ବସରେ ଯାତ୍ରୀ ବଦଳରେ ଚାଲିଛି ସାମଗ୍ରୀ ଚାଲାଣ ।

ଜିଏସଟି ଫାଙ୍କି ବସରେ ଚାଲାଣ ସମୟରେ ଜିଏସଟି ବିଭାଗର ଚଢ଼ାଉ । ପଦ୍ମପୁର(ଶାସକ ପ୍ରଶାସକ)-ବରଗଡ଼ ଜିଲ୍ଲା ପଦ୍ମପୁର ଠାରେ ଜିଏସଟି ବିଭାଗ ଏକ ବସ ଘରୋଇ ଉପରେ ଚଢ଼ାଉ କରିଛି । ମହିନ୍ଦ୍ରା ନାମକ ଏକ ଘରୋଇ ବସ ରାୟପୁର ରୁ ବଲାଙ୍ଗିର ଅଭିମୁଖେ ଯାଉଥିବା ସମୟରେ ପଦ୍ମପୁର ଠାରେ ଜିଏସଟି ବିଭାଗର…

ଓଡ଼ିଶା/ଝାଡ଼ଖଣ୍ଡର ପିଲାମାନଙ୍କ ସ୍ୱପ୍ନ ସତ ହେଲା

ଫିନଲାଣ୍ଡ ଦୂତାବାସ ଦ୍ୱାରା ଆୟୋଜିତ ଚିତ୍ରାଙ୍କନ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଦିଲ୍ଲୀକୁ ବିମାନରେ ଯାତ୍ରା ଭୁବନେଶ୍ୱର: ପ୍ରଥମ ଥର ଓଡ଼ିଶାରୁ ୨୫ ଜଣ ଓ ଝାଡ଼ଖଣ୍ଡର ୫ ଜଣ ପିଲା ବିମାନରେ ପ୍ରବେଶ କରିବାର ଖୁସିକୁ ଅନୁଭବ କରିଥିଲେ କାରଣ ସେମାନେ ଡିସେମ୍ବର ୧ରେ ନୂଆଦିଲ୍ଲୀ ଅଭିମୁଖେ…

ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦାସ୍ଥିତ କ୍ରୀଷ୍ଣା ମଣ୍ଡପରେ ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ଜିଲା ସଭାପତି ଲକ୍ଷ୍ମୀଧର ବାବୋଡ଼ାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାର ପ୍ରଥମ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସଭସାପତି ବିପିନ ଦାସଙ୍କ…

ସାନ୍ତାଳୀ ଭାଷା ଇନଷ୍ଟ୍ରାକ୍ଟରମାନଙ୍କ ନବୀନ ନିବାସ ପଦଯାତ୍ରା ଡ଼ିସେମ୍ବର ୮ରେ

ବାରିପଦା(ଦିଲ୍ଲୀପ ମହାନ୍ତି)- ମୟୂରଭଞ୍ଜ ଜିଲ୍ଲାରେ ୧୦୦ରୁଅଧିକ ବିଦ୍ୟାଳୟରେ କାର୍ଯ୍ୟରତ ୧୦୦ରୁ ଅଧିକ ସାନ୍ତାଳୀ ଭାଷା ଇନଷ୍ଟ୍ରାକ୍ଟରମାନେ ଡ଼ିସେମ୍ବର ୮ରେ ରାଇରଙ୍ଗପୁର ବ୍ଲକର ପୋଖରୀଆଠାରୁ ଭୂବନେଶ୍ୱରସ୍ଥିତ ନବୀନ ନିବାସ ଅଭିମୁଖେ ପଦଯାତ୍ରାରେ ବାହାରିବେ । ୨୦୦୭ ମସିହାଠାରୁ ମୟୂରଭଞ୍ଜ…

ଆନ୍ତଃ ମହାବିଦ୍ୟାଳୟ ମହିଳା କବାଡ଼ି ଟୁର୍ଣ୍ଣାମେଣ୍ଟ ଉଦଯାପିତ

ବାରିପଦା(ଦିଲ୍ଲୀପ ମହାନ୍ତି)- ସ୍ଥାନୀୟ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ପରିସରରେ ଆୟୋଜିତ ଆନ୍ତଃ ମହାବିଦ୍ୟାଳୟ ମହିଳା କବାଡ଼ି ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି । ଏହି ଅବସରରେ ବିଶ୍ୱବିଦ୍ୟାଲୟ କ୍ରୀଡ଼ା ସଂସଦର ସଭାପତି ଡ଼ଃ ବିଶ୍ୱଜିତ ରଥଙ୍କ ଅଧ୍ୟକ୍ଷତାରେ…

ଶଙ୍ଖାଭଙ୍ଗାଠାରେ ଅର୍ନ୍ତଜାତିକଭିନ୍ନକ୍ଷମ ଦିବସ ପାଳିତ

ବାରିପଦା(ଦିଲ୍ଲୀପ ମହାନ୍ତି)- ସ୍ଥାନୀୟ ବାରିପଦା ବ୍ଲକ ଅଧୀନ ଶଙ୍ଖାଭଙ୍ଗାସ୍ଥିତ ଜାହିରା ମଣ୍ଡପଠାରେ ଆର୍ନ୍ତଜାତିକ ଭିନ୍ନକ୍ଷମ ଦିବସ ପାଳିତ ହୋଇଯାଇଛି । ଶଙ୍ଖାଭଙ୍ଗାର ପ୍ରଗତୀ ସଂଗଠନ ଓ ସ୍ୱେଚ୍ଛାସେବୀ ସଂଗଠନ ସାଧନାର ମିଳିତ ସହଯୋଗରେ ଏହି ପଂଚାୟତସ୍ତରୀୟ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା…

ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତି ସମ୍ଭାବ୍ୟ ବାତ୍ୟା ଏବଂ ଜୱାଦ ପ୍ରସ୍ତୁତି ବୈଠକ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ଜିଲ୍ଲାପାଳ ଶ୍ରୀଯୁକ୍ତ ଲିଙ୍ଗରାଜ ପଣ୍ଡାଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲାର ସମସ୍ତ ପଞ୍ଚାୟତ ସମିତିରେ ସମ୍ଭାବ୍ୟ ବାତ୍ୟା ଜୱାଦ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ପଞ୍ଚାୟତ ସମିତିର ଗୋଷ୍ଠୀ ଉନ୍ନୟନ ଅଧିକାରୀ ,…

“ପ୍ରଶାସନ ଓ ରାଜନେତା କଣା ନା ଦେଖି ସିହାଣା”

"ଦୟନୀୟ ଅବସ୍ଥାରେ ପଡ଼ିରହିଛି ରାସ୍ତା" ପାଟଣାଗଡ଼,(ଯତୀନ୍ଦ୍ର ନନ୍ଦ) ;ସରକାର କୋଟି କୋଟି ଟଙ୍କା ବିନିମୟ କରି ଜନସାଧାରଣ ଙ୍କ ଯାତାୟତ ସୁବିଧା ନିମନ୍ତେ ଅନେକ ଗୁଡିଏ ଯୋଜନା କାର୍ଯ୍ୟକାରୀ କରି ରାସ୍ତା ନିର୍ମାଣ କରୁଛନ୍ତି। କିନ୍ତୁ ରାଜନେତା ଓ ପ୍ରଶାସନିକ ଅଧିକାରୀ ମାନଙ୍କ ଅଣଦେଖା ନିତୀ…

ବିପର୍ଯ୍ୟୟ ପରିଚାଳନାରେ ପାରଦର୍ଶିତା ହାସଲ କରିଛି ଓଡ଼ିଶା

ସକାଳର ପ୍ରଥମ ଜନ୍ମବାର୍ଷିକୀ ଭୁବନେଶ୍ୱର : ବିପର୍ଯ୍ୟୟ ପରିଚାଳନାରେ ଓଡ଼ିଶା ପାରଦର୍ଶିତା ହାସଲ କରିଛି । ଏକ ଛୋଟ ରାଜ୍ୟ ହୋଇଥିଲେ ମଧ୍ୟ ଓଡ଼ିଶା ଅନେକ ଭଲ କାର୍ଯ୍ୟ କରୁଛି, ଯାହା ଜାତୀୟ ଗଣମାଧ୍ୟମରେ ଶିରୋନାମାରେ ସ୍ଥାନ ପାଉଛି । ଓଡ଼ିଶାରେ ସାମ୍ପ୍ରଦାୟିକ ସଦଭାବ ମଧ୍ୟ ଅନନ୍ୟ ବୋଲି…