ଆଗଲପୁର(ଗୁରୁଶଙ୍କର ପାଇକ) : ବଲାଙ୍ଗୀର ଜିଲ୍ଲା ଆଗଲପୁର ବ୍ଲକ୍ ୧ନମ୍ବର ଜୋନ୍ ରେ ବିଜେଡ଼ି ପ୍ରାର୍ଥୀ ଦେବକୀ ସାହୁ ବିପୁଳ ଭୋଟ ରେ ବିଜୟୀ ହୋଇ ଛନ୍ତି | ସେ ସର୍ବ ମୋଟ 13847ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିବାବେଳେ ତାଙ୍କର ନିକଟତମ ପ୍ରତିଦ୍ବନ୍ଦୀ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଶ୍ରୀଯୁକ୍ତ ଗଣେଶ ସାହୁ 10959 ଖଣ୍ଡ ଭୋଟ ପାଇ ଦ୍ଵିତୀୟ ସ୍ଥାନରେ ରହିଥିବା ବେଳେ ଭାରତୀୟ ଜନତା ଦଳର ପ୍ରାର୍ଥୀ ଶ୍ରୀଯୁକ୍ତ ସମୀର କୁମାର ସିଂଦେଓ 5449 ତୃତୀୟ ସ୍ଥାନରେ ରହିଛନ୍ତି। ବିଜେଡି ପ୍ରାର୍ଥୀନି ବିଜୟୀ ହୋଇଥିବାରୁ ବିଜେଡି କର୍ମୀ, ନେତା ସମର୍ଥକଙ୍କ ମଧ୍ୟରେ ଖୁସିର ବାତାବରଣ ଖେଳିଯାଇଛି |
Sign in
Sign in
Recover your password.
A password will be e-mailed to you.
Next Post