ସଞ୍ଜିବନୀ ସାଜିଲା ବିଜୁ ସ୍ମାର୍ଟ ହେଲଥ କାର୍ଡ

ଦୀପାଙ୍କ ମାର୍ଗଦର୍ଶନରେ "ଆପୋଲୋ"ରେ ହେଲା ସିତାରାମଙ୍କ ମାଗଣା ଅସ୍ତ୍ରୋପଚାର ବରଗଡ଼/ ଭୁବନେଶ୍ୱର: ଗତ ନଭେମ୍ବର ମାସ ୧୩ ତାରିଖରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବରଗଡ଼ ଜିଲ୍ଲାରେ ଆସି ଜୀବନ ରକ୍ଷାକାରୀ ସଞ୍ଜିବନୀ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ…

ପୂର୍ତ୍ତ ବିଭାଗର ବିରୋଧ ରେ ଜିଲ୍ଲାପାଲ ଙ୍କ ପାଖରେ ଅଭିଯୋଗ ।

ପଦ୍ମପୁର(ଶାସକପ୍ରଶାସକ)-ଗୁଦେରପାଲି ଅଞ୍ଚଳ ଦେଇ ଯାଇଥିବା ବିଜେପୁର ପଦ୍ମପୁର ରାଜ୍ୟ ରାଜପଥ ରେ ବର୍ଷ ବର୍ଷ ଧରି ଉକ୍ତ ରାସ୍ତା ପାର୍ଶ୍ବରେ ଲଟା ବୁଦା ହୋଇ ରାସ୍ତା ଉପରକୁ ମାଡି ବସିଛି।ଏଥି ଯୋଗୁଁ ପ୍ରତି ମୁହୂର୍ତ୍ତରେ ଦୁର୍ଘଟଣା ସମ୍ଭାବନା ରହିଛି ଏବଂ ଛୋଟ ମୋଟ ଦୁର୍ଘଟଣା ଘଟୁଛି।ଏ ବିଷୟରେ…

ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘଂଟ ଘୋଡାଉଛନ୍ତି ମୁଖ୍ୟମନ୍ତ୍ରୀ: ସମୀର ମହାନ୍ତି

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନା କେଳେଙ୍କାରୀରେ ସମ୍ପୃକ୍ତ ଥିବା ଆଇନ ଓ ପଂଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ଘଂଟ ଘୋଡାଉଛନ୍ତି ମୁଖ୍ୟମନ୍ତ୍ରୀ । ଗରିବ ଲୋକଙ୍କ ପାଇଁ ଲଢେଇ କରୁଥିବା ମୋ ପାର୍ଟିର ଦୁଇ ଜଣ କାର୍ଯ୍ୟକର୍ତାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି । ହତ୍ୟା ଘଟଣାରେ…

ମାହାଙ୍ଗାରେ ଭିତ୍ତିଭୂମିର ବିକାଶ ଓ ଗୁଣାତ୍ମକଶିକ୍ଷା ପାଇଁ ୨୯ ସରକାରୀ ବିଦ୍ୟାଳୟକୁ ମିଳିଲା ୫ଟି ରୂପାନ୍ତରିତ ସ୍କୁଲର…

ମାହାଙ୍ଗା /ଶାସକ ପ୍ରଶାସକ -ସରକାରୀ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ସହିତ ସମ୍ପୃକ୍ତ ବିଦ୍ୟାଳୟ ଗୁଡିକର ଭିତ୍ତିଭୁମିକୁ ସୁଦୃଢ ନିମନ୍ତେ ୫ଟି ଜରିଆରେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନ ଗୁଡିକୁ ରୂପାନ୍ତରିତ ବିଦ୍ୟାଳୟ ଭାବେ ଗଢି ତୋଳିବାପାଇଁ ସରକାରଙ୍କ ଘୋଷଣାକୁ ସାଧାରଣ ଜନତା ଓ…

ଫୋକସ ରେ ଶିକ୍ଷା, ବଦଳୁଛି ଭିତ୍ତିଭୂମି ;ସ୍କୁଲ ରୂପାନ୍ତରଣ ୨ୟ ପର୍ଯ୍ୟାୟରେ ନିଶ୍ଚିନ୍ତକୋଇଲି ବ୍ଲକର ୧୪ ହାଇସ୍କୁଲ

ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀ ତଥା ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କୁ ଅଞ୍ଚଳବାସୀଙ୍କ ତରଫରୁ କୃତଜ୍ଞତା ଜ୍ଞାପନ । ନିଶ୍ଚିନ୍ତକୋଇଲି(ଶାସକ ପ୍ରଶାସକ):- କଟକ ଜିଲ୍ଲା ମାହାଙ୍ଗା ନିର୍ବାଚନ ମଣ୍ଡଳୀ ନିଶ୍ଚିନ୍ତକୋଇଲି ବ୍ଲକ ଅଂଚଳର ୧୪ ଗୋଟି ଉଚ୍ଚ ବିଦ୍ୟାଳୟକୁ ୫ଟି ରୂପାନ୍ତରିତ ବିଦ୍ୟାଳୟ…

ଆଇଆଇଏମ ସମ୍ବଲପୁରରେ ପ୍ରଥମ ‘ମହିଳା ନେତୃତ୍ୱ କାର୍ଯ୍ୟକ୍ରମ’ ଆୟୋଜିତ

ଆଇଆଇଏମ ସମ୍ବଲପୁର କ୍ୟାମ୍ପସରେ ଆୟୋଜିତ କର୍ମଶାଳାରେ ମହାନଦୀ କୋଲଫିଲ୍ଡସ ଲିମିଟେଡର ୩୦ ମହିଳା ଅଧିକାରୀଙ୍କ ଯୋଗଦାନ ପରିବର୍ତ୍ତିତ ସମୟରେ ଆଗକୁ ବଢିବା ପାଇଁ ନେତୃତ୍ୱ କୌଶଳ ପରିବର୍ଦ୍ଧନ ଆଭିମୁଖ୍ୟ ଉପରେ ମାର୍ଗଦର୍ଶନ ଆବଶ୍ୟକ କରୁଥିବା ବିବିଧ ବ୍ୟବସାୟିକ ଓ ଅଣବ୍ୟବସାୟିକ ସଂସ୍ଥା ପାଇଁ…

ବାରମ୍ବାର ଲଘୁଚାପ କଷା ଘାତରେ ଅସ୍ତରଙ୍ଗ ଉପକୂଳ ବେହାଲ ।

ଅସ୍ତରଙ୍ଗ/ ଦୁଃଶାସନ ନାୟକ:  ପ୍ରାକୃତିକ ବିପର୍ଯ୍ୟୟ ହେଉଛି ପୁରିଜିଲ୍ଲା ଅସ୍ତରଙ୍ଗ ଉପକୂଳର ଚିର ସାଥି ।କତେବେଳେ ବନ୍ୟା,ବାତ୍ୟା ତ ଆଉ କେତେବେଳେ, ଲଘୁଚାପ କସାଘାତରେ ଅସ୍ତରଙ୍ଗ ଉପକୂଳ ଯେଉଛି ଥରହର । ଏହି, ଦୁଇ ମାସ ତଳେ, ଲଘୁଚାପ ଜନିତ ବର୍ଷା ହୋଇ,ଗୋଟିଏ ଦିନରେ530 ମିଲିମିଟର ବର୍ଷା…

କାଳିଆପଡ଼ା ଘାଟିରେ ମିଛ ଲୁଟ ଘଟଣାର ଦୁଇ ଅଭିଯୁକ୍ତ ଗିରଫ

କାଶୀପୁର ଟିକିରି ରୁ ବୈକୁଣ୍ଠ ଦୁରିଆ: ଗତକାଲି ରାତିରେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ କାଳିଆ ପଡ଼ା ଘାଟି ରାସ୍ତାରେ ଦୁର୍ବୁତ୍ତ ମାନେ ଓଡ଼ି୧୮ଏଫ-୦୨୫୧ ଏକ ମିନି ଟ୍ରକକୁ ଅଟକାଇ ଲକ୍ଷାଧିକ ଟଙ୍କା ଲୁଟି ନେଇଥିବା ଅଭିଯୋଗର ପର୍ଦ୍ଦାଫାସ କରିଛି ଟିକିରି ଥାନା ପୁଲିସ । ତଦନ୍ତ ପରେ…

ଚାଷୀଙ୍କୁ ଉଚ୍ଛନ୍ନ କରିଦେଲା “ଜୱାଦ”

ବୁଗୁଡା/ପୋଲସରା (ଡଃ କୁମୁଦ ଚନ୍ଦ୍ର ବେହେରା) : ଗଞ୍ଜାମ ଜିଲ୍ଲାରେ ବାତ୍ୟା ଭୟ ଦୂର ହୋଇଥିଲେ ମଧ୍ୟ ଚାଷୀମାନଙ୍କର ସାରା ବର୍ଷର ଖାଦ୍ୟ ଓ ଆୟ ଖାଇଦେଇଛି "ଜୱାଦ" ବର୍ଷା। ବିଶେଷ କ୍ଷତି ହୋଇଛି ଚାଷୀମାନଙ୍କ ପାଚିଲା ଧାନ ଫସଲ। ପାଚିଲା ଧାନ କ୍ଷେତରେ ପଡି ଲହଡି ମାରୁଛି ବର୍ଷା ପାଣି। ଜମିରେ…

” ଜୱାଦ” : ଭୁଶୁଡିଲା ଦୁଇ ଘର କାନ୍ଥ, ୭ ଟି ଟିମ କରିବେ ଧାନ କ୍ଷୟକ୍ଷତି ଆକଳନ ।

ବୁଗୁଡା/ଡ଼. କୁମୁଦ ଚନ୍ଦ୍ର ବେହେରା:  ବାତ୍ୟା "ଜୱାଦ" ପ୍ରଭାବରେ ଅଧିକ ପବନ ନହେବା ଯୋଗୁଁ କ୍ଷତି ହୋଇଛି ମାତ୍ର ଦୁଇ ପରିବାରର ଦୁଇଟି କାନ୍ଥ , ହେଲେ ବ୍ୟାପକ କ୍ଷତି ଘଟାଇଲା ଧାନ ଫସଲ। ଦୁଇ ପରିବାରର କାନ୍ଥ ଭୁଶିଡ଼ି ଥିବା ବେଳେ ଉଭୟ ପ୍ରଶାସକ ଓ ବ୍ଲକ ଉପାଧ୍ୟକ୍ଷ ଟୁକୁନା ସ୍ବାଇଁ ଘଟଣା…