Sign in
Sign in
Recover your password.
A password will be e-mailed to you.
ଋତୁପର୍ଣ୍ଣା କଳା ଓ ସାହିତ୍ୟ ସଂସଦ ତିର୍ତ୍ତୋଲ ଦ୍ୱାରା ଦୁଃଶାସନ ନାୟକ ସମ୍ବର୍ଦ୍ଧିତ
ଅସ୍ତରଙ୍ଗ: ପୁରିଜିଲା ଅସ୍ତରଙ୍ଗ ବ୍ଲକ ର ବରିଷ୍ଠ ତଥା ବର୍ଷିଆନ ଗଣମାଧ୍ୟମ ପ୍ରତିନିଧି ଶ୍ରୀ ଦୁଃଶାସନ ନାୟକଙ୍କୁ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲର ଅଗ୍ରଣୀ ସାହିତ୍ୟ ଓ କଳା ଅନୁଷ୍ଠାନ ଋତୁପର୍ଣ୍ଣା ତରଫରୁ ସମ୍ବର୍ଦ୍ଧିତ କରାଯାଇଅଛି । ଏହି ଉପଲକ୍ଷେଏକ ସମ୍ବର୍ଦ୍ଧନା ସଭା ଆୟୋଜନ କରାଯାଇ…
ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରବର୍ତ୍ତିତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ମାଆମାନଙ୍କ ପାଇଁ ସୁରକ୍ଷା କବଚ:…
ବୁହାଳୋ ପଞ୍ଚାୟତରେ ମନ୍ତ୍ରୀ ପ୍ରତାପ ଜେନା ବାଣ୍ଟିଲେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ
ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ପକ୍ଷରୁ ମହିଳା ସମାବେଶ-ସମୀକ୍ଷା ବୈଠକ
ନିଶ୍ଚିନ୍ତକୋଇଲି ରୁ ଦେବେନ୍ଦ୍ର ଷଡ଼ଙ୍ଗୀ: ନିଶ୍ଚିନ୍ତକୋଇଲି ବ୍ଲକ ବୁହାଳୋ ଗ୍ରାମପଂଚାୟତରେ ମହିଳା ସ୍ୱୟଂ ସହାୟକ…
କଂଗ୍ରେସ ମୁଖ୍ୟାଳୟରେ ପଶି ପୋଲିସର ମାଡ ଘଟଣା: ପୁରୀ ଜିଲ୍ଲା ଯୁବ ଓ ଛାତ୍ର କଂଗ୍ରେସର ନିନ୍ଦା; ଏସପି ଅଫିସ ଘେରାଉ
ପୁରୀ/ଅନିମେଶ ପଟ୍ଟନାୟକ : ମମିତା ମେହେରକୁ ନ୍ୟାୟ ଓ ରାଜ୍ୟ କଂଗ୍ରେସ ମୁଖ୍ୟାଳୟରେ ପୋଲିସର ପ୍ରବେଶ ଓ ଦମନଲିଳା ବିରୁଦ୍ଧରେ ଏସପି ଅଫିସ ଘେରିଛି ଜିଲ୍ଲା ଯୁବ ଓ ଛାତ୍ର କଂଗ୍ରେସ । ପୋଲିସର ମାତ୍ରାଧିକ ଓ ବର୍ବୋରଚିତ କାର୍ଯ୍ୟ ବିରୁଦ୍ଧରେ ସ୍ୱର ଉଠାଇଛି କଂଗ୍ରେସ । ଯୁବ କଂଗ୍ରେସ ରାଜ୍ୟ…
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍ଥ କାର୍ଡ ଯୋଜନା : ସାମିଲ ହେଲା କଟକ ଓ ଖୋର୍ଦ୍ଧା ଜିଲ୍ଲା
କଟକର ୧୮ ଲକ୍ଷ ଓ ଖୋର୍ଦ୍ଧାର ୧୪ ଲକ୍ଷ ଲୋକ ପାଇବେ ସ୍ମାର୍ଟ କାର୍ଡର ସୁବିଧା
ସୁସ୍ଥ ଓଡିଶା ଓ ସୁଖୀ ଓଡିଶା ଲକ୍ଷ୍ୟ ପୂରଣ ଦିଗରେ ରାଜ୍ୟ ସରକାରଙ୍କର ପ୍ରତିବଦ୍ଧତାର୍ ନିଦର୍ଶନ ହେଉଛି ସ୍ମାର୍ଟ ହେଲ୍ଥ କାର୍ଡ
ଓଡିଆ ସ୍ୱାଭିମାନର ସୁରକ୍ଷା ପାଇଁ ଲଢେଇ ଜାରୀ ରହିବ -…
କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲରେ ଦିବ୍ୟାଙ୍ଗ ଓ ମାନସିକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ପାଇଁ ଖୋଲିଲା ସ୍ୱତନ୍ତ୍ର…
ଭୁବନେଶ୍ୱର : କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ରେ ଦିବ୍ୟାଙ୍ଗ ଓ ମାନସିକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ପାଇଁ ସ୍ପେସାଲ୍ ଏଜୁକେସନ୍ ନିଡ୍ସ (ଏସ୍ଇଏନ୍) ଗ୍ଲୋବ୍ ରବିବାର ଉଦ୍ଘାଟିତ ହୋଇଯାଇଛି । ଏଥିରେ ବିଭିନ୍ନ ବର୍ଗର ଦିବ୍ୟାଙ୍ଗ ଓ ମାନସିକ ଅନଗ୍ରସର ଛାତ୍ରଛାତ୍ରୀଙ୍କ ପାଇଁ ଉନ୍ନତ…
ସିରଜିନା ସାହିତ୍ୟ ଆରୁ ସାଂସ୍କୃତିକ ଅନୁଷ୍ଠାନର ରୌପ୍ୟ ଜୟନ୍ତୀ ପାଳିତ ।
ପଦ୍ମପୁର(ଶାସକ ପ୍ରଶାସକ)- ରବିବାର ଦିନ ସିରଜିନା ସାହିତ୍ୟ ଆରୁ ସାଂସ୍କୃତିକ ଅନୁଷ୍ଠାନ ପାଳନ କଲା ସିରଜିନା ରୌପ୍ୟ ଜୟନ୍ତୀ. ସୁଶ୍ରୀ ଜିତେଶ୍ବରୀ ଦାଶଙ୍କ ସଭାପତି ତ୍ବ ରେ ପ୍ରଥମ ଅଧିବେଶନ ଆରମ୍ଭ ହୋଇଥିଲା | ମୁଖ୍ୟ ଅତିଥି ରୂପେ ଶ୍ରୀ ମନୋରଞ୍ଜନ ସାହୁ ଓ ଦେବାଶିଷ ରଥ ଯୋଗ ଦାନ କରିଥିଲେ|…
ସାମ୍ବାଦିକ, ସିଡିଏସ ଓ ଯବାନଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳୀ ସଭା
ନୂଆପଡା/ ଯଶୋବନ୍ତ କୁମାର -ନୂଆପଡା ଜିଲ୍ଲା ଖଡିଆଳ ସ୍ଥିତ କଲ୍ୟାଣ ମଣ୍ଡପ-୨ ଠାରେ କଳାହାଣ୍ଡିର ସାମ୍ବାଦିକ ମହମ୍ମଦ ଅସଲମ ଏବଂ ଦେଶର ସିଡିଏସ ମୁଖ୍ୟ ବିପିନ ରାୱତ, ତାଙ୍କ ଧର୍ମପତ୍ନୀ ଓ ସେନାଧିକାରୀ ୧୧ ଜଣ ଯବାନଙ୍କର ପରଲୋକ ହୋଇଥିବା ବେଳେ ଏନେଇ ନୂଆପଡା ଜିଲ୍ଲାର ଆଜି ଜର୍ଣ୍ଣାଲିଷ୍ଟ…
କିନ୍ନର ମାନଙ୍କ ଦୁଇ ଦିନିଆ ତାଲିମ ଶିବିର
ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ:-ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ସ୍ଥିତ ସଦଭାବନା ଗୃହ ରେ ମା ମାଝୀଗୌରୀ ଗୋଷ୍ଠୀ ସ୍ତରୀୟ ସଙ୍ଗଠନ ପକ୍ଷରୁ କିନ୍ନର ମାନଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ଶୁକ୍ରବାର ଦିନ ଦୁଇ ଦିନିଆ ଫିନାଇଲ ତିଆରି ତାଲିମ ଶିବିର ଅନୁଷ୍ଠିତ ହୋଇଥିଲା, ଏହି…
ଅବହେଳିତ ଅବସ୍ଥା ରେ ଭାରତରତ୍ନ ଇନ୍ଦିରା ଗାନ୍ଧୀ ଙ୍କ ପ୍ରତିମୂର୍ତ୍ତି
ନା ଅଛି ଜିଲ୍ଲାପ୍ରଶାସନର ନଜର ନା ଅଛି ଲୋକପ୍ରତିନିଧିଙ୍କ ଆନ୍ତରିକତା
ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ : ରାୟଗଡା ଜିଲ୍ଲା ବିଷମକଟକ ବ୍ଲକରେ ତତ୍କାଳୀନ ବିଷମକଟକ ବିଧାୟକ ଡମ୍ବୁରୁଧର ଉଲାକା, ପଞ୍ଚାୟତ ସମିତି ଅଧକ୍ଷ୍ୟ କୁରଞ୍ଜି ଉଲାକା, ଉପାଧ୍ୟକ୍ଷ ଦିଲୀପ କୁମାର ପଟନାୟକ ଏବଂ ଚାଟିକଣାର…
ମନ୍ତ୍ରୀ ଅରୁଣ ସାହୁଙ୍କ ତତ୍ତ୍ୱାବଧାନରେ ବିଶାଳ ସ୍ୱାସ୍ଥ୍ୟ ଶିିବିର ଆୟୋଜିତ, ପ୍ରାୟ ୫ ହଜାର ଲୋକ ଉପକୃତ
ଅଭିଜ୍ଞ ଡାକ୍ତରଙ୍କ ଦ୍ୱାରା ଚିକିତ୍ସା ସହିତ ରୋଗୀଙ୍କୁ ମିଳିଲା ମାଗଣା ଔଷଧ
ଓଡ଼ଗାଁ(ଶ୍ରୀକାନ୍ତ କୁମାର ମିଶ୍ର) : ରଘୁନାଥ ସମବାୟ ମହାବିଦ୍ୟାୟ ପରିସରରେ ଆୟୋଜିତ ଆଜିର ବିଶାଳ ସ୍ୱାସ୍ଥ୍ୟ ଶିବିରରେ ଅଭିଜ୍ଞ ଡାକ୍ତରମାନଙ୍କ ଦ୍ୱାରା ଚିକିତ୍ସା ସୁବିଧା ସହିତ ରୋଗୀ ମାନଙ୍କୁ ମାଗଣାରେ ଔଷଧ…