Sign in
Sign in
Recover your password.
A password will be e-mailed to you.
ବାଂଲାଦେଶରେ ଓଡିଆ ଯୁବକଙ୍କ ମୃତ୍ୟୁ: ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ଶୀଘ୍ର ଫେରିବ ମରଶରୀର
ଭୁବନେଶ୍ବର- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡା ବାଂଲାଦେଶରୁ ପିତାମ୍ବର ସାହୁଙ୍କ ମରଶରୀର ଭାରତ ଫେରାଇ ଆଣିବାପାଇଁ ବାଂଲାଦେଶରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଏକ ପତ୍ର ଲେଖି ନିବେଦନ କରିଥିଲେ। ରାଷ୍ଟ୍ରଦୂତଙ୍କ କାର୍ଯ୍ୟାଳୟ ତରଫରୁ…
କୋଶଳିଆ ମାଳି ସମାଜ ପଦ୍ମପୁର ଵ୍ଳକ ର ସତୀଭଟା ଠାରେ ଭୂମି ପୂଜନ ଉତ୍ସବ ଅନୁଷ୍ଠିତ ।
ପଦ୍ମପୁର(ଶାସକପ୍ରଶାସକ)-ଆଜି ସତୀଭଟା ଠାରେ କୋଶଳିଆ ମାଳି ସମାଜ ଵିକାଶ ପରିଷଦ,ପଦ୍ମପୁର ବ୍ଳକ ର ସମାଜ ଭଵନ ନିର୍ମାଣ ପାଇଁ ଭୂମିପୂଜନ ଉତ୍ସବ ମହାସମାରୋହରେ ପାଳିତ ହୋଇ ଯାଇଛି।ଏଥିରେ୨୩୧ଟି କଳଶ ଶୋଭାଯାତ୍ରାରେ ମହିଳା ମାନେ ଭାଗ ନେଇ ଥିଲେ।ଶ୍ରୀଯୁକ୍ତ ଯଶୋବନ୍ତ ପଟେଲ ଭୂମି ପୂଜନ ର କର୍ତା…
ସାମ୍ବାଦିକଙ୍କ ଭ୍ରାତୃ ବିୟୋଗ ।
ଭଦ୍ରକବ୍ଲକ/ସୀତାକାନ୍ତ ପାଢ଼ୀ: ଭଦ୍ରକର ସୁପରିଚିତ ସାହିତ୍ୟିକ,ଚିକିତ୍ସକ ସ୍ଵର୍ଗତ ଡାକ୍ତର ଆର.ଶିବାଜୀ ରାଓଙ୍କ ପୁତ୍ର ତଥା ସାମ୍ବାଦିକ ଶଶିଭୂଷଣ ସ୍ଵାମୀ ଓ ସତ୍ୟଭୂଷଣ ସ୍ବାମୀଙ୍କ ସାନ ଭାଇ ଶକ୍ତିଭୂଷଣ ସ୍ବାମୀ(୪୨) ଙ୍କର ଶୁକ୍ରବାର ବିଳମ୍ବିତ ରାତିରେ ତାଙ୍କ ଭଦ୍ରକର କୁଆଁସ ସ୍ଥିତ ବାସ…
ଲୋକଙ୍କ ସହାୟତା ପାଇଁ ଆଗେଇ ଆସିଲା ପୋଲିସ : କଲା ରାସ୍ତା ମରାମତି
https://youtu.be/hGJrH1VaDUw
ଝାରବନ୍ଧ-ମନୋହର ଦାଶ- ପୋଲିସ କେବଳ ଆଇନ ଶୃଙ୍ଖଳା ପରିସ୍ଥିତି ରକ୍ଷା କରିବା ନୁହେଁ, ଲୋକଙ୍କ ସେବାରେ ଓ ସୁଖ ଦୁଃଖରେ ବି ସାମିଲ କରିପାରିବ ନିଜକୁ | ଏଥିପାଇଁ ଖାଲି ଟିକେ ଇଛାଶକ୍ତି ଲୋଡ଼ା | ଏମିତି ଏକ ନଜିର ଦେଖିବାକୁ ମିଳିଛି ବରଗଡ଼ ଜିଲ୍ଲା…
ଅସହାୟଙ୍କୁ ସହଯୋଗର ହାତ ବଢାଇଲେ ସମାଜସେବୀ ରୁପେନ୍ଦ୍ର ପାଣ୍ଡେ
ନିଜସ୍ୱ ଉଦ୍ୟମରେ ଯୋଗାଇ ଦେଲେ ହ୍ବିଲ ଚେୟାର ।
ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଉପଖଣ୍ଡ ରାଜବୋଡାସମ୍ବର ବ୍ଳକ ବରିକେଲ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଚିତାଖୋଲ ଗ୍ରାମର ୬୮ ବର୍ଷୀୟ କୁନ୍ତଳା ମହାଳିଙ୍ଗ ଦୀର୍ଘଦିନ ହେବ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଚାଲି ବୁଲି ପାରୁ ନାହାଁନ୍ତି । ତାଙ୍କ…
କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀଙ୍କ ଦ୍ଵାରା କଲ୍ୟାଣ ମଣ୍ଡପ ଉଦଘାଟିତ
ଅସ୍ତରଙ୍ଗ/ ଦୁଃଶାସନ ନାୟକ : ପୁରୀଜିଲାର ସର୍ବଧର୍ମ ସମନ୍ୱୟ ପୀଠ ଅସ୍ତରଙ୍ଗର ପିରଜାହାନିଆ ,ବେଳାଭୁମି ନିକଟରେ ସରକାରଙ୍କ ତରଫରୁ 35ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ସୋମବାରଦିନ ଏକ କଲ୍ୟାଣମଣ୍ଡପର ଶୁଭ ଉଦ୍ଘାଟନ ହୋଇଯାଇଅଛି । କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଏହାକୁ…
କେତେବେଳେ ବର୍ଷା ତ କେତେବେଳେ ମୋନାଲିସା : ଟାର୍ଗେଟରେ ଚାକିରିଆ
ଯୁବତୀଙ୍କ ନାଁରେ ଫେକ୍ ଆଇଡି ଖୋଲି ଲକ୍ଷ ଲକ୍ଷ ଟଙ୍କା ହଡପ ଅଭିଯୋଗରେ ଯୁବକ ଅଟକ।
ପାଲରେ ପକାଇ ଶିକ୍ଷକଙ୍କ ଠାରୁ ବି ନେଇଗଲେ ୧୫ ଲକ୍ଷ ଟଙ୍କା
ବୁଗୁଡ଼ା (ଡ଼. କୁମୁଦ ଚନ୍ଦ୍ର ବେହେରା ) : ଫେସବୁକରେ ବିଭିନ୍ନ ଯୁବତୀଙ୍କ ନାମରେ ଫେକ୍ ଆଇଡି ଖୋଲି ପ୍ରଥମେ ଫ୍ରେଣ୍ଡ ରିକ୍ୱେଷ୍ଟ ,ତା’ପରେ…
ରାଜ୍ୟସ୍ତରୀୟ ନୃତ୍ୟ ଉତ୍ସବ ପ୍ରତିଯୋଗିତାରେ ଗଜପତି ଜିଲ୍ଲା ପ୍ରଥମ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଭୂବନେଶ୍ୱର ୟୁନିଟି ତିନି ସ୍ଥିତ ଭାରତ ସ୍କାଉଟ ଓ ଗାଇଡ଼ ରାଜ୍ୟ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଥିବା ସ୍କାଉଟ ଭବନ ଠାରେ ଗତ ୮ ତାରିଖ ଠାରୁ ୧୧ତାରିଖ ପର୍ଯ୍ୟନ୍ତ ଚାରିଦିନ ଧରି ରାଜ୍ୟସ୍ତରୀୟ ସ୍କାଉଟ ଓ ଗାଇଡ଼ର ନୃତ୍ୟ ଉତ୍ସବ ଅନୁଷ୍ଠିତ…
ଜନନୀ ଯନ୍ତ୍ରଣା : ରାସ୍ତା ନ ଥୁବାରୁ ୩ କିମି ଷ୍ଟେଚରରେ ବୁହା ହେଲେ ଗର୍ଭବତୀ ମହିଳା
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମୋହନା ବ୍ଳକରେ ଦେଖିବାକୁ ମିଳିଛି ଜନନୀ ଯନ୍ତ୍ରଣା । ରାସ୍ତା ନ ଥିବାରୁ ୩ କିମି ଷ୍ଟେଚର ବୁହା ହେଲେ ଗର୍ଭବତୀ ମହିଳା। ରବିବାର ବିଳମ୍ବିତ ରାତିରେ ଗଜପତି ଜିଲ୍ଲା ମୋହନା ବ୍ଳକ ବାଲିଗଣ୍ଡା ଗାଁର ପୁଷ୍ପାଞ୍ଜଳି ପାଇକଙ୍କ ଗର୍ଭ ଯନ୍ତ୍ରଣା ହେବାରୁ…
ମହେନ୍ଦ୍ରଗିିରି (ପୌର) ସରକାରୀ ଉଚ୍ଚ ବିଦ୍ୟାଳୟର “ସ୍ୱର୍ଣ୍ଣୋତ୍ସବ”
https://youtu.be/nJ8m2gpwdRY
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମହେନ୍ଦ୍ରଗିରି ପୌର ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଦ୍ୟାଳୟର "ସ୍ୱର୍ଣ୍ଣୋତ୍ସବ" ମହାସମାରୋହରେ ପାଳିତ ହୋଇଯାଇଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ…