ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ରାଜ୍ୟରେ ଖୋଲିବ ୧୧ଟି ସାଇବର ଓ ଅର୍ଥନୈତିକ ଅପରାଧ ଥାନା ।

ସମ୍ବଲପୁର ,ରାଉରକେଲା ଓ ବ୍ରହ୍ମପୁର ସାଇବର ଥାନା ମିଶି ହେଲା ୧୪ ୧୫୪ ପୋଲିସ କର୍ମଚାରୀ ଓ ୯୦ ବିଶେଷଜ୍ଞ ନିୟୋଜିତ ହେବେ ଭୁବନେଶ୍ୱର (ଶାସକ ପ୍ରଶାସକ) ସାଇବର ଅପରାଧ ଏବେ ସାରା ବିଶ୍ବରେ ଚିନ୍ତାର କାରଣ ହେଇଛି । ଦେଶ ତଥା ଆମ ରାଜ୍ୟ ଓଡିଶାରେ ମଧ୍ୟ ସାଇବର ଅପରାଧର ଅନେକ…

ଉତ୍ତରାଞ୍ଚଳ ରାଜସ୍ବ କମିଶନରଙ୍କୁ ଭେଟି ବିଭିନ୍ନ ଦାବି ଜଣାଇଲେ ପଦ୍ମପୁର ଓକିଲ ସଂଘ

ପଦ୍ମପୁର(ଶାସକପ୍ରଶାସକ)- ପଦ୍ମପୁର ଓକିଲ ସଂଘ ର ସଭାପତି ଶ୍ରୀଯୁକ୍ତ ଗୌନ୍ତିଆ କୁମାର ସାହୁ ଙ୍କ ନେତୃତ୍ବରେ ଓକିଲ ସଂଘ ର ଏକ ପ୍ରତିନିଧି ଦଳ ଉତ୍ତରାଞ୍ଚଳ ରାଜସ୍ବ କମିଶନର ଶ୍ରୀଯୁକ୍ତ ଭିନସେଣ୍ଟ ପୁନମ୍ ଏକ୍କା ଙ୍କୁ ସାକ୍ଷାତ କରିଛନ୍ତି |ଏ ଅବସରରେ ଅଞ୍ଚଳର ବୃହତ୍ତର ସ୍ବାର୍ଥ ଦୃଷ୍ଟିରୁ…

ସମୁଦ୍ର ଆରତୀର ୧୬ତମ ବାର୍ଷିକ ଉତ୍ସବ ପ୍ରସ୍ତୁତି

file photo ପୁରୀ/ ଅନିମେଶ ପଟ୍ଟନାୟକ : ସ୍ଥାନୀୟ ଗୋବର୍ଦ୍ଧନପୀଠ (ଶ୍ରୀଶଙ୍କରାଚାର୍ଯ୍ୟ ମଠ) ପରିସରରେ ତୀର୍ଥ ରାଜ ସମୁଦ୍ର ଆରତୀ ର ୧୬ତମ ବାର୍ଷିକ ଉତ୍ସବ ର ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ବତୀ ମହାରାଜ ଙ୍କ…

ବିଜୁ ସ୍ବାସ୍ଥ୍ୟକାର୍ଡ ଯୋଜନାରେ ସାମିଲ ହେଲା ନୟାଗଡ଼ ଜିଲ୍ଲା

ନୟାଗଡ(ବିଶ୍ୱଜିତ ନାୟକ)- ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ମାଧ୍ୟମରେ ନୟାଗଡ ପୋଲିସ ଟ୍ରେନିଂ ସ୍କୁଲ ପଡିଆ ଠାରେ ଦିନ11.30 ସମୟରେ ବିଜୁ ସ୍ବାସ୍ଥ୍ୟକାର୍ଡର ଶୁଭ ଉଦଘାଟନ କରିଛନ୍ତି। ଆଜିର କାର୍ଯ୍ୟକ୍ରମରେ ନୟାଗଡ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ,…

ଜନ୍ମର ଏନ୍ତୁଡ଼ିଶାଳରୁ କର୍ମର ଏନ୍ତୁଡ଼ିଶାଳ

ରେଭେନ୍ସା ପୂର୍ବ ଛାତ୍ରାବାସ(ଇଷ୍ଟ ହଷ୍ଟେଲ) ର ଶତବାର୍ଷିକୀ ଉପଲକ୍ଷେ ପଦ୍ମବିଭୂଷଣ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ ବାସ ଭବନରୁ ମୃତ୍ତିକା ସଂଗ୍ରହ । ପୂଜାର୍ଚ୍ଚନା ଓ କାର୍ଯ୍ୟକ୍ରମରେ ଯୋଗଦେଲେ ପୂର୍ବତନ ଅନ୍ତେବାସୀ ତଥା ଖୋର୍ଦ୍ଧା ଜିଲ୍ଲାପାଳ ଭୁବନେଶ୍ବର(ଶାସକ…

ଜାତୀୟ ସବ୍ ଜୁନିୟର ଟେନିସ୍ ବଲ୍ କ୍ରିକେଟ୍ ଚାମ୍ଫିୟନସିପ : ଓଡ଼ିଶା ଟିମ୍ ର ଉତ୍ତରପ୍ରଦେଶ ଗସ୍ତ

ଭୁବନେଶ୍ବର : ଉତ୍ତର ପ୍ରଦେଶରେ ଲକ୍ଷ୍ନୌ ଠାରେ ଚଳିତ ମାସ ୧୬ ତାରିଖରୁ ହେବାକୁ ଯାଉଥିବା ୨୬ତମ ସବ ଜୁନିୟର ଟେନିସ୍ ବଲ୍ କ୍ରିକେଟ୍ ଚମ୍ପିୟନସିପ୍ ରେ ଯୋଗ ଦେବା ପାଇଁ ଓଡ଼ିଶାର ୧୫ଜଣିଆ ଦଳ ଆଜି ଦିନ ୧୨ଟା ସମୟରେ ନୀଳାଚଳ ଏକ୍ସପ୍ରେସରେ ଯାତ୍ରା କରିଛନ୍ତି ।ଏହି ଚମ୍ପିୟନସିପ୍ ରେ ୨୮ଟି…

ଅବହେଳିତ ୪ଟି ବୃହତ ସାଗର ଅଞ୍ଚଳର ବିକାଶ ପାଇଁ ସର୍ବୋଚ୍ଚ ଯନ୍ତ୍ରୀ,ଅନ୍ୟ ମୁଖ୍ୟଯନ୍ତ୍ରୀମାନଙ୍କ ସାଗର ଅଞ୍ଚଳକୁ ଗସ୍ତ ଓ…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜଳସେଚନ କ୍ଷେତ୍ରରେ ବର୍ଷ ବର୍ଷ ଧରି ଅବହେଳିତ ହୋଇ ପଡି ରହିଥିବା ଗଜପତି ଜିଲ୍ଲାର ୪ଟି ବୃହତ ସାଗରର ସର୍ବାଙ୍ଗୀନ ବିକାଶ ପାଇଁ ରାଜ୍ୟ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଶ୍ରୀ ବିଜୟ କୁମାର ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗର ମୁଖ୍ୟଯନ୍ତ୍ରୀ…

୫୦ ଘଣ୍ଟା ପରେ ଡ୍ୟାମରୁ ମିଳିଲା ମୃତଦେହ

କାଶୀପୁର ରୁ ବୈକୁଣ୍ଠ ଦୁରିଆ ଙ୍କ ରିପୋର୍ଟ: ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ମାଇକଞ୍ଚ ପଞ୍ଚାୟତସଦର ସ୍ଥିତ ଚେକ ଡ୍ୟାମରେ ଗତ ଶନିବାର ବୁଡ଼ି ଯାଇଥିବା ହରେକୃଷ୍ଣ ଝୋଡ଼ିଆଙ୍କ ମୃତ ଦେହକୁ ଆଜି ଓଡ୍ରାଫ ଟିମ ଉଦ୍ଧାର କରିଛି । ହରେକୃଷ୍ଣ ପାଣିରେ ବୁଡ଼ି ଯିବାର ଦୀର୍ଘ ୫୦ଘଣ୍ଟା ପରେ ଆଜି ଶବକୁ…

ଗୋଲିଆ ଓଡିଶା ଆଦର୍ଶ ବିଦ୍ୟାଳୟରେ ଅଭିଭାବକ ଓ ଗାଡି ମାଲିକଙ୍କ ମିଳିତ ବୈଠକ।

ବୁଗୁଡା(ଡ଼. କୁମୁଦ ଚନ୍ଦ୍ର ବେହେରା) : ବୁଗୁଡା ବ୍ଲକର ଗୋଲିଆରେ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରତିଷ୍ଠିତ ଓଡିଶା ଆଦର୍ଶ ବିଦ୍ୟାଳୟ ଏକ ଦିବାଧ୍ୟାୟୀ ଶିକ୍ଷାନୁଷ୍ଠାନ ଅଟେ। ଆଦର୍ଶ ବିଦ୍ୟାଳୟକୁ ଛାତ୍ର ଓ ଛାତ୍ରୀ ମାନଙ୍କ ନିରାପତ୍ତାରେ ନେବା ଆଣିବା ଦାୟିତ୍ୱ ଅଭିଭାବଙ୍କ ଉପରେ ନ୍ୟସ୍ତଅଟେ।…

ପୋଖରୀ ପୁନରୁଦ୍ଧାର କାର୍ଯ୍ୟ କରିବାକୁ ପଡାବାସୀଙ୍କ ଦାବି

ନୂଆପଡାରୁ ଯଶୋବନ୍ତ କୁମାର : ନୂଆପଡା ଜିଲ୍ଲା ଖଡିଆଳ ସହର ଦୁଇ ନମ୍ବର ୱାର୍ଡ ପୋଲି ପଡାର ପଖରରେ ରହିଛି ଏକ ବହୁ ପୁରାତନ ପୋଖରୀ । ପୋଲିସପଡା, ସତନାମୀପଡା ବାସି ଗାଧୋଇବା ପାଇଁ ଏହି ପୋଖରୀ ଉପରେ ନିର୍ଭର କରନ୍ତି । ହେଲେ ପୋଖରୀ କୁ ବହୁ ବର୍ଷରୁ ପ୍ରସାସନ ସଫେଇ କାର୍ଯ୍ୟ ନ କରିବାରୁ ପୋଖରୀର…