Sign in
Sign in
Recover your password.
A password will be e-mailed to you.
ଜିଲ୍ଲାପାଳଙ୍କ ମଣ୍ଡୋସିଲ ମାର୍କେଟୟାର୍ଡ ପରିଦର୍ଶନ।
ବରଗଡ଼: ବରଗଡ଼ ଜିଲ୍ଲାପାଳ ସୁଶ୍ରୀ ମୋନିଷା ବାନାର୍ଜୀ ଅଚାନକ ମାଣ୍ଡୋସିଲ୍ ମାର୍କେଟୟାର୍ଡ ପରିଦର୍ଶନ କରିଥିବା ସୂଚନା ମିଳିଛି।ମାର୍କେଟ ୟାର୍ଡ ବୁଲିବା ସମୟରେ ଜିଲ୍ଲାପାଳ କେତେକ ଧାନ ଗଦାରେ ଚାଷୀଙ୍କ ପରିଚୟ ପତ୍ର ନ ଥିବାରୁ ସେହି ଧାନକୁ ତଦନ୍ତ କରିବାକୁ ଉପସ୍ଥିତ ବିଭାଗୀୟ ଅଧିକାରୀ…
କମିଶନରେଟ୍ ଅଞ୍ଚଳରେ ୩ଟି ନୂଆ ଥାନାକୁ ମୁଖ୍ୟମନ୍ତ୍ରୀଙ୍କ ମଞ୍ଜୁରୀ
ଭୁବନେଶ୍ବର-କଟକ କମିଶନରେଟ୍ ପୋଲିସ ପାଇଁ ସ୍ବତନ୍ତ୍ର ଅପରାଧ ନିୟନ୍ତ୍ରଣ ଶାଖା ଖୋଲାଯିବ – ମୁଖ୍ୟମନ୍ତ୍ରୀ
ଭୁବନେଶ୍ବର-କଟକ କମିଶନରେଟ୍ ପୋଲିସ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ ନିମନ୍ତେ ଏହି ଦୁଇ ସହରାଞ୍ଚଳ ପାଇଁ ସ୍ବତନ୍ତ୍ର ଅପରାଧ ଅନୁସନ୍ଧାନ ଶାଖା ଖୋଲାଯିବ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ…
ସିଡିଏସ ଜେନେରାଲ ସ୍ବର୍ଗତ ବିପିନ ରାୱତଙ୍କ ପ୍ରତି ଏନସିସି ପକ୍ଷରୁ ଶ୍ରଦ୍ଧାଞ୍ଜଳି ଓ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ
https://youtu.be/DTws9SAS5-c
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସିଡିଏସ ଜେନେରାଲ ସ୍ବର୍ଗତ ବିପିନ ରାୱତଙ୍କ ମର୍ମନ୍ତୁଦ ହେଲିକପ୍ଟର ଦୁର୍ଘଟଣାରେ ତାଙ୍କର ଅକାଳ ମୃତ୍ୟୁ ହୋଇଥିଲା । ଏଥିସହିତ ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ମଧୁଲିକା ରାୱତଙ୍କ ସମେତ ଅନ୍ୟ ୧୧ଜଣ ଆର୍ମି…
ଅମୃତସର ଠାରେ ଆୟୋଜିତ ଜାତୀୟ କାର୍ଯ୍ୟକ୍ରମରେ ସମ୍ ଫିଜିଓଥେରାପିଷ୍ଟ ସମ୍ମାନିତ
ଭୁବନେଶ୍ୱର : ଇନଷ୍ଟିଟ୍ୟୁଟ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲର ଫିଜିଓଥେରାପି ବିଭାଗର ମୁଖ୍ୟ ଡାକ୍ତର ସ୍ଥିତିପ୍ରଜ୍ଞା ଦଳବେହେରାଙ୍କୁ “ଦ ଫିଜିଓ ଲିଜେଣ୍ଡ ଆୱାର୍ଡ - ସିକନ୍ଦର ଅଫ୍ ଫିଜିଓ” ସମ୍ମାନରେ ସମ୍ମାନିତ କରାଯାଇଛି । ସ୍ପୋର୍ଟସ କନେକ୍ଟ ପକ୍ଷରୁ ଅମୃତସର ଠାରେ ଆୟୋଜିତ…
କରୋନା ଯୋଦ୍ଧା କମଳିନୀ ମଲ୍ଲିକ୍ ସମ୍ବର୍ଦ୍ଧିତ
ଭୁବନେଶ୍ୱର:କୋଭିଡ୍ ସଂକ୍ରମିତଙ୍କର ସେବା, ଯତ୍ନ ଓ ଚିକିତ୍ସା କରିବା ଦିଗରେ ନିଜକୁ ସଂପୂର୍ଣ୍ଣ ଉତ୍ସର୍ଗୀକୃତ କରିଥିବା ସମ୍ ହସ୍ପିଟାଲର ଡେପୁଟି ନର୍ସିଂ ସୁପରିଟେଣ୍ଡେଂଟ୍ ଶ୍ରୀମତି କମଳିନୀ ମଲ୍ଲିକଙ୍କୁ “ଭାରତ ଗୌରବ ଶ୍ରୀ” ସମ୍ମାନ ପ୍ରଦାନ କରାଯାଇଛି । ବିଶ୍ୱ ମାନବାଧିକାର ସୁରକ୍ଷା ସଂଘ…
ରଣପୁର ରେ ବିଜୁସ୍ୱାସ୍ଥ୍ୟ ସ୍ମାଟ କାର୍ଡ ବଣ୍ଟନ ଅନୁଷ୍ଠିତ
ରଣପୁର (ପ୍ରସନ୍ନ ସାମନ୍ତରାୟ )-ରାଜ୍ୟ ସରକାର ସୁସ୍ଥ ଓଡିଶା ଓ ସୁଖୀ ସୁଖୀ ଓଡିଶା ଡାକରା ଦେଇ ଜନସାଧାରଣ ଙ୍କ ସ୍ୱସ୍ଥ୍ୟ ସୁରକ୍ଷା କୁ ଆଖି ଆଗରେ ରଖି ଏହି ସେବା ଯୋଗାଇ ଦେବାର ପ୍ରୟାସ ଜରିକରିଥିଲା ବେଳେ. ମଙ୍ଗଳ ବାର ସ୍ଥାନୀୟ ବିଧାୟକ ସତ୍ୟନାରାୟଣ ପ୍ରଧାନ ରଣପୁର ବାଘସାନ୍ତ ଖେଳପଡ଼ିଆ…
ଗୁଦେରପାଲି ମହାବିଦ୍ୟାଳୟରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ।
ପଦ୍ମପୁର(ଶାସକପ୍ରଶାସକ)-ପଦ୍ମପୁର ଉପଖଣ୍ଡ ଗୁଦେରପାଲି ଯୁକ୍ତ ୨ ମହାବିଦ୍ୟାଳୟ ରେ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ପାଳନ ହୋଇଯାଇଛି। ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରୀତିଶ କୁମାର ପଣ୍ଡା ଙ୍କ ସଭାପତିତ୍ବରେ ଅନୁଷ୍ଠିତ ସ୍ବାଗତ ସମ୍ବର୍ଦ୍ଧନା ଉତ୍ସବ ରେ ସମାଜସେବୀ କିଶୋର ଚନ୍ଦ୍ର ଦେବତା ମୁଖ୍ଯ…
କିଟ୍କୁ ଲିଡରସିପ୍ ଆଣ୍ଡ ମ୍ୟାନେଜମେଣ୍ଟ ଟିମ୍ ଅଫ୍ ଦି ଇଅର ପୁରସ୍କାର
ଟାଇମ୍ସ ଆୱାର୍ଡ୍ସ ଏସିଆ ୨୦୨୧ ପୁରସ୍କାର
ଭୁବନେଶ୍ୱର: ବିଶ୍ୱସ୍ତରରେ କିଟ୍ ବିଶ୍ୱବିଦ୍ୟାଳୟକୁ ମିଳିଛି ଆଉ ଏକ ସମ୍ମାନଜନକ ପୁରସ୍କାର। ମଙ୍ଗଳବାର ଟାଇମ୍ସ ହାଇଅର୍ ଏଜୁକେସନ୍ ପକ୍ଷରୁ ‘ଆୱାର୍ଡ୍ସ ଏସିଆ ୨୦୨୧’ ପୁରସ୍କାର ଘୋଷଣା କରାଯାଇଥିବା ବେଳେ ସମଗ୍ର ଭାରତ ତଥା ଏସିଆରେ ଏକମାତ୍ର…
କାଶୀପୁରରେ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଆଲୋଚନା
କାଶୀପୁର ରୁ ବୈକୁଣ୍ଠ ଦୁରିଆ:ଜଳବାୟୁ ଉପରେ ନିର୍ଭରଶୀଳ ଓଡ଼ିଶାର କୃଷି ଉପରେ ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ର ପ୍ରଭାବ ପଡୁଛି। ଜଳବାୟୁ ପରିବର୍ତ୍ତନ ର ପ୍ରତିକୂଳ ପ୍ରଭାବ ହେତୁ ଚାଷୀଙ୍କ ପ୍ରଗତି ହୋଇପାରୁନାହିଁ। ଅଦିନିଆ ବର୍ଷା ଶୀତ ଖରାର ଦୃତ ପରିବର୍ତ୍ତନ ର ପ୍ରଭାବ ଚାଷ ଓ…
ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ସ୍ମାର୍ଟ ହେଲ୍ଥ କାର୍ଡ ଯୋଜନା: ସାମିଲ ହେଲେ ନୟାଗଡ ଓ ଜଗତସିଂହପୁର ଜିଲ୍ଲା
ନୟାଗଡର ୭.୭୦ ଲକ୍ଷ ଓ ଜଗତସିଂହପୁରର ୯ ଲକ୍ଷ ଲୋକ ପାଇବେ ସ୍ମାର୍ଟ କାର୍ଡର ସୁବିଧା
ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଏହି ରୂପାନ୍ତର ଗରିବ ଲୋକମାନଙ୍କୁ ବାସ୍ତବରେ ସଶକ୍ତ କରିବ - ମୁଖ୍ୟମନ୍ତ୍ରୀ
ନୟାଗଡରେ ୧୦୦୦ କୋଟି ଓ ଜଗତସିଂହପୁରରେ ୮୦୦ କୋଟି ଟଙ୍କାର ପ୍ରକଳ୍ପର ଶୁଭାରମ୍ଭ…