ଜନ ଶିକ୍ଷଣ ସଂସ୍ଥାନ ପକ୍ଷରୁ ମହିଳା ଦିବସ

0

ନୟାଗଡ଼(ବିଶ୍ୱଜିତ ନାୟକ)- ଜନ ଶିକ୍ଷଣ ସଂସ୍ଥାନ ଦ୍ୱାରା ମହିଳା ଦିବସ ପାଳିତ ହୋଇଯାଇଛି । ଲେଙ୍କୁଡ଼ିପଡ଼ା କଲ୍ୟାଣମଣ୍ଡପଠାରେ ଅନୁଷ୍ଠାନର ନିର୍ଦ୍ଦେଶକ ସୁଧାଂଶୁ ମୋହନ ମହାରଥାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପ୍ରଭାସିନୀ ନନ୍ଦ, ସ୍ମିତାରାଣୀ ସ୍ୱାଇଁ, ଅକ୍ରୁର ସାହୁ, ବିଜୟ କୁମାର ବିଶ୍ୱାଳ ପ୍ରମୂଖ ଅତିଥି ଭାବେ ଯୋଗ ଦେଇ ମହିଳା ବିକାଶ ଉପରେ ଆଲୋଚନା କରିଥିଲେ । ପ୍ରକଳ୍ପ ସଂଯୋଜକ ଗଣେଶ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.