Sign in
Sign in
Recover your password.
A password will be e-mailed to you.
କବି ସୁମନ ଦତ୍ତଙ୍କୁ ସମାଜସେବା ପାଇଁ ସମ୍ମାନସୁଚକ ଡ଼କ୍ଟରେଟ ଉପାଧି ପ୍ରଦାନ
ରାଉରକେଲା,(ବସନ୍ତ କୁମାର ଜେନା); ଦିଲ୍ଲୀର ରାଡ଼ିସନ ହୋଟେଲରେ କମନୱେଲଥ ଭୋକେସନାଲ ୟୁନିଭରସିଟି ତରଫରୁ ଆୟୋଜିତ ସମାବର୍ତ୍ତନ ଉତ୍ସବରେ ରାଉରକେଲା ର ପୂର୍ବତନ ବରିଷ୍ଠ ପୋଲିସ ଅଧିକାରୀ, ଲେଖକ, ସଂଗଠକ, ସମାଜସେବୀ ସୁମନ ଦତ୍ତଙ୍କୁ ସମାଜସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନ…
ଓଡିଶା ସଂଗୀତ ନାଟକ ଏକାଡେମୀ ସଚିବଙ୍କ ସଚେତନ ହେମା ନାଟ୍ୟ ଅନୁଷ୍ଠାନ ପରିଦର୍ଶନ
ପଦ୍ମପୁର : ଓଡିଶା ସଂଗୀତ ନାଟକ ଏକାଡେମୀ ର ସଚିବ ପ୍ରବୋଧ ରଥ ଓ ସଭ୍ୟ ରବିରାତନ ସାହୁ ତାରିଖ 21/12/21 ମଙ୍ଗଳବାର ଦିନ ଢୋଲବନ୍ଧସ୍ଥିତ ସଚେତନ ହେମା ଅନୁଷ୍ଠାନ ପରିଦର୍ଶନ କରିଥିଲେ l ଗ୍ରାମୀଣ ପରିବେଶ ମଧ୍ୟରେ କଳା, ସଂସ୍କୃତି, ଭାଷା, ନାଟକ ପାଇଁ ସମର୍ପିତ ନାଟ୍ୟ ଅନୁଷ୍ଠାନକୁ ପ୍ରଶଂସା…
ଜଗଦଲପୁର ରେ ନୂତନ ଥାନା ଅଧିକାରୀ ଙ୍କ ଯୋଗଦାନ
ଝାରବନ୍ଧ-ମନୋହର ଦାଶ:ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଜଗଦଲପୁର ଥାନା ରେ ଆଜି ନୂତନ ଆଇ.ଆଇ.ସି ଭାବେ ଯୋଗ ଦେଇଛନ୍ତି ସୁଷମା କହର। ଥାନା ର କାର୍ଯ୍ୟରତ କର୍ମଚାରୀ ମାନେ ତାଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ପୁର୍ବ ରୁ ସେ ଗାଇସିଲେଟ ଥାନା ରେ କାର୍ଯ୍ୟରତ ରହିଥିବା ବେଳେ ଏବେ…
ପରିବେଶ ସଂରକ୍ଷଣ ଦିଗରେ ଛାତ୍ରଛାତ୍ରୀ ଯତ୍ନବାନ ହୁଅନ୍ତୁ: ଡ଼ ଅରୁଣ ସାହୁ
ଭୁବନେଶ୍ୱର : ଗୋଟିଏ ପଟେ କରୋନା ମହାମାରୀ ସାରା ବିଶ୍ୱକୁ କବଳିତ କରି ରଖିଥିବା ବେଳେ ଅନ୍ୟ ପଟେ ଦ୍ରୁତ ଗତିରେ ପ୍ରଦୂଷିତ ହେବାରେ ଲାଗିଛି ଆମ ପରିବେଶ । ପରିବେଶ ପ୍ରଦୂଷିତ ହେବା ଦ୍ୱାରା ଜନସାଧାରଣ ଅନେକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ତେଣୁ ପରିବେଶକୁ ସ୍ୱଚ୍ଛ…
ଭିଜିଲାନ୍ସ ପଞ୍ଜାରେ ନୂଆପଡା ଯୋଗାଣ ବିଭାଗର ଜୁନିୟର ଏକାଉଟେଣ୍ଟ
ନୂଆପଡାରୁ ଯଶୋବନ୍ତ କୁମାର: ନୂଆପଡା ଜିଲ୍ଲା ଯୋଗାଣ ବିଭାଗରେ କାର୍ଯ୍ୟ କରୁଥିବା ଜୁନିୟର ଏକାଉଟେଣ୍ଡ ଭିଜିଲେନ୍ସ ହାତରେ ଗିରଫ । ଗିରଫ ହୋଇଥିବା ଏକାଉଟେଣ୍ଟ ଙ୍କ ନାମ ତାରା ଚରଣ ପଣ୍ଡା ବୋଲି ଜଣାପଡିଛି । ସୂଚନା ଥାଉକି ସନ୍ଧ୍ୟା ସମୟରେ ନିଜ ବ୍ୟାଗରେ ନଗଦ ୨ ଲକ୍ଷ ୧୬ ହଜାର ଟଙ୍କା ଧରି ୩୫୩…
ଦୁବାଇରେ ଫସିଥିବା ଓଡିଆ ଯୁବକଙ୍କୁ ଉଦ୍ଧାର ପାଇଁ ବୈଜୟନ୍ତଙ୍କ ହସ୍ତକ୍ଷେପ
ଭୁବନେଶ୍ବର- ବରିଷ୍ଠ ବିଜେପି ନେତା ତଥା ରାଷ୍ଟ୍ରୀୟ ଉପସଭାପତି ଶ୍ରୀ ବୈଜୟନ୍ତ ପଣ୍ଡା ଦୂବାଇରେ ଫସିଥିବା ଓଡିଆ ଯୁବକ ବିଶ୍ବରଂଜନ ରାଉତରାୟଙ୍କୁ ଭାରତ ଫେରାଇ ଆଣିବାପାଇଁ ଦୁବାଇରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଆଜି ଏକ ପତ୍ର ଲେଖି ନିବେଦନ କରିଛନ୍ତି।ସୂଚନାଯୋଗ୍ୟ, କେନ୍ଦ୍ରାପଡା…
ଗୁଲୁମୁଣ୍ଡା ରେ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ରକ୍ତଦାନ ଶିବିର ଅନୁଷ୍ଠିତ
ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ:-ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଅନ୍ତର୍ଗତ ଗୁଲୁମୁଣ୍ଡା ଉଚ୍ଚ ବିଦ୍ୟାଳୟ ଠାରେ ରବିବାର ଦିନ ବିଭିନ୍ନ ସ୍ବେଚ୍ଛାସେବୀ ସଙ୍ଗଠନ ପକ୍ଷରୁ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା, ଉକ୍ତ ରକ୍ତଦାନ ଶିବିର କୁ ଗୁଣୁପୁର ଥାନାଧିକାରୀ ଶ୍ରୀ ଜୋସବନ୍ତ ହିଆଲ ଙ୍କ…
ଚାକୁଣ୍ଡାରେ ଧାନମଣ୍ଡି ଉଦଘାଟିତ
ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ: ଗୁଣୁପୁର ରାୟଗଡା ଜିଲ୍ଲା ରାମନାଗୁଡା ବ୍ଲକ ଚାକୁଣ୍ଡାରେ ଧାନମଣ୍ଡି ଉଦଘାଟିତ ହୋଇଯାଇଛି।ଉକ୍ତ କାର୍ଯ୍ୟକ୍ରମରେ ଚାଷୀ ଗୋବିନ୍ଦ ସେନାପତି, ଟଙ୍କଧର ସେନାପତି, ନନ୍ଦକିଶୋର ତୋଇକା,ମକରଧ୍ବଜ ଧୋବା, ରାମନାଗୁଡା ଲ୍ୟାମ୍ପସ ପରିଚାଳନା ନିର୍ଦ୍ଦେଶକ ବିଶିକେଶନ…
ଚାଷୀଙ୍କ ନାମ ରେଜିଷ୍ଟ୍ରେସନ, ଟୋକେନ୍, ମୋବାଇଲକୁ ମେସେଜ ଆସିନଥିବା ଯୋଗୁଁ ଚାଷୀ ଙ୍କ ଉତ୍ତେଜନା : ମଣ୍ଡିରେ ଧାନ କିଣା…
କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ/ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ବୁଡ଼ାଗୁଡା ପଞ୍ଚାୟତରେ ଥିବା ଆର .ଏମ. ସି ୟାର୍ଡ ଠାରେ ଆଜି ସୋମବାର ଦିନ ମାଝୀଗୁଡା ସର୍କଲର ଧାନ କିଣା ଥିବା ବେଳେ ଚାଷୀଙ୍କ ଉତ୍ତେଜନା ଯୋଗୁଁ ମଣ୍ଡିରେ ଧାନ କିଣା ହୋଇପାରିନି । ନିୟନ୍ତ୍ରିତ ବଜାର କମିଟି(ଆର .ଏମ. ସି…
ମନ୍ତ୍ରୀଙ୍କ ଦ୍ୱାରା ଜଙ୍ଗଲ ଜମି ପଟା ବଣ୍ଟନ ଜନ ସମ୍ପର୍କ ଶିବିର
କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ/ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସଦରରେ ଥିବା ତହସିଲ କାର୍ଯ୍ୟାଳୟ ପରିସରରେ ମନ୍ତ୍ରୀଙ୍କ ଜନ ସମ୍ପର୍କ ଶିବିର ବା ଜଙ୍ଗଲ ଜମି ପଟା ବଣ୍ଟନ କରାଯାଇଛି । ଏଥିରେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ସଂଖ୍ୟା ଲଘୁ ଓ ପଛୁଆ ବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ…