୪୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ କାଜିହାଟ ନୂତନ ପିଣ୍ଡିକୁ ଉଦ୍ଘାଟନ କଲେ ମନ୍ତ୍ରୀ ପ୍ରତାପ ଜେନା

ସ୍ଥାନୀୟ ଅଂଚଳବାସୀଙ୍କ ସହ ଚାଷୀଭାଇଙ୍କ ମନରେ ଆନନ୍ଦର ଲହରୀ ନିଶ୍ଚିନ୍ତକୋଇଲି,(ଦେବେନ୍ଦ୍ର ଷଢଙ୍ଗି): ନିଶ୍ଚିନ୍ତକୋଇଲି ବ୍ଲକ ଜୟରାମପୁର ଗ୍ରାମପଂଚାୟତ ରେ ୪୦ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ କରାଯାଇଥିବା କାଜିହାଟ ନୂତନ ପିଣ୍ଡିକୁ ମୁଖ୍ୟଅତିଥି ଭାବେ ରାଜ୍ୟ ପଂଚାୟତରାଜ,ଆଇନ,…

ଉଠା ଜଳସେଚନ ନିଗମ ଅଧ୍ୟକ୍ଷଙ୍କ ବାରିପଦା ଡିଭିଜନ ଗସ୍ତ : କାର୍ଯ୍ୟ ସମୀକ୍ଷା ସହ କ୍ଷେତ୍ର ପରିଦର୍ଶନ

ସିଧାସଳଖ ଖେତକୁ ଯାଇ କୃଷକମାନଙ୍କ ସମସ୍ୟା ବୁଝିଲେ ଜଳସେଚନ ସୁବିଧା ନିଶ୍ଚିତ କରାଇବାକୁ ଅଧିକାରୀଙ୍କୁ ଦେଲେ ପରାମର୍ଶ ବାରିପଦା/ଭୁବନେଶ୍ୱର(ଶାସକ ପ୍ରଶାସକ)- ଓଡିଶା ଉଠା ଜଳସେଚନ ନିଗମ ଅଧ୍ୟକ୍ଷ ଶ୍ରୀ ଅମରେଶ ପତ୍ରୀ ମଙ୍ଗଳବାର ଦିନ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ବାରିପଦା…

ପଦ୍ମପୁର ଟାଉନ କ୍ଳବ ପକ୍ଷରୁ ମାଗଣା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ

ପଦ୍ମପୁର(ଶାସକପ୍ରଶାସକ)-ବରଗଡ଼ ଜିଲ୍ଲା ଅନ୍ତର୍ଗତ ପଦ୍ମପୁର ଉପଖଣ୍ଡ ଏକ ଅର୍ଦ୍ଧ ବିକଶିତ ଓ ପଛୁଆ ଅଞ୍ଚଳ ହୋଇଥିବାବେଳେ, ଶିକ୍ଷା, ସ୍ୱାସ୍ଥ୍ୟ ଆଦି ବ୍ୟବସ୍ଥା ରେ ବହୁ ଦୂରରେ lଏ ପରିପ୍ରେକ୍ଷୀରେ ସମୟ ସମୟରେ ପଦ୍ମପୁର ଟାଉନ କ୍ଳବ୍ ତରଫରୁ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ମାନ କରିଚାଲିଛି…

ବରିଷ୍ଠ ସାମ୍ବାଦିକ ତଥା ପଦ୍ମପୁର ଉପଖଣ୍ଡ ସାମ୍ବାଦିକ ସଙ୍ଘ ର ସଭାପତିଙ୍କର ପରଲୋକ

ବରଗଡ:- ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ସାମ୍ବାଦିକ ସଙ୍ଘର ସଭାପତି ଶ୍ରୀ ବିଜୟ କୁମାର ଦାସଙ୍କର ଆଜି ସନ୍ଧ୍ୟା ସମୟରେ ଗାଇସିଲେଟ ବ୍ଲକର କଠଉମାଲ ପଞ୍ଚାୟତ ର ତୁର୍ଚ୍ଚା ଗ୍ରାମରେ 72 ବର୍ଷ ବୟସରେ ପରଲୋକ ହୋଇ ଯାଇଛି । ଶ୍ରୀ ଦାସ ଙ୍କର ବିୟୋଗରେ ପଦ୍ମପୁର ଉପଖଣ୍ଡ ସାମ୍ବାଦିକ ସଙ୍ଘର ସମ୍ପାଦକ…

ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରସ୍ତୁତ ହେବ ଉନ୍ନୟନ ଯୋଜନା

ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷମାନଙ୍କୁ ସମଗ୍ର ଶିକ୍ଷା ଓ ଷ୍ଟାରସ ବିଷୟରେ ତାଲିମ ଦେଲେ ସଚିବ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ଓ ଅଧ୍ୟାପକମାନଙ୍କ ପାଇଁ ତାଲିମ ଖସଡ଼ା ପ୍ରସ୍ତୁତ କରିବ ସିଏଚଏସ୍ଇ ଭୁବନେଶ୍ୱର (ଶାସକ ପ୍ରଶାସକ) : ଆଜି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ…

ପ୍ରଧାନ ଶିକ୍ଷକଙ୍କୁ ଭାବପୂର୍ଣ୍ଣ ଅବସର କାଳୀନ ସମ୍ବର୍ଦ୍ଧନା

ହାଟଡିହି/ ମକରଧ୍ବଜ ଜେନା : ଆଜି କପିଳେଶ୍ୱର ଉଚ୍ଚ ବିଦ୍ୟାଳୟ କଳିଙ୍ଗା ର ପ୍ରଧାନଶିକ୍ଷକ ବିଜୟ କୁମାର ଜେନା ଅବସର ଗ୍ରହଣ କରିଛନ୍ତି। ଆଜି ବିଦ୍ୟାଳୟ ଓ ଗ୍ରାମବାସୀଙ୍କ ପକ୍ଷରୁ ବିଦାୟୀ ପ୍ରଧାନଶିକ୍ଷକ ଶ୍ରୀ ଜେନାଙ୍କୁ ଭାବପୂର୍ଣ୍ଣ ଅବସର କାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି |ଏ…

ସମରେ ଜଟିଳ ହୃଦରୋଗର ସଫଳ ଅସ୍ତ୍ରୋପଚାର

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ହେଲା ରୋଗୀଙ୍କର ସମ୍ପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚ ଭୁବନେଶ୍ୱର : ଜନ୍ମରୁ ଜଟିଳ ହୃଦରୋଗରେ ପୀଡିତ ଥିବା ମହିଳାଙ୍କର ଅସ୍ତ୍ରୋପଚାର କରି ତାଙ୍କୁ ସୁସ୍ଥ କରିବାରେ ସଫଳ ହୋଇ ପାରିଛନ୍ତି ସମ୍ ହସ୍ପିଟାଲର ଡାକ୍ତର । ଜଟିଳ ହୃଦରୋଗ କୋଆର୍କଟେସନ…

ସମରେ ଜଟିଳ ହୃଦରୋଗର ସଫଳ ଅସ୍ତ୍ରୋପଚାର

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ଅନ୍ତର୍ଭୁକ୍ତ ହେଲା ରୋଗୀଙ୍କର ସମ୍ପୂର୍ଣ୍ଣ ଚିକିତ୍ସା ଖର୍ଚ୍ଚ ଭୁବନେଶ୍ୱର : ଜନ୍ମରୁ ଜଟିଳ ହୃଦରୋଗରେ ପୀଡିତ ଥିବା ମହିଳାଙ୍କର ଅସ୍ତ୍ରୋପଚାର କରି ତାଙ୍କୁ ସୁସ୍ଥ କରିବାରେ ସଫଳ ହୋଇ ପାରିଛନ୍ତି ସମ୍ ହସ୍ପିଟାଲର ଡାକ୍ତର । ଜଟିଳ ହୃଦରୋଗ କୋଆର୍କଟେସନ…

ଗାଇସିଲେଟ ରେ ନୂତନ ଥାନା ଅଧିକାରୀଙ୍କ ଯୋଗଦାନ।

ବରଗଡ଼-ଶାସକପ୍ରଶାସକ :ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ଥାନା ର ନୂତନ ଆଇ ଆଇସି ଭାବେ ଶ୍ରୀ ବିରବର ଭଗତ ଯୋଗଦାନ କରିଛନ୍ତି।ଥାନା ର ସମସ୍ତ କର୍ମଚାରୀ ଉପସ୍ଥିତ ରହି ନୂତନ ଥାନା ଅଧିକାରୀ ଶ୍ରୀ ଭଗତ ଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରି ସ୍ୱାଗତ କରିଥିଲେ।ନୂତନ ଥାନା ଅଧିକାରୀ ଦାୟିତ୍ୱ…

ଡାଲମିଆ ସିମେଂଟ ଭାରତ’ର ଶ୍ରୀ ମହେନ୍ଦ୍ର ସିଂଘୀଙ୍କୁ ‘ପର୍ସନ ଅଫ ଦି ଇୟର’ ପୁରସ୍କାର

ନୂଆଦିଲ୍ଲୀ: ଭାରତୀୟ ସିମେଂଟ ପ୍ରମୁଖ ତଥା ଡାଲମିଆ ଭାରତ ଲିମିଟେଡର ଏକ ସହାୟକ କମ୍ପାନୀ ଡାଲମିଆ ସିମେଂଟ (ଭାରତ) ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ତଥା ସିଇଓ ଶ୍ରୀ ମହେନ୍ଦ୍ର ସିଂଘୀଙ୍କୁ ଇଣ୍ଡିଆନ ସିମେଂଟ ରିଭ୍ୟୁ ଏବଂ ଫାଷ୍ଟ କନଷ୍ଟ୍ରକ୍ସନ ସୋସାଇଟି ଦ୍ୱାରା ୧୨ତମ ସିମେଂଟ ଏକ୍ସପୋ’ରେ…