Sign in
Sign in
Recover your password.
A password will be e-mailed to you.
ପଦ୍ମପୁର ସହରର ଓ୍ବାର୍ଡ ନମ୍ବର ୦୬ ରେ ଘର ଘର ବୁଲି ଟୀକାକରଣ ।
ପଦ୍ମପୁର(ଶାସକପ୍ରଶାସକ)-କରୋନା ଟୀକା କରଣ ପାଇଁ ସରକାର ଆଉ ପାଦେ ଆଗକୁ ଆସିଛନ୍ତି । ବିଭିନ୍ନ ଡାକ୍ତରଖାନା, ଗାଁ ଗହଳିର କ୍ୟାମ୍ପ କରି ଟୀକା କରଣ ପରେ ଯେଉଁମାନେ ବର୍ତ୍ତମାନ ପର୍ଯ୍ୟନ୍ତ କରୋନା ଟୀକା ନେଇ ନାହାଁନ୍ତି ସେମାନଙ୍କ ଘରକୁ ଘର ଯାଇ ଟୀକା କରଣ କରୁଥିବା ଦେଖିବାକୁ ମିଳିଛି ।…
ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଖବର କାଗଜ ହକର୍ସମାନଙ୍କୁ କୋଭିଡ଼ ସହାୟତା ପ୍ରଦାନ
ସୁନ୍ଦରଗଡ଼ ଜିଲ୍ଲାର ୩୦୦ ହକର୍ସ ଉପକୃତ ହେବେ
ରାଉରକେଲା,(ବସନ୍ତ ଜେନା): ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡ଼ିଓ କନଫରେନ୍ସିଂ ଜରିଆରେ ରାଜ୍ୟର ଖରବକାଗଜ ହକର୍ସମାନଙ୍କୁ କୋଭିଡ଼ ସହାୟତା ପ୍ରଦାନ କରିଛନ୍ତି । ଏଥିରେ ସୁନ୍ଦରଗଡ଼ ଜିଲ୍ଲାର ୩୦୦ ହକର୍ସ ଉପକୃତ ହେବେ । ଖବରକାଗଜ…
ପାରଳାଖେମୁଣ୍ଡି ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ଵାରା ବୁରସିଙ୍ଗ ଗ୍ରାମରେ କୁକୁଡା ପାଳନ…
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ବୁରସିଙ୍ଗ ଗ୍ରାମରେ ଚାଲିଥିବା କୁକୁଡା ପାଳନ ତାଲିମ କାର୍ଯ୍ୟକ୍ରମର ଉଦଯାପନ ସଭା ଗୁରୁବାର ଦିନ ଆର୍ସେଟି ପରିସରରେ ଅନୁଷ୍ଠିତ ହୋଇଛି। ଗତ ୧୪.୧୨.୨୦୨୧ ଠାରୁ…
ଖବର କାଗଜ ହକର ମାନଙ୍କ ପାଇଁ ସ୍ୱତନ୍ତ୍ର ସହାୟତାର ଶୁଭାରମ୍ଭ
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓଡିଶାର ସମସ୍ତ ଖବର କାଗଜ ହକର ମାନଙ୍କ ସକାଶେ ସାମାଜିକ ସୁରକ୍ଷା ଯୋଜନାର ଶୁଭାରମ୍ଭ କରିଛନ୍ତି। ଖବର କାଗଜ ହକର ଗଣଙ୍କ ପାଇଁ ଏହି ସାମାଜିକ ସୁରକ୍ଷା ଯୋଜନା ଜନ ସାଧାରଣ ଦେଶ…
ଧାନଖଳା ରେ ନିଆଁ ଲାଗି ପୁଡ଼ି ଜଳି ଗଲା ଧାନ ଗଦା।
ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ କଲେ ଆୟତ ।
କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ/ ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତର ପ୍ରଧାନୀଗୁଡା। ଗାଁ ର ଦୁଇଜଣଙ୍କ ପ୍ରାୟ ୨୭ ପକେଟ ଧାନ ପୋଡିଯାଇଥିବା ଦେଖିବାକୁ ମିଳିଛି । ପ୍ରଧାନୀଗୁଡା ଗାଁର ସୌନ୍ଦର୍ଯ୍ୟ ସୁନା, ଓ ରବି…
କଥା ଦେଇ କଥା ରଖିଲେ ସରକାର: ରେମୁଣା କ୍ରୀଡ଼ା ଇତିହାସରେ ସୃଷ୍ଟି ହେବ ନୂଆ ଅଧ୍ୟାୟ
ବାଲେଶ୍ୱର : କଥା ଦେଇ କଥା ରଖିଲେ ରାଜ୍ୟ ସରକାର I ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ନେଇ ଯେଉଁ ଲୋକ ବାକ୍ୟ ରହିଛି ତାହା ଆଜି ପୁଣି ଥରେ ପ୍ରମାଣିତ ହୋଇଛି I ଗତ 18 ତାରିଖରେ ମାନ୍ୟବର ଇଲେକ୍ଟ୍ରୋନିକ୍ସ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା,…
ଛାତ୍ର ବିନା ସ୍କୁଲ୍, ଫୁଲ ବିନା ବଗିଚା ସଦୃଶ: ଅଚ୍ୟୁତ ସାମନ୍ତ
କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ର ବାର୍ଷିକ ଉତ୍ସବ
ଭୁବନେଶ୍ୱର: ଫୁଲ ବିନା ବଗିଚା ଯେଭଳି ଦେଖାଯାଏ, ଛାତ୍ର ବିନା ଶିକ୍ଷାନୁଷ୍ଠାନ ମଧ୍ୟ ସେହିପରି ହୋଇଥାଏ ବୋଲି କିଟ୍ ଓ କିସ୍ ପ୍ରତିଷ୍ଠା ଅଚ୍ୟୁତ ସାମନ୍ତ କହିଛନ୍ତି । ଗୁରୁବାର କିଟ୍ ଇଣ୍ଟରନ୍ୟାସ୍ନାଲ୍ ସ୍କୁଲ୍ର୧୫ତମ ବାର୍ଷିକ…
ଜେଏସଡବ୍ଲ୍ୟୁ ଷ୍ଟିଲର ଜଜାଙ୍ଗ ଖଣିକୁ “କଳିଙ୍ଗ ସୁରକ୍ଷା’’ ପୁରସ୍କାର
ଭୁବନେଶ୍ୱର: ସୁରକ୍ଷା ବ୍ୟବସ୍ଥାରେ ଉତ୍କର୍ଷ ପ୍ରଦର୍ଶନ ପାଇଁ ଜେଏସଡବ୍ଲ୍ୟୁ ଷ୍ଟିଲର ଜଜାଙ୍ଗ ମାଇନ୍ସକୁ ସ୍ୱର୍ଣ୍ଣ ବର୍ଗରେ ସମ୍ମାନଜନକ କଳିଙ୍ଗ ସୁରକ୍ଷା ପୁରସ୍କାର-୨୦୨୧ ପ୍ରଦାନ କରାଯାଇଛି । ଭୁବନେଶ୍ୱରସ୍ଥିତ ନ୍ୟୁ ମାରିଅନ ହୋଟେଲରେ ଆୟୋଜିତ ଜାତୀୟ ସୁରକ୍ଷା ସମ୍ମିଳନୀରେ ଓଡ଼ିଶା…
ଧାନ କ୍ରୟ କେନ୍ଦ୍ର ବୁଡ଼ାଗୁଡ଼ା ଆରଏମସି ୱାର୍ଡରେ ଉତ୍ତେଜନା
ଅଧିକାରୀଙ୍କୁ କାର୍ଯ୍ୟାଳୟ ଭିତରେ କବାଟ ବନ୍ଦ କରି ଗେଢା ମାରି ବନ୍ଦ ରଖିଲେ ଚାଷୀ ।
କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ: ରାୟଗଡା ଜିଲ୍ଲା କଲ୍ୟାଣସିଂ ହପୁର ବ୍ଲକ ବୁଡ଼ାଗୁଡା ନିୟନ୍ତ୍ରିତ ବଜାର ଠାରେ ଚାଷୀ ଉତ୍ତେଜନା କରିବା ସହ ୪ ଅଧିକାରୀଙ୍କୁ କାର୍ଯ୍ୟାଳୟ ଭିତରେ ଅଟକ ରଖାଯାଇଛି ।ଚାଷୀଙ୍କ…
ଦେଶୀ ବନ୍ଧୁକ ଧରିଭୟଭୀତ କରି ବୁଲୁ ଥିବା ଗୋପାଳ ଚାମିଆ କୁ ଗିରଫ କରି କୋର୍ଟ ଚାଲାଣ କଲା ପୁଲିସ।
କଲ୍ୟାଣସିଂହପୁର:ପ୍ରଦୀପ ଦଲାଇ/ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସିକରପାଇ ଛକ ରେ ଦେଶୀ ବନ୍ଧୁକ ଧରି ଭୟଭୀତ କରି ବୁଲୁଥିବା ଯୁବକ ଗୋପାଳ ଚାମିଆ କୁ ଗିରଫ କରି କେଶ ନମ୍ବର ୧୧୩/୨୧ ଦଫା୨୫(a)/୨୭କୋର୍ଟ ଚାଲାଣ କରିଥିବା ପୁଲିସ କହିଛନ୍ତି ।ମଙ୍ଗଳବାର ଦିନ ଜଣେ ଯୁବକ ସିକରପାଇ ଛକରେ…