Sign in
Sign in
Recover your password.
A password will be e-mailed to you.
ଏଏଫସି ମହିଳା ଫୁଟବଲ ଏସିଆ କପ୍ ୨୦୨୨ ପାଇଁ ୨୩ ଜଣିଆ ଭାରତୀୟ ଦଳରେ ଓଡ଼ିଶାର ପ୍ୟାରୀ ଏବଂ ମନୀଷା
ମୁଖ୍ୟମନ୍ତ୍ରୀ ଜଣାଇଲେ ଅଭିନନ୍ଦନ
photo from @sports_odisha
ଭୁବନେଶ୍ୱର : ଜାନୁୟାରୀ ୨୦ରୁ ଆରମ୍ଭ ହେଉଥିବା ଏଏଫସି ମହିଳା ଏସିଆ କପ୍ ୨୦୨୨ ପାଇଁ ୨୩ ଜଣିଆ ଭାରତୀୟ ମହିଳା ଫୁଟବଲ୍ ଦଳରେ ଓଡିଶାର ପ୍ୟାରୀ ଏକ୍ସା ଏବଂ ମନୀଷା ପାନ୍ନା ସ୍ଥାନ ପାଇଛନ୍ତି | ମୁଖ୍ୟମନ୍ତ୍ରୀ ନବୀନ…
ଆଗାମୀ କିଛି ସପ୍ତାହ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ, ସତର୍କ ରହିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ
କୋଭିଡ ସମୀକ୍ଷା : ଟିକାକରଣକୁ ଯୋରଦାର କରିବା ଉପରେ ଗୁରୁତ୍ବ
ଭୁବନେଶ୍ବର(ଶାସକ ପ୍ରଶାସକ) : ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସଂଧ୍ୟାରେ ରାଜ୍ୟରେ କୋଭିଡ ପରିସ୍ଥିତି ସଂପର୍କରେ ସମୀକ୍ଷା କରିଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସାରା ଦେଶରେ କୋଭିଡ-୧୯ର ତୃତୀୟ ଲହର…
୩୫ ବର୍ଷ ଶିକ୍ଷାଦାନ ପରେ ବିଦାୟ ସମ୍ବର୍ଦ୍ଧନା ସଭା।
ଅଭିଭାବକ ଓ ସ୍ଥାନୀୟ ଅଞ୍ଚଳର ବୁଦ୍ଧିଜୀବୀ ଶିକ୍ଷକ, ଶିକ୍ଷୟତ୍ରୀ,ଛାତ୍ର, ଛାତ୍ରୀ, ଦୁଃଖ ପ୍ରକାଶ ।
କଲ୍ୟାସିଂହପୁର:ପ୍ରଦୀପ ଦଲାଇ/ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ ଶିକରପାଇ ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ବିଦ୍ୟାଳୟର ପ୍ରିୟ ଶିକ୍ଷକ ଶ୍ରୀ ଦିଲିପ୍ କୁମାର ପଣ୍ଡା ଓ…
ଓଭରଲୋଡିଂ ଅଭିଯୋଗରେ ୫ ଟ୍ରଲର ଜବତ : ୨ ଲକ୍ଷ ଟଙ୍କା ଜରିମାନା।
ବେଦବ୍ୟାସ ଟ୍ରକ ମାଲିକ ସଂଘର ଉଦ୍ୟମ ଯୋଗୁଁ ଧରା ପଡିଲା।
ରାଉରକେଲା,(ବସନ୍ତ ଜେନା); ଓଭରଲୋଡିଂ ଅଭିଯୋଗରେ ରାଉରକେଲା ଆଞ୍ଚଳିକ ପରିବହନ ବିଭାଗର ଏମ ଭି ଆଇ ୫ଟି ଟ୍ରଲର ମାଲିକଙ୍କୁ ପାଖାପାଖି ୨ ଲକ୍ଷ ଟଙ୍କା ଜରିମାନା କରିଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ବେଦବ୍ୟାସ ଚିକଟମାଟି…
ଘର ଭାଙ୍ଗି ଧାନ , ଚାଉଳ ଖାଇଗଲେ ହାତୀ ।
ସୁନ୍ଦରଗଡ ଜିଲ୍ଲାର କୁତ୍ରା ବ୍ଲକରେ ହାତୀ ଦଳଙ୍କ ଉପଦ୍ରବ।।
ରାଉରକେଲା:(ବସନ୍ତ ଜେନା)ସୁନ୍ଦରଗଡ଼ ଜିଲ୍ଲାରେ ବନବିଭାଗ ର ବହୁ ଉଦ୍ୟମ ସ୍ଵତ୍ତ୍ୱେ ହାତୀ ଆତଙ୍କ ଥମିବାର ନାଁ ନେଉନାହିଁ । ଜିଲ୍ଲାର କୁତ୍ରା ବ୍ଲକ ଅନ୍ତର୍ଗତ କିରିଙ୍ଗସେରା ପଞ୍ଚାୟତର ଝିରପାଣିରେ ଆଜି ପୁଣି ଏକ ହାତୀ ଦଳର…
ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ‘ସୀତା ବିବାହ’ ମାଧ୍ୟମରେ ମୋହନ ସୁନ୍ଦର ଓଡ଼ିଶାର ସିନେମା ଶିଳ୍ପର ଅୟମାରମ୍ଭ କରିଥିଲେ
ଭୁବନେଶ୍ୱର : ପ୍ରଥମ ଓଡ଼ିଆ ଚଳଚ୍ଚିତ୍ର ସୀମା ବିବାହର ପ୍ରଯୋଜକ ତଥା ଅଭିନେତା ଓଡ଼ିଶାର ମଞ୍ଚନାଟକ, ଥିଏଟର, ନୃତ୍ୟ, ସଂଗୀତର ଭୀଷ୍ମ ପିତାମହ ମୋହନ ସୁନ୍ଦର ଦେବଗୋସ୍ୱାମୀଙ୍କ ୭୪ତମ ଶ୍ରାଦେ୍ଧାତ୍ସବ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଅନୁଶାସନ ସଚିବ ଲକ୍ଷ୍ମୀଧର…
କନେଷ୍ଟେବଳଙ୍କ କୁଡ଼ିଆ, ଆଉ ଛାତ ଉପରେ ସୁଇମିଙ୍ଗପୂଲ
ଏହା ହେଉଛି ଆଜି ଭିଜିଲାନ୍ସ ଜାଲରେ ଫସିଥିବା ବାରିପଦାର କନେଷ୍ଟେବଳଙ୍କ ନିହାର ରଞ୍ଜନ ଦଣ୍ଡପାଟଙ୍କ କୁଡ଼ିଆ, ଆଉ ଛାତ ଉପରେ ସୁଇମିଙ୍ଗପୂଲ | ଭିଜିଲାନ୍ସ ତଦନ୍ତ ସାରିବା ପରେ ବାବୁଙ୍କ ସମ୍ପତ୍ତିର ଖୋଲିବା ପୋଲ |
କଚେରୀ ପରିସରରେ କରୋନା ଆକ୍ରାନ୍ତ
ସୁନ୍ଦରଗଡ଼ ସିଭିଲକୋର୍ଟ ପରିସରରେ ବ୍ୟାପକ ମାତ୍ରାରେ ତୃତୀୟ ଲହରୀ ଭୁତାଣୁ ଚିହ୍ନଟ ହେବାପରେ କଣ୍ଟେନମେଣ୍ଟ ଯୋନ ଘୋଷଣା କଲେ ସଦର ସବ କଲେକ୍ଟର
ସୁନ୍ଦରଗଡ଼ :- ସୁନ୍ଦରଗଡ ଜିଲ୍ଲାରେ ତୃତୀୟ ଲହରୀ ଓମିକ୍ରିମ ପ୍ରତେହ ଦିନ ଉଗ୍ରରୂପ ନେଇ ବଢ଼ି ଚାଲିଥିବା ବେଳେ ସୁନ୍ଦରଗଡ ସିଭିଲ କୋର୍ଟ…
ଅଭିନୟ ସାରି ବାହୁଡ଼ିଗଲେ ମିହିର ଦାସ
କଟକ : ଶେଷରେ ଆଖି ବୁଜିଲେ ଓଡ଼ିଆ ଅଭିନୟ ଜଗତର ଭର୍ସାଟାଇଲ ଅଭିନେତା ମିହିର ଦାସ | ଏକ ଘରୋଇ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବା ପରେ ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା…
ସାମ୍ବାଦିକ ଏବଂ ପୋଲିସ ମିଳିତ ଭାବେ କୋରୋନା, ଓମିକ୍ରନର ସଚେତନତା କାର୍ଯ୍ୟକ୍ରମ ।
କଲ୍ୟାସିଂହପୁର:ପ୍ରଦୀପ ଦଲାଇ/ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ୍ ଅନ୍ତର୍ଗତ କୁମ୍ଭାରଗୁଡ଼ା ଛକ ଠାରେ ସ୍ଥାନୀୟ ପୋଲିସ ଏବଂ ପ୍ରେସ କ୍ଳବ୍ କଲ୍ୟାଣସିଂହପୁର ସାମ୍ବାଦିକ ସଂଘ ସଦସ୍ୟଙ୍କ ପକ୍ଷରୁ ମିଳିତ ଭାବେ କୋରୋନା ସମନ୍ଧରେ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ସାରା ବିଶ୍ୱରେ କୋଭିଡ୍…