Sign in
Sign in
Recover your password.
A password will be e-mailed to you.
ବିଜେଡିରେ ନୂଆ ପଦାଧିକାରୀ : ପ୍ରଦୀପ ଓ ପ୍ରଫୁଲ୍ଲ ମାଝୀ ହେଲେ ବରିଷ୍ଠ ସାଧାରଣ ସମ୍ପାଦକ
ଭୁବନେଶ୍ୱର : ବିଜୁ ଜନତା ଦଳରେ ନୂଆ ପଦାଧିକାରୀଙ୍କୁ ନିଯୁକ୍ତି ମିଳିଛି | ଏହି ନବନିଯୁକ୍ତ ତାଲିକାରେ ସ୍ଥାନ ପାଇଛନ୍ତି କଂଗ୍ରେସ ଓ ବିଜେପି ଛାଡି ବିଜେଡିରେ ଯୋଗ ଦେଇଥିବା କିଛି ନେତା | ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆଦେଶ କ୍ରମେ ଏହି କର୍ମକର୍ତ୍ତାମାନଙ୍କୁ…
ଠକେଇ ଅଭିଯୋଗରେ ଜଣେ ଯୁବକ ଗିରଫ, ଦାମି କାର ସହ ଲକ୍ଷାଧିକ ଟଙ୍କା ଜବତ l
ରଣପୁର/ ପ୍ରସନ୍ନ ସାମନ୍ତରାୟ : ଚାକିରୀ କରାଇଦେବାର ଲୋଭନୀୟ ପ୍ରତିଶୁତିଦେଇ ଅଭିନଵ ଉପାୟରେ ଠକୁଥିବା ଅଭିଯୋଗରେ ଜଣେ ଠକ ଯୁବକକୁ ଗିରଫ କରିଛି ରଣପୁର ପୋଲିସ | ତାଙ୍କ ଠାରୁ ଏକ ଦାମି କାର ସହ ଦୁଇଲକ୍ଷ ଟଙ୍କା ଜବତ ହୋଇଛି l ସୂଚନା ଅନୁସାରେ ରଣପୁର ଥାନା ଅନ୍ତର୍ଗତ ହଂସରା ଗ୍ରାମର ରାଜୀବ…
ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ସଚେତନତା ଶିବିର
ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଓଡ଼ିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ କଟକ ଓ ମାନ୍ୟବର ଜିଲ୍ଲା ଦୌରାଜଜ୍ ତଥା ପ୍ରାଧିକରଣ ଅଧ୍ୟକ୍ଷ ଶ୍ରୀ ସତ୍ୟପିର ମିଶ୍ରଙ୍କ ନିର୍ଦ୍ଦେଶ କ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ କିନ୍ନର ମାନଙ୍କ ପାଇଁ ଥିବା ସାମ୍ବିଧାନିକ ଅଧିକାର…
ଜିଲ୍ଲାସ୍ତରୀୟ ଯୁବ ସମାବେଶ ଓ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ
ଜଗତସିଂହପୁର/ସୁମନ୍ତ କୁମାର ଦାସ: ନେହେରୁ ଯୁବକେନ୍ଦ୍ର ସଂଗଠନ, ଜଗତସିଂହପୁର ଶାଖା ଆନୁକୂଲ୍ୟରେ ସ୍ୱାମୀ ବିବେକାନନ୍ଦ ଜୟନ୍ତି ଉପଲକ୍ଷେ ଜିଲ୍ଲାସ୍ତରୀୟ ଯୁବ ସମ୍ମିଳନୀ ପ୍ରଫୁଲ ପାଠାଗାର, ଓଡିଶାଗଡ, ଗଙ୍ଗାଧର ସମ୍ମିଳନୀ କକ୍ଷରେ ସଭାପତି ରବୀନ୍ଦ୍ରନାଥ ତ୍ରିପାଠୀଙ୍କ ଅଧକ୍ଷତାରେ ଅନୁଷ୍ଠିତ…
ବାଲେଶ୍ବର ଜିଲ୍ଲାକୁ ୨୩ ହଜାର ଦେଶୀ ଓ ବିଦେଶୀ ପକ୍ଷୀଙ୍କ ଆଗମନ।
ବାଲେଶ୍ଵର(ସୁଶାନ୍ତ କୁମାର ପଣ୍ଡା). ବାଲେଶ୍ବର ଜିଲ୍ଲା ରେ ପକ୍ଷୀ ଗଣନା କାର୍ଯ୍ୟ ୨୦୨୨ ଶେଷ ହୋଇ ଯାଇଛି। ବିଭିନ୍ନ ରେଞ୍ଜକୁ ୨୩ହଜାର ରୁ ଅଧିକ ପକ୍ଷୀ ଆଗମନ କରିଛନ୍ତି। ଗତ ଜାନୁୟାରୀ ୫ ତାରିଖରୁ ନୀଳଗିରି, କୁଲଡୀଆ,ଵୁଢାବଳଙ୍ଗ ନଦୀ ମୁହାଣ, ଵାହାଵଳପୁର,ତାଳସାରୀ,ସୋର ଇତ୍ୟାଦି ରେଞ୍ଜରେ…
ମହାନ ବିପ୍ଳବୀ ଚକରା ବିଷୋୟୀଙ୍କର ୧୯୯ତମ ଜୟନ୍ତୀ ଅବସରରେ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର,(ଶାସକ ପ୍ରଶାସକ) : ଆଜି ମହାନ ବିପ୍ଳବୀ ଚକରା ବିଷୋୟୀଙ୍କ ୧୯୯ତମ ଜୟନ୍ତୀ ଅବସରରେ ସୂଚନା ଓ ଲୋକସଂପର୍କ ବିଭାଗ ତରଫରୁ ବିଭାଗୀୟ ସମ୍ମିଳନୀ କକ୍ଷରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛିା ସାରା ଦେଶରେ କୋଭିଡ୍-୧୯ ତୃତୀୟ ଲହର ସଂକ୍ରମଣ ଦ୍ରୁତଗତିରେ ବଢ଼ି ଚାଲିଥିବାରୁ…
ମାଟିଆ ସମ୍ପ୍ରଦାୟ ବାସିନ୍ଦା : ଜାତିଗତ ପ୍ରମାଣ ପତ୍ର କୁ ନେଇ ସରକାରଙ୍କୁ ଆହ୍ୱାନ
ଜଗତସିଂହପୁର/ ସୁମନ୍ତ କୁମାର ଦାସ : ଓଡିଶ ପଞ୍ଚାୟତରେ ନିହାତି 50 ଘର ଅନୁସୂଚିତ ଜାତି ତଥା ମାଟିଆ ସମ୍ପ୍ରଦାୟର ବାସିନ୍ଦା ଅଛନ୍ତି l ଆଜିର ନାଗରିକ କାଲି ଦେଶର ଭବିଷ୍ୟତ ବୋଲି ସରକାର ଡିଣ୍ଡିମ ପିଟୁଛନ୍ତି l ନିରାକ୍ଷରତା କେହି ରହିବେ ନାହିଁ ସମସ୍ତେ ସ୍ଵାକ୍ଷର ହେବା ଦରକାର l ସରକାରଙ୍କର…
ଚୋରା ଦେଶୀମଦ ଜବତ : ୫ଜଣ ଗିରଫ
ବାସୁଦେବପୁର (ପ୍ରତାପ କୁମାର ପାଢ଼ୀ)ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣରେ ଦେଶି ବିଦେଶୀ ମଦ ଜବତ । ବାସୁଦେବପୁର ଅବକାରୀ ବିଭାଗ ପକ୍ଷରୁ ବାସୁଦେବପୁରର ବିଭିନ୍ନ ଅଞ୍ଚଳରୁ ଚାଢାଉ କରାଯାଇ ବିପୁଳ ପରିମାଣର ଚୋରା ଦେଶୀ ବିଦେଶୀ ମଦ ଜବତ କରାଯାଇଛି । ବିଭିନ୍ନ ଯାଗାରୁ ୮୫ ଲିଟର ଦେଶି ଓ…
ଜିଆଇଇଟି ବିଶ୍ଵ ବିଦ୍ୟାଳୟ ଗୁଣୁପୁରରେ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳିତ
ଗୁଣପୁର ରୁ ସନ୍ତୋଷ କୁମାର ଚୌଧୁରୀ- ସ୍ଥାନୀୟ ଜି ଆଇ ଇ ଟି ବିଶ୍ୱବିଦ୍ୟାଳୟ ଗୁଣୁପୁର ପରିସରରେ ଆଜି ଜାତୀୟ ସେବା ଯୋଜନା ପକ୍ଷରୁ ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ ପାଳିତ ହୋଇଯାଇଛି।ଏହି ଅବସରରେ ବିଶ୍ଵ ବିଦ୍ୟାଳୟର ମହା ନିର୍ଦେଶକ ଡ଼ଃ ଜଗଦୀଶ ପଣ୍ଡା, ରେଜିଷ୍ଟ୍ରାର ଡ଼ଃ ଏନ. ଭି. ଜଗନ୍ନାଧା…
୧୪ ରୁ ୧୭ ଯାଏ ବନ୍ଦ ରହିବ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର
ବରଗଡ :- ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ତୀର୍ଥ କ୍ଷେତ୍ର ଶ୍ରୀ ଶ୍ରୀ ନୃସିଂହନାଥ ମହାପ୍ରଭୁଙ୍କ ମନ୍ଦିର ଆସନ୍ତା ୧୪ ତାରିଖରୁ ୧୭ ତାରିଖ ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ମାନଙ୍କର ଦର୍ଶନ ନିମନ୍ତେ ବନ୍ଦ ରହିବ । କୋରୋନା ସଂକ୍ରମଣ କ୍ରମାଗତ ଭାବରେ ବୃଦ୍ଧି ପାଉଥିବା କାରଣରୁ ମନ୍ଦିର ବନ୍ଦ ରଖିବା ପାଇଁ…