ମାନସିଂହ ସାହିତ୍ୟ ସଂସଦର ତ୍ରୟୋଦଶ ମାସିକ କବିତା ଆସର ଅନୁଷ୍ଠିତ

ପଦ୍ମପୁର :ମାନସିଂହ ସାହିତ୍ୟ ସଂସଦ, ନନ୍ଦଳା, ପୁରୀର ତ୍ରୟୋଦଶ ମାସିକ କବିତା ଆସର ଜାନୁଆରୀ ୧୦ ତାରିଖ ସନ୍ଧ୍ୟା ୭ଟାରେ ଅନୁଷ୍ଠିତ ହୋଇଯାଇଛି । ଭୁବନେଶ୍ଵରର ବରିଷ୍ଠ ସୁସାହିତ୍ୟିକା ଡ଼ଃ. ସୁଷମା ମିଶ୍ର ମୁଖ୍ୟଅତିଥି ରୂପେ ଯୋଗ ଦେଇ ସାହିତ୍ୟ ସହିତ ମଣିଷ ଜୀବନର ଅନୁଭୂତି ବିଷୟରେ ବର୍ଣ୍ଣନା…

ପାରଳାଖେମୁଣ୍ଡି ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ଵାରା ମହିଳା ସିଲେଇ ତାଲିମ କାର୍ଯ୍ୟକ୍ରମର…

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ୟୁନିୟନ ଗ୍ରାମ୍ୟ ଆତ୍ମନିଯୁକ୍ତି ପ୍ରଶିକ୍ଷିଣ ଅନୁଷ୍ଠାନ ଦ୍ଵାରା ମହିଳା ସିଲେଇ ତାଲିମ କାର୍ଯ୍ୟକ୍ରମର ଉଦଘାଟନ ସଭା ମଙ୍ଗଳବାର ଦିନ ଅନୁଷ୍ଠାନ ସଭା ଗୃହରେ ଅନୁଷ୍ଠିତ ହୋଇଛି। ଏହି ୩୦ ଦିନିଆ ତାଲିମ କାର୍ଯ୍ୟକ୍ରମରେ ଗଜପତି…

ବିଜେଡିରେ ସାମିଲ ହେଲେ ଛତ୍ରପୁର ନିର୍ବାଚନମଣ୍ଡଳୀର ଶତାଧିକ କଂଗ୍ରେସ ଓ ବିଜେପି କର୍ମୀ

ଭୁବନେଶ୍ୱର,(ଶାସକ ପ୍ରଶାସକ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ନିର୍ବାଚନମଣ୍ଡଳୀର ବିଜେପି ଓ କଂଗ୍ରେସ ଦଳରପଦାଧିକାରୀ ଓ ଶତାଧିକ କର୍ମୀ ଆଜି ବିଜୁ ଜନତା ଦଳରେ ବିଧିବଦ୍ଧ ଭାବେ ସାମିଲ୍ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ବହୁ ସରପଞ୍ଚ, ୱାର୍ଡମେମ୍ବର , ବ୍ଲକ ସଭାପତି ଓ ଜିଲ୍ଲାପରିଷଦ ପ୍ରାର୍ଥୀ…

ଇଣ୍ଡିଆସ୍ ବେଷ୍ଟ ଡ୍ୟାନ୍ସର ସିଜିନ୍‌ – ୨: ଦ୍ୱିତୀୟ ରନର୍ସ ଅପ୍‌ ହେଲେ ରୋଜା ରାଣା

ରାଉରକେଲା/ବସନ୍ତ ଜେନା : ରାଉରକେଲା ଝିଅ ରୋଜା ରାଣା ରିଆଲିଟି ସୋ’ ଇଣ୍ଡିଆସ୍‌ ବେଷ୍ଟ ଡ୍ୟାନ୍ସର ସିଜିନ୍‌-୨ର ଦ୍ୱିତୀୟ ରନର୍ସ ଅପ୍‌ ହୋଇ ଓଡ଼ିଆ ପାଇଁ ଗୌରବ ଆଣିଛନ୍ତି । ସୋନି ଏଣ୍ଟରଟେନ୍‌ମେଣ୍ଟ ଟିଭିରେ ପ୍ରସାରିତ ଏହି ରିଆଲିଟି ସୋ’ରେ ରୋଜା ଚମତ୍କାର ପ୍ରଦର୍ଶନ କରି ଟପ୍‌ ୫…

ବାଜିଲା ବିଗୁଲ, ଫେବୃଆରୀ ୧୬ରୁ ୫ ଥାକିଆ ମତଦାନ

ଭୁବନେଶ୍ୱର (ଶାସକ ପ୍ରଶାସକ ) ସବୁ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବାଜିଲା ପଞ୍ଚାୟତ ନିର୍ବାଚନ ବିଗୁଲ | ଆଜି ବିଧିବଦ୍ଧ ଭାବେ ପ୍ରକାଶ ପାଇଲା ତାରିଖ । ପାଞ୍ଚୋଟି ପର୍ଯ୍ୟାୟରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ଫେବୃଆରୀ ୧୬,୧୮,୨୦, ୨୨ ଓ ୨୪ରେ ତାରିଖରେ ଭୋଟ ଗ୍ରହଣ କରାଯିବ । ମତଦାନ…

କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ଗଜପତି ଜିଲ୍ଲା ଗସ୍ତ: ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର…

https://youtu.be/MWL8rsGCQkQ ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ ବ୍ୟାପାର ମନ୍ତ୍ରୀ ଶ୍ରୀ ବିଶ୍ବେଶ୍ୱର ଟୁଡୁ ଦିନିକିଆ ଗଜପତି ଜିଲ୍ଲା ଗ୍ରସ୍ତରେ ଆସି ପାରଳାଖେମୁଣ୍ଡି ଠାରେ ଏକ ଶିଳାନ୍ୟାସ ଓ ସାଧାରଣ ସଭାରେ ଯୋଗ ଦେଇଥିଲେ । କେନ୍ଦ୍ରମନ୍ତ୍ରୀ…

ବ୍ରାଉନ ସୁଗାର ସହ ମହିଳାଙ୍କୁ ଗିରଫ କଲା ଅବକାରୀ ବିଭାଗ

ଖୋର୍ଦ୍ଧା/ରବି ନାରାୟଣ ସାହୁ : ଖୋର୍ଦ୍ଧା ସହର ଠାରୁ ଆରମ୍ଭ କରି ଜଳେଶ୍ବର ପର୍ଯ୍ୟନ୍ତ ବ୍ରାଉନ ସୁଗାର ବେପାର ଦିନକୁ ଦିନ ସକ୍ରିୟ ହେବାରେ ଲାଗିଛି | କିନ୍ତୁ ବ୍ରାଉନ ସୁଗାର ବେପାର ଖୋର୍ଦ୍ଧାର ଗଳିକନ୍ଦିରେ ବହୁ ମାତ୍ରାରେ ବ୍ୟାପିବାରେ ଲାଗିଛି | ଖୋର୍ଦ୍ଧା ସହରରେ ବ୍ରାଉନ ସୁଗାର ସେବନ…

ଜଣାଶୁଣା ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଦୁର୍ଯ୍ୟୋଧନ ମାଝୀଙ୍କ ପରଲୋକ

ଭୁବନେଶ୍ୱର: ଜଣାଶୁଣା ରାଜନେତା ତଥା ପୂର୍ବତନ ମନ୍ତ୍ରୀ ଦୁର୍ଯ୍ୟୋଧନ ମାଝୀଙ୍କ ଭୁବନେଶ୍ୱରସ୍ଥିତ ସରକାରୀ ବାସଭବନରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୪ବର୍ଷ ହୋଇଥିଲା । ସ୍ବର୍ଗତଃ ଦୁର୍ଯ୍ୟୋଧନ ମାଝୀ ନୂଆପଡା ଜିଲ୍ଲା ଖଡିଆଳ ନିର୍ବାଚନ ମଣ୍ଡଳୀରୁ ୫ ଥର ବିଧାନସଭାକୁ ନିର୍ବାଚିତ…

ଜଗତସିଂହପୁର ଜିଲ୍ଲାରେ ଆଜିଠୁ ଆରମ୍ଭ ହେଲା କୋଭିଡ ବୁଷ୍ଠର ଡୋଜ

ଜଗତସିଂହପୁର/ସୁମନ୍ତ କୁମାର ଦାସ: ଜଗତସିଂହପୁର ଜିଲ୍ଲାରେ ଆଜିଠୁ ଆରମ୍ଭ ହେଲା କୋଭିଡୀ ମହାମାରୀର ତୃତୀୟ ଡୋଜ ବୁଷ୍ଠର ଟିକା। ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟର ନୂଆ ଓପିଡି ଠାରେ ତୃତୀୟ ଡୋଜ ବୁଷ୍ଠର ଟିକା ପ୍ରଦାନ କରାଯାଇ ଥିଲା । ସେହିଭଳି ଭାବରେ ଜଗତସିଂହପୁର ଜିଲ୍ଲାର ଅତିରିକ୍ତ ଏସପି…

ପୋଲିସ କନେଷ୍ଟବଳଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଫାଇଲ ଫଟୋ: ନିହାର ରଞ୍ଜନ ଦଣ୍ଡପାଟ ବାରିପଦା(ଦିଲ୍ଲୀପ ମହାନ୍ତି) : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବାରିପଦାର ପୋଲିସ କନେଷ୍ଟବଳ ନିହାର ରଞ୍ଜନ ଦଣ୍ଡପାଟଙ୍କ ଘରେ ଚଢ଼ାଉ କରିଛି ଭିଜିଲାନ୍ସ | ଏକାସାଙ୍ଗରେ ବାରିପଦା ପୌର ପରିଷଦ ଅଂଚଳର ଭଂଜପୁରସ୍ଥିତ ତାଙ୍କ ବାସଭବନ, ବାରିପଦାର…