କୋଭିଡ କଟକଣା ମଧ୍ୟରେ ହେବ ଗଣତନ୍ତ୍ର ଦିବସ ପାଳନ

ଗଣତନ୍ତ୍ର ଦିବସ ପାଳନ ନିମନ୍ତେ ରାଉରକେଲା ରେ ପ୍ରସ୍ତୁତି ବୈଠକ। ରାଉରକେଲା,(ବସନ୍ତ ଜେନା); ୭୩ତମ ଗଣତନ୍ତ୍ର ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ସୋମବାର ରାଉରକେଲା ମହାନଗର ନିଗମ ଉପାୟୁକ୍ତ ଶ୍ରୀଯୁକ୍ତ ସୁଧାଂଶୁ ଭୋଇଙ୍କ ଅଧ୍ୟକ୍ଷତାରେ ଆରଏମସି ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି।…

ନାବାଳିକା ଝିଆରୀକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ଗିରଫ

ଏକ ବର୍ଷ ପରେ  ସମ୍ପର୍କୀୟ ଅଭିଯୁକ୍ତ ଦାଦାକୁ କଲିକତା ରୁ ଗିରଫ କଲା ନୟାଗଡ ପୋଲିସର ସ୍ୱତନ୍ତ୍ର ଟିମ photo from net ରଣପୁର(ପ୍ରସନ୍ନ ସାମନ୍ତରାୟ) ନୟାଗଡ ଜିଲ୍ଲା ରଣପୁର ଥାନା ରେ ଏକ ନାବାଳିକା ଝିଆରୀ କୁ ସମ୍ପର୍କୀୟ ଦାଦା ର ବାରମ୍ବାର ଦୁଷ୍କର୍ମ କୁ ନେଇ ପୀଡିତା ଙ୍କ ପରିବାର…

ରାଉରକେଲା ପାଇଁ ଖୁସି ଓ ଗର୍ବର ବିଷୟ : ଦେଶର ପ୍ରମୁଖ ୧୦ଟି ସହର ଭିତରେ ସ୍ମାର୍ଟ ସିଟି ରାଉରକେଲା

ରାଉରକେଲା ( ବସନ୍ତ ଜେନା) ସ୍ମାର୍ଟ ସିଟି ରାଉରକେଲା ପାଇଁ ଖୁସି ଖବର । ଭାରତ ସରକାରଙ୍କ ଗୃହ ନିର୍ମାଣ ଓ ସହରାଞ୍ଚଳ ବ୍ୟାପାର ମନ୍ତ୍ରାଳୟ ଅଧୀନରେ ଚାଲିଥିବା ‘ନର୍ଚରିଂ ନେବରହୁଡସ୍ ଚ୍ୟାଲେଞ୍ଜ’ କାର୍ଯ୍ୟକ୍ରମରେ ରାଉରକେଲା ସହର ଭାଗନେଇ ଦେଶର ୧୦ଟି ପ୍ରମୁଖ ସହର ତାଲିକାରେ ସ୍ଥାନ ପାଇଛି ।…

ମା ସପ୍ତଫେଣି କ୍ରିକେଟ କ୍ଲବ ଆନୁକୂଲ୍ୟ ରେ ଏକ ଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ।

ନିଶ୍ଚିନ୍ତକୋଇଲି/ ଦେବେନ୍ଦ୍ର ଷଢଙ୍ଗି: ନିଶ୍ଚିନ୍ତକୋଇଲି ବ୍ଲକ ଅଧିନସ୍ଥ ଦାଉଦପୁର ପଞ୍ଚାୟତର ବୋଧଙ୍ଗ ଠାରେ ଏକଦିବସୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି ।ନିଜ ଅଞ୍ଚଳରେ ଭାଇଚାରାକୁ ବଜାୟ ରଖିବା, ଏହି ଟୁର୍ଣ୍ଣାମେଣ୍ଟ କୁ ବୋଧଙ୍ଗ ଅଞ୍ଚଳର ଯୁବକ ବଂଧୁ ମାନେ ଆୟୋଜନ କରିଥିଲେ ।…

ବନାଗ୍ନି ପ୍ରଶମନ ପରିଚାଳନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଭଞ୍ଜନଗର,/ ନିଲୁ ବିଶୋଇ: ଭଞ୍ଜନଗର ଉତ୍ତର ଘୁମୁସର ବନଖଣ୍ଡର ଲାଲସିଂ ସ୍ଥାୟୀ ଚାରା ଉତ୍ପାଦନ କେନ୍ଦ୍ର ଠାରେ ବନାଗ୍ନି ପ୍ରଶମନ ପରିଚାଳନା ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ ଯାଇଛି । ବନଖଣ୍ଡ ଅଧିକାରୀ ଅଭୟ କୁମାର ଦଲାଇଙ୍କ ସଭାପତିତ୍ବରେ ଅନୁଷ୍ଠିତ କାଯ୍ୟକ୍ରମ ରେ ଅବୈତନିକ ବନ୍ୟପ୍ରାଣୀ…

ପଦ୍ମ ଘୁଂଚି ଘୁଂଚି ଯାଉଛି : ଝୁଲି ରହିଲା ଆରଏମସି ନିର୍ବାଚନ

ରାଉରକେଲା (ବସନ୍ତ ଜେନା): ରାଜ୍ୟରେ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା ପରେ ପୌର ନିର୍ବାଚନ ପାଇଁ ଆରମ୍ଭ ହୋଇଛି ପ୍ରକ୍ରିୟା । ଏହା ମଧ୍ୟରେ ସଂରକ୍ଷଣ ତାଲିକା ପ୍ରକାଶ ପାଇସାରିଛି । ସୁନ୍ଦରଗଡ଼ ଜିଲ୍ଲାର ସୁନ୍ଦରଗଡ଼, ରାଜଗାଙ୍ଗପୁର ଓ ବୀରମିତ୍ରପୁର ପୌର ନିର୍ବାଚନ ହେବାକୁ ଯାଉଥିବାବେଳେ…

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨ ର ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ପର୍ବ

ଗଣିଆ ( ତରୁଣ କୁମାର ଅମାୟନ୍ତ )- ନୟାଗଡ଼ ଜିଲ୍ଲା ଗଣିଆ ବ୍ଲକଟି ଜିଲ୍ଲାର ସବୁଠାରୁ ଛୋଟ ବ୍ଲକ ଭାବରେ ଜଣାଶୁଣା ଥିଲେ ମଧ୍ୟ ଏଠାକାର ରାଜନୈତିକ ପାଣିପାଗ ସର୍ବଦା ଉଦାହରଣ ସୃଷ୍ଟି କରେ। ଏହି ବ୍ଲକଟି ସମୁଦାୟ ୮ଗୋଟି ପଞ୍ଚାୟତକୁ ନେଇ ଗଠିତ ହୋଇଥିଲେ ହେଁ ଆଗାମୀ ତ୍ରିସ୍ତରୀୟ ପଞ୍ଚାୟତ…

“ପ୍ରତି ବର୍ଷ ୧୪ ହଜାର କୋଟି ଟଙ୍କାର ରାଜସ୍ୱ ହରାଉଛି ଓଡିଶା “

 ରାଜ୍ୟପାଳଙ୍କୁ ଅଭିଯୋଗ ଜଣାଇ କାର୍ଯ୍ୟାନୁଷ୍ଠାନ ଦାବିକଲା ବିଜେପି ନଦୀ ସୁରକ୍ଷା ସମିତି ଭୂବନେଶ୍ୱର :ରାଜ୍ୟରେ ବଢୁଛି ଚୋରା ବାଲି ମାଫିଆଙ୍କ ରାଜ୍ । ରାଜ୍ୟ ସରକାର ଏବଂ ଶାସକ ଦଳର ମନ୍ତ୍ରୀ, ବିଧାୟକ ତଥା ନେତାମାନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନ ଓ ପୃଷ୍ଟପୋଷକତାରେ ହେଉଛି ଅବାଧ ବାଲି ଚୋରୀ…

ପଞ୍ଚାୟତ ନିର୍ବାଚନ ଲାଗି ରାଜ୍ୟରେ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ

୨୨ ତାରିଖ ଯାଞ୍ଚ , ୨୫ ତାରିଖ ଚୂଡାନ୍ତ ପ୍ରାର୍ଥୀ ତାଲିକା। ରାଉରକେଲା(ବସନ୍ତ ଜେନା): ଓଡ଼ିଶାରେ ଆଗାମୀ ପଞ୍ଚାୟତ ନିର୍ବାଚନ ଲାଗି ଆଜିଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପ୍ରକ୍ରିୟା ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ। ସୁନ୍ଦରଗଡ଼ ଜିଲ୍ଲାରେ ମଧ୍ୟ ପଞ୍ଚାୟତ…

ଜିଲ୍ଲା କାର୍ଯ୍ୟାଳୟରେ ବିଜେପିର ମିଶ୍ରଣ ପର୍ବ: ଶଙ୍ଖ ଛାଡି ପଦ୍ମ ଧରିଲେ

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ବିଜେପିର ଜିଲ୍ଲା କାର୍ଯ୍ୟାଳୟ ଠାରେ ଏକ ମିଶ୍ରଣ ପର୍ବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ମିଶ୍ରଣ-ପର୍ବ କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ମୋହନା ବ୍ଲକର କିଛି ବିଜେଡି ଦଳର କେଡର ତଥା…